Home Left

ବିନା ଅନୁମତିରେ ଉତ୍ତର କୋରିଆ ସୀମାକୁ ପଶି ଆସିଲେ ଆମେରିକୀୟ ନାଗରିକ, ହେଲେ ଗିରଫ

ସିଓଲ,୧୯।୭: ଉତ୍ତର କୋରିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ଜାରି ରହିଛି। ଏହି ସମୟରେ ଉତ୍ତର କୋରିଆ ଜଣେ ଆମେରିକୀୟ ନାଗରିକଙ୍କୁ ଅଟକ ରଖିଛି। ଉତ୍ତର କୋରିଆର ଅଧିକାରୀମାନେ ଦାବି କରିଛନ୍ତି ଯେ, ଆମେରିକାର ନାଗରିକ ବିନା ଅନୁମତିରେ ଉତ୍ତର କୋରିଆ…

ଜାଲ୍‌ ଜାତି ପ୍ରମାଣପତ୍ର ବିରୋଧରେ ଉଲଗ୍ନ ପ୍ରତିବାଦ

ରାୟପୁର,୧୯।୭: ଛତିଶଗଡ଼ ରାଜଧାନୀ ରାୟପୁରରେ ମଙ୍ଗଳବାର ଜାଲ୍‌ ଜାତିଗତ ପ୍ରମାଣ ପତ୍ର ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର କେତେଜଣ ଉଲଗ୍ନ ହୋଇ ପ୍ରତିବାଦ କରିଛନ୍ତି। ମିଛ ଜାତିଗତ ପ୍ରମାଣପତ୍ରରେ ସରକାରୀ ଚାକିରି ପାଇଥିବା ଲୋକଙ୍କ ବିରୋଧରେ ସରକାର କଡ଼ା…

ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତରେ ସହାୟତା ପାଇଁ ପୋର୍ଟାଲ ଲଞ୍ଚ୍‌ ହେଲା

ନୂଆଦିଲ୍ଲୀ,୧୯।୭: ଦୀର୍ଘଦିନ ଧରି ଅପେକ୍ଷା କରିଥିବା ୧୦ କୋଟି ସାହାରା ଜମାକାରୀଙ୍କୁ ଅର୍ଥ ଫେରାଇବାରେ ସହାୟତା ପାଇଁ ସିଆର୍‌ସିଏସ୍‌-ସାହାରା ରିଫଣ୍ଡ ପୋର୍ଟାଲ ମଙ୍ଗଳବାର ଶୁଭାରମ୍ଭ ହୋଇଛି। ସାହାରା ଗ୍ରୁପ୍‌ର ୪ଟି କୋଅପରେଟିଭ୍‌ ସୋସାଇଟିରେ ଜମାକାରୀମାନେ ରଖିଥିବା ଟଙ୍କା ଫେରିପାଇବା ପ୍ରକ୍ରିୟାକୁ ଏହି…

ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୯ା୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ କେନ୍ଦ୍ର ସରକାର ବୁଧବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଉକ୍ତ ବୈଠକରେ ଅଧିବେଶନକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଅଧିବେଶନ ଆରମ୍ଭର ପୂର୍ବ ସନ୍ଧ୍ୟାରେ ବିଭିନ୍ନ ଦଳର ନେତା…

ଅଷ୍ଟ୍ରେଲିଆ ଉପକୂଳରେ ଲାଗିଥିବା ବସ୍ତୁ ଇସ୍ରୋ ରକେଟ ଭଗ୍ନାବଶେଷ ହୋଇଥାଇପାରେ

ମେଲ୍‌ବୋର୍ନ,୧୯ା୭(ପି.ଟି.): ସମୁଦ୍ରରୁ ଭାସିଆସି ଅଷ୍ଟ୍ରେଲିଆ ଉପକୂଳରେ ଲାଗିଥିବା ଗମ୍ବୁଜ ଆକୃତିର ଏକ ରହସ୍ୟମୟ ବସ୍ତୁ ୨୦ ବର୍ଷ ପୁରୁଣା ଭାରତୀୟ ରକେଟର ଭଗ୍ନାବଶେଷ ହୋଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପର୍ଥ ସହରର ୨୫୦ କି.ମି. ଉତ୍ତରରେ ଥିବା ଗ୍ରୀନ୍‌ ହେଡ୍‌…

ସହଜ ହେବନି ଭାଗବଣ୍ଟା

ନୂଆଦିଲ୍ଲୀ,୧୯ା୭: କେନ୍ଦ୍ରରେ ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ ବେଙ୍ଗାଲୁରୁରେ ୨୬ ବିରୋଧୀ ଦଳ ଏକାଠି ହୋଇ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ମଙ୍ଗଳବାର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ମଧ୍ୟ ଶକ୍ତି ପ୍ରଦର୍ଶନ କରିବାକୁ ପଛାଇନାହିଁ। ନୂଆଦିଲ୍ଲୀର ଅଶୋକା ହୋଟେଲରେ ଭାଜପା…

ଭୋପାଳରେ ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କଲା ସୋନିଆ-ରାହୁଲଙ୍କ ବିମାନ

ଭୋପାଳ, ୧୮। ୭: ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବିରୋଧୀ ଏକତା ବୈଠକରେ ଯୋଗଦେଇ ଫେରୁଥିବା ବେଳେ ଭୋପାଳ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କରିଛି ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିମାନ। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ସ୍ଥିତି ଉପୁଜିଥିବା…

ଶତ୍ରୁରୁ ପାଲଟିଲେ ମିତ୍ର

ଶତ୍ରୁରୁ ପାଲଟିଲେ ଘନିଷ୍ଠ ମିତ୍ର, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଦାର। ଯିଏ ଦେଖୁଛି ଆଖିକୁ ବିଶ୍ବାସ କରିପାରୁନି। ଆମେ କହୁଛୁ ଭୋଜପୁରୀ ସୁପରଷ୍ଟାର ଖେସାରି ଲାଲ ଯାଦବ ଏବଂ ପଓ୍ବନ ସିଂହଙ୍କ କଥା। ଉଭୟଙ୍କ ପ୍ରଶଂସକଙ୍କ ପାଇଁ ଆଜିର…

ଗଞ୍ଜାମର ୧୫୧ହାଇସ୍କୁଲ ହେବ ୫ଟି ରୂପାନ୍ତରିତ

ଛତ୍ରପୁର,୧୮।୭(ସନ୍ତୋଷ ପାଢ଼ୀ ): ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜ଼ିଲାର ଆଉ ୧୫୧ଟି ହାଇସ୍କୁଲ ୫ଟି ଆଧାରରେ ରୂପାନ୍ତରିତ କରାଯିବ। ମଙ୍ଗଳବାର ୫ଟି ସଚିବ ଭି. କେ ପାଣ୍ଡିଆନ ଅନଲାଇନ ଜରିଆରେ ଏସମ୍ପର୍କରେ ଏକ ଆଲୋଚନା ବୈଠକ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ…

ଯୁବତୀଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର, ବଳାତ୍କାର ପରେ ହତ୍ୟା ସନ୍ଦେହ

କେନ୍ଦୁଝର, ୧୮।୭ (ନରେଶ ଚନ୍ଦ୍ର ପଟ୍ଟନାୟକ) : ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଂହବିଲା ଗ୍ରାମ ନିକଟ ନରଣପୁର-ଡୁବୁରି ରାସ୍ତାର ମୂଷଳ ନଦୀ ନିକଟ ବୁଦା ମୂଳରୁ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ମୃତଦେହ ପୋଲିସ ଉଦ୍ଧାର କରିଛି ା ଯୁବତୀଙ୍କ ବୟସ ପାଖାପାଖି…

ନିରାଶ ପୃଥ୍ବୀଙ୍କ ବଡ଼ ବୟାନ: ‘ମୋର କେହି ବନ୍ଧୁ ନାହାନ୍ତି…’

ନୂଆଦିଲ୍ଲୀ,୧୮।୭: ଏକ ସମୟରେ ଭାରତୀୟ କ୍ରିକେଟ ଟିମ୍‌ର ଭବିଷ୍ୟତ ବୋଲି ତାଙ୍କୁ କୁହାଯାଉଥିଲା। ହେଲେ ଏବେ ସେ ଭାରତୀୟ ଟିମ୍‌ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି। ବିରେନ୍ଦ୍ର ସେହ୍ବାଗ ଏବଂ ସଚିନ ତେନ୍ଦୁଲକରଙ୍କ ସମ୍ମିଶ୍ରଣ କୁହାଯାଉଥିବା ପୃଥ୍ବୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟିମ୍‌…

ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ନୀରିହ ଲୋକଙ୍କ ପାଇଁ ନିର୍ମିତ ସ୍ମୃତିତ୍ସ୍ଥଳକୁ ଭାଙ୍ଗିଦେଲେ

କେନ୍ଦୁଝର, ୧୮।୭ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଜିଲା ପୋଲିସ ମୁଖ୍ୟାଳୟରେ ନିର୍ମିତ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ସମସ୍ତ ନୀରିହ ଲୋକଙ୍କ ସ୍ମୃତି ସ୍ଥଳକୁ ଭଙ୍ଗା ଯାଇଛି ା ଫଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ା ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri