Home Left

ମୋ ପରିବାରର କେହି ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି: ବ୍ରିଜ ଭୂଷଣ

ନୂଆଦିଲ୍ଲୀ, ୧ା୮ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସଭାପତି ବ୍ରିଜଭୂଷଣ ଶରଣ ସିଂ ଆଗାମୀ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ ତାଙ୍କ ପରିବାରର କେହି ପ୍ରତିଦ୍ୱନ୍ଦ୍ୱିତା କରୁ ନାହାନ୍ତି, କିନ୍ତୁ ତାଙ୍କ ଗ୍ରୁପ୍‌କୁ ୨୫ ରାଜ୍ୟ ଆସୋସିଏଶନରୁ ୨୨ଙ୍କ ସମର୍ଥନ ରହିଛି। ମହାସଂଘର ବିଭିନ୍ନ…

ୟୁକ୍ରେନ ଉପରେ ପୁଣି ମିଶାଇଲ୍‌ ମାଡ଼ କଲା ରୁଷିଆ: ୪ ମୃତ, ଅନେକ ଆହତ

କିଭ୍‌,୧।୮: ୟୁକ୍ରେନ ଉପରେ ପୁଣି ମିଶାଇଲ୍‌ ମାଡ଼ କରିଛି ରୁଷିଆ। ଏଥିରେ ଜଣେ ଶିଶୁ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରୀ ଇହୋର କ୍ଲିମେଙ୍କୋ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,…

ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ମୃତ

ହାମିଲଟନ,୧।୮: ହାମିଲଟନ ଦ୍ୱୀପ ନିକଟ କ୍ୱିନ୍ସଲ୍ୟାଣ୍ଡ ଉପକୂଳରେ ଅଷ୍ଟ୍ରେଲିଆର ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ କ୍ରୁ ସଦସ୍ୟ ନିଖୋଜ ହୋଇଯାଇଛନ୍ତି। ସୋମବାର ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ କହିଛନ୍ତି, ଆମେରିକା ସହ ଯୁଦ୍ଧାଭ୍ୟାସ…

ଆଜି ମୋଦିଙ୍କୁ ମିଳିବ ଲୋକମାନ୍ୟ ତିଲକ ପୁରସ୍କାର, ଶରଦ ପାଓ୍ବାର ହେବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଙ୍ଗଳବାର ପୁଣେରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ କରାଯିବ। ଏହି ସମୟରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ମଧ୍ୟ ମଞ୍ଚରେ ମୁଖ୍ୟ ଅତିଥି ରହିବାର କାର୍ଯ୍ୟକ୍ରମ ରହିଛି। ଏ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଦିନିକିଆ ମ୍ୟାଚ୍‌: ଜାଣନ୍ତୁ କେଉଁଠି, କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ତ୍ରିନିଦାଦ,୧।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଆଜି ଖେଳାଯିବ। ଏପର୍ଯ୍ୟନ୍ତ ଭାରତ ଏବଂ ୱେଷ୍ଟଇଣ୍ଡିଜ ଦଳ ୧-୧ ବିଜୟ ହାସଲ କରିଛନ୍ତି। ତେଣୁ ଏହି ମ୍ୟାଚ୍‌ ଫଳାଫଳ ନିର୍ଦ୍ଧାଣ…

ଶୋଭାଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼: ୨ ହୋମଗାର୍ଡ ମୃତ

ଚଣ୍ଡିଗଡ,୧।୮: ହରିୟାଣାର ନୁହରେ ଶୋଭାଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ୨ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ଗୁରୁଗ୍ରାମର ପୋଲିସ ଟିମ ମଓ୍ବେତକୁ ଯାଉଥିବାବେଳେ ଏହି ଘଟଣା ଘଟିଛି। ହୋମଗାର୍ଡ ନୀରଜ ଏବଂ ହୋମ…

ଚାଷଜମିରୁ ଚାଷୀଙ୍କ ମୃତଦେହ ଜବତ, କାରଣ ଅସ୍ପଷ୍ଟ

ଚାଷଜମିରୁ ଚାଷୀଙ୍କ ମୃତଦେହ ଜବତ, କାରଣ ଅସ୍ପଷ୍ଟ କୋକସରା,୩୧।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ):କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ଚାଷୀ ରାଜିନ ଶବର(୪୦)ଙ୍କ ମୃତଦେହ ଚାଷ ଜମିରୁ ଜବତ ହୋଇଛି। ସୂଚନା ଯେ, ସୋମବାର ପୂର୍ବାହ୍ନ ୧୦ଟାରେ…

ନକଲି ନଖ ବଞ୍ଚାଇଦେଲା ଜୀବନ

ଲଣ୍ଡନ: ସାଧାରଣତଃ ଲୋକେ ଯେତେବେଳେ ବିଦ୍ୟୁତ୍‌ ଆଘାତ ଖାଇଥାନ୍ତି, ସେତେବେଳେ ତାଙ୍କ ମୃତ୍ୟୁ ହୁଏ କିମ୍ବା ଗୁରୁତର ହୁଅନ୍ତି। ନିକଟରେ ଜଣେ କଲେଜ ଛାତ୍ରୀଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଫଳରେ ସେ ସେଠାରୁ ୪ ହାତ ଦୂରରେ ଛିଟିକି ପଡ଼ିଲେ, ହେଲେ…

ପୂରା ଜୀବନ ମାଗଣାରେ ଖାଇପାରିବେ କୋଲ୍ଡ ଡ୍ରିଙ୍କ୍‌, ବର୍ଗର

ୱାଶିଂଟନ: ସମସ୍ତଙ୍କ ଖାଦ୍ୟର ପସନ୍ଦ ଅଲଗା ଅଲଗା ହୋଇଥାଏ। କେହି ଘର ଖାଦ୍ୟକୁ ପସନ୍ଦ କରୁଥିବାବେଳେ ଆଉ କିଛି ବାହାର ଖାଦ୍ୟ ପସନ୍ଦ କରନ୍ତି। ତେବେ କୋଲ୍ଡ ଡ୍ରିଙ୍କ୍‌ ଏବଂ ବର୍ଗର ଭଳି ଖାଦ୍ୟକୁ ପସନ୍ଦ କରୁଥିବା ଲୋକେ ଏବେ ତାହା…

ବିଲରେ ଲରେ କାମ କରୁଥିବା ବେଳେବଜ୍ରପାତରେ ଜୀବନଗଲା

ହାଟଡ଼ିହୀ,୩୧l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ଗ୍ରାମରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ପଦ୍ମନାଭ ପହି (୬୬)। ପଦ୍ମନାଭ ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ବିଲରେ ଉପସ୍ଥିତ ଲୋକେ ତାଙ୍କୁ ପ୍ରଥମେ…

ଦୋଷୀ ବାପାଙ୍କୁ ଆଜୀବନ ଜେଲ

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): କେନ୍ଦୁଝର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ମମିତା ଦାସ ଏକ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି। ଶୁଣାଣି କରି ପୁଅକୁ ହତ୍ୟା ଅଭିଯୋଗରେ ବାପଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ…

ଓଏଏସ୍‌ ରେଜଲ୍ଟ: କନ୍ଧମାଳରୁ ୨ କୃତକାର୍ଯ୍ୟ

ଫୁଲବାଣୀ/ଟିକାବାଲି, ୩୧ା୭(ରାକେଶ କୁମାର ରାଉତ/ଗଗନ ବିହାରୀ ପଟ୍ଟନାୟକ)-କନ୍ଧମାଳ ଜିଲା ଟିକାବାଲି ବ୍ଲକର ୨ ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଶୁଚିସ୍ମିତା ପାଣିଗ୍ରାହୀ ୨ ନଂ. ର଼୍ୟାଙ୍କରେ ରହିଥିବା ବେଳେ ଆକାଶ ଦିଗାଳ ୩୧୯ ନଂ. ର଼୍ୟାଙ୍କରେ ଅଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri