Home Left

ସୁଯୋଗ ମିଳିଲେ ପୁଣି ନିର୍ବାଚନ ଲଢ଼ିବି: ପ୍ରମିଳା ବିଶୋୟୀ

ବ୍ରହ୍ମପୁର,୨୦ା୧୧(ନରସିଂହ ସାହୁ): ସୁଯୋଗ ମିଳିଲେ ଆଗାମୀ ଲୋକ ସଭା ନିର୍ବାଚନ ଲଢ଼ିବି ବୋଲି ଆସିକା ବିଜେଡି ଏମ୍‌ପି ପ୍ରମିଳା ବିଶୋୟୀ କହିଛନ୍ତି। ଏଥିପାଇଁ ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟିକେଟ ପାଇଁ ସେ ଆବେଦନ କରିଥିବା ଦର୍ଶାଇଛନ୍ତି। ରବିବାର…

ଶିଶୁଙ୍କ ଅଧିକାର ନେଇ ସଚେତନତା

ଅନ୍ତର୍ଜାତୀୟ ସ୍ତରରେ ଶିଶୁଙ୍କ ବିକାଶ ଏବଂ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୨୦ରେ ଅନ୍ତର୍ଜାତୀୟ ଶିଶୁ ଦିବସ ପାଳନ କରାଯାଇଥାଏ। ୧୯୨୫ରେ ଶିଶୁ କଲ୍ୟାଣ ଉପରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସମ୍ମିଳନୀରେ ଜେନେଭାରେ ଅନ୍ତର୍ଜାତୀୟ ଶିଶୁ ଦିବସ…

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୦।୧୧: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ଆଲ୍‌ଫା ୭ ସିରିଜର ଦୁଇଟି ନୂଆ କ୍ୟାମେରାକୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଆଲ୍‌ଫା ୭ ସିରିଜର ‘ଆଲ୍‌ଫା ୭ସି୨ ଓ ଆଲ୍‌ଫା ୭ସିଆର୍‌’ମଡେଲ ସାମିଲ ରହିଛି। ଯେଉଁଥିରେ କମ୍ପାକ୍ଟ ଫୁଲ୍‌ ଫ୍ରେମ୍‌…

ବଜାରରେ ହୋଣ୍ଡା ମୋଟରସାଇକେଲର ନୂଆ ସିବି ୩୫୦

ଭୁବନେଶ୍ୱର,୨୦।୧୧: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ନୂତନ ମଡେଲ ଅଲ୍‌ ନ୍ୟୁ ରେଟ୍ରୋ କ୍ଲାସିକ ସିବି୩୫୦କୁ ନିକଟରେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସ୍ତୁମୁ ଓଟାନି…

୨୨ରେ ଖୋଲିବ ଫେଡବ୍ୟାଙ୍କର ଆଇପିଓ

ଭୁବନେଶ୍ୱର,୨୦।୧୧: ଫେଡ୍‌ ବ୍ୟାଙ୍କ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଚଳିତ ବର୍ଷ ନଭେମ୍ବର ୨୨ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଉକ୍ତ ଅଫର ଜରିଆରେ ୬୦୦ କୋଟି ଟଙ୍କାର ନୂଆ…

ମହାନଦୀର ସୁବଳୟାରେ ହେବ ବ୍ୟାରେଜ

ନୟାଗଡ଼,୨୦।୧୧(ଲୋକନାଥ ମିଶ୍ର): କଟକ ଜିଲାର ସୁବଳୟା ଓ ନୟାଗଡ଼ ଜିଲା ଗଣିଆ ବ୍ଲକର ରାଉତପଡାକୁ ସଂଯୋଗ କରି ମହାନଦୀରେ ହେବ ରାଉତପଡା ବ୍ୟାରେଜ । ଏଥିପାଇଁ ୧୫୭୨ କୋଟି ଟଙ୍କା ମଞ୍ଜୁର କରିବାକୁ ରାଜ୍ୟ ସରକାରଙ୍କୁ ନୟାଗଡ଼ ଜିଲା ଜଳସମ୍ପଦ ବିଭାଗ…

ସୋନାଲିକାର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୦।୧୧: ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ପ୍ରତ୍ୟେକ ଋତୁରେ ନିଜର ହେଭି-ଡ୍ୟୁଟି ଟ୍ରାକ୍ଟରଗୁଡିକ ସହିତ ଚାଷୀମାନଙ୍କ ସହ ପ୍ରଗତିଶୀଳ ଭାବେ ଆଗକୁ ବଢୁଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ଶେଷ ସୁଦ୍ଧା (ଏପ୍ରିଲରୁ…

ଆଇପିଓ ଆଣିବ ଗାନ୍ଧାର ଅଏଲ୍‌ ରିଫାଇନେରି

ଭୁବନେଶ୍ୱର,୨୦।୧୧: ଗାନ୍ଧାର ଅଏଲ୍‌ ରିଫାଇନେରି (ଇଣ୍ଡିଆ) ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ)ଚଳିତ ବର୍ଷ ନଭେମ୍ବର ୨୨ରେ ଖୋଲିବାକୁ ଥିବାବେଳେ ଉକ୍ତ ଅଫର ୨୦୨୩ ନଭେମ୍ବର ୨୪ରେ ବନ୍ଦ ହେବ। ବିଶେଷ କରି ଏହାର ଆଙ୍କର ନିବେଶକମାନେ ଅଫର ଖୋଲିବାର ଗୋଟିଏ…

୨ ବର୍ଷ ଗଲାନି,କାନ୍ଥ ଫାଟି ଆଁ

ଯାଜପୁର,୨୦ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପୂର୍ତ୍ତ ବିଭାଗରେ ବିନା ଟେଣ୍ଡରରେ ଶତାଧିକ ପ୍ରକଳ୍ପ ଅନୁଗତ ଠିକାଦାରମାନଙ୍କ ହାତକୁ ଟେକି ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରି ଏହି ବିଭାଗ ଏଫ୍‌-ଟୁ ଆଳରେ ଅନେକ କୋଟି ଟଙ୍କା ହରିଲୁଟ କରିଥିବା ଅଭିଯୋଗ…

ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୦।୧୧ (ଅଭୟ ଦାଶ): ଦେଶର ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏପରିକି ଭାରତକୁ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାରେ ଷ୍ଟାର୍ଟଅପ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା…

ପ୍ରାଣୀର ନିଷ୍ପତ୍ତି ଗ୍ରହଣକୁ ପ୍ରଭାବିତ କରେ କ୍ଷୁଧା

ନୂଆଦିଲ୍ଲୀ,୨୦ା୧୧(ପି.ଟି.): କ୍ଷୁଧା ପ୍ରାଣୀର ନିଷ୍ପତ୍ତି ଗ୍ରହଣ କରିବା ସାମର୍ଥ୍ୟକୁ ପ୍ରଭାବିତ କରିବା ସହ ସେମାନଙ୍କ ଆଚରଣରେ ପରିବର୍ତ୍ତନ ଆଣିଥାଏ। ମୂଷାମାନଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆନ୍ତଃଉତ୍ପାଦିତ କ୍ଷୁଧା ହର୍ମୋନ ପ୍ରାଣୀମାନଙ୍କ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ପ୍ରଭାବିତ କରିବା…

ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ କଂକ୍ରିଟ ଖଳା

କେନ୍ଦ୍ରାପଡ଼ା, ୨୦ା୧୧(ଜଗନ୍ନାଥ ଧଳ): କୃଷି ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରର ଚାଷୀ ଉପକୃତ ହୋଇପାରୁନାହାନ୍ତି। ଆଳୁ, ସୂର୍ଯ୍ୟମୁଖୀ, ବାଦାମ ବିହନ ଯୋଗାଣ ଅନିୟମିତତା ପରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?