Home Left

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୫ ର଼୍ୟାଙ୍କ୍‌ରେ ସ୍ବାଗତିକା: ସଫଳତା ଦେଖିବାକୁ ପାଖରେ ନାହାନ୍ତି ଜେଜେମା’

ଭଦ୍ରକ, ୩୧ା୭(ସନାତନ ରାଉତ): ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୫ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତ ଅଧୀନ ବେଣିପୁର ଗୋପାଳବିନ୍ଧା ମହାନ୍ତିସାହିର ସ୍ବାଗତିକା ମହାନ୍ତି। ସେ କହନ୍ତି, ଭୁବନେଶ୍ୱରରେ ସ୍ବାସ୍ଥ୍ୟ ଓ…

ବିଧାନସଭା ନିର୍ବାଚନ ପାଇଁ ୫ ରାଜ୍ୟରେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

ଜୟପୁର,୩୧।୭: ଆଗାମୀ ଦିନରେ ରାଜସ୍ଥାନ ସମେତ ଆଉ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର ପ୍ରସ୍ତୁତି ସ୍ବରୂପ ଉକ୍ତ ରାଜ୍ୟରେ କଂଗ୍ରେସ ସୋମବାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିଷ୍ପତ୍ତି କ୍ରମେ ଏହି ଦାୟିତ୍ୱ…

ଜଳାଭିଷେକ କଲେ ୧୫ ହଜାର କାଉଡ଼ିଆ ଆଖଣ୍ଡଳମଣି ପୀଠ

ଆରଡ଼ି, ୩୧।୭ (ଦୀପ୍ତି ରଞ୍ଜନ ନାୟକ): ଶ୍ରାବଣ ମାସର ୩ୟ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ କାଉଡ଼ିଆ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି। କାଉଡ଼ିଆମାନେ ବୈତରଣୀ, ସାଳନ୍ଦୀ, ଖରସ୍ରୋତା, ବ୍ରାହ୍ମଣୀ, କୋଚିଳା, ଗେଙ୍ଗୁଟି ନଦୀରୁ ଜଳ ଆଣି ବାବା…

ମ୍ୟାଚ ସମୟରେ ପଡ଼ିଆକୁ ପଶିଲା ସାପ, ଭିଡିଓ ଭାଇରାଲ

ଶ୍ରୀଲଙ୍କା,୩୧।୭: ଆଜି ଲଙ୍କା ପ୍ରିମିୟର ଲିଗରେ ଗାଲେ ଟାଇଟାନ୍ସ ଏବଂ ଦମବୁଲ୍ଲା ଓର ଦଳ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଏହି ମ୍ୟାଚ ସମୟରେ କିଛି ଘଟିଥିଲା, ଯାହା ପରେ ଖେଳକୁ ବନ୍ଦ କରିବାକୁ ପଡିଲା। ବାସ୍ତବରେ, ଗାଲେ ଟାଇଟାନ୍ସ ଏବଂ ଦମବୁଲ୍ଲା…

ଖଣ୍ଡାରେ ଆକ୍ରମଣ ଉଦ୍ୟମ ମହଙ୍ଗା ପଡ଼ିଲା

ନାକଟିଦେଉଳ,୩୧ା୭(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ଥାନା ସରାପାଲି ଗ୍ରାମରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରି ସେହି ଗ୍ରାମର ଅନ୍ୟଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ବିଜୟ ବେହେରା। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗ୍ରାମର ପ୍ରିୟମ ମହାକୁଡ଼…

ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଏହି ଦାବି କଲେ ଅଭିଯୋଗକାରୀ

ନୂଆଦିଲ୍ଲୀ,୩୧।୭: ମୋଦି ଉପନାମ ସହ ଜଡିତ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆବେଦନ ଉପରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦି ସୁପ୍ରିମକୋର୍ଟରେ ନିଜର ଜବାବ ଦାଖଲ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିବା ପାଇଁ ଅଭିଯୋଗକାରୀ ସର୍ବୋଚ୍ଚ ନ୍ୟାୟାଳୟରେ…

କ୍ୱାର୍ଟର ଫାଇନାଲରେ ଜାପାନ, ଅଷ୍ଟ୍ରେଲିଆ, ନାଇଜେରିଆ

ହାମିଲଟନ୍‌, ୩୧ା୭: ମହିଳା ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ,ଜାପାନ ଓ ନାଇଜେରିଆ। ସୋମବାର ଜାପାନ, ଜାମ୍ବିଆ ଓ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବା ବେଳେ ନାଇଜେରିଆ ଓ ଆୟର୍ଲାଣ୍ଡ ପଏଣ୍ଟ ବାଣ୍ଟିଛନ୍ତି। ଜାମ୍ବିଆ ଏହାର ବିଶ୍ୱକପ୍‌ ଇତିହାସରେ ପ୍ରଥମ…

ଯାନ୍ତ୍ରିକ ତ୍ରୁଟି ଯୋଗୁ ଅବତରଣ କଲା ବିମାନ, ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଥିରୁଭାନନ୍ତପୁରମ୍‌, ୩୧।୭: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଉଡ଼ାଣ ପରେ ସୋମବାର ଯାନ୍ତ୍ରିକ ତ୍ରୁଟି କାରଣରୁ ଥିରୁଭାନନ୍ତପୁରମ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ବିମାନଟି ନିରାପଦରେ ଅବତରଣ କରିଛି। ୧୫୪ ଜଣ ଯାତ୍ରୀଙ୍କୁ ଧରି ବିମାନଟି ତିରୁଚିରାପଲ୍ଲୀରୁ ଶାରଜାହା ଅଭିମୁଖେ ଯାଉଥିଲା।…

ନିର୍ମାଣର ୨ ମାସ ନ ପୂରୁଣୁ ଦବିଗଲା

କୋକସରା,୩୦।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରାରୁ ଚିକିଲିକୁ ସଂଯୋଗୀକରଣ ପାଇଁ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ କାର୍ଯ୍ୟ ସମ୍ପାଦନ ହେବାର ୨ ମାସ ମଧ୍ୟ ହୋଇ ନ ଥିବା ବେଳେ ଅନେକ…

ବଜ୍ରପାତରେ ମହିଳା ମୃତ

ତିହିଡ଼ିି,୩୧ା୭(ସଞ୍ଜିତ୍‌ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କଁାପଡ଼ା ପଞ୍ଚାୟତ ତଳକାଁପଡ଼ା ଗ୍ରାମର ଜଣେ ମହିଳାଙ୍କ ସୋମବାର ଅପରାହ୍ନରେ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଗ୍ରାମର ମଧୁସୂଦନ ମଳିକଙ୍କ ସ୍ତ୍ରୀ ଜେମାମଣି(୬୦)। ସେ ବିଲରେ କାମ କରୁଥିବା…

ଖେବର ପାଖ୍ଟନଖୱାରେ ବିସ୍ଫୋରଣ: ଏଯାଏ ୫୦ ଜଣଙ୍କ ମୃତ୍ୟୁ, ୧୫୦ ଆହତ

ଇସଲାମାବାଦ,୩୧।୭: ପାକିସ୍ତାନର ଖେବର ପାଖ୍ଟନଖୱାଠାରେ ଏକ ବଡ଼ ବିସ୍ଫୋରଣରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୦ଜଣ ଆହତ ହୋଇଥିବା କୁହାଯାଉଛି। ରବିବାର ଏକ ସମ୍ମିଳନୀ ଚାଲିଥିବା ବେଳେ ଅପରାହ୍ନ ୪ଟାରେ ବାଜୌର ଆଦିବାସୀ ଜିଲାର ଖାରଠାରେ ଜାମିଅତ ଉଲେମା-ଇ-ଇସଲାମ-ଫଜଲର ସମ୍ମିଳନୀରେ…

ପେଟ୍ରୋଲ, ଡ଼ିଜେଲ ଚୋରି କରି ଧରାପଡ଼ିଲେ ଅଭିଯୁକ୍ତ

ନାକଟିଦେଉଳ,୩୧ା୭(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ଥାନା ବାଟଗାଁ ଛକର ଏକ ଦୋକାନରୁ ଚୋରି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ଟ୍ରକ୍‌, ଗୋଟିଏ ବାଇକ୍‌ ଓ ୩୦ଲିଟର ପେଟ୍ରୋଲ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri