ଟସ୍ ଜିତି ଭାରତର ବ୍ୟାଟିଂ ଆରମ୍ଭ
ଗୁୟାନା,୬।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ରବିବାର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା। ଏଭଳି…
ଆକ୍ରମଣ କରିବାକୁ ଆସି ଖାଇଲେ ଚେଛା
ବ୍ରହ୍ମପୁର,୬ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜେଲ ଫେରନ୍ତା ଜଣେ ଅଭିଯୁକ୍ତ ଆକ୍ରମଣ କରିବାକୁ ଯାଇ ବିପକ୍ଷ ଗୋଷ୍ଠୀଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି। ୨ ଗୋଷ୍ଠୀର ଆକ୍ରମଣ ଓ ପ୍ରତିଆକ୍ରମଣ ନେଇ ଅଭିଯୋଗ ପରେ ଟାଉନ ଥାନା ପୋଲିସ ୨ଟି ମାମଲା ରୁଜୁ…
ସଡନ୍ଡେଥ୍ରେ ହାରିଲା ଡିଫେଣ୍ଡିଂ ଚାମ୍ପିୟନ ଆମେରିକା
ସିଡ୍ନୀ,୬ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା ଫୁଟବଲ୍ ବିଶ୍ୱକପରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକାକୁ ବିଦା କରି ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିଛି ସୁଇଡେନ୍। ଅନ୍ୟପକ୍ଷେ ବିଗତ ସଂସ୍କରଣର ରନର ଅପ୍…
ଆତଙ୍କବାଦୀଙ୍କ ନୂଆ ଟ୍ରେନିଂକୁ ନେଇ ଚିନ୍ତାରେ ପୋଲିସ
ନୂଆଦିଲ୍ଲୀ,୬।୮: ଏହା ଏକ ଭିନ୍ନ କଥା ଯେ ବର୍ତ୍ତମାନ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବହୁ ପରିମାଣରେ ବନ୍ଦ କରି ଦିଆଯାଇଛି। ଏହା ସତ୍ତ୍ୱେ ଆତଙ୍କବାଦୀ ସଂଗଠନଗୁଡ଼ିକ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ବୋଲି କୌଣସି ଦାବି କରାଯାଇପାରିବ ନାହିଁ। ନିକଟରେ ବେଙ୍ଗାଲୁରୁରେ…
ଜୟନ୍ତ ପାଟିଲଙ୍କ ଭାଜପାରେ ଯୋଗଦାନକୁ ନେଇ ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୬।୮: ପୁଣିଥରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତାର ସମ୍ଭାବନା ରହିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଏନସିପି ନେତା ଶରଦ ପାୱାରଙ୍କ ଘନିଷ୍ଠ ସହଯୋଗୀ ଜୟନ୍ତ ପାଟିଲଙ୍କ ସାକ୍ଷାତ ପରେ ଅନୁମାନ କରାଯାଉଥିଲା ଯେ ଶରଦ ପାୱାର ଦଳର ନେତା…
ରିଲେସନଶିପରେ ଅଛନ୍ତି ଦିଶା!
ମୁମ୍ବାଇ: ବଲିଉଡର ବୋଲ୍ଡ ଓ ବିୟୁଟିଫୁଲ ଅଭିନେତ୍ରୀ ଦିଶା ପାଟନୀ ଫିଲ୍ମ ଅପେକ୍ଷା ତାଙ୍କ ଲଭ ଲାଇଫକୁ ନେଇ ହେଡଲାଇନରେ ରହିଛନ୍ତି।କିଛିଦିନ ତଳେ ଖବର ସାମ୍ନାକୁ ଆସିଥିଲା ଯେ ଦିଶା ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ଡେଟ କରୁଛନ୍ତି। ପ୍ରଶଂସକମାନେ ସେମାନଙ୍କର…
ଆମ୍ବଗଛରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ
କେନ୍ଦୁଝର,୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ପୁରୁଯୋଡ଼ା ପଞ୍ଚାୟତର ବେଣାମୁଣ୍ଡା ଗ୍ରାମର ମାଟିଆ ମୁଣ୍ଡା ସାହିରେ ରବିବାର ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଏକ ଆମ୍ବ ଗଛରୁ ପୋଲିସ ଜବତ କରିଛି। ତାଙ୍କ ନାମ ମିଲୁ ପୂର୍ତ୍ତି ବୋଲି ଜଣାପଡ଼ିଛି।…
ଲୁଚିଛପି ବିବାହ କରିଛନ୍ତି ରଶ୍ମିକା!
ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗ ଧାଡିର ନାୟିକା ରଶ୍ମିକା ମନ୍ଧାନା ଅଭିନୟରେ ସମସ୍ତଙ୍କ ମନ ପସନ୍ଦର ନାୟିକା ପାଲଟି ଯାଇଛନ୍ତି। କିଛିଦିନ ହେବ ଏହି ନାୟିକା ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ରିଲେସନଶିପରେ ଥିବା ଖବର ଚର୍ଚ୍ଚାରେ ରହିଛି। ଏମାନଙ୍କର କିଛି…
ଚାଇନାରେ ପ୍ରଳୟଙ୍କରୀ ବନ୍ୟା, ୧୮ ହଜାରରୁ ଅଧିକ ଲୋକଙ୍କୁ କରାଗଲାଣି ଉଦ୍ଧାର
ବେଜିଂ,୬।୮: ଗତ କିଛି ଦିନ ହେବ ଚାଇନାରେ ପ୍ରବଳ ବର୍ଷା ବହୁ ସମସ୍ୟା ସୃଷ୍ଟି କରିଛି। ବନ୍ୟା ଯୋଗୁଁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ସହିତ ଡୋକସୁରୀ ଝଡ଼ ଦେଶରେ ପରିସ୍ଥିତିକୁ ଆହୁରି ଖରାପ…
ସ୍ପୋର୍ଟସ ଇଭେଣ୍ଟରେ ବଡ ଦୁର୍ଘଟଣା, ବାଇକ ରେସ ସମୟରେ ୧୩ ବର୍ଷୀୟ ଶ୍ରେୟସଙ୍କ ମୃତ୍ୟୁ
ବେଙ୍ଗାଲୁରୁ,୬।୮: ବେଙ୍ଗାଲୁରୁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଶନିବାର ଚେନ୍ନାଇର ମାଡ୍ରାସ ଇଣ୍ଟରନ୍ୟାସନାଲ ସର୍କିଟରେ ଏମଆରଏଫ ଏମଏମଏସସି ଏଫଏମଏସସିଆଇ ଇଣ୍ଡିଆନ ନ୍ୟାସନାଲ ମୋଟରସାଇକେଲ ରେସିଂ ଚାମ୍ପିଅନସିପର ତୃତୀୟ ରାଉଣ୍ଡରେ ସ୍ଥାନୀୟ ଅଞ୍ଚଳର ୧୩ ବର୍ଷିୟ ପ୍ରତିଭା କୋପ୍ପାରାମ ଶ୍ରେୟସ ହରିଶ…
ଢେଙ୍କାନାଳ, ମେରାମୁଣ୍ଡଳୀ ଷ୍ଟେଶନର ହେବ ପୁନର୍ବିକାଶ
ଢେଙ୍କାନାଳ, ୮ା୬(ରତନ ନାୟାର): ଅମୃତ ଭାରତ ଷ୍ଟେଶନ ଯୋଜନାରେ ରବିବାର ଭାରତର ୫୦୮ ରେଳଷ୍ଟେଶନ ପୁନର୍ବିକାଶର ଶିଳାନ୍ୟାସ କରାଯାଇଛି । ନୂଆ ଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାର ଶିଳାନ୍ୟାସ କରିଥିଲେ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…
ଫ୍ରେଣ୍ଡଶିପ ଡେ’ରେ ନିଜେ ଫୁଡ ଡେଲଭରି ଦେଲେ ଜୋମାଟୋ ସିଇଓ
ନୂଆଦିଲ୍ଲୀ,୬।୮: ରେଷ୍ଟୋରେଣ୍ଟ ଏଗ୍ରିଗେଟର ଓ ଫୁଡ ଡେଲିଭରି କମ୍ପାନୀ ଜୋମାଟୋର ସିଇଓ ଦିପିନ୍ଦର ଗୋୟଲ ରବିବାର କିଛି ଭିନ୍ନ ଢଙ୍ଗରେ ଫ୍ରେଣ୍ଡଶିପ ଡେ’ ବା ବନ୍ଧୁତ୍ୱ ଦିବସକୁ ପାଳନ କରିଛନ୍ତି। ଏହି ଦିନକୁ ପାଳନ କରିବା ଏବଂ ବନ୍ଧୁତ୍ୱର ବାର୍ତ୍ତା ବିସ୍ତାର…
Archives


