ମାଡ଼ିଗଲା କାର୍: ୨ କାଉଡ଼ିଆଙ୍କ ଜୀବନ ଗଲା
ଆସିକା,୨୧ା୮(ସୁରେନ୍ଦ୍ର ନାଥ ସାହୁ)/ବୁଗୁଡ଼ା(କାଳିଚରଣ ଦାଶ): ଶ୍ରାବଣ ସୋମବାର ପାଇଁ ଶିବ ମନ୍ଦିରକୁ ପାଣି ଭାର ନେଇ ଯାଉଥିବା କାଉଡିଆଙ୍କ ଉପରେ କାର୍ ମାଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲା ଆସିକା-ବାଲିପଦର…
‘ବିହାର ଜାତିଗତ ସର୍ଭେ ଉପରେ ସେ ପର୍ଯ୍ୟନ୍ତ ରୋକ ଲଗାଯିବନି, ଯେ ପର୍ଯ୍ୟନ୍ତ…’, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ
ନୂଆଦିଲ୍ଲୀ,୨୧।୮: ବିହାର ସରକାରଙ୍କୁ ଜାତିଗତ ସର୍ବେକ୍ଷଣର ଅନୁମତି ଦେଇଥିବା ପାଟନା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦେଇଥିବା ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସୋମବାର ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ, ସେ ଏହି ପ୍ରକ୍ରିୟା ଉପରେ…
ନୂଆଖାଇ ପରଦିନକୁ ସରକାରୀ ଛୁଟି ଘୋଷଣା କରାଯାଉ
ସମ୍ବଲପୁର,୨୧ା୮(ଶୁଭାଶିଷ ପାଢୀ): ଆସନ୍ତା ସେପ୍ଟେମ୍ବର ୨୦ରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଳନ ହେବ। ଏହି ଅବସରରେ ସରକାରୀ ଭାବେ ନୂଆଖାଇ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି। ଏହାକୁ ବୃଦ୍ଧି କରି ଦୁଇଦିନ ଛୁଟି ଘୋଷଣା କରାଯାଉ ବୋଲି…
ନବ ବିବାହିତାଙ୍କ ମୃତଦେହ ଜବତ
ଚମ୍ପୁଆ,୨୧ା୮(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଏନ୍ଏସି ୨ ନଂ. ୱାର୍ଡର ଶିରପୁର ଗାଁରେ ଜଣେ ନବ ବିବାହିତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଜବତ କରିଛି। ମୃତକ ଗ୍ରାମର ଅନୀତା ମହାନ୍ତ (୨୬)। ଏ ନେଇ…
ଚାଲାଣ ବେଳେ ୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କଲେ ଗ୍ରାମବାସୀ
ବାଲିଆପାଳ, ୨୧।୮(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ-କର୍ମଦ୍ଦା ରାସ୍ତା ଛୁଟଖାନପୁର ଦେଇ ରବିବାର ରାତିରେ ୨ଟି ପିକଅପ୍ରେ ଗୋରୁ ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ଅଟକାଇ ଗାଡ଼ି ଭଙ୍ଗାରୁଜା କରିବା ସହ ୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରି ଥାନା…
ବିଜୟ ସେଲିବ୍ରେଶନ ପରେ ଜାଣିଲେ ବାପାଙ୍କ ମୃତ୍ୟୁ ଖବର
ମାଡ୍ରିଡ୍,୨୧ା୮: ଫିଫା ମହିଳା ବିଶ୍ୱକପ ଫାଇନାଲରେ ସ୍ପେନ୍କୁ ଟାଇଟଲ ବିଜୟୀ କରିବା ପରେ ପିତାଙ୍କ ମୃତ୍ୟୁ ଖବର ପାଇଥିଲେ ଅଧିନାୟିକା ଓଲଗା କାରମୋନା। ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ସ୍ପେନ୍ ଅଧିନାୟିକା ଓଲଗାଙ୍କ ପିତାଙ୍କ ପରଲୋକ ହୋଇଥିଲା। ମ୍ୟାଚ୍ ଚାଲିଥିବା…
କୁରାଡିହା ସରପଞ୍ଚଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ
ରୂପସା, ୨୧।୮(ବାଞ୍ଛାନିଧି ଦେ)-ବାଲେଶ୍ୱର ସଦର ବ୍ଲକ ଅଧୀନ କୁରାଡ଼ିହା ପଞ୍ଚାୟତ ସରପଞ୍ଚ ନିରଞ୍ଜନ ଧଳ (୪୮) ସୋମବାର ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ବସ୍ତା ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।…
ଦମ୍ପତି ଦୁଇଟି ଘର ହାତେଇବା ଘଟଣା: ନିଲମ୍ବିତ ହେଲେ ପିଇଓ
ନୀଳଗିରି, ୨୧।୮(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘରକୁ ଏକ ଦମ୍ପତି ହାତେଇବା ଘଟଣା ନେଇ ବାଲେଶ୍ୱର ଜିଲାପାଳଙ୍କଠାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ତଦନ୍ତ ହୋଇ ତକତ୍ାଳୀନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଣି(ପିଇଓ) ଶାନ୍ତିଲତା…
ସାର କଳାବଜାର ନେଇ ଚଢାଉ: ଜଣଙ୍କୁ ନୋଟିସ
କେନ୍ଦୁଝର, ୨୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କୃଷି ବିଭାଗ ଫର୍ଟିଲାଇଜର ସ୍କ୍ବାର୍ଡ ପକ୍ଷରୁ ସୋମବାର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ବଜାରରେ ଥିବା ସାର ବିକ୍ରୟ କେନ୍ଦ୍ର ଉପରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ଅଧିକ ଦରରେ ୟୁରିଆ…
ଜମି ଘୋଟାଲାରେ ୨ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପଚରାଉଚରା
କାଠମାଣ୍ଡୁ,୨୧।୮: ନେପାଳର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ଦେଶର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ କୁମାର ନେପାଳ ଏବଂ ବାବୁରାମ ଭଟ୍ଟରାଇଙ୍କୁ ପ୍ରଥମ ଥର ପାଇଁ ପଚରାଉଚରା କରିଛି। ଲଳିତା ନିବାସ ଜମି ଘୋଟାଲାରେ ପଚରାଉଚରା କରାଯାଇଛି। ଅନୁସନ୍ଧାନକାରୀ ସଂସ୍ଥା ସୋମବାର ଏହି…
ମଣିପୁର, ତ୍ରିପୁରା ଗସ୍ତ କରିପାରନ୍ତି ପ୍ରିୟଙ୍କା
ନୂଆଦିଲ୍ଲୀ,୨୧।୮: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଖୁବ୍ଶୀଘ୍ର ମଣିପୁର ଏବଂ ତ୍ରିପୁରା ଗସ୍ତ କରିପାରନ୍ତି। ତ୍ରିପୁରାର ବରିଷ୍ଠ କଂଗ୍ରେସ ବିଧାୟକ ସୁଦୀପ ରୟ ବର୍ମନ କହିଛନ୍ତି ଯେ, ସେ ଏହି ଗସ୍ତ ସମ୍ପର୍କରେ ତାଙ୍କ ସହ କଥା ହୋଇସାରିଛନ୍ତି ଏବଂ…
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଦ ଛୁଇଁଲେ ରଜନୀକାନ୍ତ, ଭାଜପା ଉପରେ ବର୍ଷିଲେ ଅଖିଳେଶ
ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ସାକ୍ଷାତ ଉପରେ ରାଜନୀତି ଆରମ୍ଭ ହୋଇଛି। ଫିଲ୍ମ ‘ଜେଲର’ର ପ୍ରମୋଶନ ପାଇଁ ରଜନୀକାନ୍ତ ଲକ୍ଷ୍ନୌ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ।ଯାହାକୁ ନେଇ ଉତ୍ତରପ୍ରଦେଶରେ…
Archives


