ଡା.ସୋନମୁନ୍ଙ୍କୁ ‘ଏଣ୍ଡୋସ୍କୋପି ପ୍ଲିନାରୀ ଆଓ୍ବାର୍ଡ’
ଭୁବନେଶ୍ୱର,୭।୮: ଓଡ଼ିଶାର ପ୍ରତିଭାବନ ଯୁବ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡା. ସୋନମୁନ୍ ମହାପାତ୍ରଙ୍କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଆମେରିକାନ୍ ସୋସାଇଟି ଅଫ୍ ଜିଆଇ ଏଣ୍ଡୋସ୍କୋପି ଆନୁକୂଲ୍ୟରେ ଆୟୋଜିତ ଡାଇଜେଷ୍ଟିଭ ଡିଜିଜ୍ ଓ୍ବିକ-୨୦୨୩ ଅବସରରେ ଡା.ସୋନମୁନ୍ ଯୁକ୍ତରାଷ୍ଟ୍ର ଆମେରିକାରେ…
ପୋକୋ ପଡ୍ସର ଶୁଭାରମ୍ଭ
ଭୁବନେଶ୍ୱର,୭।୮: ପୋକୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ପୋକୋ ପଡ୍ସ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍ର ଉକ୍ତ ଉତ୍ପାଦର ବଜାର ପ୍ରବେଶ ସହ ଟିଡବ୍ଲ୍ୟୁଏସ୍ ସେଗ୍ମେଣ୍ଟରେ ମଧ୍ୟ ଉପଲବ୍ଧ ହେଉଛି। ଏ ସମ୍ପର୍କରେ ପୋକୋ…
ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ୧୯ ଗିରଫ
ଫୁଲବାଣୀ (ରାକେଶ କୁମାର ରାଉତ)/ଫିରିଙ୍ଗିଆ(ବିକ୍ରମ ଦିଗାଲ),୭ା୮: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଶନିବାର ଲଙ୍କାକାଣ୍ଡ କରିଥିଲେ। ସେମାନେ ଥାନାରେ ନିଆଁ ଲଗାଇ ଦେବା ସହ ପୋଲିସକୁ ଆକ୍ରମଣ କରିଥିଲେ।…
୩ ବର୍ଷରେ ୫ ଲକ୍ଷ କୋଟିରୁ ଅଧିକ
ନୂଆଦିଲ୍ଲୀ,୭।୮: (ଅଭୟ ଦାଶ): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(ଆରଆଇଏଲ)ର ବାର୍ଷିକ ଫଳାଫଳ ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ଆରଆଇଏଲ ବିଗତ ତିନି ବର୍ଷରେ ମୋଟ ୫.୬୫୩ ଲକ୍ଷ କୋଟି ଟଙ୍କା ସରକାରୀ ରାଜକୋଷରେ ଜମା କରିଛି। ବିଶେଷ…
୧୦ ବର୍ଷ ହେଲା କେବଳ ନକାରାମତ୍କ ରାଜନୀତି
ନୂଆଦିଲ୍ଲୀ,୭ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ବର୍ଷ ହେଲା କେବଳ ନକାରାମତ୍କ ରାଜନୀତି କରିଆସୁଛନ୍ତି ବୋଲି ରବିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସମାଲୋଚନା କରିଛନ୍ତି। ୫୦୮ ରେଳ ଷ୍ଟେଶନର ପୁନଃ ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ପ୍ରଧାନମନ୍ତ୍ରୀ ବିରୋଧୀ…
ଏନ୍ସିପିରେ ବିବାଦର ପ୍ରମାଣ ନାହିଁ
ନୂଆଦିଲ୍ଲୀ,୭ା୮ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ଅଜିତ ପାଓ୍ବାର ଦଳୀୟ ନିର୍ବାଚନୀ ଚିହ୍ନ ପାଇଁ ଦାବି କରିବା ଅପରିପକ୍ୱତା ଓ ଦୁର୍ଭାବନାପୂର୍ଣ୍ଣ ବୋଲି ଶରଦ ପାଓ୍ବାର ଗୋଷ୍ଠୀ ନିର୍ବାଚନ କମିଶନ (ଇସି)ଙ୍କୁ ଜଣାଇଛନ୍ତି। ଏନ୍ସିପିରେ ଦୁଇ ଗୋଷ୍ଠୀ ରହିଥିବାର ପ୍ରତିଫଳିତ…
ସ୍ବାମୀ ଲାଞ୍ଚ ନେଇ ଧରାପଡ଼ିବାରୁ ବିଦାହେଲେ ମେୟର
ଜୟପୁର,୭ା୮: ସ୍ବାମୀ ଲାଞ୍ଚ ନେଉଥିବାବେଳେ ଧରାପଡ଼ିବାରୁ ତାଙ୍କ ସ୍ତ୍ରୀ ମୁନେଶ ଗୁର୍ଜାରଙ୍କୁ ରାଜସ୍ଥାନ ସରକାର ଜୟପୁର ହେରିଟେଜ୍ ମ୍ୟୁନିସିପାଲ କର୍ପୋରେଶନ୍ର ମେୟର ପଦରୁ ବିଦା କରିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଜମି ଲିଜ୍ କରାଇଦେବା ପାଇଁ ମେୟରଙ୍କ ସ୍ବାମୀ ସୁଶୀଲ ଗୁର୍ଜାର ଶନିବାର…
ଭାରତରେ ଖେଳିବାକୁ ପାକିସ୍ତାନକୁ ମିଳିଲା ସରକାରୀ ଅନୁମତି
କରାଚୀ,୬ା୮: ଭାରତରେ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବା ପାଇଁ ପାକିସ୍ତାନ ସରକାର ଦେଶର ସିନିୟର ପୁରୁଷ କ୍ରିକେଟ ଦଳକୁ ଅନୁମତି ପ୍ରଦାନ କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ୍ ଇସ୍ତାହାରରେ କହିଛି, ଖେଳ ସହିତ ରାଜନୀତିକୁ ମିଶ୍ରଣ ନ କରିବା…
ଛତୁ ଖାଇ ୨ ଗୁରୁତର
ଝରିଗାଁ,୬।୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମରେ ବିଷାକ୍ତ ଛତୁ ଖାଇ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି। ଗବାଗୁଡା ଗ୍ରାମର ଜେମା ଜାନୀ (୬୦) ଏବଂ ନିଳା ଜାନୀ(୫୫) ରବିବାର ବାଡ଼ିରେ ଥିବା…
ଓ୍ବେଷ୍ଟଇଣ୍ଡିଜ ଆଗରେ ୧୫୩ ରନ୍ର ବିଜୟ ଟାର୍ଗେଟ୍
ଗୁଏନା,୬ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ରବିବାର ଗୁୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ତିଳକ ବର୍ମା। କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ୨୦ ବର୍ଷୀୟ ତିଳକ…
ସୀମାନ୍ତରୁ ଦୁଇ ଆଇଇଡି ବୋମା ଜବତ
ମାଲକାନଗିରି,୬ା୮(ଦୁର୍ଯୋଧନ ପତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ସର୍ଚ୍ଚ ଅପରେଶନ ବେଳେ ଯବାନମାନେ ରବିବାର ଦୁଇଟି ଆଇଇଡି ବୋମା ଜବତ କରିଛନ୍ତି। ବିଜାପୁର ଜିଲା ଗୋଲାକୋଣ୍ଡା ନିକଟ ପାହାଡ ଅଞ୍ଚଳରେ ମାଓବାଦୀ ଦମନ ପାଇଁ କୋବ୍ରା ଯବାନଙ୍କ ପକ୍ଷରୁ…
ମହିଳାଙ୍କୁ ଉଲଗ୍ନ ପରେଡ୍ ଘଟଣା: ନିଲମ୍ବିତ ହେଲେ ୫ ପୋଲିସ କର୍ମଚାରୀ
ଇମ୍ଫାଲ,୬ା୮: ମଣିପୁର ହିଂସାକାଣ୍ଡ ବେଳେ ମେ’ ୪ରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପରେଡ୍ କରାଇବା ଘଟଣାରେ ପ୍ରଶାସନ ପକ୍ଷରୁ ବଡ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।…
Archives


