ଯାତ୍ରୀବାହୀ ବସ୍ ସମୟକୁ ନେଇ ବିବାଦ
ଆନନ୍ଦପୁର,୫। ୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ଯାତ୍ରୀବାହୀ ବସ୍ ସମୟକୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ସମାଧାନ ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଅନୀଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ…
ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାଜଳ
ବାଲିଆପାଳ, ୫।୮(ଗୋପାଳ ଚନ୍ଦ୍ର ସାହୁ): ରାଜ୍ୟରେ ସବୁ ନଦୀରେ ବନ୍ୟା ବିତ୍ପାତ ଆରମ୍ଭ ହୋଇଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ସ୍ଥିର ରହିଥିଲା। ଶୁକ୍ରବାର ପୂର୍ବାହ୍ନରୁ କ୍ରମଶଃ ନଦୀର ଜଳପତ୍ତନ ବଢ଼ିବାରେ ଲାଗିଛି। ସନ୍ଧ୍ୟା ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟାଜଳ…
ରାହୁଲ, ଆୟରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ ଏସିଆ କପରେ ଖେଳିବେ କି ନାହିଁ
ନୂଆଦିଲ୍ଲୀ,୫।୮: ୨୦୨୩ ଏସିଆ କପ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟର ସମସ୍ତେ ଅଗଷ୍ଟ ୨୧ରେ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ଏସିଆ କପ…
ବଢୁଛି ଗମେଇ ନଦୀ ଜଳସ୍ତର
ବାସୁଦେବପୁର, ୫ା୮(ନାରାୟଣ ପ୍ରସାଦ ବାରିକ୍): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାସୁଦେବପୁର ବ୍ଲକର ଗମେଈ, କାଂଶବାଂଶ, କଞ୍ଚୁଡ଼ି, ନୂଆନଦୀ ସମେତ ମନ୍ତେଇ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କାଂଶବାଂଶ ନଦୀରେ ବନ୍ୟା ଆସିବା ଫଳରେ ବାସୁଦେବପୁର ବ୍ଲକର ଜଗନ୍ନାଥପୁର,…
ଅଂଶୁମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୫।୮ (ତପନ ସ୍ବାଇଁ): ଥାଇଲାଣ୍ଡର ପଟାୟାଠାରେ ଅନୁଷ୍ଠିତ ଆଇଏସ୍ଟିଏଫ୍ ଓ୍ବାଲର୍ଡ ଟୁର୍ ଅନ୍ତର୍ଜାତୀୟ ସଫ୍ଟ ଟେନିସ ଚାମ୍ପିୟନଶିପ୍ରେ ରୌପ୍ୟ ପଦକ ଜିତି ଫେରିଥିବା ଓଡ଼ିଶାର ଅଂଶୁମାନ ବାବୁଙ୍କୁ ଭୁବନେଶ୍ୱରରେ ସ୍ବାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି। ଅଂଶୁମାନ ୨୧ ବର୍ଷରୁ…
ରାହୁଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ, ‘ଏବେ ଟମାଟୋ ଖାଇବା ସମୟ’ ବୋଲି କେନ୍ଦ୍ରକୁ ଟାର୍ଗେଟ କରି କହିଲେ କଂଗ୍ରେସ ନେତା
ନୂଆଦିଲ୍ଲୀ,୫।୮: ମୋଦି ସରନେମ ସହ ଜଡିତ ଆପରାଧିକ ମାନହାନୀ ମାମଲାରେ ଆଶ୍ୱସ୍ତି ମିଳିବା ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ରାହୁଲ ଗାନ୍ଧୀଙ୍କ ଦଣ୍ଡବିଧାନ ଉପରେ ରୋକ ଲାଗିବା ପରେ କଂଗ୍ରେସ କହିଛି ଯେ ସତ୍ୟର ବିଜୟ ହୋଇଛି। ଏହି…
ଆଣ୍ଡି ଫ୍ଲାଓ୍ବାର ଆର୍ସିବି ମୁଖ୍ୟ କୋଚ୍
ବେଙ୍ଗାଲୁରୁ, ୫ା୮: ଅଭିଜ୍ଞ ଆଣ୍ଡି ଫ୍ଲାଓ୍ବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ମାଇକ୍ ହେସନ ଓ ସଞ୍ଜୟ ବାଙ୍ଗରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ପୂର୍ବରୁ ଦଳର ଡାଇରେକ୍ଟର ଅଫ୍ କ୍ରିକେଟ ଅପରେଶନ ଏବଂ ମୁଖ୍ୟ…
ହାଥରସରେ ମର୍ମନ୍ତୁଦ ଦୁର୍ଘଟଣା: ୫ ମୃତ
ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶର ହାଥରସରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶୁକ୍ରବାର ରାତିରେ ପୋଲିସ ଷ୍ଟେଶନ ସାହପାଓ ଅଞ୍ଚଳରେ ଟ୍ରାକ୍ଟର ଟ୍ରଲି ଏବଂ ଡମ୍ଫର ମଧ୍ୟରେ ମୁହାଁମୁହିଁ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ…
କିଟ୍ର ଅମ୍ଳାନଙ୍କ କୃତିତ୍ୱ
ଭୁବନେଶ୍ୱର,୫।୮(ତପନ ସ୍ବାଇଁ): ଚାଇନାର ଚେଙ୍ଗଡୁଠାରେ ଚାଲିଥିବା ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସରେ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ର ଅମ୍ଳାନ ବୋରଗୋହେନ ପ୍ରଥମ ଭାରତୀୟ ପୁରୁଷ ଆଥ୍ଲେଟ ଭାବେ ଆଥ୍ଲେଟିକ୍ସ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ସେ ପୁରୁଷ ୨୦୦ ମିଟର ରେସ୍ରେ ବ୍ରୋଞ୍ଜ ପଦକ…
ରାହୁଲ ଗାନ୍ଧୀ ହିଁ ପ୍ରଧାନମନ୍ତ୍ରୀ ଚେହେରା ବୋଲି କହିଲେ ଗେହଲଟ
ଜୟପୁର, ୫।୮: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ସେ କେବଳ ରାଜସ୍ଥାନରେ ରାଜନୀତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ପାଇଁ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ହିଁ ପ୍ରଧାନମନ୍ତ୍ରୀ ପଦର ଚେହେରା। ତଥାପି ଏ ବାବଦରେ ହାଇକମାଣ୍ଡ ନିଷ୍ପତ୍ତି…
ଓଡ଼ିଶାରୁ ଭାଗନେବେ ୨୮ ପ୍ରତିଯୋଗୀ
ଭୁବନେଶ୍ୱର, ୫।୮ (ତପନ ସ୍ବାଇଁ): ବିହାରର ପାଟନାସ୍ଥିତ କଙ୍କରବାଗ୍ ପାଟଳିପୁତ୍ର ସ୍ପୋଟର୍ସ କମ୍ପ୍ଲେକ୍ସରେ ଚଳିତ ମାସ ୬ରୁ ୧୧ ପର୍ଯ୍ୟନ୍ତ ୨୨ତମ ଜାତୀୟ ଜୁନିୟର ଉଷୁ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ୨୮ ପ୍ରତିଯୋଗୀଙ୍କ ସମେତ ମୋଟ ୩୬ ଜଣିଆ…
ଅନ୍ତର୍ଜାତୀୟ କ୍ରିକେଟରୁ ହେଲ୍ସଙ୍କ ଅବସର
ଲଣ୍ଡନ,୫ା୮: ଇଂଲଣ୍ଡର ବିସ୍ଫୋରକ ଓପନିଂ ବ୍ୟାଟର ଆଲେକ୍ସ ହେଲ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ୨୦୧୧ ଅଗଷ୍ଟରେ ମାଞ୍ଚେଷ୍ଟରରେ ଭାରତ ବିପକ୍ଷ ଏକ ଅନ୍ତର୍ଜାତୀୟ ଟି୨୦ ଖେଳି ଆଲେକ୍ସ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ଇଂଲଣ୍ଡ ତରଫରୁ…
Archives


