କିମ୍ସରେ ଖୁବ୍ଶୀଘ୍ର ବର୍ନ ୟୁନିଟ୍
ଭୁବନେଶ୍ୱର,୧୭।୭: କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା କିମ୍ସ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରି ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ଏକ ବିଶେଷ ଘୋଷଣା କରାଯାଇଛି। ଏପରିକି ହସ୍ପିଟାଲ ପକ୍ଷରୁ କୁହାଯାଇଛି, ଖୁବ୍ଶୀଘ୍ର…
ସୋନିର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୧୭।୭: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ନୂଆ ପାର୍ଟି ସ୍ପିକର ଏସ୍ଆର୍ଏସ୍-ଏକ୍ସଭି୮୦୦କୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଏଥିରେ ସବୁ ଦିଗକୁ ମୁହଁ କରିଥିବା ପାର୍ଟି ସାଉଣ୍ଡ ରହିଛି, ଯାହା କୋଠରିର ପ୍ରତିଟି କୋଣରେ ସ୍ପଷ୍ଟ ସାଉଣ୍ଡ ପହଞ୍ଚାଇବ। ଏକ୍ସ-ବାଲାନ୍ସ…
ଡା.ଏସ୍.କେ.ଦାଶଙ୍କୁ ମାନବବାଦୀ ସମ୍ମାନ
ଭୁବନେଶ୍ୱର,୧୭।୭: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଳିଙ୍ଗ ହସ୍ପିଟାଲ ଲିମିଟେଡ୍ର ଅଧ୍ୟକ୍ଷ ଡା. ଏସ୍ .କେ.ଦାଶଙ୍କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଡା.ଦାଶଙ୍କୁ ଆର୍କ କ୍ଲମ୍ଫ ସୋସାଇଟିର ସମ୍ମାନଜନକ ସଦସ୍ୟତା ସହ ଆମେରିକାର ମିନେସୋଟାର ରୋଟାରି…
କିଆ ଇଣ୍ଡିଆର ନୂଆ ମାଇଲଖୁଣ୍ଟ
ଭୁବନେଶ୍ୱର,୧୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆ ନିକଟରେ ଏକ ଐତିହାସିକ ସଫଳତା ହାସଲ ସହ ବିଗତ ୪୬ ମାସରେ ୧୦ ଲକ୍ଷ ୟୁନିଟ୍ ଯାନ ଉତ୍ପାଦନକରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏପରିକି ଆନ୍ଧ୍ରପ୍ରଦେଶସ୍ଥିତ ଅନନ୍ତପୁରଠାରେ…
ସୁଲଭ ମୂଲ୍ୟରେ ମିଳିବ ୪ଜି ସ୍ମାର୍ଟଫୋନ୍
ଭୁବନେଶ୍ୱର, ୧୭।୭: ଦେଶର ପ୍ରମୁଖ ସ୍ମାର୍ଟଫୋନ୍ ତଥା ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ୍ ପୋକୋ ଇଣ୍ଡିଆ ଏବଂ ଏୟାରଟେଲ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା/ବୁଝାମଣା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପୋକୋ ଇଣ୍ଡିଆ ସବୁଠାରୁ ଶସ୍ତା ୪ଜି ସ୍ମାର୍ଟଫୋନ୍ର ଶୁଭାରମ୍ଭ କରିବା ପାଇଁ…
ରାଉରକେଲାରେ ପ୍ରେଷ୍ଟିଜ୍ର ଏକ୍ସକ୍ଲୁଜିଭ୍ ଷ୍ଟୋର
ରାଉରକେଲା,୧୭।୭(ବିପ୍ଳବ ରଞ୍ଜନ ଦାଶ): ପ୍ରେଷ୍ଟିଜ୍ର ଏକ୍ସକ୍ଲୁଜିଭ୍ ଷ୍ଟୋର ପ୍ରଥମ ଥର ପାଇଁ ରାଉରକେଲା ଡେଲି ମାର୍କେଟସ୍ଥିତ ହରିୟାଣା ଭବନ ନିକଟରେ ରବିବାର ଉଦ୍ଘାଟିତ ହୋଇଯାଇଛି। ଏଥିରେ ଅଙ୍କିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଶୋ’ରୁମ୍କୁ ଉଦ୍ଘାଟନ କରିଥିଲେ। ଉତ୍ସବରେ…
ଟିପିଏସ୍ଡିଆଇ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ
ଭୁବନେଶ୍ୱର, ୧୭।୭: ଟାଟା ପାଓ୍ବାର ସ୍କିଲ୍ ଡେଭେଲପମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ (ଟିପିଏସ୍ଡିଆଇ) ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ ( ଓ୍ବାର୍ଲଡ ୟୁଥ୍ ସ୍କିଲ୍ ଡେ) ପାଳିତ ହୋଇଯାଇଛି। ବିଶେଷକରି ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ଆବଶ୍ୟକ ଓ ସବୁଜ ନିଯୁକ୍ତି ଦକ୍ଷତା ଉପରେ…
ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୧୭।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ନାଇମ (ଏନ୍ଆଇଇଏମ ଦି ଇନଷ୍ଟିଚ୍ୟୁଟ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟ) ଭୁବନେଶ୍ୱରର ୭ମ ବାର୍ଷିକ ଉତ୍ସବ ତଥା ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଲଡିଂ ଆଣ୍ଡ ଅଦର କନ୍ଷ୍ଟ୍ରକଶନ ଓ୍ବାର୍କସ େଓଲଫେୟାର…
ମସ୍ଜିଦ ପ୍ରବେଶ ବନ୍ଦ କଲେ ଜିଲାପାଳ
ଔରଙ୍ଗାବାଦ, ୧୭ା୭ : ମହାରାଷ୍ଟ୍ରର ଜଲଗାଁଓ ଜିଲାରେ ଥିବା ଏକ ମସ୍ଜିଦ ପରିସରକୁ ପ୍ରବେଶ ଉପରେ ଜିଲାପାଳ ନିଷେଧାଦେଶ ଲଗାଇବା ପରେ ଏହାକୁ ବିରୋଧ କରି ପରିଚାଳନା ଟ୍ରଷ୍ଟ ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ୍ଙ୍କ ଦ୍ୱାରସ୍ଥ ହୋଇଛି। ମସ୍ଜିଦ ଢାଞ୍ଚାରେ ମନ୍ଦିର…
ସମସ୍ତଙ୍କ ପାଇଁ ନ୍ୟାୟ ଅପରିହାର୍ଯ୍ୟ
ପୃଥିବୀରେ ଭିନ୍ନ ଭିନ୍ନ ସମସ୍ୟା ରହିଛି। ସୀମାଠୁ ଆରମ୍ଭ କରି ଶରଣାର୍ଥୀ, ଆତଙ୍କବାଦ ସହିତ ସାମ୍ପ୍ରଦାୟିକ ହିଂସା ଆଦି ସମସ୍ୟାର ସଫଳ ସମାଧାନ ଆବଶ୍ୟକ। ପୃଥିବୀର ପ୍ରତିଟି ମଣିଷକୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ପ୍ରାସଙ୍ଗିକ ମଧ୍ୟ।…
ସୋଲାର ଲାଇଟ ବୋର୍ଡ଼ ଚୋରି କରି ଧରାପଡ଼ିଲେ ୪ ଅଭିଯୁକ୍ତ
ନାକଟିଦେଉଳ,୧୬ା୭(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଧୀନ ପେଣ୍ଠବାହାଳ ଗ୍ରାମ ରାସ୍ତାପାର୍ଶ୍ୱରେ ଲାଗିଥିବା ସୋଲାର ଲାଇଟ ବୋର୍ଡ଼ ଚୋରି ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପେଣ୍ଠବାହାଳ ଗ୍ରାମର ଅରୁଣ ନାଏକ, ଅମିତ ଦାସ, ସୁଧାଂଶୁ…
ଇଞ୍ଜିନକୁ ଛାଡ଼ିି ଗଡ଼ିଗଲା ବଗି
ନନ୍ଦପୁର, ୧୬ା୭(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡଲ ରେଳ ଧାରଣାରେ ପୁଣି ରେଳଇଞ୍ଜିନ ବଗିକୁ ଛାଡି ଚାଲିଯିବା ଘଟଣା ଦେଖିବାକୁ ମିଳିଛି। ରବିବାର ପାଡୁଆ ଷ୍ଟେଶନ ନିକଟରେ ବିଶାଖାପାଟଣା ଯାଉଥିବା ଏକ ମାଲବାହୀ ଟ୍ରେନର ଇଞ୍ଜିନ…
Archives


