Home Left

ବିଶ୍ୱକପ ଫାଇନାଲ ପାଇଁ ଜୋରଦାର ପ୍ରସ୍ତୁତି, ଷ୍ଟାଡିୟମରେ ମୋଦିଙ୍କ ସହ ନଜର ଆସିପାରନ୍ତି ଧୋନି, ମ୍ୟାଚ ପୂର୍ବରୁ ଏୟାର ଶୋ’

ଅହମଦାବାଦ,୧୭।୧୧: ଚଳିତ ବର୍ଷ ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରବେଶ କରିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ପ୍ରବେଶ କରିବ। ଏହି ମ୍ୟାଚକୁ ଭବ୍ୟ କରିବାକୁ ପ୍ରସ୍ତୁତି ଜୋରସୋରରେ…

ହମାସ୍‌ ନେତାଙ୍କ ଘର ଉଡ଼ାଇଦେଲା ଇସ୍ରାଏଲ

ଇସ୍ରାଏଲୀ ସୈନ୍ୟମାନେ ହମାସ୍‌ ନେତା ଇସ୍‌ମାଇଲ ହାନିୟେଙ୍କ ଗାଜାସ୍ଥିତ ଘରକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣରେ ତାଙ୍କ ବାସଭବନ ଧ୍ୱସ୍ତବିଧ୍ୱସ୍ତ ହେବାବେଳର ଭିଡିଓକୁ ସେମାନେ ଶେୟାର କରିଛନ୍ତି। ହାନିୟେ ହେଉଛନ୍ତି ହମାସ୍‌ର ପଲିଟିକାଲ ବ୍ୟୁରୋ ମୁଖ୍ୟ, ଯାହାଙ୍କୁ ସଙ୍ଗଠନର ସବୁଠୁ ଉଚ୍ଚ…

କୁଲଗାମରେ ସୁରକ୍ଷା ବାହିନୀଙ୍କୁ ମିଳିଲା ବଡ ସଫଳତା, ଲଶ୍କରର ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୧୭।୧୧: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଶୁକ୍ରବାର ଦ୍ୱିତୀୟ ଦିନ ପାଇଁ ଜାରି ରହିଛି। କୁହାଯାଉଛି ଯେ ସୁରକ୍ଷା ବାହିନୀ ବହୁତ ସଫଳତା ହାସଲ କରିଛି। ସୂଚନାନୁସାରେ, ଏନକାଉଣ୍ଟର ସ୍ଥାନରେ ୫ ଜଣ…

ଆମେରିକୀୟଙ୍କୁ ଲାଡେନ୍‌ଙ୍କ ଚିଠି ଭାଇରାଲ

ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ଟିକ୍‌ଟକ୍‌ ଭିଡିଓରେ ଭାଇରାଲ ହେବାରେ ଲାଗିଛି। ଇସ୍ରାଏଲ-ହମାସ୍‌ ଯୁଦ୍ଧବେଳେ ‘ଅକୁପେଶନ୍‌ ଅଫ୍‌ ଆଓ୍ବାର ପାଲେଷ୍ଟାଇନ୍‌’ ଲେଖାଥିବା ଏହି ପତ୍ର ସାମ୍ନାକୁ ଆସିଛି। ଉକ୍ତ ଚିଠି ବିଶ୍ୱର ସବୁଠୁ କୁଖ୍ୟାତ୍‌ ମୃତ…

ଅହମ୍ମଦାବାଦ୍‌ରେ ହୋଟେଲ ଭଡ଼ା ଆକାଶଛୁଆଁ: ଗୋଟିଏ ରାତିକୁ ଭଡ଼ା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅହମ୍ମଦାବାଦ,୧୭।୧୧: ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ-ଭାରତ ମୁହାଁମୁହିଁ ହେବେ। ଅଷ୍ଟ୍ରେଲିୟ ଦଳ ପାଞ୍ଚ ଥର ଚାମ୍ପିୟନ ଏବଂ ଭାରତୀୟ ଦଳ ଦୁଇଥର ଚାମ୍ପିୟନ ହୋଇଛି। ଏହି ମ୍ୟାଚ ପାଇଁ ଅହମ୍ମଦାବାଦରେ ହୋଟେଲଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇଛି। ଏହାପୂର୍ବରୁ…

ମୃତ୍ୟୁ ରହସ୍ୟରୁ ହଟୁନି ପରଦା

ରାଉରକେଲା,୧୭।୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ଏବେବି ରହସ୍ୟ ହୋଇ ରହିଛି। ଏହି ମାମଲାରେ ପୋଲିସ ତଦନ୍ତ କରୁଥିଲେ ମଧ୍ୟ କୌଣସି ନିଷ୍କର୍ସରେ ପହଞ୍ଚତ୍ପାରିନାହିଁ। ସୂଚନାଯୋଗ୍ୟ, ଗତ ଅକ୍ଟୋବର…

ଖତ ଖାଉଛି ମୂଲ୍ୟବାନ୍‌ କାଠ

ବିଶ୍ରା,୧୭ା୧୧( ବଟକୃଷ୍ଣ ସ୍ବାଇଁ): ଖତ ଖାଉଛି ମୂଲ୍ୟବାନ୍‌ କାଠ। ଟେଣ୍ଡର ଆହ୍ବାନ ନାହିଁ କି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସୁନ୍ଦରଗଡ଼ ଜିଲା ସୀମାନ୍ତ ରାଉରକେଲା ବନ ମଣ୍ଡଳ ଅଧୀନରେ ଥିବା ବିଶ୍ରା ବନାଞ୍ଚଳରେ ଏଭଳି ଦୃଶ୍ୟ…

ପୁଣି ଭାରତକୁ ନାଲିଆଖି ଦେଖାଇଲା କାନାଡ଼ା

ଓଟାଓ୍ବା,୧୭।୧୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ କାନାଡା-ଭାରତ ସମ୍ପର୍କର ତିକ୍ତତା କମିବାର ନାଁ ଧରୁନି। ସମ୍ପ୍ରତି ବ୍ୟବସାୟ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ସ୍ଥିତିରେ ସୁଧାର ଆସୁଥିବାର ଦେଖାଯାଉଥିଲା। କିନ୍ତୁ କାନାଡାର ଜଣେ ବରିଷ୍ଠ ମନ୍ତ୍ରୀ ସୂଚାଇ…

ବାବର ଆଜମ ଅଧିନାୟକତ୍ୱ ଛାଡିବା ପରେ ମହମ୍ମଦ ହଫିଜଙ୍କୁ ବଡ ଦାୟିତ୍ୱ ଦେଲା ପିସିବି

ଇସଲାମାବାଦ,୧୭।୧୧: ୨୦୨୩ ଦିନିକିଆ ବିଶ୍ୱକପ ପାକିସ୍ତାନ କ୍ରିକେଟ ଦଳ ପାଇଁ ଏକ ଦୁଃସ୍ବପ୍ନଠାରୁ କମ୍‌ ନୁହେଁ। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ୯ଟି ଲିଗ ମ୍ୟାଚ ମଧ୍ୟରୁ ମାତ୍ର ୪ଟି ଜିତି ସେମିଫାଇନାଲ ପାଇଁ ଯୋଗ୍ୟତା ହରାଇଥିଲା। ଏହି ଖରାପ…

ବିଶ୍ୱକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆର ମୁଣ୍ଡବିନ୍ଧା ସାଜିବେ ଏହି ୫ ଭାରତୀୟ ଖେଳାଳି

ଅହମ୍ମଦାବାଦ,୧୭।୧୧:ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ଏଥର ଟାଇଟଲ ଜିତିବା ପାଇଁ ୫ ଜଣ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।…

ଭାଜପା ରୁଟି ଓଲଟାଇ ନାହିଁ, ସେଥିପାଇଁ ଜଳିଗଲା: ପିସି ଶର୍ମା

ଭୋପାଳ,୧୭।୧୧:ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ବିଭିନ୍ନ ଦଳର ନେତାମାନେ ଭୋଟ ଦେବାକୁ ଆସୁଛନ୍ତି। ସେହି କ୍ରମରେ ଭୋପାଳ ଦକ୍ଷିଣ ଆସନରୁ ବିଧାୟକ ତଥା କଂଗ୍ରେସ ପାର୍ଟି ପ୍ରାର୍ଥୀ ପିସି ଶର୍ମା ମଧ୍ୟ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। ମତଦାନ ବୁଥରେ…

ୟୁଏଇରେ ୪୫ କୋଟି ଟଙ୍କାର ଲଟେରୀ ଜିତିଲେ ଭାରତୀୟ ବ୍ୟକ୍ତି

ନୂଆଦିଲ୍ଲୀ,୧୭।୧୧: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବିଭିନ୍ନ ସହରରେ ବାସ କରୁଥିବା ଅତି କମରେ ପାଞ୍ଚ ଜଣ ଭାରତୀୟ ସାପ୍ତାହିକ ଡ୍ର କିମ୍ବା ଲଟେରୀ ଜିତିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ସଦ୍ୟତମ ଜଣେ ହେଉଛନ୍ତି କଣ୍ଟ୍ରୋଲ ରୁମ ଅପରେଟର ଯିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?