ନାଗରିକଙ୍କୁ ନେଇ ସାମ୍ନାସାମ୍ନି ହେଲେ ଚାଇନା-ରୁଷିଆ
ବେଜିଂ,୫।୮: ନାଗରିକଙ୍କୁ ନେଇ ଚାଇନା ଏବଂ ରୁଷିଆ ମଧ୍ୟରେ କଳହ ଲାଗି ରହିଛି। ରୁଷିଆର ସୀମାରେ ଚାଇନା ନାଗରିକଙ୍କୁ ପ୍ରବେଶ ନ କରିବାକୁ ଦିଆଯିବା ନେଇ ଚାଇନା କ୍ରୋଧିତ ହୋଇଛି। ଚାଇନାର ଦୂତାବାସ ନାଗରିକଙ୍କ ସହ କରାଯାଇଥିବା ବ୍ୟବହାର ଉପରେ ସମାଲୋଚନା…
‘ଚନ୍ଦ୍ରମୁଖୀ ୨’ରେ କଙ୍ଗନାଙ୍କ ଫାଷ୍ଟ ଲୁକ ଆଉଟ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବେ ସାଉଥ ସିନେମାରେ ପାଦ ରଖିଛନ୍ତି। ଆକ୍ଟର ରାଘବ ଲରେନ୍ସଙ୍କ ସହ ଅପକମିଂ ହରର-କମେଡି ମୁଭି ‘ଚନ୍ଦ୍ରମୁଖୀ ୨’ରେ ଲୋକଙ୍କୁ ହସାଇବାକୁ ପ୍ରସ୍ତୁତ ହୋଇଗଲେଣି। ଫିଲ୍ମର ଫାଷ୍ଟ ପାର୍ଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।…
ଡରିଗଲେ ଜାହ୍ନବୀ
ମୁମ୍ବାଇ: ବଲିଉଡ ଦିଭା ଜାହ୍ନବୀ କପୁରଙ୍କ ଅଭିନୀତ ମୁଭି ‘ବବାଲ’ ନିକଟରେ ରିଲିଜ ହୋଇଛି। ଯାହାକୁ ନେଇ ସେ ଏବେ ଅଛନ୍ତି ଚର୍ଚ୍ଚାରେ। ଏହାସହ ଅଭିନେତ୍ରୀ ଏବେ ଏକ ପାପାରାଜି ଭିଡିଓକୁ ନେଇ ବି ଚର୍ଚ୍ଚାକୁ ଆସିଛନ୍ତି। ଜାହ୍ନବୀ ଏକ ବ୍ୟାଗି…
ଗର୍ଭପାତ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଅସ୍ଥାୟୀ ଭାବେ ହଟାଇଲେ କୋର୍ଟ
ଓ୍ବାଶିଂଟନ୍,୫।୮: ଆମେରିକାର ଟେକ୍ସାସର ଏକ କୋର୍ଟ ଶୁକ୍ରବାର ଏକ ଅସ୍ଥାୟୀ ଆଦେଶ ଜାରି କରିଛନ୍ତି। ଯେଉଁଥିରେ କୋର୍ଟ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇ ଏକ ମକଦ୍ଦମା ଦାୟର କରିଥିବା ମହିଳା ଏବଂ ଡାକ୍ତରଙ୍କ ଏକ ଦଳର ପକ୍ଷ ରଖିଛନ୍ତି। ଜଜ ଜେସିକା…
ଏସିଆ କପ ୨୦୨୩: ଟିମ ଇଣ୍ଡିଆରେ ସାମିଲ ହେବେନି ସଞ୍ଜୁ ସାମସନ
ନୂଆଦିଲ୍ଲୀ,୫।୮: ଏସୀୟ କ୍ରିକେଟର ସବୁଠୁ ବଡ ମହାସଂଗ୍ରାମର ବିଗୁଲ ବାଜି ସାରିଛି। ୨୦୨୩ ଏସିଆ କପ ୩୦ ଅଗଷ୍ଟରୁ ଖେଳାଯିବ। ଏଥର ଏହି ଟୁର୍ନାମେଣ୍ଟ ହାଇବ୍ରିଡ ମଡେଲ ଅଧୀନରେ ଖେଳାଯିବ। ଅର୍ଥାତ୍ ଏହାର ମ୍ୟାଚ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ବାସ୍ତବରେ…
ନାବାଳକର ସନ୍ଦେହଜନକ ମୃତ୍ୟୁ, ଥାନାରେ ହତ୍ୟା ଅଭିଯୋଗ
କେସିଙ୍ଗା, ୫।୮(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ବାଲ୍ମୀକି ଛତ୍ରଙ୍କ ପୁଅ ହରିଶଙ୍କର ଛତ୍ର(୧୫) ଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ହରିଶ୍ଚନ୍ଦ୍ର ଗଳାରେ ରଶି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ଅନ୍ୟପଟେ ମୃତ୍ୟୁ ବରଣ…
ଭାଜପାକୁ ଝଟକା: ଗୁଜରାଟ ଭାଜପାର ମହାସଚିବ ପଦରୁ ଇସ୍ତଫା ଦେଲେ ପ୍ରଦୀପ
ଅହମ୍ମଦାବାଦ,୫।୮: ଭାଜପାକୁ ଲାଗିଲା ବଡ଼ ଝଟକା। ଗୁଜରାଟ ଭାଜପାର ମହାସଚିବ ପଦରୁ ପ୍ରଦୀପ ସିଂ ବାଘେଲା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାବେଳେ ବାଘେଲା ଲୋକଙ୍କୁ କହିଛନ୍ତି ଯେ, କିଛି ଦିନ ମଧ୍ୟରେ ସବୁ କିଛି ଠିକ୍ ହୋଇଯିବ।୨୦୧୬ ଅଗଷ୍ଟ ୧୦ରେ ବାଘେଲା…
ଲୋକପ୍ରିୟ ଅଭିନେତା ମାର୍କ ମାଙ୍ଗୋଲିସଙ୍କ ଦେହାନ୍ତ
ଓ୍ବାଶିଂଟନ୍,୫।୮: ଆମେରିକାର ପ୍ରସିଦ୍ଧ ଟିଭି ଶୋ ‘ବ୍ରେକିଙ୍ଗ ବ୍ୟାଡ’ ଏବଂ ‘ବେଟର୍ କଲ ଶାଉଲ’ରେ ଅଭିନୟ କରିଥିବା ମାର୍କ ମାଙ୍ଗୋଲିସଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ମାଙ୍ଗୋଲିସ ନ୍ୟୁୟର୍କର ଏକ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି।
ନୁହ ହିଂସା: ଏ ପର୍ଯ୍ୟନ୍ତ ୧୪୧ ଜଣ ଗିରଫ, ୫୫ ଏଫଆଇଆର୍ ପଞ୍ଜୀକୃତ
ଚଣ୍ଡିଗଡ,୫।୮: ସୋମବାର ହରିୟାଣାର ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଏବଂ ଦଙ୍ଗା ସହ ଜଡିତ ୫୫ଟି ଏଫଆଇଆର୍ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ୧୪୧ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଆହୁରି ମଧ୍ୟ କହିଛି ଯେ,…
ମେଲର୍ବନରେ ଆଖିବୁଜା ଗୁଳିମାଡ, ଜଣେ ମୃତ
ମେଲର୍ବନ,୮।୫: ଅଷ୍ଟ୍ରେଲିଆର ମେଲର୍ବନ ସହରର ଦକ୍ଷିଣ ୟାରାରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଛି। ଭିକ୍ଟୋରିଆ ପୋଲିସ ଶନିବାର ଏନେଇ ସୂଚନା ଦେଇଛି। ଭିକ୍ଟୋରିଆ ପୋଲିସ ଦ୍ୱାରା ଜାରି ବୟାନ ଅନୁଯାୟୀ, ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଆହତ…
କରୋନାର ପ୍ରକୋପ ଶେଷ ହୋଇ ନ ଥିବାବେଳେ ପୁଣି ଆତଙ୍କ ଖେଳାଇଲାଣି ନୂଆ ଭାରିଏଣ୍ଟ
ଲଣ୍ଡନ,୫।୮: କୋଭିଡର ପ୍ରକୋପ ଏ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଶେଷ ହୋଇନାହିଁ।୨୦୨୦ରେ ଆରମ୍ଭ ହୋଇଥିବା ଏହି ମହାମାରୀ ପ୍ରାୟ ତିନି ବର୍ଷ ପରେ ମଧ୍ୟ ଶେଷ ହେବାର ନାମ ନେଉନାହିଁ। ସମଗ୍ର ବିଶ୍ୱରେ କୋଭିଡ ଭାଇରସର ଅଲଗା ଅଲଗା ଭାରିଏଣ୍ଟ ବାହାରୁଛି।…
୨ ଦିନିଆ ଓଡ଼ିଶା ଗସ୍ତରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର,୫।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ରାତିରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍ପି ଅପରାଜିତା…
Archives


