ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଷ୍ଟେଶନରେ ପରୀକ୍ଷାମୂଳକ ଟ୍ରେନ୍ ରହଣି
ଭୁବନେଶ୍ୱର,୨୦।୮(ଅଭିଜିତ ଦାସ):ଯାତ୍ରୀଙ୍କ ଚାହିଦା ଓ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଷ୍ଟେଶନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ଗୁଡିକର ରହଣି ପାଇଁ ବ୍ୟବସ୍ଥା ହୋଇଛି। କାଳୁପଡାଘାଟରେ ପ୍ରଶାନ୍ତି ଏକ୍ସପ୍ରେସ, ନରାଜ ମାର୍ଥାପୁରରେ ପୁରୀ-ଅଜମେର ଏକ୍ସପ୍ରେସ, ଯଖପୁରାରେ ଜନଶତାବ୍ଦୀ ଏକ୍ସପ୍ରେସ, ଦାମନଯୋଡିରେ…
କାଳିମାଡ଼ ଘଟଣାକୁ ନିନ୍ଦା
ସାକ୍ଷୀଗୋପାଳ,୨୦।୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ପୁରୀ ଜିଲାରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତର ଶନିବାର ଦ୍ୱିତୀୟ ଦିନରେ କାକଟପୁର, ନିମାପଡ଼ା ପରେ ଶେଷରେ ସତ୍ୟବାଦୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଖେଳପଡ଼ିଆରେ ହେଉଥିବା ଜନସମାବେଶକୁ ସଚିବ ଯାଉଥିଲେ। ଏହାପୂର୍ବରୁ…
ବାରଣ୍ଡାରେ ରୋଗୀ ସେବା
ବାରିପଦା,୨୦ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍ଏମ୍) ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରସୂତି ଓ ଶିଶୁ ବିଭାଗରେ ଅଗ୍ନିକାଣ୍ଡ ପରେ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶନିବାର ଡାକ୍ତରଖାନା ବାରଣ୍ଡାରେ ରୋଗୀଙ୍କୁ…
ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ
ଯୋଡ଼ା,୨୦ା୮(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନାରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଯୋଡ଼ା ପୌରାଞ୍ଚଳର ସ୍ବପ୍ନା ମୁଣ୍ଡା(୩୧)। ଏହାର ପ୍ରତିବାଦରେ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖାଦେଇଛି। ମୃତକଙ୍କ…
୮୦ ଲକ୍ଷର ହିସାବ ମିଳୁନାହିଁ
ଢେଙ୍କାନାଳ,୨୦ା୮(ରତନ ନାୟାର)ଚଳୁ କରିଦେଲେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଆସିଥିବା ଅର୍ଥ। ଏର୍ନେଷ୍ଟ ମନି ଡିପୋଜିଟ୍ (ଇଏମ୍ଡି) ବାବଦ ଠିକାଦାରଙ୍କ ଟଙ୍କା ବି ଖାଇଗଲେ। ଏଭଳି ବିଭିନ୍ନ ପର୍ଯ୍ୟାୟରେ ୮୦ ଲକ୍ଷ ଟଙ୍କା କେଉଁବାଟରେ ଖର୍ଚ୍ଚ ହେଲା, ତାହାର ହିସାବ ମିଳୁନାହିଁ।…
୧୨ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିରୁ ବହିଷ୍କୃତ
ରାୟଗଡ଼ା,୨୦ା୮(ଆଶିଷ ରଞ୍ଜନ ପଣ୍ଡା)ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିବା ମହଙ୍ଗା ପଡ଼ିଛି। ରାୟଗଡ଼ା ଜିଲା ଶିକ୍ଷା ବିଭାଗ ପକ୍ଷରୁ ୧୨ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶନିବାର ଚାକିରିରୁ ବହିଷ୍କୃତ କରାଯାଇଥିବା ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ସୂଚନା ଦେଇଛନ୍ତ। ସେମାନଙ୍କ ମଧ୍ୟରୁ ୭ଜଣ…
ମହାନଦୀରେ ହେବ ୨ଇନ୍ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର
ସୋନପୁର,୨୦।୮(ମୃତ୍ୟୁଞ୍ଜୟ ଶତପଥୀ)ମହାନଦୀର ଖଇରମାଳ ଓ ଗୋଧନେଶ୍ୱର ନିକଟରେ ବହୁ ପ୍ରତୀକ୍ଷିତ ଇନ୍ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ ହେବ। ଏହି ୨ ପ୍ରକଳ୍ପ ପାଇଁ ପ୍ରାୟ ୧୯୫୦ କୋଟି ଟଙ୍କା ବ୍ୟୟ କରାଯିବ। ଜଳ ସମ୍ପଦ ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ…
ଝାରସୁଗୁଡ଼ା ଡିଏଚ୍ଏଚ୍ରେ ଶିଶୁ ବଦଳ ଅଭିଯୋଗ
ସମ୍ବଲପୁର,୨୦ା୮(ଶୁଭାଶିଷ ପାଢ଼ୀ)ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନା (ଡିଏଚ୍ଏଚ୍)ରେ ଶନିବାର ଏକ ନବଜାତ ଶିଶୁ ବଦଳ ନେଇ ଅଭିଯୋଗ ହୋଇଛି। ବ୍ରଜରାଜନଗର ରାମପୁରର ଦମ୍ପତି ରାଜକୁମାର ଗିରି ଓ ସ୍ତ୍ରୀ ଦୀପାଞ୍ଜଳିଙ୍କ ଅଭିଯୋଗକ୍ରମେ ପିଲା ଜନ୍ମହେବା ସମୟରେ ପୁଅ ହୋଇଥିବା ଡାକ୍ତରଖାନା ପକ୍ଷରୁ…
୨୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ
ଗୋପାଳପୁର,୧୯ା୮(ନବୀନ ରାଜ୍ ଆଚାରୀ)- ୧୬ ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅଧୀନ ସୋରଲା ରୋଡ ଜଙ୍କସନ ନିକଟରୁ ଶନିବାର ପୋଲିସ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଗାଡ଼ି ଚାଳକ କେନ୍ଦ୍ରାପଡ଼ା ଜିଲା…
କଲେଜ ଛାତ୍ରୀଙ୍କୁ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ
ବ୍ରହ୍ମପୁର,୧୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ବଡ଼ବଜାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ଛାତ୍ରୀଙ୍କୁ ଉଦ୍ଧାର କରିଛି। ଶନିବାର ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଏମକେସିଜି ମେଡିକାଲରେ ଡାକ୍ତରୀମଇନା କରାଯାଇଛି। କୋର୍ଟରେ ପୀଡ଼ିତାଙ୍କ…
ବ୍ରେକ୍ ବାଇଣ୍ଡିଂ ପାଇଁ ଅଟକିଲା ଟ୍ରେନ୍: ଯାତ୍ରୀ ଆତଙ୍କିତ
ନିରାକାରପୁର, ୧୯।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର ଷ୍ଟେଶନରେ ଶନିବାର ଏକ ଦ୍ରୁତଗାମୀ ଟ୍ରେନର ବ୍ରେକ ବାଇଣ୍ଡିଂ ଯୋଗୁ ଚକରୁ ଧୂଆଁ ବାହାରିଥିଲା। ଫଳରେ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଥିଲା ପୁରୀରୁ…
ଅନ୍ଲାଇନ୍ ଠକେଇ: ରାଉରକେଲାରୁ ୪ ଅଭିଯୁକ୍ତଙ୍କୁ ଧରିଲା ପୋଲିସ
ନବରଙ୍ଗପୁର,୧୯।୮(ସଦାଶିବ ପ୍ରହରାଜ): ଅନ୍ଲାଇଇନ୍ ଠକେଇ ମାମଲାରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ପୋଲିସ ରାଉରକେଲାରୁ ୪ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ବିହାରର ଖଗାରିୟା ଜିଲାର ଗୁଲସନ କୁମାର, ସନୋଜ ପାସୱାନ, ଧୀରଜ କୁମାର ପାସଓ୍ବାନ ଏବଂ ମୋହନ କୁମାର ପାସଓ୍ବାନ।…
Archives


