Home Left

କ୍ୟାଟ୍ରିନାଙ୍କ ‘ଟାଇଗର-୩’ ଭିଡିଓ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଟାଇଗର-୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ମଧ୍ୟରେ ତାଙ୍କ ଶୁଟିଂ ସେଟ୍‌ର ଏକ ଭିଡିଓ ଲିକ୍‌ ହୋଇଥିବା ଜଣାପଡ଼ିଛି। ଭିଡିଓରେ କ୍ୟାଟ୍ରିନା ଏକ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ଲୋକେ ଏହାକୁ…

ଲଣ୍ଡନରେ ୭୦ ବର୍ଷ ପୁରୁଣା ଇଣ୍ଡିଆ କ୍ଲବ ହେବ ବନ୍ଦ

ଲଣ୍ଡନ,୨୨।୮: ଭାରତର ସ୍ବାଧୀନତା ପରେ ଇଂଲଣ୍ଡରେ ଭାରତୀୟ ବିଦେଶୀମାନଙ୍କ କେନ୍ଦ୍ର ଥିବା ଇଣ୍ଡିଆ କ୍ଲବ ବନ୍ଦ ହେବାକୁ ଯାଉଛି। ଇଣ୍ଡିଆ କ୍ଲବ ଇଂଲଣ୍ଡର ଲଣ୍ଡନରେ ଅବସ୍ଥିତ। ଇଣ୍ଡିଆ କ୍ଲବ ବନ୍ଦ ବିରୋଧରେ ଏକ ଦୀର୍ଘ ଲଢେଇ ହୋଇଥିଲା, ଯେଉଁଥିରେ ସମର୍ଥକଙ୍କୁ ପରାଜୟର…

ଏଆଇ ସାହାଯ୍ୟରେ ଶିବ ତାଣ୍ଡବ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଅନେକ ଅଫିସିଆଲ କାର୍ଯ୍ୟରେ ମଧ୍ୟ ଏଆଇ ନିଜର ସ୍ଥାନ ସୃଷ୍ଟି କରିଛି। ଏଥିସହ ଏଆଇ ମନୋରଞ୍ଜନ କ୍ଷେତ୍ରରେ ମଧ୍ୟ ପାଦ ରଖିଛି। ନିୟମିତ ଜୀବନରେ ଲୋକଙ୍କୁ ସାହାଯ୍ୟ କରିବାଠାରୁ…

ପଥରରେ ପ୍ରସ୍ତୁତ ଖାଦ୍ୟ

ବେଜିଂ: ଆମେ ବିଭିନ୍ନ ପ୍ରକାରର ଚାଇନିଜ୍‌ ଖାଦ୍ୟ ଯେପରିକି, ଚାଓମିନ୍‌, ରୋଲ, ପ୍ରାଏଡ୍‌ ରାଇସ୍‌ ଖାଇଥାଉ। କିନ୍ତୁ ବର୍ତ୍ତମାନ ଏକ ନୂଆ ଚାଇନିଜ୍‌ ଖାଦ୍ୟ ନଜରକୁ ଆସିଛି। ପଥରରେ ପ୍ରସ୍ତୁତ ଚାଇନିଜ୍‌ ଖାଦ୍ୟ ଆମେ କେବେ ଖାଇ ନ ଥିବା। ନିକଟରେ ଏପରି…

ଓଡ଼ିଶାକୁ ୧୧ ସ୍ବର୍ଣ୍ଣ ସହ ୧୩ ପଦକ

ଭୁବନେଶ୍ୱର, ୨୨।୮ (ତପନ ସ୍ବାଇଁ): ଓ୍ବାକୋ ଇଣ୍ଡିଆ ଜାତୀୟ କିକ୍‌ବକ୍ସିଂ ଚାମ୍ପିୟନଶିପ୍‌ କୋଲକାତାର ଖୁଦିରାମ ଅନୁଶୀଳନ କେନ୍ଦ୍ର ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ୧୧ ସ୍ବର୍ଣ୍ଣ, ୨ ବ୍ରୋଞ୍ଜ ସହ ମୋଟ ୧୩ଟି ପଦକ ହାସଲ କରିଛି। ଓଡ଼ିଶା…

ଖବରକାଗଜ ଫଟୋରୁ ପ୍ରେମ ପରେ ବିବାହ

ଟ୍ରିନଟନ୍‌: ପ୍ରେମ କେଉଁଠାରେ କାହାକୁ ବି ହୋଇପାରେ। ପ୍ରେମ ବୟସ, ଜାତି, ଧର୍ମ ଦେଖି ନ ଥାଏ। ନିକଟରେ ଏପରି ଏକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି। ଜଣେ ଯୁବତୀ ଖବରକାଗଜରୁ ଯୁବକଙ୍କ ଫଟୋ ଦେଖି ଫେସବୁକ୍‌ରେ ତାଙ୍କୁ ଖୋଜି ପରେ ବିବାହ…

ଏଆଣ୍ଡ୍‌ଏସ୍‌ ପାୱାର ସହ ୱାର୍ଡ ୱିଜାର୍ଡର ସହଭାଗିତା

ଭୁବନେଶ୍ୱର,୨୨।୮: ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍‌ ମୋବିଲିଟି ଏବଂ ଏଆଣ୍ଡ୍‌ଏସ୍‌ ପାୱାରର ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ପରବର୍ତ୍ତୀ ପିଢ଼ିର ଲାଇ-ଆୟନ ବ୍ୟାଟେରି ପ୍ରଯୁକ୍ତିରେ ଗବେଷଣା, ନବସୃଜନ ଓ ବିକାଶକୁ ଆଗକୁ ବଢ଼ାଇବା ଏବଂ ଗୁଜରାଟରେ…

ଇଂଲଣ୍ଡକୁ ୪-୦ରେ ହରାଇଲା ଭାରତ

ଡସେଲଡର୍ଫ, ୨୨ା୮ଭାରତର ଜୁନିୟର ହକି ଦଳ ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଜୁନିୟର ହକି ଟୁର୍ନାମେଣ୍ଟରେ ଇଂଲଣ୍ଡକୁ ୪-୦ ଗୋଲ୍‌ରେ ହରାଇ ଦେଇଛି। ଭାରତ ତରଫରୁ ରାଜିନ୍ଦର ସିଂ (୧୩ତମ), ଅମିର ଅଲି (୩୩ତମ), ଅମନଦୀପ ଲାକ୍ରା (୪୧ତମ) ଓ ଅରିଜିତ୍‌ ସିଂ…

କାରବାର ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨।୮: ରାଜ୍ୟର ବିଭିନ୍ନ ପ୍ରାନ୍ତ ଏବଂ ଉଦ୍ୟୋଗୀଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ବିଭିନ୍ନ ସାମଗ୍ରୀର କାରବାର ବୃଦ୍ଧି ସହିତ ଲିଙ୍କେଜ୍‌ ମାଧ୍ୟମରେ ବ୍ରିଟେନ୍‌ର ବ୍ୟବସାୟୀଙ୍କ ମଧ୍ୟରେ ସୁଯୋଗ ଅନୁସନ୍ଧାନ କରିବା ଲକ୍ଷ୍ୟରେ ଓଡ଼ିଶାର ୭ ଜଣ ମହିଳା ଉଦ୍ୟୋଗୀଙ୍କ ଏକ ପ୍ରତିନିଧି…

ବିଶ୍ୱର ପ୍ରଥମ ଦେଶ ଭାବେ ଗର୍ଭବତୀ ମହିଳାମାନଙ୍କ ପାଇଁ ଆରଏସ୍‌ଭି ଟିକାକୁ ମଞ୍ଜୁରୀ ଦେଲା ଆମେରିକା

ଓ୍ବାଶିଂଟନ,୨୨।୮: ଆମେରିକା ଗର୍ଭବତୀ ମହିଳାମାନଙ୍କ ପାଇଁ ଏକ ଟିକାକୁ ଅନୁମୋଦନ କରିଛି। ଏହି ଟିକା ରେସ୍ପିରେଟୋରି ସିନ୍ସିଟିଆଲ ଭାଇରସ୍‌ (ଆରଏସଭି) ଦ୍ୱାରା ସୃଷ୍ଟି ହୋଇଥିବା ଶିଶୁମାନଙ୍କୁ ଗୁରୁତର ରୋଗରୁ ରକ୍ଷା କରିବ। ଏଭଳି ଟିକା ଅନୁମୋଦନ କରିବାରେ ଆମେରିକା ବିଶ୍ୱର ପ୍ରଥମ…

ଶାଲୁଙ୍କୁ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ

ଭୁବନେଶ୍ୱର,୨୨।୮(ଅଭୟ ଦାଶ): ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ ଜେଏସ୍‌ପି ଫାଉଣ୍ଡେଶନର ଚେୟାରପର୍ସନ୍‌ ଶାଲୁ ଜିନ୍ଦଲଙ୍କୁ ନିକଟରେ ସମ୍ମାନଜନକ ସିଏସ୍‌ଆର୍‌ ଟାଇମ୍ସ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ସାମାଜିକ ବିକାଶମୂଳକ କାର୍ଯ୍ୟକ୍ରମ…

ଏଚ୍‌ଏମ୍‌ଏସ୍‌ଆଇର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୨।୮: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ସ୍ବତନ୍ତ୍ର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଗ୍‌ୱିଙ୍ଗ୍‌ ଗ୍ରାହକମାନଙ୍କ ପାଇଁ ‘ବର୍ଦ୍ଧିତ ୱାରେଣ୍ଟି ଓ ବର୍ଦ୍ଧିତ ୱାରେଣ୍ଟିି ପ୍ଲସ୍‌’ କାର୍ଯ୍ୟକ୍ରମର ସର୍ବଭାରତୀୟ ଶୁଭାରମ୍ଭ ମଧ୍ୟ କରାଯାଇଛି। ଏପରି କି ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri