Home Left

ଅସହଜ ମନେ କରୁଛନ୍ତି ବିଜୟ

ବମ୍ବେ: ସେଲିବ୍ରିଟିମାନେ ନିଜର ବ୍ୟକ୍ତିଗତ ଜୀବନକୁ ଲୁଚାଇ ରଖିବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। କାରଣ ଅନେକଙ୍କୁ ଲାଇମଲାଇଟ୍‌ରେ ରହିବା ପସନ୍ଦ ନ ଥାଏ। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ କଥିତ ପ୍ରେମିକ ବିଜୟ ବର୍ମାଙ୍କ କ୍ଷେତ୍ରରେ ଘଟିଛି ସେଭଳି କିଛି।…

ସଞ୍ଜୟ ଲିଲା ଭଂସାଲିଙ୍କୁ ପ୍ରଶଂସା କଲେ କଙ୍ଗନା

ମୁମ୍ବାଇ: ବଲିଉହ କୁଇନ କଙ୍ଗନା ରାନାଓ୍ବତ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ। ପ୍ରତିଦିନ ସେ କିଛି ନା କିଛି ଶେୟାର କରି ପ୍ରାୟ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଭାବନା ଶେୟାର କରିଛନ୍ତି। ଶନିବାର…

ବିପଦରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ, ସେପ୍ଟେମ୍ବର ସୁଦ୍ଧା ହୋଇପାରେ ପରିବର୍ତ୍ତନ: କଂଗ୍ରେସ ନେତା

ମୁମ୍ବାଇ,୧୯।୮: ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ କଂଗ୍ରେସ ନେତା ବିଜୟ ଭଡେଟ୍ଟିବାର ସେପ୍ଟେମ୍ବରରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳି ଯିବେ ବୋଲି ଦାବି କରିଛନ୍ତି। ସେ କହିଥିଲେ, ମହାରାଷ୍ଟ୍ରରେ ଯାହା ଚାଲିଛି ତାହା ଠିକ ଚାଲିନାହିଁ। ସମସ୍ତେ କ୍ଷମତା ପାଇଁ ଭୋକିଲା ଥିବାରୁ ଏହି…

ବାରାଣସୀରେ ନିର୍ବାଚନ ଲଢିଲେ ମୋଦିଙ୍କୁ ଗୁଜରାଟ ପଠାଇଦେବେ ପ୍ରିୟଙ୍କା ଗାନ୍ଧୀ: କଂଗ୍ରେସ ନେତା

ନୂଆଦିଲ୍ଲୀ,୧୯।୮: କଂଗ୍ରେସ ନେତା ରାସିଦ ଅଲଭି ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯଦି ପ୍ରିୟଙ୍କା ଗାନ୍ଧୀ ବାରାଣାସୀରୁ ନିର୍ବାଚନ ଲୃନ୍ତି, ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁଜରାଟକୁ…

ବଳାତ୍କାର ପୀଡିତାଙ୍କୁ ଦ୍ୱିତୀୟ ଥର ମେଡିକାଲ ଯାଞ୍ଚ ପାଇଁ ଦିଆଗଲା ନିର୍ଦ୍ଦେଶ, ୨୦ ଅଗଷ୍ଟ ସୁଦ୍ଧା ରିପୋର୍ଟ ଦେବ ହସ୍ପିଟାଲ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୮: ସୁପ୍ରିମକୋର୍ଟ ଶନିବାର ଏକ ସ୍ବତନ୍ତ୍ର ବୈଠକରେ ଜଣେ ବଳାତ୍କାର ପୀଡ଼ିତାଙ୍କ ଗର୍ଭାବସ୍ଥାକୁ ଶେଷ କରିବାକୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କୋର୍ଟ ପୀଡ଼ିତାଙ୍କୁ ପୁନଃ ମେଡିକାଲ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଗଷ୍ଟ ୨୦…

ରାମଲାଲାଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ,୧୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଦିନିଆ ଗସ୍ତରେ ଶନିବାର ଅଯୋଧ୍ୟାରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ରାମଲାଲାଙ୍କ ଦରବାରରେ ପହଞ୍ଚି ରାମ ମନ୍ଦିର ନିର୍ମାଣର ଅଗ୍ରଗତି ଦେଖିଛନ୍ତି। ଏହି ଅବସରରେ ଶ୍ରୀରାମ ଜନ୍ମଭୂମିର…

ଦୁର୍ଦ୍ଦାନ୍ତ ମାଓବାଦୀ ରାଜା ରେଡ୍ଡିଙ୍କ ମୃତ୍ୟୁ

ମାଲକାନଗିରି,୧୯।୮(ନୃସିଂହ ଚରଣ ମହାନ୍ତି)-ସୀମାନ୍ତ ଓଡ଼ଶା, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶରେ ଭୟ ସୃଷ୍ଟି କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ରାଜା ରେଡ୍ଡିଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ଛତିଶଗଡ଼ର ବସ୍ତର ଜଙ୍ଗଲରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାପ୍ତ ଏକ ଭିଡିଓରୁ ରାଜାଙ୍କ ପରି…

ହେଭି ଡ୍ରପ୍‌ ସିଷ୍ଟମର ସଫଳ ପରୀକ୍ଷଣ କଲା ବାୟୁସେନା

ନୂଆଦିଲ୍ଲୀ,୧୯।୮: ପ୍ରତିରକ୍ଷା ନିର୍ମାଣରେ ମେକ ଇନ ଇଣ୍ଡିଆ ଅଧୀନରେ ଦେଶ ବଡ ସଫଳତା ହାସଲ କରିଛି। ବାୟୁସେନା ହେବି ଡ୍ରପ୍‌ ସିଷ୍ଟମର ସଫଳ ପରୀକ୍ଷଣ କରିଥିବା ସୂଚନା ମିଳିଛି। ଡିଆରଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ) ଦ୍ୱାରା ବିକଶିତ ପି-୭…

କମିଲା ଟମାଟୋ ଦାମ

ନୂଆଦିଲ୍ଲୀ,୧୯।୮: ଚଢା ଦାମରେ ଟମାଟୋ କିଣୁଥିବା ଲୋକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତି କର ଖବର। ଅଗଷ୍ଟ ୨୦ରୁ ଟମାଟୋ କିଲୋ ୪୦ ଟଙ୍କାରେ ମିଳିବ। କାରଣ ଏନସିସିଏଫ ଓ ନାଫେଡକୁ ମନ୍ତ୍ରଣାଳୟ ପକ୍ଷରୁ ପୁରୁଣା ଦାମରେ ଟମାଟୋ ବିକ୍ରି କରିବାକୁ…

ଦମ୍‌ଦାର ବୋଲିଂ ଯୋଗୁ ବୁମ୍‌ରାଙ୍କୁ ମିଳିଲା ପୁରସ୍କାର ରାଶି

ଡବଲିନ୍‌,୧୯।୮: ଟି -୨୦ସିରିଜର ପ୍ରଥମ ମ୍ୟାଚରେ ଭାରତ ଆୟର୍ଲାଣ୍ଡକୁ ୨ ରନରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟରେ କ୍ୟାପଟେନ ଯସପ୍ରୀତ ବୁମ୍‌ରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କୁ ‘ପ୍ଲେୟାର ଅଫ ଦ ମ୍ୟାଚ’ ଭାବରେ ଚୟନ କରାଯାଇଛି। ବୁମ୍‌ରା…

କରୋନାର ନୂଆ ଭାରିଆଣ୍ଟ ବିଏ.୨.୮୬କୁ ନେଇ ଆଲର୍ଟ ଜାରି କଲା ଡବ୍ଲୁଏଚ୍‌ଓ

ଜେନେଭା,୧୯।୮: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) କରୋନା ମହାମାରୀର ନୂତନ ଭାରିଆଣ୍ଟ ଓମିକ୍ରନ ବିଏ.୨.୮୬କୁ ନେଇ ଚିନ୍ତା ପ୍ରକଟ କରିଛି। ଏହା କରୋନାର ବାକି ଅନ୍ୟ ଭାରିଆଣ୍ଟ ଅପେକ୍ଷା ଅଧିକ ମ୍ୟୁଟ୍‌। ଡବ୍ଲୁଏଚ୍‌ଓ ପୂର୍ବରୁ କହିଥିଲା ଯେ, ଡବ୍ଲୁଏଚ୍‌ଓ କୋଭିଡ-୧୯ର ଉନ୍ନତ…

ରହସ୍ୟଜନକଭାବେ ଯୁବକ ନିଖୋଜ ଘଟଣା: ଝାରସୁଗଡ଼ାରୁ  ହେଲେ ଠାବ

ଅତାବିରା,୧୯।୮(ହୃଷିକେଶ ଖମାରୀ): ବରଗଡ଼ ଜିଲା ଅତାବିରା ରେଳ ଷ୍ଟେଶନକୁ ସମ୍ପର୍କୀୟଙ୍କୁ ଆଣିବାକୁ ଯାଇ ଫେରିବା ବାଟରେ ରହସ୍ୟଜନକଭାବେ  ଜଣେ  ଯୁବକ ନିଖୋଜ ହୋଇଯାଇଥିଲେ।  ଯୁବକ  ଜଣକ ଭେଡେନ ଥାନା  ଦେଶଭଟଲି ପଞ୍ଚାୟତ ବିଶିପାଲି ଆନ୍ଧ୍ରପଡାର ବି. ହରିକ୍ରିଷ୍ଣା। ତେବେ ଶନିବାର ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri