Home Left

ଅମୁଲ ସହ ପିଏନ୍‌ବିର ସହଭାଗିତା

ଭୁବନେଶ୍ୱର,୩।୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଏବଂ ଗୁଜରାଟ ସମବାୟ ଦୁଗ୍ଧ ବିତରଣ ଫେଡେରେଶନ (ଜିସିଏମଏମଏଫଏଲ) ବା ଅମୁଲ ସହ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଥିବା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଭାରତ ସରକାରଙ୍କ ମୁଦ୍ରା ଯୋଜନାର ସମସ୍ତ ସୁବିଧା…

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୩।୭: ସୋନି ଇଣ୍ଡିଆର ନୂତନ ଉତ୍ପାଦ ‘ଏମ୍‌ଡିଆର୍‌-ଏମ୍‌ଭି୧ ରେଫରେନ୍ସ ମନିଟର ହେଡ୍‌ଫୋନ୍‌’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ପ୍ରଫେସନାଲ ସାଉଣ୍ଡ୍‌ ଇଞ୍ଜିନିୟର ଓ ସଙ୍ଗୀତ ସ୍ରଷ୍ଟାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଏଭଳି ଏକ ଉତ୍ପାଦ ପ୍ରସ୍ତୁତ…

୪ ଜୁଲାଇରେ ଖୋଲିବ ସେନ୍‌କୋ ଗୋଲ୍ଡର ଆଇପିଓ

ଭୁବନେଶ୍ୱର,୩।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ଆଇପିଓ ୨୦୨୩ ଜୁଲାଇ ୪ରେ ଖୋଲିବ ବୋଲି ସେନ୍‌କୋ ଗୋଲ୍ଡ ପକ୍ଷରୁ ସୂଚନା ଦିଆଯାଇଛି, ଯେଉଁଥିରେ ୪୦୫ କୋଟି ଟଙ୍କାର ଇକ୍ୱିଟି ଶେୟାର ସାମିଲ ରହିଛି।…

ଆବର୍ଜନାମୟ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୩।୭ (ବନ୍ଦନା ସେଠୀ): ୟୁନିଟ-୨ ମାର୍କେଟ ବିଲ୍ଡିଂ ସ୍ଥିତି ଏବେ ଦୟନୀୟ ହୋଇପଡିଛି। ସବୁଠି ଅଳିଆ ଭର୍ତ୍ତି ହୋଇଥିବାବେଳେ ମାର୍କେଟ ଆସୋସିଏଶନ୍‌ ପକ୍ଷରୁ ସଫେଇ କାର୍ଯ୍ୟ ବନ୍ଦ ରହିଛି। ଅସ୍ଥାୟୀ ବ୍ୟବସାୟୀମାନେ ବସୁଥିବା ସ୍ଥାନକୁ ସଫା ନକରି ଚାଲିଯାଉଛନ୍ତି। ଫଳରେ ଏଣେତେଣେ…

୧୫ରେ ସରିବ ଓଭରବ୍ରିଜ୍‌ ନିର୍ମାଣ କାମ

ଜଟଣୀ,୩ା୭(ରବୀନ୍ଦ୍ର ନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ସୀତାରାମ ଛକ(ଆନ୍ଧ୍ରବ୍ୟାଙ୍କ)ରୁ କୁଦିଆରୀ ବଜାର (ଚିତ୍ରାଳୟ ପ୍ରେକ୍ଷାଳୟ) ପର୍ଯ୍ୟନ୍ତ ଚାଲିଥିବା ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଆସନ୍ତା ୧୫ ତାରିଖରେ ସରିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରବିବାର ଏନେଇ…

କନିକା ବନାଞ୍ଚଳରେ ୧୦୭ କୁମ୍ଭୀର ବସା ଚିହ୍ନଟ

ରାଜନଗର,୩ା୭ (ଭାସ୍କର ରାଉତରାୟ): ବଉଳା କୁମ୍ଭୀରମାନଙ୍କ ପ୍ରାକୃତିକ ବାସସ୍ଥାନ ଭିତରକନିକା ଜାତୀୟ ଉଦ୍ୟାନ ଅଧୀନରେ ଥିବା କନିକା ବନାଞ୍ଚଳରେ ପ୍ରବାହିତ ନଦୀ ନାଳ। ଏଠାରେ ବସବାସ କରୁଥିବା ମା’ ବଉଳା କୁମ୍ଭୀରଗୁଡ଼ିକର ବସାଗୁଡ଼ିକୁ ବନ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। କନିକା…

ଘୂର୍ଣ୍ଣିଝଡ଼ରେ ଉଡ଼ିଗଲା ୧୫ରୁ ଊର୍ଦ୍ଧ୍ୱ ଘରର ଚାଳ

କେନ୍ଦ୍ରାପଡ଼ା,୩ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜକନିକା ତହସିଲ ଅଞ୍ଚଳରେ ରବିବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ହୋଇଛି। ଏହି ଝଡ଼ ତହସିଲ ଅନ୍ତର୍ଗତ ପଙ୍କି ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ଘରର ଚାଳ ଛପର ଉଡ଼ାଇ ନେଇଛି। ଏଥିସହ ବଡ଼ ଓ ଛୋଟ ଗଛ…

ଅଫିସରେ ଜନ୍ମଦିନ ପାଳିଲେ ବିଡିଓ, ଗୁହାରି କରିବାକୁ ଆସି ଲୋକେ ହନ୍ତସନ୍ତ

ନବରଙ୍ଗପୁର,୩।୭(ସଦାଶିବ ପ୍ରହରାଜ): ଡ୍ୟୁଟି ସମୟରେ ଅଫିସରେ ସମସ୍ତ କର୍ମଚାରୀଙ୍କୁ ନେଇ ଶନିବାର ଜନ୍ମଦିନ ପାଳିଥିଲେ ପାପଡାହାଣ୍ଡି ବିଡିଓ ଦିବାକର ବାଗ। ଫଳରେ ବିଭିନ୍ନ ସମସ୍ୟା ନେଇ ତାଙ୍କୁ ଦେଖା କରିବାକୁ ଆସିଥିବା ଲୋକେ ହଇରାଣ ହୋଇ ଫେରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,…

ମସ୍‌ଜିଦ ଉଦ୍‌ଘାଟନ କଲେ ହିନ୍ଦୁ ସନ୍ଥ

କୋପ୍ପାଲ, ୩ା୭ : ଧର୍ମୀୟ ସଦ୍‌ଭାବନାର ପ୍ରଦର୍ଶନ ପୂର୍ବକ କର୍ନାଟକର କୋପ୍ପାଲ ଜିଲାରେ ଜଣେ ହିନ୍ଦୁ ସନ୍ଥ ଏକ ମସ୍‌ଜିଦ ଉଦ୍‌ଘାଟନ କରିଛନ୍ତି। ଜିଲାର କୁକାନୁର ତାଲୁକ ଅନ୍ତର୍ଗତ ଭାଣପୁର ଗ୍ରାମରେ ଏହି ମସ୍‌ଜିଦ ନିର୍ମାଣ କରାଯାଇଛି। ଶୁକ୍ରବାର କୋପ୍ପାଲ ଗାଭି…

ନକଲି ଡାକ୍ତର ଗିରଫ

ଲାଠୋର, ୨ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଆରକ୍ଷୀ ଅଧୀକ୍ଷକ ଋଷିକେଷ ଖିଲାରିଙ୍କ ନିର୍ଦ୍ଦେଶ କ୍ରମେ ଲାଠୋର ଥାନା ଅଧୀନ ବେନ୍ଦେର ଗ୍ରାମରୁ ଲାଠୋର ପୋଲିସ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି। ପୋଲିସ କ୍ଳିନିକରୁ ବିପୁଳ ପରିମାଣରେ ଔଷଧ ଜବତ କରିଛି।…

ବିଦ୍ୟୁତ୍‌ ତାର ଲାଗି ୫ ମଇଁଷି ମୃତ

ଲାଠୋର,୨ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ବନାଞ୍ଚଳ ଅଧୀନ ଲାଠୋର-ଖର୍ଲି ଗ୍ରାମ ସୀମାରେ ଥିବା ଚାନ୍ଦଲି ଡ଼ୁଙ୍ଗୁରି ନିକଟରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ୫ ମଇଁଷିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମଇଁଷି ମାଲିକ…

ହାଇୱା ଧକ୍କାରେ ଚାଲିଗଲା ୭ ମାସ ଶିଶୁର ଜୀବନ: ଦମ୍ପତି ଗୁରୁତର

ବେହେରା,୨।୭(ଭୁପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ମିର୍ଜାପୁର୍‌ ବିଜୁ ଏକ୍ସପ୍ରେସ ନିକଟରେ ରବିବାର ଏକ ହାଇୱା ଧକ୍କାରେ ୭ ମାସ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସୋନପୁର ଜିଲା ବିନିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri