Home Left

ପ୍ରାଣୀଧନ ଚିକିତ୍ସାଳୟରୁ ମିଳିଲା ଭେଟନାରୀ ଟେକ୍ନିସିଆନଙ୍କ ମୃତଦେହ

ହିଞ୍ଜିଳିକାଟୁ,୧୬ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ କଞ୍ଚୁରୁ ପ୍ରାଣୀଧନ ଚିକିତ୍ସାଳୟର ଭେଟ୍‌ନାରୀ ଟେକ୍ନିସିଆନ ପ୍ରମୋଦ କୁମାର ମହାଙ୍କୁଡ଼ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଚିକିତ୍ସାଳୟ ଭିତରୁ ଠାବ କରାଯାଇଛି। ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ଅନ୍ୟ ଷ୍ଟାଫ୍‌ ଓ ଗ୍ରାମବାସୀ…

ପିଲାମାନଙ୍କୁ ଭୁଲ୍‌ରେ ବି ଦିଅନ୍ତୁ ନାହିଁ ଏହି ଜିନିଷ, ନ ହେଲେ….

ଆମ ଦେଶରେ ଚା’-କଫି ପ୍ରେମୀଙ୍କ ସଂଖ୍ୟା ବହୁତ ଅଧିକ। ସମସ୍ତେ ଏଗୁଡିକ ପିଇବାକୁ ପସନ୍ଦ କରନ୍ତି। କିଛି ଲୋକ କେବଳ ସକାଳେ ଏବଂ ସନ୍ଧ୍ୟାରେ ଚା’ କିମ୍ବା କଫି ପିଇଥାନ୍ତି। କେହି କେହି ଏହାକୁ ଦିନରେ ଏହାକୁ ଅଧିକଥର ପିଇଥାନ୍ତି। ବୟସ୍କମାନେ…

ଶ୍ରେଣୀଗୃହ ଛାତ-କାନ୍ଥ ଫାଟି ଆଁ, ଗଛ ତଳେ ପିଲାଏ ପଢୁଛନ୍ତି ପାଠ

ଦାମନଯୋଡି,୧୬ା୧୧(ନରସିଂହବ୍ରହ୍ମା): କୋରାପୁଟ ଜିଲା ସେମିଳିଗୁଡା ବ୍ଲକ ଚାରାଙ୍ଗୁଳ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଗୁଡା ଗ୍ରାମରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସେହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଛାତ ଏବଂ କାନ୍ଥ ଭାଙ୍ଗି ଆଁ କରି ରହିଛି। କେତେବେଳେ ଯେ…

ଓ୍ବାର୍ଲ୍ଡକପ ଫାଇନାଲ ମ୍ୟାଚ ନ ଦେଖିବାକୁ ଅମିତାଭଙ୍କୁ ମିଳିଲା ଓ୍ବାର୍ଣ୍ଣିଂ

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି। ଏପରିକି ସେ ତାଙ୍କ ଫ୍ୟାନ୍ସଙ୍କ ସହ ସବୁବେଳେ ଇଣ୍ଟରଆକ୍ଟ କରନ୍ତି। ବ୍ୟକ୍ତିଗତ କଥା ହେଉ କି ଫିଲ୍ମକୁ ନେଇ ସେ ସବୁକଥା ସୋସିଆଲ ମିଡିଆରେ ପ୍ରକାଶ କରନ୍ତି।…

ରଣବୀରଙ୍କ ଫିଲ୍ମ ‘ଆନିମଲ’ର ବିଦେଶରେ ଦବ୍‌ଦବା, ରିଲିଜ୍‌ ପୂର୍ବରୁ ବିକ୍ରି ସରିଲାଣି ଏତିକି ଟିକେଟ୍‌

ମୁମ୍ବାଇ: ଅଭିନେତା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ଡିସେମ୍ବର ୧ରେ ସିନେମା ଘରେ ରିଲିଜ୍‌ ହେବାକୁ ଯାଉଛି। ହେଲେ ଏହା ପୂର୍ବରୂ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଛି। ଯାହାକୁ ଦେଖିବା ପରେ ପ୍ରଶଂସକଙ୍କର ଉତ୍ସାହ…

ଲୋକେ ମରୁଥିଲେ…ପ୍ରଧାନମନ୍ତ୍ରୀ ଥାଳି ବଜାଉଥିଲେ, ପୁଣି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ରାଜସ୍ଥାନ,୧୬।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି କରୋନା ମହାମାରୀ ସମୟରେ ଲୋକେ ମରୁଥିବା ବେଳେ ପ୍ରଧାନମନ୍ତ୍ରୀ ଥାଳି ବଜାଉଥିଲେ ଏବଂ ମୋବାଇଲ ଲାଇଟ ଜଳାଉଥିଲେ।…

ଲୋକେ ମରୁଥିବା ବେଳେ ମୋଦି ଥାଳି ବଜାଉଥିଲେ, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କରୋନା ଅବଧି ସମୟରେ, ଯେତେବେଳେ ସାରା ଦେଶରେ ଲୋକମାନେ ମରୁଥିଲେ, ସେେିବେଳେ ମୋଦି ଥାଳି ବଜାଉଥିଲେ ଏବଂ ମୋବାଇଲ ଲାଇଟ୍‌ ଜାଳିଥିଲେ।…

ଭାରତର ଏହି ପୂର୍ବତନ କ୍ରିକେଟର କହିଲେ ଅଷ୍ଟ୍ରେଲିଆର ଜିତିବା ଅଭ୍ୟାସ ଅଛି, ସେ ଫାଇନାଲକୁ ଯିବ

କୋଲକାତା,୧୬ା୧୧: ଦିନିକିଆ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ଫାଇନାଲରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସେମାନେ ବିଜେତା ଦଳକୁ ଭେଟିବେ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ…

ରାସ୍ତାରେ ଗଡୁଛି ଅଜବ କାର୍‌, କେତେବେଳେ ସିଧା ତ କେତେବେଳେ ଓଲଟା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ଭିଡିଓ ଲୋକଙ୍କୁ ଚକିତ କରିଦେବା ପରି ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ଏକ କାର୍‌ ଚଳାଉଥିବାର…

ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ,୧୬ା୧୧(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ପଞ୍ଚମ ଦିବସରେ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି। ମା’ଙ୍କ ମୁଖ ମଣ୍ଡଳ କଳା ବର୍ଣ୍ଣ ଓ ଶଙ୍ଖ ଚକ୍ର ଧାରଣ କରିଥିଲେ। ଏହି ବେଶରେ ଦର୍ଶନ କଲେ ପାପ ମୋକ୍ଷ ହେବା…

କୋହଲିଙ୍କ ଦିଓ୍ବାନା ହେଲେ ପାକିସ୍ତାନ କ୍ରିକେଟର୍‌

ମୁମ୍ବାଇ,୧୬।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ ସେମିଫାଇନାଲରେ ଭାରତ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସାରା ଦେଶରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସବର ପରିବେଶ ରହିଛି। ଏହି ମ୍ୟାଚ୍‌ ବିରାଟ କୋହଲିଙ୍କ ପାଇଁ ବିଶେଷ ଥିଲା।…

ତାଜମହଲ ବୁଲିବାବେଳେ ହଠାତ୍‌ ଆସିଲା ହାର୍ଟଆଟାକ୍‌: ପୁଅ ଏମିତି ବଞ୍ଚାଇଲେ ବାପାଙ୍କ ଜୀବନ, ଭିଡିଓ ଦେଖିଲେ….

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ବେଶ୍‌ ଭାବପୂର୍ଣ୍ଣ ହୋଇଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓ ଆଗ୍ରାର ବୋଲି ଜଣାପଡିଛି। ଭିଡ଼ିଓରେ ତାଜମହଲ ବୁଲିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?