Home Left

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୨।୮: ଦିନକ ପରେ ପୁଣି ଥରେ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇରଛନ୍ତି। ମଙ୍ଗଳବାର ଷ୍ଟକ୍‌ ମାର୍କେଟର…

କମିଲା କମର୍ସିଆଲ ଗ୍ୟାସ୍‌ ମୂଲ୍ୟ

ନୂଆଦିଲ୍ଲୀ,୨।୮: ଗତ କିଛି ମାସ ହେବ କ୍ରମାଗତ ଭାବେ କମର୍ସିଆଲ ଗ୍ୟାସ୍‌ ଦର ହ୍ରାସ ପାଉଥିବାବେଳେ ଘରୋଇ ଗ୍ୟାସ୍‌ ମୂଲ୍ୟ ସ୍ଥିର ରହିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ଜୁଲାଇ ମାସରେ ମଧ୍ୟ କମର୍ସିଆଲ ଗ୍ୟାସ୍‌ (୧୯କେଜି) ଦର ୯୯.୭୫ ଟଙ୍କା…

ଜୁଲାଇରେ ୧.୬୫ ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୮(ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଚତୁର୍ଥ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ମଙ୍ଗଳବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।…

ଓଏମ୍‌ଜି ୨କୁ ‘ଏ’ ସାର୍ଟିଫିକେଟ୍‌

ମୁମ୍ବାଇ,୨ା୮: ଅକ୍ଷୟ କୁମାରଙ୍କ ଅଭିନୀତ ହିନ୍ଦୀ ସିନେମା ‘ଓହ ମାଇଁ ଗଡ୍‌’ର ସିକ୍ୱେଲ ‘ଓଏମ୍‌ଜି ୨’କୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ ପକ୍ଷରୁ ‘ଏ’ ସାର୍ଟିଫିକେଟ୍‌ ମିଳିଛି। ଫିଲ୍ମରେ ଅଳ୍ପ କେତୋଟି ପରିବର୍ତ୍ତନ ସହ ସେନ୍ସର ବୋର୍ଡ ପ୍ରାପ୍ତ ବୟସ୍କଙ୍କ…

ଭୟଜର-୨ ସହ ଯୋଗାଯୋଗ ବିଚ୍ଛିନ୍ନ

ଓ୍ବାଶିଂଟନ୍‌,୨ା୮: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଭୁଲ୍‌ କମାଣ୍ଡ ଯୋଗୁ ୧୨.୩ ବିଲିୟନ ମାଇଲ (୧୯୯୦ କୋଟି କିଲୋମିଟର)ଦୂରରେ ଥିବା ଭୟଜର-୨ ପ୍ରୋବ୍‌ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୧୯୭୭ରେ ଭୟଜର-୨ ଲଞ୍ଚ କରାଯାଇଥିଲା ଏବଂ ୨୦୧୮ରେ ଏହାର…

ମଣିପୁର ଡିଜିପିଙ୍କୁ ସୁପ୍ରିମକୋର୍ଟ ସମନ

ନୂଆଦିଲ୍ଲୀ,୨ା୮: ମଣିପୁରରେ ଆଇନ ଶୃଙ୍ଖଳା ଓ ସାମ୍ବିଧାନିକ କଳ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିପଡ଼ିଥିବା ଦର୍ଶାଇ ମଙ୍ଗଳବାର ସୁପ୍ରିମକୋର୍ଟ ରାଜ୍ୟ ପୋଲିସକୁ ଜାତିଆଣ ହିଂସାର ତଦନ୍ତରେ ମନ୍ଥରତା ଓ ଶିଥିଳତା ପାଇଁ ଭର୍ତ୍ସନା କରିଛନ୍ତି। ବିଶେଷକରି ମହିଳା ବିରୋଧୀ ହିଂସା ମାମଲାରେ ପୋଲିସର…

ଇମାମଙ୍କୁ ହତ୍ୟା, ମସ୍‌ଜିଦରେ ନିଆଁ

ଗୁରୁଗ୍ରାମ/ଚଣ୍ଡିଗଡ଼,୨ା୮: ହରିୟାଣାର ନୁହରେ ସୋମବାର ଅପରାହ୍ନରେ ବିଶ୍ୱ ହିନ୍ଦୁ ପରିଷଦର ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରାବେଳେ ହିଂସାକାଣ୍ଡ ଓ ସାମ୍ପ୍ରଦାୟିକ ସଂଘର୍ଷ ଜନିତ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବିଳମ୍ବିତ ରାତିରେ ଉତ୍ତ୍ୟକ୍ତ ଲୋକେ ଗୁରୁଗ୍ରାମର ସେକ୍ଟର ୫୭ରେ ଥିବା ଅଞ୍ଜୁମନ ଜାମା…

୨୬ ବର୍ଷର ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

ଭୁବନେଶ୍ୱର,୨ା୮(ଅନିଲ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମଙ୍ଗଳବାର ଲଘୁଚାପ ଡିପ୍‌ ଡିପ୍ରେସନ(ଗଭୀର ଅବପାତ)ରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହଁା ହୋଇ ବାଂଲାଦେଶର ଖେପୁରା ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ। ଲଘୁଚାପ ଯୋଗୁ ଦକ୍ଷିଣ ପଶ୍ଚିମ…

ରକ୍ଷାବନ୍ଧନରେ ମୁସଲିମ ମହିଳାଙ୍କ ନିକଟରେ ସରକାରଙ୍କ ବାର୍ତ୍ତା ପଠାଇବେ ଏମ୍‌ପି

ନୂଆଦିଲ୍ଲୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ତିନ ତଲାକ ଉପରେ ପ୍ରତିବନ୍ଧକ ଲଗାଇବା ତାଙ୍କ ସରକାରଙ୍କ ନିଷ୍ପତ୍ତିରେ ମୁସଲିମ ମହିଳାମାନଙ୍କ ମଧ୍ୟରେ ସାମଗ୍ରିକ ସୁରକ୍ଷା ଭାବନାକୁ ବଢାଇ ଦେଇଛି। ମୋଦି ଭାଜପା ନେତାମାନଙ୍କୁ ରକ୍ଷାବନ୍ଧନ ଅବସରରେ ମୁସଲିମ ମହିଳାଙ୍କ ନିକଟରେ…

ମୁକ୍ତିର ଆନନ୍ଦ: ପିଞ୍ଜରାବଦ୍ଧ ପକ୍ଷୀଙ୍କୁ କିଣି ମୁକ୍ତ କରୁଛନ୍ତି ପୋଲିସ କନଷ୍ଟେବଳ…

ହରଦୋଇ,୧।୮ : ଉତ୍ତରପ୍ରଦେଶର ହରଦୋଇରେ ପୋଷ୍ଟ ହୋଇଥିବା ୟୁପି ପୋଲିସର ଜଣେ କନଷ୍ଟେବଳଙ୍କୁ ଲୋକେ ଭାରି ପ୍ରଶଂସା କରୁଛନ୍ତି। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଏସବୁକୁ ଲୋକମାନେ ବହୁତ ପସନ୍ଦ କରନ୍ତି। ଏସପି ମଧ୍ୟ ତାଙ୍କୁ ସମ୍ମାନିତ…

ପୃଥିବୀର ସବୁଠାରୁ କଷ୍ଟକର ପରୀକ୍ଷା ହୋଇଥାଏ ଚାଇନାରେ, ନମ୍ବର ରଖିବା କାଠିକର ପାଠ…

ବେଜିଂ,୧।୮ : ପରୀକ୍ଷା ଯେତେ କଷ୍ଟକର, ଏହାର ଫଳାଫଳ ସେତେ ଭଲ ହୋଇଥାଏ। ତେବେ ଦୁନିଆର ସବୁଠାରୁ କଷ୍ଟକର ପରୀକ୍ଷା କେଉଁ ଦେଶରେ କରାଯାଏ ଏବଂ ଏହାର ନାମ କ’ଣ? ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମସ୍ତଙ୍କ ସାମର୍ଥ୍ୟରେ ନ ଥାଏ।…

ହାରିଲେ ଏଭଳି କୁହନ୍ତି ଲୋକେ: କପିଲ ଦେବଙ୍କୁ ଜାଡେଜାଙ୍କ ଜବାବ…

କୋଲକାତା,୧।୮ : ନିକଟରେ ଏକ ସାକ୍ଷାତକାରରେ ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ଅହଂକାରୀ ବୋଲି ଅଭିହିତ କରିଥିଲେ। ସେ କହିଥିଲେ ଟଙ୍କା ଆସିବା ପରେ କିଛି ଖେଳାଳି ଅହଂକାର କରିଛନ୍ତି। ଖେଳାଳିମାନେ ଭାବୁଛନ୍ତି ସେମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri