Home Left

ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କଲେ ହାତୀ, ଆତଙ୍କରେ ଚାଷୀ

ନିରାକାରପୁର, ୧୪।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ବର୍ଷା ନ ଥିବା ଯୋଗୁଁ ଚାଷୀ ଏକ ପ୍ରକାର ମାନସିକ ଦୁର୍ବଳ ହୋଇପଡିଥିବା ବେଳେ ଜଙ୍ଗଲୀ ହାତୀଙ୍କ ଉତ୍ପାତ ଏବେ ସେମାନଙ୍କୁ ଶକ୍ତ ଆଘାତ ଦେଇଛି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ…

ବେନ୍ ଷ୍ଟୋକ୍ସଙ୍କୁ ଛାଡ଼ିଲା ଚେନ୍ନାଇ ସୁପର କିଙ୍ଗସ୍, ଗତ ବର୍ଷର ନିଲାମୀରେ ୧୬.୨୫ କୋଟି ଟଙ୍କାରେ କିଣିଥିଲା

ନୂଆଦିଲ୍ଲୀ, ୧୪।୧୧: ଇଂଲଣ୍ଡ ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଛାଡ଼ିଲା ଚେନ୍ନାଇ ସୁପର କିଙ୍ଗସ୍(ସିଏସକେ)। ୨୦୨୨ ନିଲାମୀରେ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କା ବ୍ୟୟରେ କିଣିଥିଲା ସିଏସକେ। ଆଇପିଏଲ ୨୦୨୪ ପାଇଁ ଆଉ ଗୋଟିଏ ମାସରୁ କମ ସମୟ ବାକି ଥିବା…

ସାଇବର ଅପରାଧ ରୋକିବା ସମ୍ବନ୍ଧରେ ସଚେତନତା କରାଇଲେ ଏନସିସି ଛାତ୍ରୀଛାତ୍ର

ଛତ୍ରପୁର, ୧୪।୧୧(ଦିଲ୍ଲୀପ ସାମଲ): ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ଅବସରରେ ଷ୍ଟୁଡେଣ୍ଟ ପୋଲିସ କେଡେଟ(ଏନସିସି)ମାନଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ପୋଲିସ…

ଦୀପିକାଙ୍କୁ ଭେଟିବା ପାଇଁ ଆପଏଣ୍ଟମେଣ୍ଟ ନେଉଛନ୍ତି ରଣବୀର, ସୋସିଆଲ ମିଡିଆରେ ଭାଇରାଲ…

ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଦମ୍ପତିମାନଙ୍କ ମଧ୍ୟରୁ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ପ୍ରାୟତଃ କୌଣସି କାରଣରୁ ସବୁବେଳେ ଖବରରେ ରହିଥାନ୍ତି। ସମ୍ପ୍ରତି ଏହି ଦମ୍ପତି କଫି ବିଦ୍‌କରଣଙ୍କ ସହ ଅଷ୍ଟମ ସିଜିନର ଏପିସୋଡରେ ନଜର ଆସିଥିଲେ, ଯେଉଁଥିରେ ଦୁହେଁ…

୫ଟି, ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ

ଦାରିଙ୍ଗବାଡି,୧୪।୧୧(ଅରୁଣ ସାହୁ ): ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ। କନ୍ଧମାଳ ଜିଲାର ୩ ବିଧାୟକ ତଥା ଜି. ଉଦୟଗିରି ବିଧାୟକ ଓ ବିଜେଡିର ନବନିଯୁକ୍ତ ଜିଲା ସଭାପତି ସାଲୁଗା…

ଗଞ୍ଜାମ ଆରଟିଓ ଅଫିସରୁ ୪ଦଲାଲ ଗିରଫ

ଛତ୍ରପୁର,୧୪।୧୧(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଗଞ୍ଜାମ ଆରଟିଓ ଅଫିସରୁ ୪ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗାଁର ଜଗନ୍ନାଥ ସାହୁ, କୁମାରବେଗପଲ୍ଲୀ ଗାଁର ରବିନ୍ଦ୍ର କୁମାର ଗୌଡ, ବ୍ରହ୍ମପୁରର ପି. ଚନ୍ଦ୍ର…

ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୧୪।୧୧: ସ୍ବାମୀଙ୍କ ଦୁର୍ଘଟଣାରେ ମତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ନିକଟ ବେଣାଗାଡ଼ିଆରେ। ମୃତକ ଜଣକ ହେଲେ ଅନିନ୍ଦିତା ସୁବୁଦ୍ଧି। ପୋଲିସ ମୃତଦେହ ଜବତ କରି ଖୋର୍ଦ୍ଧା ମେଡିକାଲରେ…

ଇମୋଶନାଲ କରିଦେବେ ରଣବୀର

ମୁମ୍ବାଇ: ଡିସେମ୍ବର ପ୍ରଥମ ଦିନରେ ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଆନିମଲ’ ରିଲିଜ ହେଉଛି। ନିର୍ମାତା ଫିଲ୍ମ ସହିତ ଜଡିତ ଅପଡେଟ୍ସ ପ୍ରଶଂସକମାନଙ୍କ ସହିତ ଗୋଟିଏ ପରେ ଗୋଟିଏ ବାଣ୍ଟୁଛନ୍ତି, ଯାହାଫଳରେ ମୁଭି ବିଷୟରେ ସେମାନଙ୍କର କ୍ରେଜ…

କୋଟିପତିଙ୍କ ନିକଟରେ ଥାଏ ଏହି ୩ ଗୁଣ, ଆପଣାଇଲେ ଆପଣ ବି ହୋଇପାରିବେ କୋଟିପତି

ଭାରତରେ ଦୀପାବଳି ପାଳନ କରାଯାଇଛି। ଯଦି ଆପଣ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭ ଦେବ। ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ସେହି ତିନୋଟି ମନ୍ତ୍ରକୁ କହିଛନ୍ତି, ଯାହାକୁ ଆପଣ ଗ୍ରହଣ…

ସେମିଫାଇନାଲ ଲଢ଼େଇ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଚେତାଇଲେ ଫର୍ଗୁସନ: କହିଲେ- ପ୍ରଥବେ ବୋଲିଂ କି ବ୍ୟାଟିଂ ହେଉ…

ମୁମ୍ବାଇ,୧୪।୧୧: ସେମିଫାଇନାଲ ମୁକାବିଲା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଚେତାଇଛନ୍ତି ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଲକି ଫର୍ଗୁସନ। ଦଳର ବୋଲିଂ ଆକ୍ରମଣ ମଜଭୂତ ଥିବାରୁ ଭାରତୀୟ ଟିମ୍‌ର ଖେଳାଳିମାନେ ଅଡୁଆରେ ପଡ଼ିବେ ବୋଲି ସେ କହିଛନ୍ତି। ଆହତ ହେବା ଯୋଗୁ ନ୍ୟୁଜିଲାଣ୍ଡ ଟିମ୍‌ରୁ…

ବିଶୋଧନ ହେଉନି ବିସର୍ଜନ ଘାଟ

ରାଉରକେଲା,୧୪।୧୧(ବିପ୍ଳବ ରଞ୍ଜନ ଦାଶ): ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ଆରଏମସି ପକ୍ଷରୁ ରାଉରକେଲା ବାଲୁଘାଟରେ ମୂର୍ତ୍ତି ବିସର୍ଜନ ଘାଟ ଇତିମଧ୍ୟରେ ନିର୍ମାଣ କରାଯାଇଛି। ଏଠାରେ ଗତ ଦଶହରା ସମୟରେ ସହରର ବିଭିନ୍ନ ମଣ୍ଡପରେ ପୂଜିତ ମୂର୍ତ୍ତିଗୁଡିକୁ ବିସର୍ଜନ କରାଯାଇଥିଲା।…

ପରଲୋକରେ ଓବରୋଇ ଗ୍ରୁପ୍‌ ଚେୟାରମ୍ୟାନ୍‌ ପିଆର୍‌ଏସ୍‌ ଓବରୋଇ

ନୂଆଦିଲ୍ଲୀ,୧୪।୧୧: ଓବରୋଇ ଗ୍ରୁପ୍‌ର ଚେୟାରମ୍ୟାନ୍‌ ପିଆର୍‌ଏସ୍‌ ଓବରୋଇଙ୍କ ମଙ୍ଗଳବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ତେବେ ଭାରତରେ ହୋଟେଲ ବ୍ୟବସାୟର ରୂପରେଖ ବଦଳାଇବାର ଶ୍ରେୟ ତାଙ୍କୁ ଦିଆଯାଉଥିଲା। ଅପରାହ୍ନ ୪ଟାରେ ଭଗବତୀ ଓବରୋଇ ଚାରିଟେବୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?