ନାଁ ନ ନେଇ ରାହୁଲଙ୍କ ଉପରେ ବର୍ଷିଲେ ଶାହା: ୧୩ଥର ଲଞ୍ଚ, ୧୩ଥର ଫେଲ୍
ନୂଆଦିଲ୍ଲୀ,୯।୮: ଲୋକ ସଭାରେ ବିରୋଧୀ ଦଳ ‘ଇଣ୍ଡିଆ’ର ଅନାସ୍ଥା ପ୍ରସ୍ତାବକୁ ନେଇ ବୁଧବାର ଆଲୋଚନା ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସରକାରଙ୍କ ତରଫରୁ ଜବାବ ରଖିଥିଲେ। ଏହି ସମୟରେ ସେ ନାଁ ନ ନେଇ କଂଗ୍ରେସର ପୂର୍ବତନ ସଭାପତି…
କ୍ରାନ୍ତି ଦିବସରେ ପୌର କାର୍ଯ୍ୟାଳୟ ଘେରାଉ କଲା ଭାଜପା
ବଡ଼ବିଲ,୯ା୮(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ଭାଜପା ବଡ଼ବିଲ ନଗର ମଣ୍ଡଳ ପକ୍ଷରୁ ବୁଧବାର କ୍ରାନ୍ତି ଦିବସ ଅବସରରେ ବଡ଼ବିଲ ପୌର କାର୍ଯ୍ୟାଳୟ ଘେରାଉ କରି ପୋରାଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଛି। ଅଗଷ୍ଟ ୯ ତାରିଖକୁ ଦେଶ ବ୍ୟାପୀ କ୍ରାନ୍ତି ଦିବସ…
ଆଇସିସି ଦିନିକିଆ ରାଙ୍କିଙ୍ଗ୍: ବାବରଙ୍କ ପାଇଁ ଗିଲ୍ ବିପଦ, ପାଣ୍ଡ୍ୟା-ଈଶାନ ଚମକିଲେ
ନୂଆଦିଲ୍ଲୀ, ୯। ୮: ଆଇସିସି ପକ୍ଷରୁ ବୁଧବାର ଦିନିକିଆ କ୍ରିକେଟରଙ୍କ ତାଜା ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିଙ୍କୁ ସୁଯୋଗ ମିଳିଛି। ବିଶ୍ବକପ୍ ପୂର୍ବରୁ ଦଳ ପାଇଁ ଏହା ଭଲ ଖବର ବୋଲି…
ମୋ ଦିନିକିଆ ଫର୍ମ ଖରାପ, ସ୍ବୀକାର କରିବାରେ ସଙ୍କୋଚ ନାହିଁ: ସୂର୍ଯ୍ୟ କୁମାର
ଗୁଏନା, ୯। ୮: ଟି ୨୦ରେ ଚମକୁ ଥିଲେ ହେଁ ଦିନିକିଆରେ ରନ୍ କରି ପାରୁନାହାନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ। ଏହାକୁ ନେଇ ତାଙ୍କର ସମାଲୋଚ଼ନା କରାଯାଉଥିବା ବେଳେ ସେ ମଧ୍ୟ ତାକୁ ସ୍ବୀକାର କରିଛନ୍ତି। ପ୍ରଥମ…
ଜାହାଜ ବୁଡ଼ିବା ଘଟଣା: ୪୧ ମୃତ, ଆସିଲା ରିପୋର୍ଟ
ରୋମ୍,୯ା୮: ଇଟାଲୀର ଲାମ୍ପେଡୁସା ଦ୍ୱୀପରୁ ପ୍ରବାସୀ ଜାହାଜ ବୁଡ଼ିଯିବାରୁ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବୁଧବାର ଏକ ରିପୋର୍ଟ ଆସିଛି। ଗତ ସପ୍ତାହରେ କେନ୍ଦ୍ରୀୟ ଭୂମଧ୍ୟସାଗରରେ ଜାହାଜ ଦୁର୍ଘଟଣାରେ ୪୧ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିଲା ବୋଲି ବୁଧବାର ଇଟାଲୀର ଲାମ୍ପେଡୁସା…
ମହିଳାଙ୍କ ଏହି ୫ ଅଭ୍ୟାସ ଯୋଗୁ ଭାଙ୍ଗିଯାଏ ଘର,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…
ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ସେ ବିପରିତ ପରିସ୍ଥିତିରେ ମଧ୍ୟ ନିଜର ଲକ୍ଷ୍ୟକୁ ହାସଲ କରିଥିଲେ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ମାହିର ଥିଲେ। ଚାଣକ୍ୟ ନିଜର ଅନୁଭବ ଅନୁସାରେ ମନୁଷ୍ୟ ଜୀବନ ସହ ଜଡ଼ିତ…
କେବଳ ଆମେରିକା କି ବ୍ରିଟେନ ନୁହଁ, ଏଠାରେ ମଧ୍ୟ ୧୦୦ରୁ ୧୦୦ ଇଂରାଜୀ କୁହନ୍ତି ଲୋକେ, ଜାଣନ୍ତୁ ଭାରତରେ ରହିଛି କେତେ ପ୍ରତିଶତ…
ଯେତେବେଳେ ବି ଇଂରାଜୀ ବକ୍ତାମାନଙ୍କ କଥା ଆସେ, ସେତେବେଳେ ଅଧିକାଂଶ ଲୋକ ଭାବନ୍ତି ଆମେରିକା କିମ୍ବା ବ୍ରିଟେନର ଲୋକମାନେ ହିଁ ୧୦୦ ପ୍ରତିଶତ ଲୋକ ଇଂରାଜୀ ଜାଣିଥାନ୍ତି ଏବଂ କହିଥାନ୍ତି। ମାତ୍ର ସେମିତି ନୁହେଁ। ଆଉ ମଧ୍ୟ କିଛି ଦେଶ ରହିଛି,…
କୃଷି ଓ କୃଷକର ପରିସ୍ଥିତିରେ ସୁଧାର ଆସିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଅମରପାଲି,୯ା୮(ପୀତାମ୍ବର ସାହୁ): କୃଷକ ବିକାଶ ପରିଷଦର ଆହ୍ବାନକ୍ରମେ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ପଶ୍ଚିମ ଓଡ଼ିଶା କୃଷକ ସଂଗଠନବ ସମନ୍ବୟ ସମିତି ପକ୍ଷରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଜିଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଚାଷୀମାନଙ୍କ ବିଭିନ୍ନ ଦାବି ନେଇ…
ଭବିଷ୍ୟତ ଦୁନିଆ ଦେଖି ବ୍ୟକ୍ତି ଛାନିଆ, ଜାଣନ୍ତୁ କ’ଣ କହିଛି କାରଣ…
ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। କିଛି ଲୋକ ତାଙ୍କ ଜୀବନରେ ଆଗାମୀ ଘଟଣାଗୁଡ଼ିକୁ ବର୍ଣ୍ଣନା କରିବା ଆରମ୍ଭ କରନ୍ତି। କେବଳ ଗ୍ରହ ଏବଂ ନକ୍ଷତ୍ରର ଗତିବିଧି ଦ୍ୱାରା ଏଗୁଡ଼ିକ ଦେଖି…
ଉତ୍କଳ ପ୍ରଦେଶ କ୍ରାନ୍ତିତୀର୍ଥକୁ ରକ୍ତତୀର୍ଥରେ ପରିଣତ କରିଥିଲା: ରାଜ୍ୟପାଳ
ଭୁବନେଶ୍ୱର,୯ା୮(ଅସମାପିକା ସାହୁ): ଅଗ୍ନିବର୍ଷାର ମନ୍ତ୍ରଦାତା ମହାତ୍ମାଗାନ୍ଧୀ ୧୯୪୨ ଅଗଷ୍ଟ ୯ରେ ‘କର ବା ମର’ ଆହ୍ବାନ ଦେଇଥିଲେ। ସେହି ଆହ୍ବାନ ଇଂରେଜଙ୍କୁ ଭାରତ ଛାଡ଼ିବାକୁ ସାବଧାନ କରିଥିଲା। ଉତ୍କଳ ପ୍ରଦେଶରେ ସେହି ଆହ୍ବାନରେ କ୍ରାନ୍ତିତୀର୍ଥ ରକ୍ତତୀର୍ଥରେ ପରିଣତ ହୋଇଥିଲା। ଭାରତ ଛାଡ଼…
‘ଧୋନୀଙ୍କଠାରୁ କିଛି ଶିଖ’
ନୂଆଦିଲ୍ଲୀ,୯।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବାଜିମାତ କରିଛି। ଗୁଏନାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତକୁ ୧୬୦ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା। ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମାଙ୍କ ସ୍ମରଣୀୟ ଇନିଂସ…
କେରଳ ନାଁକୁ ‘କେରଳମ୍’ ପରିବର୍ତ୍ତନ କରିବାର ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ
ଥିରୁଭାନନ୍ତପୁରମ,୯।୮: କେରଳ ନାଁକୁ ‘କେରଳମ୍’ ପରିବର୍ତ୍ତନ କରିବାର ପ୍ରସ୍ତାବ ସର୍ବସମ୍ମତି କ୍ରମେ କେରଳ ବିଧାନସଭାରେ ପାରିତ ହୋଇଛି। ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଭାରତର ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ ରାଜ୍ୟର…
Archives


