ବିଳମ୍ବ ହୋଇପାରେ ପାକିସ୍ତାନ ସାଧାରଣ ନିର୍ବାଚନ
ଇସ୍ଲାମାବାଦ, ୧୯ା୮: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲି ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ କରିବାର ନିୟମ ରହିଛି। ହେଲେ ନିର୍ବାଚନ ବିଳମ୍ବିତ ହୋଇପାରେ ବୋଲି ସୂଚନା ମିଳିଛି। ପାକିସ୍ତାନ ଇଲେକ୍ସନ କମିଶନ (ଇସିପି) ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ…
ଅଷ୍ଟ୍ରେଲିଆକୁ ହରାଇ ବ୍ରୋଞ୍ଜ ପଦକ ହାତେଇଲା ସୁଇଡେନ୍
ବ୍ରିସ୍ବେନ୍,୧୯ା୮: ମହିଳା ଫୁଟବଲ ବିଶ୍ୱକପ୍ର ଶନିବାର ଖେଳା ଯାଇଥିବା ତୃତୀୟ ସ୍ଥାନ ମୁକାବିଲାରେ ସୁଇଡେନ୍ ଘରୋଇ ଅଷ୍ଟ୍ରେଲିଆକୁ ୨-୦ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ସୁଇଡେନ୍ର ଫ୍ରିଡୋଲିନା ରୋଲ୍ଫୋ(୩୦ ମିନିଟ) ଓ କୋସୋଭେରେ ଆସଲାନି(୬୨ ମିନିଟ) ଗୋଟିଏ ଲେଖାଏ…
ଜାଁଳା ଭାଣେଜୀଙ୍କ ଲାଗି ଜହ୍ନରେ ୧ ଏକର ଜାଗା କିଣିଲେ ମାମୁଁ
ସୁରଟ,୧୯।୮: ଭାଣେଜୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ମାମୁଁ। ଏଭଳି ଏକ ନିଆରା ଘଟଣା ଘଟିଛି ସୁରଟର ସରଥାଣାରେ। ଏଠାରେ ରହୁଥିବା ବ୍ରିଜେଶଭାଇ ବେକାରିଆ ନିଜର ଦୁଇ ଜାଁଳା ଭାଣେଜୀଙ୍କ ପାଇଁ ଜହ୍ନରେ ଏକ ଏକର ଜାଗା କିଣିଛନ୍ତି। ଏଭଳି କରି…
ଏହି ୪ ରାଶିରେ ଜନ୍ମିତ ଯୁବତୀ କରିଥାନ୍ତି ପ୍ରେମ ବିବାହ ! ଆପଣ ଅଛନ୍ତି କି…
ଦିନ ଥିଲା ଲୋକେ ପରିବାରର ଇଚ୍ଛା ଅନୁସାରେ ଜୀବନସାଥୀଙ୍କ ମୁହଁ ନ ଦେଖି ବିବାହ କରିନେଉଥିଲେ। ହେଲେ ବର୍ତ୍ତମାନ ସମୟରେ ଜୀବନସାଥୀ ବାଛିବା ପୂର୍ବରୁ ଲୋକେ ବହୁତ ଚିନ୍ତା କରୁଛନ୍ତି। ଆଜି ବି କିଛି ଲୋକ ଆରେଞ୍ଜ ମ୍ୟାରେଜ୍ରେ ବିଶ୍ୱାସ ରଖୁଥିବା…
ଲୁଟ୍ କରି ହେଉଥିଲେ ଫେରାର: ଅଭିଯୁକ୍ତଙ୍କୁ ଧରିଲା ପୋଲିସ
କେସିଙ୍ଗା,୧୯।୮(ତୁମେଶ୍ୱର ସାହୁ): କେସିଙ୍ଗା ପୋଲିସ ଶନିବାର ୨ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେସିଙ୍ଗା ୧୦ ନମ୍ବର ୱାର୍ଡରେ ରହୁଥିବା ଅନୁ ସୁନା(୨୨) ଏବଂ କଲମପୁର ଥାନା ମଣ୍ଡଳର ଇନ୍ଦ୍ରମଣୀ ନାଏକ(୨୮)। ମିଳିଥିବା ସୂଚନା…
ଏସିଆ କପ: ଓପନିଂ ମ୍ୟାଚ ଦେଖିବାକୁ ଜୟ ଶାହାକୁ ଆମନ୍ତ୍ରଣ କଲା ପିସିବି…
କୋଲକାତା,୧୯।୮ : ଏସିଆ କପ କ୍ରିକେଟ ଟୁର୍ନାମେଣ୍ଟ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଶେଷ ମ୍ୟାଚ ସେପ୍ଟେମ୍ବର ୧୭ରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟର ୪ ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ। ସେଥିମଧ୍ୟରୁ ଗୋଟିଏ ମ୍ୟାଚ ମୁଲତାନରେ ଖେଳାଯିବ। ସେହିପରି…
ଅଣ୍ଡର-୧୯ ବିଶ୍ୱକପ୍ ଲାଗି ଯୋଗ୍ୟତା ହାସଲ କଲା ଆମେରିକା
ନୂଆଦିଲ୍ଲୀ,୧୯।୮: ଆସନ୍ତା ବର୍ଷ ଶ୍ରୀଲଙ୍କାରେ ହେବାକୁ ଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ଲାଗି ଆମେରିକା ଯୋଗ୍ୟତା ହାସଲ କରିଛି। ଯୋଗ୍ୟତା ପ୍ରତିଯୋଗିତାର ୬ ମ୍ୟାଚ୍ରୁ ୫ ମ୍ୟାଚ୍ରେ ବିଜେତା ହୋଇ ଦଳ ଶୀର୍ଷ ସ୍ଥାନ ହାସଲ କରିଥିଲା। ତେବେ କାନାଡାର ଆମେରିକା…
ଗୃହ ବ୍ୟାପାର ଷ୍ଟାଣ୍ଡିଂ କମିଟିକୁ ଗଲା ପ୍ରସ୍ତାବିତ ବିଲ୍: ୩ ମାସ ମଧ୍ୟରେ ଆସିବ ରିପୋର୍ଟ
ନୂଆଦିଲ୍ଲୀ,୧୯ା୮: ବ୍ରିଟିଶ୍ ଅମଳର ଭାରତୀୟ ଦଣ୍ଡବିଧି ଆଇନ(ଆଇପିସି), ଆପରାଧିକ ଦଣ୍ଡ ସଂହିତା(ସିଆର୍ପିସି) ଏବଂ ସାକ୍ଷ୍ୟପ୍ରମାଣ ଆଇନ ପରିବର୍ତ୍ତେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ଆଇନକୁ ସମୀକ୍ଷା କରିବା ଲାଗି ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍ ଧନ୍କର ଗୃହ ବ୍ୟାପାର ସମ୍ପର୍କିତ ଷ୍ଟାଣ୍ଡିଂ…
ଦ୍ୱିତୀୟ ମ୍ୟାଚ୍ ବିଜୟ ଲକ୍ଷ୍ୟରେ ଭାରତ
ଡବ୍ଲିନ୍,୧୭ା୮: ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ରବିବାର ଦ୍ୱିତୀୟ ମ୍ୟାଚ୍ ଡବଲିନ୍ ଦ ଭିଲେଜ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଜିତି ଭାରତ ସିରିଜ୍ ବିଜୟୀ ହେବାକୁ ପୟାସ କରିବ। ପ୍ରଥମ ମ୍ୟାଚରେ ଭାରତ ପ୍ରଭାବୀ ବୋଲିଂ କରିଥିଲା।…
ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମା’: ଗିରଫ ହେଲେ ଜ୍ୱାଇଁ
କୋଦଳା,୧୯ା୮(ଅମିତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅଧୀନ ସାଙ୍କୁଡ଼ା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ କସ୍ତୁରୀ ପଲାଇ। ଘଟଣାରେ ସ୍ବାମୀ ସୁକାନ୍ତ ପଲାଇକୁ ପୋଲିସ ଗିରଫ କରିଛି।…
ହୃଦଘାତରେ ତାମିଲ ଅଭିନେତା ପଓ୍ବନଙ୍କ ପରଲୋକ…
ମୁମ୍ବାଇ : ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ଆସିଛି। ଟିଭି ଦୁନିଆର ଜଣାଶୁଣା ଅଭିନେତା ପୱନଙ୍କର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ଏହି ଖବର ମନୋରଞ୍ଜନ ଶିଳ୍ପ ସହିତ ଜଡିତ…
ଟାଇଗର ରିଜର୍ଭର ଅନଲାଇନ ବୁକିଂରେ ୧୨କୋଟି ଟଙ୍କା ଠକେଇ
ମୁମ୍ବାଇ,୧୯।୮: ମହାରାଷ୍ଟ୍ରର ତାଡୋବା-ଅନ୍ଧାରି ଟାଇଗର ରିଜର୍ଭର ଅନଲାଇନ ବୁକିଂରେ ୧୨କୋଟି ଟଙ୍କା ଠକେଇ ହୋଇଛି। ପୋଲିସର ସୂଚନାନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ତାଡୋବା ଅନ୍ଧାରି ଟାଇଗର ରିଜର୍ଭ (ଟିଏଟିଆର)ର ଅନଲାଇନ ବୁକିଂ ପାଇଁ ଚୁକ୍ତିନାମା ପାଇଥିବା ଦୁଇ ଭାଇଙ୍କ ବିରୋଧରେ ଏକ…
Archives


