Home Left

ସନ୍ଦେହ ଜନକ ଅବସ୍ଥାରେ ମିଳିଲା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ମୃତଦେହ

ଭବାନୀପାଟଣା,୮।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ କାର୍ଯ୍ୟରତ ଜଳ ସମ୍ପଦ ବିଭାଗର ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶୁକ୍ରବାର ମୁଖୀଗୁଡ଼ାସ୍ଥିତ ସରକାରୀ କ୍ୱାର୍ଟର୍ସରୁ ତାଙ୍କର ମୃତଦେହ ଜୟପାଟଣା ପୋଲିସ ଉଦ୍ଧାର କରିଛି। ମୃତ ଯନ୍ତ୍ରୀ ହେଲେ ରଞ୍ଜିତ…

ଆଲିଆଙ୍କ ‘ଚିଟ କୋଡ’

ମୁମ୍ବାଇ: ଆଲିଆ ଭଟ୍ଟ ଡିସେମ୍ବର ୭ରେ ସୌଦି ଆରବର ଜେଦ୍ଦାଠାରେ ରେଡ ସି ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ଇଭେଣ୍ଟର ସମାପନ ସମାରୋହର ରେଡ କାର୍ପେଟରେ ଏକ ଚମତ୍କାର ଗାଉନରେ ଏହି ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା। ଆଲିଆଙ୍କ ଅନେକ…

ରାଜସ୍ଥାନରୁ ଆସିଥିବା ଦେଶୀ ଗାଈ ଘିଅରେ ହେବ ରାମଲାଲାଙ୍କ ପ୍ରଥମ ଆଳତୀ

ଅଯୋଧ୍ୟା,୮।୧୨: ଜାନୁୟାରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଯୋଧ୍ୟାରେ ଏଥିପାଇଁ ପ୍ରସ୍ତୁତି ଚାଲିଛି। ନୂଆ ମନ୍ଦିରରେ ରାମଲାଲାଙ୍କ ପ୍ରଥମ ଆରତୀ ରାଜସ୍ଥାନର ଯୋଧପୁରରୁ ନିଆଯାଇଥିବା ଘିଅ ସହିତ ପରିବେଷଣ କରାଯିବ। ଏଥିପାଇଁ ରାଜସ୍ଥାନରୁ ୬୫୦ କିଲୋଗ୍ରାମ ଘିଅ…

ସଦସ୍ୟତା ପଦ ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲେ ମହୁଆ, କହିଲେ ମୋ ବିରୋଧରେ କୌଣସି ପ୍ରମାଣ ନାହିଁ…

ନୂଆଦିଲ୍ଲୀ,୮।୧୨: ସଦସ୍ୟତା ପଦ ରଦ୍ଦ ହେବା ପରେ ତୃଣମୂଳ କଂଗ୍ରେସ ଏମ୍‌ପିି ମହୁଆ ମୋଇତ୍ରା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋ ବିରୋଧରେ କୌଣସି ପ୍ରମାଣ ନାହିଁ। ମହୁଆ କହିଛନ୍ତି ଯେ ଏଥିକ୍ସ କମିଟି ରିପୋର୍ଟରେ ମୋର ଲୋକ ସଭା ସଦସ୍ୟତା…

ମହୁଆଙ୍କୁ ସଂସଦରୁ ବହିଷ୍କାର ପାଇଁ ସୁପାରିସ: ତାତିଲେ ତୃଣମୂଳ କଂଗ୍ରେସ ଏମ୍‌ପି

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରାଙ୍କୁ ବହିଷ୍କାର କରିବା ଲାଗି ଶୁକ୍ରବାର ଲୋକ ସଭାରେ ଆଗତ କରାଯାଇଥିବା ‘ଏଥିକ୍ସ କମିଟି’ ରିପୋର୍ଟରେ ସୁପାରିସ କରାଯାଇଛି। ପ୍ରଶ୍ନକାଳ ପରେ ଗୃହ ମୁଲତବୀ କରାଯାଇ ପୁଣି ମଧ୍ୟାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ…

ଜଣେ ବରଙ୍କୁ ୪ କନ୍ୟା, ନେଲେ ସାତଫେରା: ଭିଡିଓ ଦେଖିଲେ

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି । ବିବାହର ଅନେକ ଫଟୋ ଭିଡିଓ ଭାଇରାଲ ହେଉଛି। ତେବେ ସମସ୍ତେ ବିବାହ ଦେଖିଥିବେ, ଅନେକ ସମୟରେ ଏହା ମଧ୍ୟ ଦେଖିଥିବେ ଯେ ୨ ବର ୨ କନ୍ୟା ଏକା ସାଥିରେ ଗୋଟିଏ ମଣ୍ଡପରେ ବିବାହ…

ଭାରତରେ ପ୍ରଥମ: ଝିଅରୁ ପୁଅ ହୋଇଥିବା ଯୁବକ କଲେ ବିବାହ

ଇନ୍ଦୋର,୮।୧୨:ଇନ୍ଦୋରରେ ମହିଳାରୁ ପୁରୁଷ ହୋଇଥିବା ଜଣେ ଯୁବକ ବିବାହ କରିଛନ୍ତି। ଦେଶରେ ଏହା ପ୍ରଥମ ଘଟଣା। ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହି ବିବାହ ଅଳକାରୁ ଅସ୍ତିତ୍ୱ ହୋଇଥିବା ଏହି ଆସ୍ତା ନାମକ ଜଣେ ଯୁବତୀଙ୍କୁ…

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ଶେଷ ହେବ ସସପେନ୍ସ, ଶନିବାର ହେବ ଘୋଷଣା ମୁଖ୍ୟମନ୍ତ୍ରୀଙ୍କ ନାଁ!

ନୂଆଦିଲ୍ଲୀ,୮।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ପର୍ଯ୍ୟବେକ୍ଷକଙ୍କ ନାମ ଭାଜପା ଘୋଷଣା କରିଛି। ଏହି ପର୍ଯ୍ୟବେକ୍ଷକମାନେ ପ୍ରତ୍ୟେକ ରାଜ୍ୟରେ ବିଧାୟକଙ୍କ ସହ କଥାବାର୍ତ୍ତା କରିବେ ଏବଂ ମୁଖ୍ୟମନ୍ତ୍ରୀ ଚେହେରା ନାମ ଘୋଷଣା କରିବେ। ଭାଜପା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ରାଜସ୍ଥାନର…

ଡବ୍ଲ୍ୟୁପିଏଲ୍‌ କମିଟି ଗଠନ: ଖୁବ ଶୀଘ୍ର ଘୋଷଣା ହେବ ତାରିଖ, ଭେନ୍ୟୁ

ନୂଆଦିଲ୍ଲୀ,୮ା୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୮ଜଣ ସଦସ୍ୟ ବିଶିଷ୍ଟ ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) କମିଟି ଗଠନ କରିଛି। ବିସିସିଆଇ ସଭାପତି ରୋଜର ବିନ୍ନିଙ୍କୁ ଡବ୍ଲ୍ୟୁପିଏଲ୍‌ର ଅଧ୍ୟକ୍ଷ କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଏହାର ଆବାହକ କରାଯାଇଛି। କମିଟିର ଅନ୍ୟ…

ପାକିସ୍ତାନରେ ବି ମୋଦିଙ୍କ କ୍ରେଜ, ତାଙ୍କ କାମରେ ଇମ୍ପ୍ରେସ ପ୍ରଶଂସକ, ଭାରତ ଆସିବା ପରେ ଏମିତି କହିଲେ ଅଞ୍ଜୁ

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ଉଚ୍ଚରେ ରହିଛି ଏହାର ପ୍ରମାଣ ହେଉଛି, ଗୁଗୁଲରେ ବାରମ୍ବାର ସର୍ଚ୍ଚ କରାଯାଉଥିବା ନେତଙ୍କ ମଧ୍ୟରେ ସେ ସବୁଠୁ ଆଗରେ। ଏହି ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି…

ପିଆଜ ଦର ନିୟନ୍ତ୍ରଣ କରିବାକୁ ରପ୍ତାନି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୮।୧୨: ବୃଦ୍ଧି ପାଉଥିବା ପିଆଜର ଦରକୁ ନିୟନ୍ତ୍ରଣ କରିବା ପାଇଁ ରପ୍ତାନି ଉପରେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପିଆଜ ରପ୍ତାନିକୁ କେନ୍ଦ୍ର ସରକାରଙ୍କ ଅନୁରୋଧ ଅନୁଯାୟୀ ଅନ୍ୟ ଦେଶକୁ…

ବାଣ ଫୁଟି ଯଜ୍ଞମଣ୍ଡପରେ ଲାଗିଲା ନିଆଁ

ଛତ୍ରପୁର,୮ା୧୨(ଦିଲ୍ଲୀପ ସାମଲ): କାଳୀମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଚାଲିଥିବା ବେଳେ ନିଆଁ ଲାଗିଯାଇଥିଲା। ବାଣ ଫୁଟି ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଯଜ୍ଞମଣ୍ଡପ ଜଳିଗଲା। ଗଞ୍ଜାମ ଜିଲା ଚମାଖଣ୍ଡି ଅନ୍ତର୍ଗତ କୁଅଁପଲୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ଅଗ୍ନିଶମବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?