Home Left

ଲାଇଭ୍‌ ମ୍ୟାଚ୍‌ରେ ଏହି ଖେଳାଳିଙ୍କ ସହ ପଡ଼ିଆରେ ପ୍ରବଳ ଝଗଡ଼ା କଲେ ଗୌତମ ଗମ୍ଭୀର: ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୧୨: ଗୌତମ ଗମ୍ଭୀର ପ୍ରାୟତଃ ପଡ଼ିଆରେ ଖେଳାଳିଙ୍କ ସହ ସଂଘର୍ଷ କରୁଥିବା ଦେଖାଯାଏ। ଆଇପିଏଲ ୨୦୨୩ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ମେଣ୍ଟର ଭୂମିକାରେ ଥିବା ଗମ୍ଭୀର ଆରସିବିର ବିରାଟ କୋହଲିଙ୍କ ସହ ଝଗଡ଼ା କରିଥିଲେ। ଆଜିକାଲି ଖେଳାଯାଉଥିବା ଲିଜେଣ୍ଟ୍ସ ଲିଗରେ…

ଧର୍ମେନ୍ଦ୍ରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର ୮୭ ବର୍ଷରେ ପଦାର୍ପଣ କରିଛନ୍ତି। ୬୩ ବର୍ଷ ପୂର୍ବେ ସେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଗତ ୬ ଦଶନ୍ଧି ଧରି ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଛନ୍ତି ଏବଂ ଚଳଚ୍ଚିତ୍ରରେ ସେ ବହୁତ ସକ୍ରିୟ ଅଛନ୍ତି। ନିଜ…

ଏଥର ଆଇପିଏଲ୍‌ରେ ଏହି ୫ ଖେଳାଳିଙ୍କୁ କିଣି ନ ପାରନ୍ତି କୌଣସି ଦଳ: ଲିଷ୍ଟ୍‌ରେ ସାମିଲ ଅଛନ୍ତି ପର୍ପଲ କ୍ୟାପ୍‌ ବିଜେତା

ନୂଆଦିଲ୍ଲୀ,୭।୧୨:ଆଇପିଏଲ୍‌ର ପରବର୍ତ୍ତୀ ସିଜିନ ପାଇଁ ନିଲାମ ଆସନ୍ତା ୧୯ରେ ଆୟୋଜିତ ହେବ। ଏଥର ଦୁବାଇରେ ନିଲାମ ଅନୁଷ୍ଠିତ ହେବ। ଐଥର ନିଲାମରେ ଅନେକ ଖେଳାଳିଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ, କିନ୍ତୁ ସେଠାରେ କିଛି ଖେଳାଳି ରହିବେ ଯେଉଁମାନେ ସେମାନଙ୍କୁ ନିରାଶ ହେବାକୁ…

ଛୁଆଙ୍କୁ ସିଂହପଲଙ୍କ ମୁହଁରୁ ବଞ୍ଚାଇବା ପାଇଁ ହାତୀ କଲା ଏମିତି, ଭିଡିଓ ଦେଖିଲେ…

କେବଳ ଶକ୍ତିଶାଳୀ ପ୍ରାଣୀମାନଙ୍କର ଜଙ୍ଗଲରେ ରାଜ୍‌ ଚାଲିଥାଏ। ଯଦିଓ ସିଂହମାନେ ହାତୀକୁ ଦେଖି ଦୌଡ଼ି ପଳାନ୍ତି କାରଣ ହାତୀଠାରୁ ଆକ୍ରମଣ ହେବାର ଆଶଙ୍କା ଥାଏ। କିନ୍ତୁ ବେଳେବେଳେ ସୁଯୋଗ ପାଇଲେ ସେମାନେ ମଧ୍ୟ ଆକ୍ରମଣ କରନ୍ତ। ଆଜିକାଲି ସୋସିଆଲ ମିଡିଆରେ ଏଭଳି…

ନ୍ୟୁଜିଲାଣ୍ଡର ଅବସ୍ଥା ଦୟନୀୟ କରିଦେଲା ବାଂଲାଦେଶ

ମୀରପୁର,୬ା୧୨:ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ନ୍ୟୁଜିଲାଣ୍ଡର ପରିସ୍ଥିତି ଖରାପ କରିଦେଇଛି ବାଂଲାଦେଶ। ମୀରପୁରରେ ଖେଳା ଯାଇଥିବା ମ୍ୟାଚ୍‌ରେ ବଲ୍‌ ତଳୁଆ ରହୁଥିବା ବେଳେ ଅସମାନ ବାଉନ୍ସ କାରଣରୁ ପ୍ରଥମ ଦିନରେ ୧୫ ଉଇକେଟର…

ମ୍ୟାକ୍ସଓ୍ବେଲଙ୍କ ଆଇପିଏଲ୍‌ ପ୍ରେମ: ଚାଲିପାରୁଥିବା ଯାଏ ଖେଳିବି ଆଇପିଏଲ୍‌

ମେଲବୋର୍ନ,୬ା୧୨: ଅଷ୍ଟ୍ରେଲୀୟ ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଆଇପିଏଲ୍‌ ପ୍ରତି ଥିବା ଭଲପାଇବା ଦର୍ଶାଇଛନ୍ତି। ଯେତେବେଳ ଯାଏ ଚାଲିପାରୁଥିବି ସେ ପର୍ଯ୍ୟନ୍ତ ଆଇପିଏଲ୍‌ ଖେଳିବି ବୋଲି କହିଛନ୍ତି। ସାକ୍ଷାତକାରରେ ମ୍ୟାକ୍ସଓ୍ବେଲ କହିଛନ୍ତି, ଆଇପିଏଲ୍‌ ତାଙ୍କ କ୍ୟାରିୟରର ଶେଷ ଟୁର୍ନାମେଣ୍ଟ ହେବ। ମ୍ୟାକ୍ସଓ୍ବେଲ…

କବିର ସିଂଙ୍କ ଗୀତ ଶୁଣି କାନ୍ଦିଲା କୁକୁର, ଭିଡିଓ ଭାଇରାଲ

ଦିନ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମରେ ୟୁଜର୍ସଙ୍କ ଏହିସବୁ ଭିଡିଓ ପସନ୍ଦ ଆସିବା ସହ କିଛି ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ଭାଇରାଲ ହୋଇଛି।…

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ ହେବାକୁ ବସିଛି। ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ଅଖୋଜା ଅଲୋଡ଼ା ହୋଇ ପଡ଼ିରହିଛି ପୀଠରେ…

ଦୂରଦୃଷ୍ଟି ଅଭାବରୁ ଦୁର୍ଦ୍ଦଶା

ଭୁବନେଶ୍ୱର,୭ା୧୨(ଅନିଲ ଦାସ)ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ ସ୍କୁଲ ନିକଟସ୍ଥ ଡମ୍ପିଂୟାର୍ଡ(ଟିଟିଏସ୍‌)ରୁ ବାହାରୁଥିବା ଦୁର୍ଗନ୍ଧ ସାରା ସହରକୁ ଅସ୍ତବ୍ୟସ୍ତ କରୁଛି। ପଚାଶଢ଼ା ଗନ୍ଧରେ…

ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି ଅବ୍ୟବସ୍ଥା ଦେଖାଯାଇଥିଲା। ଶେଷରେ ମୃତଦେହକୁ ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ଦାହ କରାଯାଇଥିଲା। ଏହାକୁ…

ଆଜିଠୁ ଆଜିଓର ବିଗ୍‌ ବୋଲ୍ଡ ସେଲ୍‌

ଭୁବନେଶ୍ୱର, ୭।୧୨ଦେଶର ପ୍ରମୁଖ ଫ୍ୟାଶନ ଇ-ଟେଲର ଆଜିଓ ପକ୍ଷରୁ ‘ବିଗ୍‌ ବୋଲ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଡିସେମ୍ବର ୭ (ଆଜିଠାରୁ) ରୁ ଉକ୍ତ ସେଲ୍‌ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଥିବାବେଳେ ଆଡିଡାସ୍‌ ଏବଂ ସୁପରଡ୍ରାଏ…

ଅଟୋ ରିଟେଲ ସେଲ୍‌ରେ ରେକର୍ଡ

ଭୁବନେଶ୍ୱର, ୭।୧୨(ଅଭୟ ଦାଶ)ଚଳିତ ବର୍ଷ ନଭେମ୍ବରରେ ରେକର୍ଡ ପରିମାଣରେ ଅଟୋ ରିଟେଲ ସେଲ୍‌ ହୋଇଛି। ଏପରିକି ୨୦୨୩ ନଭେମ୍ବରରେ ଦେଶର ମୋଟ ୨୮, ୫୪, ୨୪୨ ୟୁନିଟ୍‌ ଗାଡ଼ି ବିକ୍ରି ହୋଇଥିବା ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଫାଡା) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?