Home Left

ପରିବା ଚାଷ ନାହିଁ, ବାହାର ଜିଲାକୁ ଭରସା

ରାଇକିଆ,୧୮ା୭(ପ୍ରଦୀପ ବେହେରା): ରାଇକିଆ ଅଞ୍ଚଳରେ ଗତ କିଛିଦିନ ହେଲା ପନିପରିବା ଅଭାବ ଦେଖାଦେଇଛି। ବଜାରକୁ ଆଦୌ ପନିପରିବା ଆସୁ ନ ଥିବା ବେଳେ ଯାହା ଆସୁଛି ଚଢ଼ା ଦରରେ ବିକ୍ରି ହେଉଛି। ଫୁଲ କୋବି, ବନ୍ଧା କୋବି, ବିନ୍ସ ଉତ୍ପାଦନ ପାଇଁ…

ବିପଦରେ ବ୍ରିଟିଶ ଅମଳର ସାହେବ କେନାଲ

ଛତ୍ରପୁର,୧୮ା୭(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲାରେ ସମୁଦ୍ର ଓ ଚିଲିକାକୁ ସଂଯୋଗ କରୁଥିବା ବ୍ରିଟିଶ ଅମଳର ପାଲୁର ସାହେବ କେନାଲ ଦୀର୍ଘଦିନ ହେଲା ପୁନରୁଦ୍ଧାର ହୋଇନି। ଏଥିଯୋଗୁ କେନାଲରେ ଆଉ ଠିକ ଭାବେ ପାଣି ପ୍ରବାହିତ ହେଉ ନ ଥିବାରୁ ଅନେକ…

ଏନଡିଏରେ ସାମିଲ ହେବେ ଚିରାଗ ପାସୱାନ, ନଡ୍ଡା କହିଲେ ପରିବାରକୁ ସ୍ବାଗତ

ନୂଆଦିଲ୍ଲୀ,୧୮।୭: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଅନ୍ୟ ଏକ ଦଳ ଏନଡିଏରେ ଯୋଗ ଦେଇଛନ୍ତି। ଚିରାଗ ପାସୱାନ ଏନଡିଏରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଦଳର…

ସୁରକ୍ଷାବାହିନୀକୁ ସଫଳତା: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୧୮।୭: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ପୁଞ୍ଚର ସିନ୍ଧ୍ରା ଅଞ୍ଚଳରେ ମିଳିତ ଅପରେଶନରେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନା ଅଧିକାରୀଙ୍କ ସଚନାନୁସାରେ, ମଙ୍ଗଳବାର ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ…

ନାଗ ଓଗାଳିଲା କୁକୁଡ଼ା ଅଣ୍ଡା

ଉଦଳା,୧୮ା୭(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ରାଇଦାଣ୍ଡିଆ ଗ୍ରାମର ଧରଣୀ ମଲ୍ଲିକଙ୍କ କୁକୁଡ଼ା ଭାଡ଼ିରେ ପଶିଥିବା ନାଗ ସାପ ଉଦ୍ଧାର ହୋଇଛି। ସ୍ନେକ ଲାଇଫ୍‌ ଲାଇନ ସଦସ୍ୟ ଅଭିନନ୍ଦନ ଦଣ୍ଡପାଟ ଉଦ୍ଧାର କରିବା ପରେ ଏହି ସାପ…

୮ ଚିତାଙ୍କ ମୃତ୍ୟୁ ପରେ ହଟିଲେ କୁନୋ ଜାତୀୟ ଉଦ୍ୟାନର ବନ ଅଧିକାରୀ

ଭୋପାଳ,୧୮।୭: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୪ ମାସରୁ କମ୍‌ ସମୟ ମଧ୍‌ୟରେ ୫ ବୟସ୍କ ଚିତା ଏବଂ ୩ ଛୁଆ ଚିତାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସୋମବାର ଜଙ୍ଗଲ ମୁଖ୍ୟ ସଂରକ୍ଷଣକାରୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ୧୯୮୭…

ବର୍ଷାଦିନ ଆସିଲେ ବଦଳିଯାଏ ବାଣିଦା ଗାଁର ଚିତ୍ର

ଜଳେଶ୍ୱର, ୧୮ା୭(ରବିନାରାୟଣ ପାତ୍ର): ଜଳେଶ୍ୱର ବ୍ଲକ ସଦରମହକୁମା ଠାରୁ ୮ କି.ମି. ଦୂର ସୁଗୋ ପଞ୍ଚାୟତ ଅଧୀନ ବାଣିଦା ଗାଁର ଲୋକମାନେ ବିଭିନ୍ନ ସମସ୍ୟା ମଧ୍ୟରେ କାଳାତିପାତ କରୁଛନ୍ତି । ବର୍ଷା ଦିନ ଆସିଲେ ୫ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁର…

ହାତରେ ଜୋତା ଧରି ଚାଲୁଛନ୍ତି ଉପମୁଖ୍ୟମନ୍ତ୍ରୀ, ଭାଇରାଲ ହେଉଛି ଫଡନବିଶଙ୍କ ଫଟୋ

ମୁମ୍ବାଇ,୧୮।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶଙ୍କ ସରଳତାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। ଏହାର ମୁଖ୍ୟ କାରଣ ହେଉଛି ତାଙ୍କର ଭାଇରାଲ ଫଟୋ। ବୁଧବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏହି ପ୍ରସ୍ତାବ ଆଗତ ହେବା ପରେ…

ଓ୍ବିମ୍ବେଲଡନରେ ନୂଆ

ବର୍ଷର ୪ଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ସବୁଠାରୁ ସମ୍ମାନଜନକ ବିବେଚିତ ହେଉଥିବା ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ଏହାର ମହିଳା ବିଭାଗ ଫାଇନାଲରେ ବିସ୍ମୟ ସୃଷ୍ଟି କରି ଅଣସିଡେଡ୍‌ ଚେକ୍‌ ରିପବ୍ଲିକର ମାର୍କେଟା ଭୋନ୍ଦ୍ରୋସୋଭା ୬ଷ୍ଠ ସିଡ୍‌ ଟ୍ୟୁନିସିଆର ଓନ୍ସ…

୫୦ ବର୍ଷ ଧରି ଗୋଟିଏ ଆସନରୁ ଲଗାତର ନିର୍ବାଚନ ଜିତିଆସୁଥିଲେ ଓମେନ ଚାଣ୍ଡି

ଥିରୁଭାନନ୍ତପୁରମ୍‌,୧୮ା୭: ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓମେନ ଚାଣ୍ଡିଙ୍କ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ୭୮ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। କେରଳର ରାଜନୀତିରେ ଓମାନର ସ୍ଥିତି ବହୁତ ବଡ…

ଏଠାରେ କଏଦୀ ଶିଖୁଛନ୍ତି ଅର୍ଗାନିକ ଫାର୍ମିଂ, ପଶୁପାଳନ

ଚେନ୍ନାଇ,୧୮।୭: ତାମିଲନାଡୁର ଶିବଗଙ୍ଗାରେ ଥିବା ଏକ ଖୋଲା ଜେଲରେ ପ୍ରାୟ ୫୦ ଜଣ କଏଦୀଙ୍କୁ ରଖାଯାଇଛି। ହେଲେ ସେଠାରେ ସୋମନଙ୍କୁ ଚାଷ କାର୍ଯ୍ୟରେ ଲଗାଯାଇଛି। ଏହାର ସୂଚନା ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି। ଜେଲର ଡିଆଇଜି ପାଲାନି କହିଛନ୍ତି ଯେ ଜେଲରେ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କର ପରଲୋକରେ ଶୋକବ୍ୟକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୧୮।୭: ଭେଟେରାନ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କର ମଙ୍ଗଳବାର ପରଲୋକ ହୋଇଛି। ତାଙ୍କ ମୃତ୍ୟୁ ପରେ କେରଳ କଂଗ୍ରେସ ରାଜ୍ୟ ସଭାପତି କେ ସୁଧାକରନ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଆଜି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri