ରାଜସ୍ଥାନ ଅର୍ଥନୀତି ୩୫.୭୧ ଲକ୍ଷ କୋଟିରେ ପହଞ୍ଚାଇବା ଲକ୍ଷ୍ୟ
ଜୟପୁର,୨୩ା୮: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ ରାଜସ୍ଥାନ ସରକାର କ୍ରମାଗତ ଭାବେ ବିକାଶର ନୂଆ ଦିଗ ଉନ୍ମୋଚନ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଏହାକୁ ଦେଶର ଏକ ମଡେଲ ରାଜ୍ୟରେ ପରିଣତ କରିଛି। ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ…
ଜଷ୍ଟିସ୍ ଶ୍ରୀବାସ୍ତବ ଏନ୍ଜିଟିର ନୂଆ ଅଧ୍ୟକ୍ଷ
ନୂଆଦିଲ୍ଲୀ,୨୩।୮(ପି.ଟି): କାଲକାଟା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବଙ୍କୁ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସେ ବୁଧବାର ନୂଆ ଦାୟିତ୍ୱ ଗ୍ରହଣ କରିବେ। ଏନ୍ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ଆଦର୍ଶ କୁମାର ଗୋଏଲ ଅବସର ନେବା ପରେ…
ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶାର ୪୦ ଛାତ୍ରୀଛାତ୍ର
ନୂଆଦିଲ୍ଲୀ,୨୩।୮(କୁଲଦୀପ ସିଂ): ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲର ୪୦ ଜଣ ଛାତ୍ରୀଛାତ୍ର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ମଙ୍ଗଳବାର ସକାଳେ ଛାତ୍ରୀଛାତ୍ରମାନେ ରାଷ୍ଟ୍ରପତି ଭବନ ଯାଇଥିଲେ। ମୟୂରଭଞ୍ଜର ୨ଜଣ ଛାତ୍ରୀଛାତ୍ର ରାଷ୍ଟ୍ରପତିଙ୍କୁ ୩ଟି ଉପହାର ପ୍ରଦାନ କରିଥିଲେ।…
ଦାଗହୀନ ବିରଳ ଜିରାଫ
ନାସଭିଲେ: ଜିରାଫ କହିଲେ ଆମେ ଲମ୍ବା ବେକ ସହ ଦେହରେ ଛୋଟ ଛୋଟ ଦାଗ ଥିବା ଜନ୍ତୁକୁ ବୁଝିଥାଉ। ହେଲେ ନିକଟରେ ଏପରି ଏକ ଜିରାଫ ଜନ୍ମ ହୋଇଛି, ଯାହା ଦୁନିଆର ସବୁଠୁ ବିରଳ ଜିରାଫ। ତା’ ଦେହରେ ଜିରାଫଙ୍କ ଭଳି…
ମେଶିନ ସାହାଯ୍ୟରେ ଚୁଟିକଟା
ୱାଶିଂଟନ: ଭଲ ପୋଷାକ ପିନ୍ଧିବା ସହ ଭଲ ବେଶଭୂଷାରେ ରହିବାକୁ ସମସ୍ତେ ପସନ୍ଦ କରନ୍ତି। ସେଥିପାଇଁ ଅନେକେ ପାର୍ଲର ଯାଇ ସେଠାରେ ନିଜ ଚୁଟିକୁ ମଧ୍ୟ ବିଭିନ୍ନ ଷ୍ଟାଇଲରେ କାଟିଥାନ୍ତି। ହେଲେ ନିକଟରେ ଜଣେ ବ୍ୟକ୍ତି ନିଜ ପାଇଁ ଏକ ବିଶେଷ…
୬୦୦ ଫୁଟ ତଳେ ଅଜ୍ଞାତ ଦୁନିଆ
ବେଜିଂ: ଦୁନିଆରେ ଏପରି କିଛି ଜାଗା ରହିଛି, ଯାହା ବାବଦରେ ଏହି ଆଧୁନିକ ଯୁଗରେ ମଣିଷ ଏବେ ବି ବିଜ୍ଞ। ସେହି ସବୁ ଜାଗା ପ୍ରକୃତିର ଶକ୍ତିଶାଳୀ ଜାଗା ମଧ୍ୟରୁ ଗୋଟେ। ଏପରି ଏକ ପ୍ରକୃତିର ଚମତ୍କାର ଚାଇନାରେ ଦେଖିବାକୁ ମିଳିଛି।…
ବଜାରରେ ହୋଣ୍ଡାର ନ୍ୟୁ ଲିଭୋ
ଭୁବନେଶ୍ୱର,୨୩।୮: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ହୋଣ୍ଡା ନ୍ୟୁ ଲିଭୋ-୨୦୨୩’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି…
ଡାଇ-ଇଚି ଲାଇଫ୍ ସହ ରିନ୍ୟୁବାଇର ସହଭାଗିତା
ଭୁବନେଶ୍ୱର,୨୩।୮: ଦେଶର ପ୍ରମୁଖ ବୀମା କମ୍ପାନୀ ରିନ୍ୟୁବାଇ ଏବଂ ଡାଇ-ଇଚି ଲାଇଫ୍ ହୋଲ୍ଡିଂସ ଇଙ୍କ୍ ମଧ୍ୟରେ ଏକ ବାଣିଜି୍ୟକ ସହଭାଗିତା ନିକଟରେ ହୋଇଯାଇଛି। ଉଭୟ ସଂସ୍ଥାର ମିଳିତ ସହଯୋଗରେ ପାଣ୍ଠି ସଂଗ୍ରହ ସହ କାରବାର ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ଉଭୟ…
ରଣବୀର ସିଂ ଲାଭିର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୨୩।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ପ୍ରିମିୟମ ବ୍ୟାଗ୍ ବ୍ରାଣ୍ଡ୍ ଲାଭି ସ୍ପୋର୍ଟ ବଲିଉଡ୍ ଅଭିନେତା ରଣବୀର ସିଂଙ୍କୁ ବ୍ରାଣ୍ଡ୍ର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ବିଶେଷକରି ବ୍ରାଣ୍ଡ୍ର ଉତ୍ପାଦଗୁଡିକ ବଜାରର ଶେଷ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାରେ ରଣବୀର…
ଟାଟା ଷ୍ଟିଲ୍ ମାଇନିଂକୁ ଏକ୍ସଲେନ୍ସ ପୁରସ୍କାର
ଭୁବନେଶ୍ୱର,୨୩।୮: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍)କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ତଥା ପୁରସ୍କାର ଦିଆଯାଇଛି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ପୂର୍ବାଞ୍ଚଳ ୟୁନିଟ୍ ପକ୍ଷରୁ କୋଲକାତାଠାରେ ଆୟୋଜିତ ୧୭ତମ ସୁରକ୍ଷା ସିମ୍ପୋଜିୟମ୍ ଓ ଏକ୍ସପୋଜିସନ କାର୍ଯ୍ୟକ୍ରମରେ ଟାଟା…
ଭାରତ ଏନ୍ସିଏପିର ଶୁଭାରମ୍ଭ କଲେ ଗଡ୍କରୀ
ଭୁବନେଶ୍ୱର,୨୩।୮(ଅଭୟ ଦାଶ): ସାରା ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ସଡକ ଦୁର୍ଘଟଣା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଯାଇଛି। ଉକ୍ତ ଘଟଣାର ହ୍ରାସ ସହିତ ସୁରକ୍ଷା ମାନ ବୃଦ୍ଧି ସହ ସଡ଼କ ନିରାପତ୍ତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ନୂତନ ଯୋଜନା…
ଲଣ୍ଡନରେ ଐତିହାସିକ ଇଣ୍ଡିଆ କ୍ଲବ୍ ବନ୍ଦ ହେବ
ଲଣ୍ଡନ,୨୩ା୮(ପି.ଟି.): ଲଣ୍ଡନର ଇଣ୍ଡିଆ କ୍ଲବକୁ ବନ୍ଦ କରିଦେବା ଲାଗି ଘୋଷଣା କରାଯାଇଛି। ବନ୍ଦ ବିରୋଧରେ ଦୀର୍ଘଦିନ ଧରି ଚାଲିଥିବା ଆଇନଗତ ଲଢ଼େଇରେ ହାରିଯାଇଥିବାରୁ ଆସନ୍ତା ମାସରେ ଇଣ୍ଡିଆ କ୍ଲବ୍ ବନ୍ଦ ହେବାକୁ ଯାଉଛି। ସ୍ବାଧୀନତା ଆନ୍ଦୋଳନ ବେଳେ କ୍ରିଷ୍ଣ ମେନନଙ୍କ ସମେତ…
Archives


