ଦୃଷ୍ଟିବାଧିତ ଶାନ୍ତିଲାଲ ନିର୍ବାଚନ ଲଢ଼ି ପାରିବେ: ସିଭିଲ କୋର୍ଟ
ନୂଆପଡ଼ା,୨।୮(ମକାରୁ ବେମାଲ):୨୦୨୨ ପଞ୍ଚାୟତ ନିର୍ବାଚନରେ ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ପଞ୍ଚାୟତ ଅଧୀନ ଦାବ୍ରିପଡାର ଦୃଷ୍ଟିବାଧିତ ଶାନ୍ତିଲାଲ ଶବର ସରପଞ୍ଚ ପ୍ରାର୍ଥୀରୁ ବାଦ୍ ପଡିବା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୨ ସରପଞ୍ଚ ନିର୍ବାଚନକୁ ନୂଆପଡା ସିଭିଲ…
ଅସୁସ୍ଥ ଛୁଆକୁ ଛାଡ଼ି ପଳାଇଲା ମା’ ହାତୀ
କରଞ୍ଜିଆ(କବିତା ମହାନ୍ତ)/ଠାକୁରମୁଣ୍ଡା(ତାରାକାନ୍ତ ପଟ୍ଟନାୟକ),୨।୮: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ରରୁଅଁା ସେକ୍ସନର ଜାମୁତି ମୁଣ୍ଡାସାହି ନିକଟରେ ନିଅଁାହୁଳା ମାଡ଼ରେ ଆହତ ମା’ ହାତୀ ତା’ର ଛୁଆକୁ ଛାଡ଼ି ପଳାଇଛି। ମାତୃତ୍ୱ ସ୍ନେହରୁ ବଞ୍ଚତ୍ତ ଉକ୍ତ ଛୁଆହାତୀ ଅସୁସ୍ଥ ହୋଇପଡ଼ିବାରୁ ବନବିଭାଗ ତାକୁ…
ସଚେତନତା ସୃଷ୍ଟି ପାଇଁ କର୍ମଚାରୀଙ୍କୁ ଦିଆଯିବ ତାଲିମ
ଭୁବନେଶ୍ୱର,୨।୮: (ସତ୍ୟଜିତ୍ ରାଉତ): ହୋଟେଲ ନାଁରେ ସାଇବର ଠକମାନେ ଫେକ୍ ୱେବ୍ସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଜାଲରେ ଫଶାଉଛନ୍ତି। ଫେକ୍ ଓ୍ବେବ୍ସାଇଟ୍ରେ ପର୍ଯ୍ୟଟକମାନେ ବୁକିଙ୍ଗ କରି ଟଙ୍କା ହରାଉଛନ୍ତି। ଫଳରେ ହୋଟେଲ ମାଲିକ ଓ ପର୍ଯ୍ୟଟକ ସମସ୍ୟାରେ ପଡ଼ୁଛନ୍ତି। ଏଭଳିସ୍ଥିରେ ଏହି ଠକେଇ…
ଦିନକ ପାଇଁ ଏସବୁ ଜିଲାରେ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର, ୨।୮: ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ ହୋଇପଡ଼ିଛି। ଯାହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ବଲାଙ୍ଗୀରରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ବର୍ତ୍ତମାନ ବିଭିନ୍ନ ଜିଲାରେ ଦିନକ ପାଇଁ ସ୍କୁଲ ବନ୍ଦ ଘୋଷଣା ହୋଇଛି।…
ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ
ଭୁବନେଶ୍ବର, ୨।୮(ସୁନିତ୍ ମିଶ୍ର): ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ମଙ୍ଗଳବାର ଅଦଳବଦଳ କରିଛନ୍ତି। କଟକ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ବର କୁମାର କରଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଓଡ଼ିଶା…
ଯୁକ୍ତ୨ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ
ଭୁବନେଶ୍ୱର, ୨।୮(ଅସମାପିକା ସାହୁ): ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ୨ ଜୁନିୟର କଲେଜରେ ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମଦିନରେ ଛାତ୍ରୀଛାତ୍ରମାନେ ଶିକ୍ଷାନୁଷ୍ଠାନ ଓ ଏକାଡେମିକ୍ ବିଷୟରେ ଜାଣିବା ସହ ନୂଆ ଅନୁଭୂତି ସାଉଣ୍ଟିଛନ୍ତି।…
ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ରାୟଗଡ଼ା,୨।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଉପରସାଜା ଗ୍ରାମରେ କଲଭର୍ଟ ଭୁଶୁଡ଼ି ୫ଜଣଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି। ସେମାନେ…
ଆଧୁନିକୀକରଣ ହେବ ରାଜ୍ୟ ଫୋରେନ୍ସିକ ବିଜ୍ଞାନ ସେବା ସଙ୍ଗଠନ
ଭୁବନେଶ୍ୱର,୨।୮(ଅନିଲ ଦାସ): ରାଜ୍ୟରେ ଅପରାଧ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ସକାଶେ ରାଜ୍ୟ ଅପରାଧ ବିଧି ସେବା ସଙ୍ଗଠନ(ଫୋରେନସିକ ସାଇନ୍ସ ସର୍ଭିସେସ ଅର୍ଗାନାଇଜେଶନ)କୁ ଆଧୁନିକୀକରଣ କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ଅପରାଧ ବିଧି ସେବା ସଙ୍ଗଠନ ଆଧୁନିକୀକରଣ ନାମରେ ଏକ…
୯ରେ ହୋଇପାରେ ମହାପ୍ରଭୁଙ୍କ ବନକଲାଗି
ପୁରୀ,୨ ।୮(ଅଜିତ ମହାନ୍ତି): ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଦୀର୍ଘ ୧ ମାସ ଧରି ଲାଗିରହିଥିବା ବିବାଦ ଅନିଶ୍ଚିତତା ମଧ୍ୟରେ ରହିଛି। ନୀଳାଦ୍ରି ବିଜେ ପରଠାରୁ ହୋଇ ନ ଥିବା ବନକଲାଗି ନୀତି ଆସନ୍ତା ୯ତାରିଖ(ବୁଧବାର)ରେ ହୋଇପାରେ ବୋଲି ବିଶେଷ ସୂତ୍ରରୁ…
ଏମରଜେନ୍ସି ବେଳେ ଇନ୍ଧିରାଙ୍କୁ ସମର୍ଥନ କରିଥିଲା ଆରଏସ୍ଏସ୍, ୧୯୮୦ରେ କ୍ଷମତାକୁ ଫେରିବାକୁ ମଧ୍ୟ କରିଥିଲା ସାହାର୍ଯ୍ୟ: ନୂତନ ପୁସ୍ତକରେ ଦାବି
ନୂଆଦିଲ୍ଲୀ,୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରିୟ ସ୍ବୟଂସେବକ ସଂଘର ନେତାଙ୍କ ସହ ଭଲ ସମ୍ପର୍କ ରଥିଲା। ଦୁହେଁ ସାହାଯ୍ୟ ଜଣେ ଜଣଙ୍କ ପାଖକୁ ଯାଉଥିଲେ। ଜରୁରୀକାଳୀନ ସମୟରେ ସଂଘ କେବଳ ଇନ୍ଦିରାଙ୍କୁ ସମର୍ଥନ କରିନଥିଲା, ବରଂ ୧୯୮୦ରେ କ୍ଷମତାକୁ ଫେରିବାରେ…
କର୍ନାଟକ କଂଗ୍ରେସ ନେତାଙ୍କ ସହ ଆଜି ବୈଠକ କରିବେ ରାହୁଲ, ଲୋକ ସଭା ନିର୍ବାଚନ ଉପରେ ହେବ ଚର୍ଚ୍ଚା
ନୂଆଦିଲ୍ଲୀ,୨।୮: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ଦଳର ପ୍ରସ୍ତୁତିକୁ ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ରାଜ୍ୟରୁ ଦଳର ନେତାଙ୍କ ସହିତ ଅଲଗା…
ସେ ଦୋଷୀ, ସାମ୍ନା କରିପାରିବେ ନାହିଁ: ମଣିପୁର ହିଂସାକୁ ନେଇ କହିଲେ ଲାଲୁ
ପାଟନା,୨।୮: ମଣିପୁର ହିଂସାକୁ ନେଇ ରାଜନୀତି ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦରେ ଉପସ୍ଥିତ ରହିବାକୁ ଦାବି କରୁଛନ୍ତି। ଏହି କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ…
Archives


