ଇସିଙ୍କ ଜାତୀୟ ଆଇକନ୍ ହେବେ ତେନ୍ଦୁଲକର
ନୂଆଦିଲ୍ଲୀ,୨୩ା୮(ପି.ଟି.): କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନିର୍ବାଚନ କମିଶନ(ଇସି)ଙ୍କ ଜାତୀୟ ଆଇକନ୍ ହେବାକୁ ଯାଉଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ଭୋଟର ସାମିଲ ହେବା ଲାଗି ସେ ପ୍ରୋତ୍ସାହିତ କରିବେ। ବୁଧବାର ତେନ୍ଦୁଲକର ଏବଂ ନିର୍ବାଚନ କମିଶନଙ୍କ ମଧ୍ୟରେ ବୁଝାମଣା ପତ୍ର…
୨୦୫୦ ସୁଦ୍ଧା ଶହେ କୋଟି ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ହେବେ
ନୂଆଦିଲ୍ଲୀ,୨୩।୮: ବିଶ୍ୱର ପ୍ରାୟ ଶହେ କୋଟିରୁ ଊର୍ଦ୍ଧ୍ୱ ଲୋକ ୨୦୫୦ ସୁଦ୍ଧା ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ହେବେ, ଯାହା ସାଧାରଣତଃ ଗଣ୍ଠିକୁ ଅଧିକ ସଂକ୍ରମିତ କରିବ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ବିଶ୍ୱ ଜନସଂଖ୍ୟାର ପ୍ରାୟ ୧୫% ଲୋକ…
୯୪.୭ କୋଟି ସାଇବର ଆକ୍ରମଣ ରୋକାଯାଇଛି
ନୂଆଦିଲ୍ଲୀ,୨୩ା୮: ଭାରତରେ ସାଇବର ଆକ୍ରମଣ ମହାମାରୀ ଭଳି ବ୍ୟାପିଚାଲିଛି। ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଦ୍ୱିତୀୟ ତ୍ରୈମାସିକରେ ଦେଶରେ ୯୪.୭ କୋଟିରୁ ଊର୍ଦ୍ଧ୍ୱ ସାଇବର ଆକ୍ରମଣକୁ ରୋକାଯାଇଛି। ସାରା ବିଶ୍ୱରେ ୧୧୦ କୋଟି ସାଇବର ଆକ୍ରମଣକୁ ପଣ୍ଡ କରାଯାଇଛି।…
ସ୍ରେଥା ଥାଭିସିନ୍ ହେବେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ
ବ୍ୟାଙ୍କକ୍,୨୩ା୮: ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକ୍ସିନ୍ ଶିନାଓ୍ବାତ୍ରାଙ୍କ ଥାଇ ପାର୍ଟି ମଙ୍ଗଳବାର ପାର୍ଲାମେଣ୍ଟ ଭୋଟରେ ବିଜୟୀ ହୋଇଛି। ମୋଟ ୭୨୭ ଏମ୍ପିଙ୍କ ମଧ୍ୟରୁ ୪୮୨ ଜଣ ରିଅଲ ଇଷ୍ଟେଟ୍ ବାଦଶାହା ସ୍ରେଥା ଥାଭିସିନ୍ଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଫଳରେ ଗତ ମେ’…
ଡିଆଇଜି ବ୍ରିଜେଶ ରାୟଙ୍କୁ ବଦଳି
ଭୁବନେଶ୍ୱର,୨୩ା୮(ଅନିଲ ଦାସ): ଜଣେ ମହିଳା ହୋମ୍ଗାର୍ଡଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ରାଜ୍ୟ ସରକାର କଟକସ୍ଥିତ ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ତାଙ୍କ ସ୍ତ୍ରୀ ଜଣେ ମହିଳା ହୋମ୍ଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଉପରେ…
ଶେଷ କିଛି ମିନିଟ୍ ଛାତି ଧଡ଼ଧଡ଼
ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଉଦ୍ୟମ କରିବ। ଏହି ଶେଷ କିଛି ମିନିଟ୍ ସବୁଠୁ କଠିନ ସମୟ ହୋଇଥିଲାବେଳେ ସାରା ଦେଶର ଛାତି ଧଡ଼ଧଡ଼ ହେବ ବୋଲି କୁହାଯାଉଛି। ଏହା କଡ଼ା…
‘ବେଆଇନ ପ୍ରତିବନ୍ଧକ ବିଶ୍ୱ ଅର୍ଥନୀତିରେ ଗୁରୁତର ପ୍ରଭାବ ପକାଉଛି’, ବ୍ରିକ୍ସ ବ୍ୟବସାୟ ଫୋରମରେ ପୁଟିନ୍ଙ୍କ ବାର୍ତ୍ତା
ମସ୍କୋ,୨୩।୮: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ବ୍ରିକ୍ସ ବ୍ୟବସାୟ ଫୋରମରେ ରୁଷିଆର ରାଷ୍ଟ୍ରପତି ପୁଟିନ୍ଙ୍କ ପୂର୍ବର ରେକର୍ଡ ହୋଇଥିବା ସନ୍ଦେଶକୁ ଚଲାଯାଇଛି। ଯେଉଁଥିରେ ପୁଟିନ୍ କହିଛନ୍ତି ଯେ ସାର୍ବଭୌମତ୍ୱ ଦେଶଗୁଡିକର ସମ୍ପତ୍ତିକୁ ଜବତ କରିବା ଏବଂ ଅବୈଧ ପ୍ରତିବନ୍ଧକ ଯୋଗୁଁ ଅନ୍ତର୍ଜାତୀୟ…
ପ୍ରଥମ ବିଶ୍ୱଯୁଦ୍ଧରେ ଭାରତୀୟ ସୈନିକଙ୍କ ଅବଦାନ ହେବ ପ୍ରଦର୍ଶିତ, ଜାତୀୟ ସେନା ସଂଗ୍ରହାଳାୟର ନୂଆ ପଦକ୍ଷେପ
ଲଣ୍ଡନ,୨୩।୮: ଇଂଲଣ୍ଡର ଜାତୀୟ ସେନା ସଂଗ୍ରହାଳୟରେ ନୂଆ ପ୍ରଦର୍ଶନୀର ଆରମ୍ଭ ହୋଇଛି, ଯେଉଁଥିରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭାରତୀୟ ସେନାର ଅବଦାନକୁ ଦର୍ଶାଯାଇଛି। ଜାତୀୟ ସେନା ସଂଗ୍ରହାଳୟ ଇଂଲଣ୍ଡର ଲଣ୍ଡନରେ ଅବସ୍ଥିତ। ସଂଗ୍ରହାଳୟରେ ଫଟୋଗ୍ରାଫ, ଚିତ୍ରକଳା, ଚିତ୍ର, ଡକ୍ୟୁମେଣ୍ଟ ଏବଂ ପଦକ…
ପାକିସ୍ତାନ ସୀମାରେ ଡ୍ରଗ୍ସ ଚୋରାଚାଲାଣ ଅଭିଯୋଗରେ ୬ଭାରତୀୟ ଗିରଫ
ଇସଲାମାବାଦ,୨୩।୮: ନିଶା ପଦାର୍ଥ, ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦର ଚୋରାଚାଲାଣ ଅଭିଯୋଗରେ ପାକିସ୍ତାନୀ ‘ରେଞ୍ଜର୍ସ’ ୬ଜଣ ଭାରତୀୟଙ୍କୁ ଗିରଫ କରିଛି। ପାକିସ୍ତାନର ସେନା ମଙ୍ଗଳବାର ଏହି ସୂଚନା ଦେଇଛି। ପାକିସ୍ତାନୀ ସେନା ଅନୁଯାୟୀ ଏହି ଗିରଫ ୨୯ ଜୁଲାଇରୁ ୩ ଅଗଷ୍ଟ…
ସେପ୍ଟେମ୍ବର ୭ରୁ ୧୦ ଯାଏ ଭାରତରେ ରହିବେ ବାଇଡେନ, ଜି -୨୦ ଶିଖର ସମ୍ମିଳନୀରେ ହେବେ ସାମିଲ
ନୂଆଦିଲ୍ଲୀ,୨୩।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜି -୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଆସନ୍ତା ସେପ୍ଟେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିବନ ମଙ୍ଗଳବାର ଏହି ସୂଚନା…
ମା‘ର ମମତା: ଜୀବନକୁ ଖାତିର ନ କରି ଗୁଣ୍ଡାଙ୍କ ସହ ଲଢ଼ି ବଞ୍ଚାଇଲେ ପୁଅଙ୍କର ଜୀବନ…
ପାଟନା,୨୨।୮ : କୌଣସି ମା ପାଇଁ, ନିଜ ପିଲାମାନଙ୍କଠାରୁ ବଡ଼ କିଛି ନାହିଁ। ମା ନିଜ ପିଲାଙ୍କୁ ସୁରକ୍ଷା ଦେବାକୁ ଜୀବନ ସହ ବାଜି ଲଗାଇଦେଇଥାନ୍ତି। ଜଣେ ମା ନିଜ ପିଲାମାନଙ୍କ ପ୍ରତି ସ୍ନେହ ଏବଂ ପ୍ରେମ ଆଚରଣ ପ୍ରଦର୍ଶନକରିବା ସହିତ…
ଓଏଏସ୍ ଅଫିସରସ୍ତରରେ ବଦଳି: ଆଶିଷ କୁମାର ଜେନାଙ୍କୁ ଯୁଗ୍ମ ଏସ୍ଆର୍ସି ଦାୟିତ୍ୱ
ଭୁବନେଶ୍ୱର, ୨୨।୮(ସୁନିତ୍ ମିଶ୍ର): ରାଜ୍ୟ ସରକାର ମଙ୍ଗଳବାର ଓଏଏସ୍ ଅଫିସର ସ୍ତରରେ ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜସ୍ବ ଅଧିକାରୀ ପ୍ରଶିକ୍ଷଣ ସଂସ୍ଥାନ(ରୋଟି) ଯୁଗ୍ମ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ଅଫିସର ଆଶିଷ କୁମାର…
Archives


