Home Left

ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମା’: ଗିରଫ ହେଲେ ଜ୍ୱାଇଁ

କୋଦଳା,୧୯ା୮(ଅମିତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅଧୀନ ସାଙ୍କୁଡ଼ା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ କସ୍ତୁରୀ ପଲାଇ। ଘଟଣାରେ ସ୍ବାମୀ ସୁକାନ୍ତ ପଲାଇକୁ ପୋଲିସ ଗିରଫ କରିଛି।…

ହୃଦଘାତରେ ତାମିଲ ଅଭିନେତା ପଓ୍ବନଙ୍କ ପରଲୋକ…

ମୁମ୍ବାଇ : ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ଆସିଛି। ଟିଭି ଦୁନିଆର ଜଣାଶୁଣା ଅଭିନେତା ପୱନଙ୍କର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ଏହି ଖବର ମନୋରଞ୍ଜନ ଶିଳ୍ପ ସହିତ ଜଡିତ…

ଟାଇଗର ରିଜର୍ଭର ଅନଲାଇନ ବୁକିଂରେ ୧୨କୋଟି ଟଙ୍କା ଠକେଇ

ମୁମ୍ବାଇ,୧୯।୮: ମହାରାଷ୍ଟ୍ରର ତାଡୋବା-ଅନ୍ଧାରି ଟାଇଗର ରିଜର୍ଭର ଅନଲାଇନ ବୁକିଂରେ ୧୨କୋଟି ଟଙ୍କା ଠକେଇ ହୋଇଛି। ପୋଲିସର ସୂଚନାନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ତାଡୋବା ଅନ୍ଧାରି ଟାଇଗର ରିଜର୍ଭ (ଟିଏଟିଆର)ର ଅନଲାଇନ ବୁକିଂ ପାଇଁ ଚୁକ୍ତିନାମା ପାଇଥିବା ଦୁଇ ଭାଇଙ୍କ ବିରୋଧରେ ଏକ…

‘ଉଦ୍ୟୋଗ ରତ୍ନ’ରେ ସମ୍ମାନିତ ହେଲେ ରତନ ଟାଟା

ମୁମ୍ବାଇ,୧୯।୮: ମହାରାଷ୍ଟ୍ର ସରକାର ଶିଳ୍ପପତି ଓ ଟାଟା କମ୍ପାନୀର ମାଲିକ ରତନ ଟାଟାଙ୍କୁ ‘ଉଦ୍ୟୋଗ ରତ୍ନ’ରେ ସମ୍ମାନିତ କରିବାକୁ ଜୁଲାଇ ୨୮ତାରିଖରେ ଘୋଷଣା କରିଥିଲେ। ତେବେ ସେ ଅସୁସ୍ଥ ଥିବାରୁ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ପାରି ନ ଥିଲେ।…

୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ଉପରକୁ ସ୍ୟାହି ଫିଙ୍ଗିଲେ

ପୁରୀ,୧୯ା୮: ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ବିଭିନ୍ନ ଜିଲାକୁ ଗସ୍ତ କରୁଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି। ଏହି ଅବସରରେ ଶନିବାର ତାଙ୍କ ଉପରକୁ ସ୍ୟାହି ପକାଯାଇଛି। ପୁରୀ ଜିଲା ସତ୍ୟବାଦୀରେ ଥିବା ୟୁଜିଏସ୍‌ କଲେଜ…

ଏହି ୮ ପ୍ରକାର ଲୋକଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି ଚାଣକ୍ୟ, ନଚେତ ପାଇବେ ଦୁଃଖ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା ଅନ୍ୟକୁ…

ଗାଙ୍ଗୁଲି କହିଲେ ‘ତିଳକ ନଂ-୪ ପାଇଁ ଉପଯୁକ୍ତ ଖେଳାଳି’

ନୂଆଦିଲ୍ଲୀ,୧୯।୮: ଭାରତୀୟ କ୍ରିକେଟ ଟିମ୍‌ରେ ଚାରି ବର୍ଷ ଧରି ନମ୍ବର-୪ରେ କିଏ ବ୍ୟାଟିଂ କରିବ ସେ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଗତ ବର୍ଷ ଶ୍ରେୟାସ ଆୟାର ଉକ୍ତ ସ୍ଥାନ ଲାଗି ଫିଟ୍‌ ଭଳି ଲାଗୁଥିଲେ। ହେଲେ ଆହତ ସମସ୍ୟା ଯୋଗୁ…

ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଟିମ୍‌ ପେନ୍‌

ନୂଆଦିଲ୍ଲୀ,୧୯।୮: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ ସନ୍ନ୍ୟାସରୁ ପ୍ରତ୍ୟାବର୍ତ୍ତନ କରିଥିବା ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟର ବେନ୍‌ ଷ୍ଟୋକ୍ସଙ୍କ ସମାଲୋଚନା କରିଛନ୍ତି। ୩୨ ବର୍ଷୀୟ ଷ୍ଟୋକ୍ସ ଗତ ବର୍ଷ ଦିନିକିଆ ଫର୍ମାଟରୁ ଅବସର ନେଇଥିଲେ। ହେଲେ ସେ ଏବେ ପ୍ରତ୍ୟାବର୍ତ୍ତନ…

‘ବୁମ୍‌ରାଙ୍କ ଏଭଳି ବୋଲିଂ ଦେଖିବାକୁ ସମସ୍ତେ ଅପେକ୍ଷା କରିଥିଲେ’

ଡବଲିନ୍‌,୧୯।୮: ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମୁକାବିଲା ପରେ ଅଧିନାୟକ ତଥା ଷ୍ଟାର ବୋଲର ଜସପ୍ରିତ ବୁମ୍‌ରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଲେଗ୍‌ ସ୍ପିନର ରବି ବିଶ୍ନୋଇ। ସମସ୍ତେ ବୁମ୍‌ରାଙ୍କୁ ଏଭଳି ପ୍ରଦର୍ଶନ କରୁଥିବା ଦେଖିବାକୁ ଚାହୁଁଥିଲେ ବୋଲି ସେ…

୭୭୫ କୋଟି ସମ୍ପତ୍ତିର ମାଲିକାଣୀ, ବର୍ଷକୁ ରୋଜଗାର ୩୦୦ କୋଟି; ତଥାପି ୨୪ ବର୍ଷ ହେଲାଣି କିଣିନାହାନ୍ତି ଖଣ୍ଡିଏ ଶାଢ଼ୀ! 

ନୂଆଦିଲ୍ଲୀ,୧୯।୮: ଇନଫୋସିସ ସହ-ପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ ସୁଧା ମୁର୍ତ୍ତୀଙ୍କୁ କିଏ ବା ନଜାଣେ। ଆଜି ଅର୍ଥାତ ୧୯ ଅଗଷ୍ଟ ହେଉଛି ତାଙ୍କର ଜନ୍ମଦିନ। ସୁଧା ମୁର୍ତ୍ତୀ ବର୍ତ୍ତମାନ ଇନଫୋସିସ ଫାଉଣ୍ଡେସନର…

ବୋଲିଂ ଟେଷ୍ଟ ପାସ୍‌ କଲେ ବୁମ୍‌ରା ! ଏସିଆ କପ୍‌ ଟିମ୍‌ରେ ମିଳିପାରେ ସୁଯୋଗ…

ନୂଆଦିଲ୍ଲୀ,୧୯।୮: ଟିମ୍‌ ଇଣ୍ଡିଆର ଷ୍ଟାର ବୋଲରଙ୍କ ମଧ୍ୟରୁ ଜସପ୍ରିତ ବୁମ୍‌ରା ଅନ୍ୟତମ। ହେଲେ ଆହତ କାରଣରୁ ସେ ଦୀର୍ଘଦିନ ଧରି ଦଳରୁ ବାଦ୍‌ ପଡ଼ିଥିଲେ। ଏବେ ସେ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶୁକ୍ରବାର ସିରିଜର ପ୍ରଥମ ମୁକାବିଲା…

ଭାଜପାରେ ଯୋଗ ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତଙ୍କ ପୁଅ!

ନୂଆଦିଲ୍ଲୀ,୧୯।୮: ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି(ଏଏପି) ବିରୋଧୀ ‘ଇଣ୍ଡିଆ’ ମିଳିତ ମଞ୍ଚର ଏକ ଅଂଶ (I.N.D.I.A)। ଯଦିଓ ’ଏଏପି’ ର କଂଗ୍ରେସ ସହ ସମ୍ପର୍କ ଏତେ ଭଲ ନାହିଁି, କିନ୍ତୁ ମେଣ୍ଟରେ ଯୋଗଦେବା ପରେ କଂଗ୍ରେସ ଏକ ନରମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri