Home Left

ଗୁରୁତ୍ୱପୂର୍ଣ୍ଣ ଚିକିତ୍ସକଙ୍କ ଭୂମିକା

ସମାଜରେ ଚିକିତ୍ସକଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆୟୁର୍ବେଦର ଏକ ଶ୍ଳୋକ ଦର୍ଶାଏ-‘ରୋଗରେ ପଡ଼ିଲେ ମଣିଷ ମୃତ୍ୟୁମୁଖରେ ପଡିବାର ଆଶଙ୍କା ଥାଏ, ମାତ୍ର ମୂମୂର୍ଷୁକୁ ନିଜର ଉଦ୍ୟମ ଓ ଚିକିତ୍ସା ଦ୍ୱାରା ବଞ୍ଚାଇ ପାରୁଥିବା ଚିକିତ୍ସକ ହିଁ ସମାଜର ସର୍ବଶ୍ରେଷ୍ଠ ଅଟନ୍ତି।’ ରୋଗ…

ଆସିଲା ୨୯ ଡିଏନ୍‌ଏ ରିପୋର୍ଟ, ୬ ମୃତଦେହ ହସ୍ତାନ୍ତର

ଭୁବନେଶ୍ୱର,୧।୭(ଅଭିଜିତ ଦାସ): ଜୁନ୍‌ ୨ ବାଲେଶ୍ୱର ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି। ତେବେ ବିଳମ୍ବ ସତ୍ତ୍ୱେ ଚିହ୍ନଟ ହୋଇପାରି ନ ଥିବା ୮୧ ମୃତଦେହ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୯ଟିର ଡିଏନ୍‌ଏ ପରୀକ୍ଷା…

ନୀଳାଦ୍ରି ବିଜେରେ ରସଗୋଲା

ଦାରୁଦିଅଁଙ୍କ ଜଗତମଙ୍ଗଳ ଲୀଳାର ଶେଷ ଦିବସରେ ହୁଏ ନୀଳାଦ୍ରି ବିଜେ। ଏହି ଦିନକୁ ରସଗୋଲା ଦିବସ ଭାବେ ୨୦୧୫ରୁ ପାଳନ କରାଯାଇଆସୁଛି। ମହାପ୍ରଭୁଙ୍କ ଉପାସନାରେ ଦୁଇ ପ୍ରକାର ଭୋଗ ବ୍ୟବସ୍ଥା ରହିଛି। ତାହା ହେଲା ସଙ୍କୁଡ଼ି ଓ ନିଃସଙ୍କୁଡ଼ି। ସାଧାରଣତଃ ଅନ୍ନ,…

ଶାରଳା, ଗୋରେଖନାଥ ମନ୍ଦିର ଉନ୍ନତୀକରଣ ଉପରେ ଗୁରୁତ୍ୱ

ଜଗତ୍‌ସିଂହପୁର, ୧ା୭(ପ୍ରମୋଦ କୁମାର ନାୟକ): ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତର ଅନ୍ତିମ ଦିନରେ ସେ ଜଗତ୍‌ସିଂହପୁର ପୌରପାଳିକା ସମେତ ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକର ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର…

ଜୁନ୍‌ରେ ଉତ୍ତପ୍ତ ଓଡ଼ିଶା: ସ୍ବାଭାବିକଠାରୁ ଅଧିକ ତାତି

ଭୁବନେଶ୍ୱର,୧ା୭ (ଅନିଲ ଦାସ): ଜୁନ୍‌ ମାସରେ ରାଜ୍ୟକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେବାକୁ ପଡିଛି। ଜୁନ୍‌ ପହିଲାରୁ ୩୦ ତାରିଖ ମଧ୍ୟରେ ରାଜ୍ୟରେ ୧୪ ଦିନ ହିଟ୍‌ଓ୍ବେଭ ବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…

ରତ୍ନଭଣ୍ଡାରକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ,୧ା୭ (କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା ପୁଣି ଚର୍ଚ୍ଚାକୁ ଆସିଛି। ରତ୍ନଭଣ୍ଡାରର ବିପଦସଙ୍କୁଳ ସ୍ଥିତି ସମେତ ବିବିଧ ସମସ୍ୟା ନେଇ ହାଇକୋର୍ଟରେ ଶୁକ୍ରବାର ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ରାଜ୍ୟ ସରକାର ରତ୍ନଭଣ୍ଡାରର ସୁରକ୍ଷା ନେଇ ତ୍ୱରିତ ପଦକ୍ଷେପ…

ତାପମାତ୍ରା ବୃଦ୍ଧି ବଢ଼ାଉଛି ଘରୋଇ ହିଂସା

ଓ୍ବାଶିଂଟନ୍‌,୧।୭: ଜଳବାୟୁ ପରିବର୍ତ୍ତନ ଦ୍ୱାରା କେବଳ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି ତା’ ନୁହେଁ, ଏହାର ପ୍ରଭାବ ଏବେ ଦାମ୍ପତ୍ୟ ଜୀବନ ଉପରେ ପଡ଼ିବା ଆରମ୍ଭ କଲାଣି। ବୈଶ୍ୱିକ ତାପମାତ୍ରା ବର୍ଷକୁ ହାରାହାରି ୧ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବା ଦ୍ୱାରା…

ଏକଜିଦିଆ ଛତିଶଗଡ଼, ଖୋଲିଲା କଲମାର ସବୁ ଗେଟ୍‌

ସମ୍ବଲପୁର, ୧ା୭(ଶୁଭାଶିଷ ପାଢ଼ୀ): ଆସନ୍ତା ୪ ତାରିଖରେ ଲଘୁଚାପ ଯୋଗୁ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଅନୁମାନ କରାଯାଇଛି। ଏଭଳିସ୍ଥଳେ ହୀରାକୁଦ ଡ୍ୟାମର ଉପରମୁଣ୍ଡ ମହାନଦୀରେ ଥିବା ଛତିଶଗଡ଼ର କଲମା ବ୍ୟାରେଜ୍‌ର ସମସ୍ତ ୬୬ ଗେଟ୍‌କୁ…

ବିକାଶ ନାମରେ ଲକ୍ଷେ ବୃକ୍ଷ ବଳି

ଅନୁଗୋଳ, ୧ା୭(ଅମିତ କୁମାର ସାମଲ): ୨୦୧୭ରୁ ୨୦୨୩ ମଧ୍ୟରେ ଅନୁଗୋଳ ଜିଲାର ଶତାଧିତ୍କ ହେକ୍ଟର ଜଙ୍ଗଲ ଜମିରୁ ହୋଇଛି ବ୍ୟାପକ ବୃକ୍ଷ ଛେଦନ। ତାଳଚେର-ବିମଳାଗଡ଼ ଓ ଅନ୍ୟ ରେଳପଥ ପାଇଁ କଟାଯାଇଛି ୭ ହଜାର ୯୩୫ ଗଛ। ଜାତୀୟ ଓ ରାଜ୍ୟ…

ଖୁବ୍‌ଶୀଘ୍ର ଆମେରିକା ଆକାଶରେ ଉଡିବ କାର, ୩ ଲକ୍ଷ ଡଲାର ଏହାର ମୂଲ୍ୟ, ଏକାସାଙ୍ଗରେ ୨ ଜଣ କରିପାରିବେ ଯାତ୍ରା

ଓ୍ବାଶିଂଟନ,୧।୭: ଆମେରିକାରେ ଖୁବ୍‌ଶୀଘ୍ର କାରଗୁଡିକ ଆକାଶରେ ନଜର ଆସିବ। ଫେଡେରାଲ ଏୟାର ଆଡମିନିଷ୍ଟ୍ରେଶନ ଆଲେଫ ଏରୋନେଟିକ୍ସର ମଡେଲ-ଏ କାରକୁ ସ୍ବତନ୍ତ୍ର ଏୟାରୱର୍ଥେଶନ ସାର୍ଟିଫିକେଟ ପ୍ରଦାନ କରିଛ। ଏହି ସଂପୂର୍ଣ୍ଣ ଇଲେକ୍ଟ୍ରିକ କାରର ମୂଲ୍ୟ ପ୍ରାୟ ୩୦୦,୦୦୦ଡଲାର ହେବ। କମ୍ପାନୀ ବର୍ତ୍ତମାନ ୫୦୦…

ସଡ଼କ ଦୁର୍ଘଟଣାରେ ୪୮ ମୃତ

ନାଇରୋବି,୧।୭: ପଶ୍ଚିମ କେନିଆର ଲୋଣ୍ଡିଆନିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ସାରେ ଘଟିଥିବା ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଏକ ସିପିଂ କଣ୍ଟେନର…

ଇଣ୍ଡୋନେସିଆରେ ୬.୪ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୧।୭: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଶୁକ୍ରବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ମ୍ୟାଗ୍ନିଚ୍ୟୁଡରେ ମାପ କରାଯାଇଛି। ତେବେ ଏ୍‌ତରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି। ଇଣ୍ଡୋନେସିଆର ପାଣିପାଗ ବିଜ୍ଞାନ, ଜଳବାୟୁ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri