Home Left

ବିଦ୍ୟୁତ୍‌ ତାର ଲାଗି ୫ ମଇଁଷି ମୃତ

ଲାଠୋର,୨ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ବନାଞ୍ଚଳ ଅଧୀନ ଲାଠୋର-ଖର୍ଲି ଗ୍ରାମ ସୀମାରେ ଥିବା ଚାନ୍ଦଲି ଡ଼ୁଙ୍ଗୁରି ନିକଟରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ୫ ମଇଁଷିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମଇଁଷି ମାଲିକ…

ହାଇୱା ଧକ୍କାରେ ଚାଲିଗଲା ୭ ମାସ ଶିଶୁର ଜୀବନ: ଦମ୍ପତି ଗୁରୁତର

ବେହେରା,୨।୭(ଭୁପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ମିର୍ଜାପୁର୍‌ ବିଜୁ ଏକ୍ସପ୍ରେସ ନିକଟରେ ରବିବାର ଏକ ହାଇୱା ଧକ୍କାରେ ୭ ମାସ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସୋନପୁର ଜିଲା ବିନିକା…

କୋଦାଳରେ ସ୍ତ୍ରୀଙ୍କୁ ହାଣି ହତ୍ୟା

ଝାରବନ୍ଧ,୨।୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଭଣ୍ଡାରପୁରୀ ପଞ୍ଚାୟତ ଅଧୀନ ଜାମପାଲି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶିବ ପ୍ରସାଦ ସାହୁ(୭୦) ତାଙ୍କ ସ୍ତ୍ରୀ ଶ୍ରୀୟା(୬୫)ଙ୍କୁ କୋଦାଳରେ ହାଣି ହତ୍ୟା କରିଛନ୍ତି। ରବିବାର ପୋଲିସ ମୃତଦେହ ଜବତ କରି…

ଆର୍ଥିକ ସହାୟତା ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ,୨ା୭: ହକିର ବିକାଶ ପାଇଁ ସମସ୍ତ ରାଜ୍ୟ ଫେଡେରେଶନ୍‌ ଓ ଜିଲା ପାଇଁ ହକି ଇଣ୍ଡିଆ ଆର୍ଥିକ ସହାୟତା ବୃଦ୍ଧି ଘୋଷଣା କରିଛି । ରାଜ୍ୟ ଏବଂ ଜିଲାସ୍ତରରେ ଆୟୋଜିତ ହେଉଥିବା ଟୁର୍ନାମେଣ୍ଟର ଅଧିକ ଉନ୍ନତ ପାଇଁ ଏହି ସହାୟତା ଯୋଗାଇ…

ବଳାତ୍କାରୀ ଅଭିଯୁକ୍ତଙ୍କ ଗୁପ୍ତାଙ୍ଗ କାଟିଦେଲେ ମହିଳା

ପାଟନା,୨ା୭: ବିହାରର ବାଙ୍କା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ବଳାତ୍କାରୀ ଅଭିଯୁକ୍ତଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡିଛି। ସୂଚନା ଯୋଗ୍ୟ, ମହିଳାଙ୍କ ସ୍ବାମୀ ଘରେ ନ ଥିବା ବେଳେ ୨୭ ବର୍ଷୀୟ ଅଭିଯୁକ୍ତ ଜଣକ ଛାତ…

ରାମଲୀଳାରେ ସଂସ୍କୃତ ବଦଳରେ ଇଂଲିଶ୍‌ କହିବେ ଶ୍ରୀରାମ-ହନୁମାନ…

ନୂଆଦିଲ୍ଲୀ,୨।୭ : ଆଦିପୁରୁଷ ଚଳଚ୍ଚିତ୍ରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଜାରି ରହିଛି। ରାମଲୀଳାାର ବିଭିନ୍ନ ଏପିସୋଡକୁ ନେଇ ବିବାଦ ମଧ୍ୟରେ ଲାଲ କିଲ୍ଲା ମଇଦାନରେ ଦଶହରା ଅବସରରେ ରାମଲୀଳା ମଞ୍ଚସ୍ଥ କରୁଥିବା ଲବକୁଶ ଲୀଳା କମିଟି ନାଟକ ମଞ୍ଚସ୍ଥ ସମୟରେ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା: ଟିଏମ୍‌ସି କର୍ମୀଙ୍କ ମୃତ୍ୟୁ

କୋଲକାତା,୨ା୭: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଶାସକ ଏବଂ ବିରୋଧୀ ଦଳ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜଣେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) କର୍ମୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଉଭୟ ଦଳରୁ ଆହତ ହୋଇଛନ୍ତି। ଦକ୍ଷିଣ ୨୪ ପ୍ରଗଣା ଜିଲାର ଫୁଲମାଲଞ୍ଚା…

ଅଧ୍ୟାପିକାଙ୍କୁ କମେଣ୍ଟ ମାରି ବନ୍ଧା ହେଲେ ପୂର୍ବତନ ଛାତ୍ର

ନବରଙ୍ଗପୁର,୨।୭(ସଦାସିବ ପ୍ରହରାଜ): ନବରଙ୍ଗପୁର ବିନୋଦ ବିହାରୀ କଲେଜର ଜଣେ ଅଧ୍ୟାପିକାଙ୍କୁ କମେଣ୍ଟ ମାରି ହଇରାଣ କରିବା ଅଭିଯୋଗରେ ଜଣେ ପୂର୍ବତନ ଛାତ୍ରଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ନବରଙ୍ଗପୁର ସହରର ବଡହରିଜନ ସାହିର ପର୍ଶୁରାମ ନାଗେଶ। ମିଳିଥିବା ସୂଚନା ଅନୁଯାୟୀ,…

ଢମଣାକୁ ଗିଳିଲା ରଣା

କବିସୂର୍ଯ୍ୟନଗର,୨ା୭(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଅଧୀନ ପଥରା ଗ୍ରାମର ସଞ୍ଜୟ କୁମାର ରେଡ୍ଡୀଙ୍କ ବାରିପଟୁ ସ୍ନେକ ହେଲ୍ପ ଲାଇନ ରବିବାର ୫ ଫୁଟର ଏକ ରଣା ସାପ ଓ ଢାମଣା ସାପ ଉଦ୍ଧାର କରିଛି। ରଣା ସାପଟି ଢମଣାକୁ…

ଝାଡ଼ଖଣ୍ଡରେ ଗୋଷ୍ଠୀ ସଂଘର୍ଷ: ୫ ଗୁରୁତର

ରାଞ୍ଚି,୨।୭: ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଝାଡ଼ଖଣ୍ଡର ରାଞ୍ଚିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଏକ ଷ୍ଟୁଡିଓ ନିକଟରେ ଆଶିଷ ନାମକ ଜଣେ ଯୁବକ ବାଇକ୍‌…

ହାଓ୍ବଡା-ବଡ଼ବିଲ ଜନଶତାବ୍ଦୀ ଟ୍ରେନ୍‌ ଉପରକୁ ପଥରମାଡ଼

ବଡ଼ବିଲ,୨ା୭(ଦେବପ୍ରିୟ ରଣା): ହାଓ୍ବଡ଼ା-ବଡ଼ବିଲ ଜନଶତାବ୍ଦୀ ଟ୍ରେନ୍‌ ଉପରକୁ ପଥର ମାଡ଼ ହୋଇଛି। ଫଳରେ ବଗିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ରବିବାର ଅପରାହ୍ନରେ ଝାଡ଼ଖଣ୍ଡ ରାଜ୍ୟ ବଡ଼ଜାମଦା ଷ୍ଟେଶନରୁ ଛାଡି ଟ୍ରେନ୍‌ଟି ବଡ଼ବିଲ ଅଭିମୁଖେ ଆସୁଥିଲା ବେଳେ କେହି ଦୁର୍ବୃତ୍ତ ଚଳନ୍ତା…

ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଯାଇଥିଲେ, ପଙ୍ଗୁ ହୋଇ ଫେରିଲେ

ବାଲିଗୁଡ଼ା,୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଯାଇ କିଛି ଦିନ ପରେ ପଙ୍ଗୁ ହୋଇ ଘରକୁ ଫେରିଛନ୍ତି ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ। ସୂଚନାନୁଯାୟୀ, କନ୍ଧମାଳ ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri