Posted inଫୁରସତ

ଭବିଷ୍ୟବାଣୀ: ୨୦୨୪ରେ ବାରମ୍ବାର ଥରିବ ପୃଥିବୀ, ସବୁଠୁ ଭୟଙ୍କର କ୍ଷତି ହେବ ଏହି ଦେଶରେ

ଆପଣ ଭବିଷ୍ୟବାଣୀରେ ବିଶ୍ୱାସ କରନ୍ତି କି? ଯଦି ହଁ, ତେବେ ଏହି ଖବର ପଢ଼ିବା ପରେ ଆପଣଙ୍କ ମନରେ ନିଶ୍ଚିତ ଭୟ ଜାତ ହେବ। ନିକଟରେ ଜଣେ ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଆସନ୍ତାବର୍ଷ ବିଶ୍ୱ ଏକ ବଡ଼ ବିପଦର ସାମ୍ନା କରିବ। ଅର୍ଥାତ୍‌ ପୃଥିବୀର ଅନେକ ଦେଶରେ ଭୂକମ୍ପ ହେବ। ଏହା ଦ୍ୱାରା ଅନେକ ଦେଶ ଧ୍ୱଂସ ହେବେ। ବିଶେଷକରି ଦୁନିଆର ସବୁଠାରୁ ଧନୀ ଦେଶ ଏହି ବିପଦର ସମ୍ମୁଖୀନ ହେବେ। ଏହି ଜ୍ୟୋତିଷ ଜଣକ ୨୦୨୪କୁ ଅତ୍ୟନ୍ତ ବିପଜ୍ଜନକ ବର୍ଷ ବୋଲି କହିଛନ୍ତି।

Destruction in Chile

କ୍ରେଗ୍‌ ହାମିଲଟନ ପାର୍କର ନାମକ ଜଣେ ଜ୍ୟୋତିଷଙ୍କ ଦ୍ୱାରା ଏପରି ଭବିଷ୍ୟବାଣୀ କରାଯାଇଛି। ସେ ଏହି ଭବିଷ୍ୟବାଣୀ ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ନିକଟରେ ଏହି ଚ୍ୟାନେଲରେ କଫି ଓ୍ବିଥ୍‌ କ୍ରେଗ୍‌ର ନୂଆ ଏପିସୋଡ୍‌ରେ ସେ ଲୋକମାନଙ୍କୁ କହିଥିଲେ ଯେ, ଆସନ୍ତାବର୍ଷ ଏସବୁ ଘଟିବାକୁ ଯାଉଛି। ଏହି ପର୍ଯ୍ୟାୟରେ ସେ ଆମେରିକାର ରାଜନୈତିକ ଅସ୍ଥିରତା ଏବଂ ଆମେରିକାର ଶକ୍ତି ହରାଇବା ବିଷୟରେ ମଧ୍ୟ ପ୍ରକାଶ କରିଥିଲେ।

2024 shocking prediction

ତାଙ୍କ ଭବିଷ୍ୟବାଣୀକୁ ଆଗକୁ ନେଇ କ୍ରେଗ୍‌ କହିଛନ୍ତି, ଆସନ୍ତାବର୍ଷ ବିଶ୍ୱକୁ ବଡ଼ ଧରଣର ଭୂକମ୍ପର ସମ୍ମୁଖୀନ ହେବାକୁ ପଡ଼ିବ। ବିଶେଷକରି ପଶ୍ଚିମ ଭାଗରେ ଏହା ଅନେକ ଧ୍ୱଂସ ଘଟାଇବ। ଏହାଦ୍ୱାରା ଅଟ୍ଟାଳିକାଗୁଡ଼ିକରେ ଅନେକ କ୍ଷତି ଘଟିବ। କ୍ରେଗ୍‌ କହିଛନ୍ତି, ଯଦିଓ ଆମେରିକା ଅନେକ ଥର ଭୂକମ୍ପର ସମ୍ମୁଖୀନ ହୋଇଛି, ତଥାପି ୨୦୨୪ରେ ଏହା ଆହୁରି ବିପଦର ସମ୍ମୁୀଖନ ହେବ। ତେବେ ଦେଖିବାକୁ ବାକି ରହିଲା ଯେ, କ୍ରେଗ୍‌ଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri