ଆଜି ଇସ୍ତଫା ଦେବେ ଶହବାଜ ଶରିଫ!
ଇସଲାମାବାଦ,୯।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଆଜି ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ନେତୃତ୍ୱରେ ମିଳିତ ସରକାର ପାକିସ୍ତାନର ଜାତୀୟ ବିଧାନସଭାକୁ ସମୟ ପୂର୍ବରୁ ଭାଙ୍ଗିବାକୁ କରିବାକୁ ପ୍ରସ୍ତୁତ ଅଛନ୍ତି। ଚଳିତ ବର୍ଷ ଶେଷରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ…
ଭବିଷ୍ୟବାଣୀ କଲେ ଯୁବରାଜ
ନୂଆଦିଲ୍ଲୀ,୯।୮: ଭାରତ ତୃତୀୟ ଥର ପାଇଁ ବିଶ୍ୱକପ ଜିତିବାର ସ୍ବପ୍ନ ଏଥର ଟୁର୍ନାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ସବୁଠାରୁ ବଡ ସମସ୍ୟା ହେଉଛି ଖେଳାଳିଙ୍କ ଫିଟନେସ। ଅନେକ ଅଭିଜ୍ଞ ଖେଳାଳି ଆହତ ହୋଇଛନ୍ତି। ପ୍ରଶଂସକମାନେ…
ପାକିସ୍ତାନ ଅଧିନାୟକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ରମିଜ ରାଜା
ଇସଲାମାବାଦ୍,୯।୮:ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ମୁଖ୍ୟ ରମିଜ ରାଜା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏକଥା ଅନ୍ୟ କେହି ନୁହେଁ ବରଂ ସେ ନିଜେ କହିଚନ୍ତି। ଏହା ପରେ ସୋସିଆଲ ମିଡିଆରେ…
ଲୋକ ସଭାରେ ପହଞ୍ଚିଲେ ରାହୁଲ
ନୂଆଦିଲ୍ଲୀ,୯।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଲୋକ ସଭାରେ ପହଞ୍ଚିଛନ୍ତି। ମୋଦି ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ରାହୁଲ ବିରୋଧୀ ଦଳ ପକ୍ଷରୁ ଚର୍ଚ୍ଚା କରିବେ। ଅନ୍ୟପଟେ, ଟମାଟୋ ମାଳାକୁ ନେଇ ସଂସଦରେ ହଙ୍ଗାମା ହୋଇଛି। ଆମ…
ସୂର୍ଯ୍ୟକୁମାରଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ଆଓ୍ବାର୍ଡ
ଗୁଏନା,୯।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜରେ ସୂର୍ଯ୍ୟକୁମାର ଯାଦବ ବିଶେଷ କିଛି କରିପାରି ନଥିଲେ। ସେ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ମଧ୍ୟ ଫ୍ଲପ ହୋଇଥିଲେ। କିନ୍ତୁ ତୃତୀୟ ମ୍ୟାଚରେ ସୂର୍ଯ୍ୟ ଏକ ଚମତ୍କାର ପ୍ରଦର୍ଶନ…
୩ୟ ଟି -୨୦ମ୍ୟାଚରେ ଭାରତର ବିଜୟ ପରେ ମଧ୍ୟ ଅଧିନାୟକ ପାଣ୍ଡ୍ୟାଙ୍କ ଉପରେ ଅସନ୍ତୁଷ୍ଟ ପ୍ରଶଂସକ
ଗୁଏନା,୯।୮: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି -୨୦ମ୍ୟାଚରେ ଭାରତୀୟ ଦଳ ୭ ଉଇକେଟ୍ରେ ବିଜୟ ହୋଇଛି। ଗୁଏନାଠାରେ ଖେଳାଯାଇଥିବା ତୃତୀୟ ଟି -୨୦ମ୍ୟାଚରେ ଟିମ ଇଣ୍ଡିଆକୁ ୧୬୦ ରନ ଲକ୍ଷ୍ୟ ମିଳିଥିଲା, ଯାହାକୁ ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମାଙ୍କ ଉତ୍କୃଷ୍ଟ…
ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଗୃହରେ କହିବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୯।୮: ମୋଦି ସରକାରଙ୍କ ବିରୋଧରେ ଆଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ବୁଧବାର ଲୋକ ସଭାରେ ବିରୋଧୀ ଦଳ ପକ୍ଷରୁ ରାହୁଲ ଗାନ୍ଧୀ ଚର୍ଚ୍ଚା କରିବେ। ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରି ଏହାକୁ ନେଇ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି,…
ଦେଶ ଭ୍ରଷ୍ଟାଚାର, ବଂଶବାଦକୁ ଭାରତ ଛାଡିବାକୁ କହୁଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଭାରତ ଛାଡ’ ଆନ୍ଦୋଳନକୁ ମନେ ପକାଇ କହିଛନ୍ତି ଯେ, ଭାରତ ବର୍ତ୍ତମାନ ଦୁର୍ନୀତି, ବଂଶବାଦ, ଏବଂ ଆପତ୍ତି ବିରୋଧରେ ଏକ ସ୍ବରରେ କହୁଛି। ଭାଜପା ବୁଧବାର ‘ଭାରତ…
ବନ୍ୟାରେ ମତ୍ସ୍ୟଚାଷୀଙ୍କ ଜୀବିକା ଭାସିଗଲା
କେନ୍ଦ୍ରାପଡ଼ା, ୯।୮(ଜଗନ୍ନାଥ ଧଳ): ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରି ଦେଇଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଜିଲାର ୭ ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇ ୫ ବ୍ଲକ ଅଞ୍ଚଳର ୧୧୮ଟି ଗ୍ରାମରେ ବନ୍ୟା…
ଅବ୍ୟବସ୍ଥାରେ ଫାୟାର ଷ୍ଟେଶନ ବାଇପାସ୍ ଗୋଲେଇ ଛକ
ଯାଜପୁରରୋଡ୍,୯।୮(ପବିତ୍ର ମହାନ୍ତି):୨୦ନଂ. ଜାତୀୟ ରାଜପଥର ଫାୟାର ଷ୍ଟେଶନ ବାଇପାସ୍ ଗୋଲେଇ ଛକ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏହି ଛକ ବ୍ୟାସନଗର ସହରର ପ୍ରବେଶ ପଥ। ପାଣିକୋଇଲି-ରାଜାମୁଣ୍ଡା ନୂତନ ଭାବେ ଜାତୀୟ ରାଜପଥ ନିର୍ମାଣ ବେଳେ ଏହି ଛକଟି ସୃଷ୍ଟି ହୋଇଥିଲା। ଫଳରେ…
୩ ହୋଟେଲରେ ପୋଲିସ ଚଢ଼ାଉ
ଢେଙ୍କାନାଳ, ୮।୮ରତନ ନାୟାର): ଢେଙ୍କାନାଳ ସହରରେ ଥିବା ୩ ପ୍ରମୁଖ ହୋଟେଲରେ ମଙ୍ଗଳବାର ରାତି ୧୦ଟାରେ ପୋଲିସ ଅଚାନକ ଚଢ଼ାଉ କରିଛି। ଏକ ହୋଟେଲରୁ ୨ ଯୋଡ଼ା ଅବିବାହିତ ଯୁବତୀଯୁବକଙ୍କୁ ଥାନାକୁ ଆଣି ପୋଲିସ ଅଟକ ରଖିଛି। ସେମାନେ କଟକ, ହିନ୍ଦୋଳ…
ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି
ରାୟପୁର,୯।୮: ଛତିଶଗଡରେ ବିଧାନସଭା ନିର୍ବାଚନର ୩ମାସ ପୂର୍ବରୁ ବାହୁଜନ ସମାଜ ପାର୍ଟି (ବିଏସପି) ଏହାର କାର୍ଡ ଖୋଲିଛି। ରାଜ୍ୟରେ ବିଏସପି ସର୍ବ ପ୍ରଥମେ ନିଜର ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା…
Archives


