Home Left

ସୁନା କିଣିଲେ ସୁଫଳ ମିଳେ

ଭୁବନେଶ୍ୱର,୧୦।୧୧(ଅଭୟ ଦାଶ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧନ୍‌ତେରସ୍‌ ଉପଲକ୍ଷେ ସାରା ଦେଶରେ ଉତ୍ସବର ମାହୋଲ ଦେଖାଦେଇଥାଏ। ବିଶେଷକରି ଧନ୍‌ତେରସ୍‌ରେ ଧନ କ୍ରୟ (ସୁନା କିଣିଲେ) ସବୁ କ୍ଷେତ୍ର ପାଇଁ ସୁଫଳ ଦେଇଥାଏ ବୋଲି କାହିଁ କେଉଁ କାଳରୁ ଲୋକକଥା ରହିଆସିଛି।…

ସବୁ ଜୀବନର ମୂଲ୍ୟ ସମାନ

ପ୍ୟାରିସ୍‌,୧୦ା୧୧:ଗାଜାରେ ଇସ୍ରାଏଲ ଏବଂ ପାଲେଷ୍ଟିନୀୟ ସଶସ୍ତ୍ର ଗୋଷ୍ଠୀ ହମାସ୍‌ ମଧ୍ୟରେ ମାସାଧିକ କାଳ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଆହ୍ବାନ ଦେଇଛନ୍ତି। ସମସ୍ତଙ୍କ ଜୀବନର ମୂଲ୍ୟ ସମାନ କହି ଗାଜାବାସୀଙ୍କୁ ତୁରନ୍ତ ମାନବୀୟ…

୮ ଭାରତୀୟଙ୍କୁ ‘ଇକୋ ଓସ୍କାର’

ସିଙ୍ଗାପୁର,୧୦ା୧୧:‘ଇକୋ ଓସ୍କାର’ ଭାବେ ପରିଚିତ ୨୦୨୩ର ଆର୍ଥଶଟ୍‌ ପୁରସ୍କାର ଭାରତରୁ ୮ ଜଣଙ୍କୁ ମିଳିଛି। ପ୍ରିନ୍ସ ଓ୍ବିଲିୟମ୍‌ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲେ। ପୁରସ୍କାର ବାବଦରେ ବିଜେତାଙ୍କୁ ୧ ନିୟୁତ ପାଉଣ୍ଡ ମିଳିବ। ୨୦୧୩ରେ ଏସ୍‌୪ଏସ୍‌ର ଟେକ୍‌ନୋଲୋଜିର ପ୍ରତିଷ୍ଠା କରିଥିବା ନିଧି…

ବିଶ୍ୱକପ ସେମିଫାଇନାଲରେ ଟିମ ଇଣ୍ଡିଆ କେବେ, କେଉଁଠାରେ, କାହା ସହିତ ମୁକାବିଲା କରିବ ଜାଣନ୍ତୁ ସବୁକିଛି…

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ ୨୦୨୩ରେ ଟିମ ଇଣ୍ଡିଆ ବହୁତ ପୂର୍ବରୁ ହିଁ ଶେଷ ୪ର ଟିକେଟ ନିଶ୍ଚିତ କରିସାରିଥିଲା, କିନ୍ତୁ ବର୍ତ୍ତମାନ ସେମିଫାଇନାଲରେ ଯେଉଁ ଦଳକୁ ସାମ୍ନା କରିବାକୁ ପଡିବ ତାହା ମଧ୍ୟ ସ୍ଥିର ହୋଇସାରିଛି। ସେହି ଦଳ ହେଉଛି ନ୍ୟୁଜିଲ୍ୟାଣ୍ଡ। ଗୁରୁବାର…

ଓ୍ବାଶିଂଟନ୍‌ ପୋଷ୍ଟ୍‌ରେ ବିବାଦୀୟ କାର୍ଟୁନ ‘ହମାସ୍‌’

ଓ୍ବାଶିଂଟନ୍‌,୧୦ା୧୧:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବ୍ୟଙ୍ଗଚିତ୍ର କରି ‘ଗାର୍ଡିଆନ୍‌’ର ସବୁଠୁ ପୁରୁଣା କାର୍ଟୁନିଷ୍ଟ ଚାକିରିରୁ ବିଦାହେବାର କିଛି ସପ୍ତାହ ପରେ ପାଶ୍ଚାତ୍ୟର ଆଉ ଏକ ଖବରକାଗଜରେ ପ୍ରକାଶିତ ଏକ କାର୍ଟୁନ୍‌କୁ ନେଇ ଝଡ଼ ସୃଷ୍ଟି ହୋଇଛି। ଆମେରିକୀୟ ଦୈନିକ ‘ଓ୍ବାଶିଂଟନ୍‌ ପୋଷ୍ଟ୍‌’ର…

ଜୟ ସୀୟା ରାମ ନାରା ଲଗାଇଲେ ଜାଭେଦ ଅଖତର

ମୁମ୍ବାଇ,୧୦।୧୧: ବଲିଉଡର ଭେଟେରାନ ଗୀତିକାର ଜାଭେଦ ଅଖତର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ସୀତାଙ୍କ ଉପରେ ନିଜର ମତ ପ୍ରକାଶ କରିଛନ୍ତି। ରାମ ଏବଂ ସୀତା କେବଳ ଭଗବାନ ନୁହଁନ୍ତି ଭାରତର ସାଂସ୍କୃତିକ ଐତିହ୍ୟ…

ମେଘାଚ୍ଛନ୍ନ ହୋଇ ମଧ୍ୟ ବର୍ଷା ନାହିଁ, ଚାଷୀ ନିରାଶ

ପାରଳାଖେମୁଣ୍ଡି,୧୦ା୧୧(ଗିରିଧାରୀ ପରିଛା)ଗଜପତି ଜିଲାରେ ଦୁଇ ମାସରୁ ଊର୍ଦ୍ଧ୍ୱ ଦିନ ହେଲା ବର୍ଷା ହୋଇନଥିବାରୁ ଚାଷ ଜମିଫାଟି ଆଁ କରିଛି। ଚାଷୀମାନେ ନିରାଶ ହୋଇ ରହିଥିବା ବେଳେ ଗତ ଦୁଇ ଦିନ ହେଲା ଗୋଷାଣୀ ବ୍ଲକ, ରାୟଗଡ଼ ବ୍ଲକ, ନୂଆଗଡ଼ ବ୍ଲକର ବିଭିନ୍ନ…

ସିବିଆଇ ଉପରେ ଆମର ନିୟନ୍ତ୍ରଣ ନାହିଁ: ସୁପ୍ରିମକେର୍ଟଙ୍କୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୦।୧୧:କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି। ସିବିଆଇ ଏକ ସ୍ବାଧୀନ ଆଇନଗତ ଅନୁଷ୍ଠାନ ଏବଂ ଏହା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ କେନ୍ଦ୍ର ସରକାର କହିଛନ୍ତି। ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଏକ…

ଅନ୍ୟର ମତ ଶୁଣିବା ହିଁ ଗଣତନ୍ତ୍ର

ଭଦ୍ରକ,୧୦ା୧୧(ସନାତନ ରାଉତ): ଗଣମାଧ୍ୟମ ନିରପେକ୍ଷ ହେବା ଜରୁରୀ। ଗଣତନ୍ତ୍ରରେ ପ୍ରଶ୍ନ ପଚାରିବାର ଅଧିକାର ସମସ୍ତଙ୍କର ରହିଛି। କହିବା ଅପେକ୍ଷା ଅନ୍ୟର ମତକୁ ଶୁଣିବା ହେଉଛି ଗଣତନ୍ତ୍ରର ମୂଳଦୁଆ। ଆମ ଭିତରେ ସହନଶୀଳତା ରହିଲେ ଆମେ ଏକାଠି ହେବା ସହ ଦେଶରେ ଏକତା…

ଆମେ ଭାଗ୍ୟବାନ୍‌: ସେମିଫାଇନାଲ୍‌ ପୂର୍ବରୁ କାହିଁକି ଏମିତି କହିଲେ ନ୍ୟୁଜିଲାଣ୍ଡ ଅଧିନାୟକ

ଚେନ୍ନାଇ,୧୦।୧୧: ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରି ଦିନିକିଆ ବିଶ୍ୱକପ ୨୦୨୩ର ସେମିଫାଇନାଲ ପାଇଁ ପ୍ରାୟ ଯୋଗ୍ୟତା ଅର୍ଜନ କରିଛି। ବର୍ତ୍ତମାନ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ କେବଳ ଏକ ଔପଚାରିକତା ବାକି ଅଛି। କାରଣ ନେଟ ରନ…

ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି

ଭୁବନେଶ୍ୱର,୧୦।୧୧ (ବନ୍ଦନା ସେଠୀ): ଚଳିତବର୍ଷ ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି ହେବ। ବିଏମ୍‌ସି ଅଞ୍ଚଳରେ ଥିବା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (ଜିଏ)ର ଏସବୁ ସ୍ଥାନ ବ୍ୟତୀତ ଅନ୍ୟ କେଉଁଠାରେ ବାଣ ବିକ୍ରି ହୋଇପାରିବ ନାହିଁ। ପ୍ରତ୍ୟେକ ଦୋକାନୀ…

ସେମିଫାଇନାଲ୍‌ ଖେଳିବାକୁ ହେଲେ ପାକିସ୍ତାନକୁ କରିବାକୁ ପଡ଼ିବ ଏମିତି ଚମତ୍କାର

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍‌ର ୪୧ତମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ସେ ସେମିଫାଇନାଲରେ ଥିବା ଆଶାକୁ ଉଜ୍ଜୀବିତ ରଖିଛନ୍ତି। ତେବେ ନ୍ୟୁଜିଲାଣ୍ଡର ବିଜୟ ପରେ ପାକିସ୍ତାନ ଅଡୁଆ ବଢିଛି। ଏବେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?