Home Left

୫୦୦ ମିଟର ଗଭୀର ଖାଇରେ ଖସିଲା ଗାଡି, ୯ ମୃତ

ଡେରାଡୁନ୍‌,୧୭।୧୧: ଉତ୍ତରାଖଣ୍ଡର ନୌନିତାଲରେ ଶୁକ୍ରବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ନୌନିତାଲର ଅଖଳକାଣ୍ଡା ବ୍ଲକର ଛିଡାଖାନା-ରିଠାସାହିବ ମୋଟର ରାସ୍ତାରେ ଏକ ଟ୍ୟାକ୍ସି ଗାଡି ଏକ ଗଭୀର ଖାଲରେ ଖସିପଡିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଦୁଇ…

ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବେ ନାହିଁ ଦକ୍ଷିଣ ଆଫ୍ରିକାର କୋଚ୍‌

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ ୨୦୨୩ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ତିନି ଉଇକେଟ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଏବେ ଅଷ୍ଟ୍ରେଲିଆ ଫାଇନାଲରେ ଭାରତକୁ ଭେଟିବାକୁ ଯାଉଛି। ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇବା ପରେ ଦକ୍ଷିଣ ଆଫ୍ରିକା କୋଚ୍‌ ରୋବ…

ଲିଗ୍‌ ପର୍ଯ୍ୟାୟରେ ବାହାରିଥିବା ଦଳଠାରୁ ଆରମ୍ଭ କରି ବିଶ୍ୱକପ ବିଜେତା ପର୍ଯ୍ୟନ୍ତ, ଜାଣନ୍ତୁ କିଏ କେତେ ପୁରସ୍କାର ରାଶି ପାଇବେ…

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ ୨୦୨୩ରେ ମୋଟ ୮୩ କୋଟି ଟଙ୍କା ପୁରସ୍କାର ରାଶି ବାଜି ଲଗାଯାଇଛି। ଏହି ପୁରସ୍କାର ରାଶିର ସବୁଠାରୁ ବଡ ଅଂଶ ୧୯ ନଭେମ୍ବରରେ ବିଶ୍ୱ ଚାମ୍ପିୟନ ହେବାକୁ ଥିବା ଦଳର ଆକାଉଣ୍ଟକୁ ଯିବ। ରନର୍‌ ଅପ ଦଳ ମଧ୍ୟ…

ସିରିଜ୍‌ ଦୁର୍ଘଟଣା ଘଟାଇଲା ଅବକାରୀ ବିଭାଗ ଗାଡ଼ି, ଡ୍ରାଇଭର ଅଟକ

ଛତ୍ରପୁର,୧୭ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଅବକାରୀ ବିଭାଗ ଗାଡ଼ି ଶୁକ୍ରବାର ସକାଳେ ସିରିଜ୍‌ ଦୁର୍ଘଟଣା ଘଟାଇଛି। ସୂଚନାରୁ ପ୍ରକାଶ ଯେ, ଓଡି ୦୭ ଏଏଚ ୯୨୫୬ ନମ୍ବର ବିଶିଷ୍ଟ ଏକ ବୋଲେରୋ ଯେଉଁଥିରେ ଅବକାରୀ ବିଭାଗ ଲେଖା ହୋଇଛି। ଉକ୍ତ…

ଜୀବନସାଥୀ ବାଛିବା ପୂର୍ବରୁ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍‌…

ଆଜିକାଲି ସମୟରେ ଭଲ ଜୀବନସାଥୀଟିଏ ମିଳିବା ବହୁତ କଷ୍ଟସାଧ୍ୟ। କାରଣ ଏହାର ପ୍ରଭାବ ଆପଣଙ୍କ ପୂରା ଜୀବନ ଉପରେ ପଡ଼ିଥାଏ। ବିଶେଷକରି ଆରେଞ୍ଜ ମ୍ୟାରେଜ ବା ପ୍ରସ୍ତାବିତ ବିବାହ କରୁଥିଲେ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। ସେ…

‘ଏବେ ସମୟ ଆସିଛି’ ଇସ୍ରାଏଲ-ହମାସ ଯୁଦ୍ଧରେ ନିରୀହ ଲୋକଙ୍କ ମୃତ୍ୟୁକୁ ନେଇ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁ ଗାଜା ଷ୍ଟ୍ରିପରେ ନିରୀହ ଲୋକଙ୍କ ମୃତ୍ୟୁକୁ ନିନ୍ଦା କରିଛନ୍ତି। ଏହି ଯୁଦ୍ଧ ହେତୁ ପଶ୍ଚିମ ଏସିଆରେ ବଢୁଥିବା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ଗ୍ଲୋବାଲ ସାଉଥ ମଧ୍ୟରେ ଏକତା ଏବଂ ସହଯୋଗର…

ୟେମେନରେ ଭାରତୀୟ ନର୍ସଙ୍କୁ ମୃତ୍ୟୁ ଦଣ୍ଡାଦେଶ

ସନା,୧୭।୧୧: ୟେମେନ ନାଗରିକଙ୍କ ହତ୍ୟା ମାମଲାରେ ଭାରତୀୟ ମୂଳବାସିନ୍ଦା ମଲୟାଲୀ ନର୍ସ ନିମିଷା ପ୍ରିୟା ଫସିବାରେ ଲାଗିଛନ୍ତି। ଏହି ମାମଲାରେ ୟେମେନର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏକ ବର୍ଷ ଜେଲରେ ରହିବା ପରେ ନିମ୍ନ ଅଦାଲତ ନିମିଷାଙ୍କୁ ୨୦୧୮ରେ…

ସ୍ପଷ୍ଟ କଲେ ଜ୍ୟୋତିରାଦିତ୍ୟ, ମୁଁ ମୁଖ୍ୟମନ୍ତ୍ରୀ ପଦର ରେସ୍‌ରେ ନାହିଁ

ଭୋପାଳ,୧୭।୧୧: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ମତଦାନ ଚାଲିଛି। ଏହି ସମୟରେ କ୍ୟାବିନେଟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଭୋଟ ଦେବା ପାଇଁ ଗ୍ବାଲିଅରରେ ପହଞ୍ଚିଥିଲେ। ଏହି ସମୟରେ ସେ ଗଣମାଧ୍ୟମ ସହ କଥା ହୋଇଥିଲେ ଏବଂ ତାଙ୍କ ମୁଖ୍ୟମନ୍ତ୍ରୀ…

ବାଇଡେନଙ୍କ ଜିନପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ କହିବା ତାଙ୍କ ମନ୍ତ୍ରୀଙ୍କୁ ଆସିଲାନି ପସନ୍ଦ

ଓ୍ବାଶିଂଟନ୍‌,୧୭।୧୧: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୁଧବାର ପ୍ରାୟ ଚାରି ଘଣ୍ଟା ଧରି ଏକ ବୈଠକ ହୋଇଥିଲା, କିନ୍ତୁ ଏହି ବୈଠକରୁ କେହି ଲାଭ ପାଇ ନଥିଲେ। ଏହା ପରେ ବାଇଡେନ କହିଛନ୍ତି…

ଖମନଖୋଲରେ ହାତୀପଲ, ଅଞ୍ଚଳବାସୀ ଭୟଭୀତ

ବାଲିଗୁଡ଼ା,୧୭ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନାଞ୍ଚଳର ଖମଣଖୋଲ ଅଞ୍ଚଳରେ ଗୁରୁବାରଠାରୁ ଆଠଟିକିଆ ହାତୀପଲ ପଶି ଆସିଛନ୍ତି। ପଡ଼ୋଶୀ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳରୁ ଏହି ହାତୀପଲ କନ୍ଧମାଳ ସିମାନ୍ତ ଖମଣଖୋଲ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି। ସେପଟେ ହାତୀପଲକୁ…

ଅଷ୍ଟ୍ରେଲିଆର ଏହି ତିନି ଖେଳାଳି ଟିମ ଇଣ୍ଡିଆ ପାଇଁ ସମସ୍ୟା ହୋଇପାରନ୍ତି, ପ୍ରତି ମୁହୂର୍ତ୍ତରେ ବଦଳିପାରେ ମ୍ୟାଚ

ନୂଆଦିଲ୍ଲୀ,୧୭।୧୧: ପ୍ୟାଟ କମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିୟ ଦଳ ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେମିଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ନଭେମ୍ବର ୧୯ରେ ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଖେଳାଯିବ।…

ବସ୍‌ ଚକା ପଙ୍କଚର ହେବାରୁ ଓହ୍ଲାଇପଡ଼ିଲେ ଯାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୩ ଜୀବନ

ଅନୁଗୋଳ,୧୭ା୧୧(ଅମିତ କୁମାର ସାମଲ): ଅନୁଗୋଳ ଜିଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ୩ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ପ୍ରାଚୀ ନାମକ ଏକ ଘରୋଇ ବସ୍‌ ଝାରସୁଗୁଡ଼ାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?