ଶ୍ରୀଲଙ୍କା ଏମ୍ପି କହିଲେ- ଆଇସିସିକୁ ଚଳାଉଛି ବିସିସିଆଇ, ଭାରତ ବିପକ୍ଷ ମୁକାବିଲାର ଯାଞ୍ଚ ହେଉ
ନୂଆଦିଲ୍ଲୀ,୯।୧୧: ବିଶ୍ୱକପ୍ର ୩୩ତମ ମୁକାବିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ମୁମ୍ବାଇରେ ଖେଳାଯାଇଥିବା ଏହି ମୁକାବିଲାରେ ଟିମ୍ ଇଣ୍ଡିଆ ୩୦୨ରନ୍ରେ ବିଜେତା ହୋଇ ଥିଲା। ମ୍ୟାଚ୍ରେ ଭାରତୀୟ ବୋଲରମାନେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ। ହେଲେ ଏବେ ଏହି ମ୍ୟାଚ୍କୁ…
ସୁପ୍ରିମକୋର୍ଟରେ ନିଯୁକ୍ତ ହେଲେ ୩ ନୂତନ ବିଚାରପତି
ନୂଆଦିଲ୍ଲୀ,୯।୧୧: ସୁପ୍ରିମକୋର୍ଟରେ ଗୁରୁବାର ତିନିଜଣ ନୂତନ ବିଚାରପତି ନିଯୁକ୍ତ ହୋଇଛନ୍ତି। ଏହା ସହିତ କୋର୍ଟ ବର୍ତ୍ତମାନ ୩୪ ବିଚାରପତିଙ୍କ ସହ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବେ। ଏହି ତିନିଜଣ ନୂତନ ବିଚାରପତି ହେଉଛନ୍ତି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସତୀଶ…
୩୦ ବର୍ଷ ହେଲା ପଚାରୁନାହାନ୍ତି ପୁଅ, ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି
ଛତ୍ରପୁର,୯ା୧୧(ଦିଲ୍ଲୀପ ସାମଲ): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି। ବୃଦ୍ଧା କାଳକୁ ଚଳିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରୁଛନ୍ତି। ହେଲେ ସେ ସମସ୍ତ ଯୋଜନା ସଠିକ୍ ଭାବେ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚି ପାରୁନି। ପରିଣତ ବୟସରେ…
ନାବାଳିକାଙ୍କୁ ଟେକି ନେଇ ବଳାତ୍କାର କଲେ ଯୁବକ, ଗିରଫ ଦାବିରେ ଏସ୍ପିଙ୍କ ଦ୍ୱାରସ୍ଥ ପରିବାର ଲୋକେ
ଛତ୍ରପୁର,୯ା୧୧(ଦିଲ୍ଲୀପ କୁମାର ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଅଞ୍ଚଳରେ ନାବାଳିକାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ନେଇ ଗତ ୫ ତାରିଖରେ ରମ୍ଭା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରାଯାଇ…
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଅବରୋଧ କଲେ ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତ ଜମାକାରୀ
ବଲାଙ୍ଗୀର,୯ା୧୧(ସୁନୀଲ କୁମାର ମହାନ୍ତି): ଚିଟ୍ଫଣ୍ଡ୍ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନେ ଗୁରୁବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆରୁ ଏକ ରାଲିରେ ଆସି ଜମାକାରୀଙ୍କ ଟଙ୍କା ଫେରାଅ ନଚେତ ଗାଦି ଛାଡ଼…
୫ ବର୍ଷ ପରେ ପ୍ରେମିକଙ୍କୁ ଦେଖି ବିମାନବନ୍ଦରରେ ଡ୍ୟାନ୍ସ କଲେ ପ୍ରେମିକା, ଭାଇରାଲ ହେଉଛି ଭିଡିଓ
ଓଟାଓ୍ବା,୯ା୧୧: କୁହାଯାଏ, ପ୍ରେମରେ ଥିବା ଲୋକମାନେ ପ୍ରାୟତଃ ନିଜ ସାଥୀମାନଙ୍କ ପ୍ରତି ଭଲ ପାଇବା ପ୍ରକାଶ କରିବା ପାଇଁ ଅନନ୍ୟ ଉପାୟ ଖୋଜିଥାନ୍ତି। ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳିଥାଏ, ଯେଉଁଥିରେ ପ୍ରେମିକା ହୁଅନ୍ତୁ କି ପ୍ରେମିକ ନିଜ ସାଥୀଙ୍କୁ…
ବାଇକ୍ରେ ଷ୍ଟଣ୍ଟ୍ କରୁଥିଲେ ପ୍ରେମୀଯୁଗଳ, ପରେ ଯାହା ଘଟିଲା ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍
ସାଧାରଣତଃ ଲୋକମାନେ ବାଇକ୍ରେ ବସି ଷ୍ଟଣ୍ଟ୍ କରୁଥିବାର ଦେଖିଥିବେ। ବେଳେବେଳେ ଏହି ଷ୍ଟଣ୍ଟ୍ ବହୁତ ବିପଦଜ୍ଜନକ ହୋଇଥାଏ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରେମୀଯୁଗଳ ଏକ ସ୍ପୋର୍ଟସ ବାଇକ୍ରେ ବିପଜ୍ଜନକ ଷ୍ଟଣ୍ଟ୍…
ଗାଙ୍ଗୁଲିଙ୍କ ପାକିସ୍ତାନ ପ୍ରେମ: ମୁଁ ଚାହୁଁଛି ପାକିସ୍ତାନ ସେମିଫାଇନାଲ ଖେଳୁ
ନୂଆଦିଲ୍ଲୀ,୯।୧୧: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱକପ ୨୦୨୩ର ସେମିଫାଇନାଲକୁ ନିଜ ମତ ରଖିଛନ୍ତି। ପାକିସ୍ତାନ ସେମିଫାଇନାଲ ଖେଳୁ ବୋଲି ଗାଙ୍ଗୁଲି କହିଛନ୍ତି। ଗାଙ୍ଗୁଲିଙ୍କ ଇଚ୍ଛା ପଛରେ ଥିବା ଯୁକ୍ତି ହେଉଛି ଯଦି ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରେ…
ଥାନା ସମ୍ମୁଖ ଡ୍ରେନରୁ ମିଳିଲା ନବଜାତ ଶିଶୁ୍କନ୍ୟାର ମୃତଦେହ
ପୁରୁଷୋତ୍ତମପୁର,୯।୧୧(ସିମାଞ୍ଚଳ ମିଶ୍ର): ସରକାର ଶିଶୁ କନ୍ୟାଙ୍କର ସୁରକ୍ଷା ପ୍ରତି ଗରୁତ୍ୱ ଦେଉଥିବା ବେଳେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୁଷୋତ୍ତମପୁର ଥାନା ସମ୍ମୁଖରେ ଥିବା ଏକ ଡ୍ରେନ ମଧ୍ୟରେ ଏକ ଶିଶୁକନ୍ୟାଙ୍କର ମୃତଦେହ ଉଦ୍ଧାର କରାଯାଇଛି।…
ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ, ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୯।୧୧: କର୍ନାଟକର ସାମାଜିକ କଲ୍ୟାଣ ମନ୍ତ୍ରୀ ଏଚ.ସି ମହାଦେବପ୍ପାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ ସୁରକ୍ଷାକର୍ମୀ ତାଙ୍କୁ ଜୋତା ପିନ୍ଧିବାରେ ସାହାଯ୍ୟ କରୁଛନ୍ତି। ହଷ୍ଟେଲ ଯାଞ୍ଚ ସମୟରେ ଏହି ଘଟଣା ଘଟିଛି। ମହାଦେବପ୍ପା ହଷ୍ଟେଲ ରୋଷେଇ…
ଯାହା ନାଁ ଅନୁସାରେ ନିଜ ନାଁ ରଖିଥିଲେ, ଆଜି ତାଙ୍କୁ ଟପିପାରନ୍ତି ରାଚିନ
ନୂଆଦିଲ୍ଲୀ,୯।୧୧: ବିଶ୍ୱକପ ୨୦୨୩ରେ ନ୍ୟୁଜିଲାଣ୍ଡ ପାଇଁ ସବୁଠୁ ବଡ ଖେଳାଳି ବୋଲି ପ୍ରମାଣିତ ହୋଇଥିବା ରାଚିନ ରବିନ୍ଦ୍ର ଆଜି ଗୋଟିଏ ପ୍ରସଙ୍ଗରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରିପାରନ୍ତି। ଆଜି ଅନୁଷ୍ଠିତ ହେବାକୁ ଥିବା ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା ମ୍ୟାଚରେ ଗୋଟିଏ…
ବିଗ ବସ୍ରେ ଏଣ୍ଟ୍ରି କରିବେ ଦବଙ୍ଗ ଲେଡି
ରିଅଲିଟି ଶୋ’ ବିଗ ବସ ଆଜିକାଲି ସବୁଠାରୁ ଚର୍ଚ୍ଚିତ ଶୋ’। ଏବେ ଏହି ଶୋ’କୁ ନେଇ ଏକ ବଡ଼ ଅପଡେଟ୍ ଆସିଛି। ବର୍ତ୍ତମାନ ଏହି ଶୋ’ରେ ଦୁଇଟି ୱାଇଲ୍ଡ କାର୍ଡ ଏଣ୍ଟ୍ରି ହେବାକୁ ଯାଉଛି। ନିକଟରେ ସାମର୍ଥ ଜୁରେଲ ୱାଇଲ୍ଡ କାର୍ଡ…

