Home Left

ବିଧାନସଭାରେ ଶ୍ୱଶୁରଙ୍କୁ କହିଲେ, ମୁଁ ତୁମର ବୋହୂ,ଆପଣଙ୍କୁ ଏହା କରିବାକୁ ପଡିବ

ଚଣ୍ଡିଗଡ,୨୫।୮: ହରିୟାଣା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଚନ୍ଦ୍ରୟାନ-୩ର ସଫଳତା ନେଇ ଭାଜପା ଓ କଂଗ୍ରେସ ବାକ୍‌ଯୁଦ୍ଧ ଦେଖାଦେଇଥିଲା। ଏହି ସମୟରେ ଏପରି ଏକ ଘଟଣା ଘଟିଥିଲା, ଯାହା ବିଧାନସଭାରେ ବସିଥିବା ବିଧାୟକ-ମନ୍ତ୍ରୀମାନେ ହସିବାକୁ ବାଧ୍ୟ ହୋଇଥିଲେ। ବାଡହା ବିଧାନସଭାର…

କାବେରୀ ନଦୀ ପ୍ରସଙ୍ଗ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ,୨୫।୮: ତାମିଲନାଡୁ ସରକାରଙ୍କ କାବେରୀ ଜଳ ଛାଡିବା ଆବେଦନ ଉପରେ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରି ଦେଇଛନ୍ତି। ତାମିଲନାଡୁ ଫସଲ ପାଇଁ କର୍ନାଟକ ଦ୍ୱାରା ପ୍ରତିଦିନ ୨୪,୦୦୦ କ୍ୟୁସେକ କାବେରୀ ଜଳ ଛାଡିବାକୁ ଦାବି କରିଥିଲା। ଏଥି ସହିତ…

ନାଳପାଣିରେ ଭାସି ମହିଳା ମୃତ

ପାଟଣା,୨୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମଲାରପଦା ଗ୍ରାମ ନାଳରେ ଶୁକ୍ରବାର ଜଣେ ମହିଳା ଗାଧୋଇବାକୁ ଯାଇ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ଜଣକ ହେଲେ ମଲାରପଦା ଗ୍ରାମର ଶ୍ରୀକାନ୍ତ ସେଠୀଙ୍କ ସ୍ତ୍ରୀ ନଳିନୀ(୫୫)। ସୂଚନାନୁଯାୟୀ, ଶୁକ୍ରବାର…

ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି, ସେପ୍ଟେମ୍ବର ୧ଯାଏ ବଢିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୨୫।୮: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିଛି। ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନକୁ ସର୍ବୋଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଜୁଲାଇ ୨୪ ରେ ସତ୍ୟେନ୍ଦ୍ରଙ୍କ ଅନ୍ତରୀଣ…

ୟୋ-ୟୋ ଟେଷ୍ଟରେ କୋହଲି ହାସଲ କଲେ ରେକର୍ଡ ଅଙ୍କ, ଫଟୋ ପୋଷ୍ଟ କରି…

ନୂଆଦିଲ୍ଲୀ,୨୫।୮: ଏସିଆ କପ୍‌ ୨୦୨୩ ପୂର୍ବରୁ ଭାରତୀୟ କ୍ରିକେଟର ଗୁରୁବାର ଫିଟନେସ୍‌ ‘ଡ୍ରିଲ୍ସ’ର ଅଭ୍ୟାସ କରିଥିଲେ। ଏଥିରେ ୟୋ-ୟୋ ଟେଷ୍ଟ ସାମିଲ ଥିଲା। ଏହି ଟେଷ୍ଟରେ ବିରାଟ କୋହଲି ସର୍ବାଧିକ ୧୭.୨ ଅଙ୍କ ହାସଲ କରିଛନ୍ତି। ବିସିସିଆଇ ଫିଟନେସ ପାରାମିଟର ୧୬.୫…

ସଂସଦ ଭବନରେ ପ୍ରଦର୍ଶିତ ହେବ ‘ଗଦର ୨’

ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଫିଲ୍ମ ‘ପଠାନ’ ପରେ ୨୦୨୩ ବର୍ଷର ହିନ୍ଦୀ ସିନେମାର ଦ୍ୱିତୀୟ ବୃହତ୍ତମ ହିଟ ଫିଲ୍ମ ପାଲଟିଛି। ଏହି ଫିଲ୍ମ ବକ୍ସ…

ମୁଁ ଗ୍ୟାରେଣ୍ଟି ଦେଉଛି, ୨୦୨୪ରେ ଆମେ ଭାଜପାକୁ ହରାଇବୁ: ରାହୁଲ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଲଦାଖରେ କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆମେ ୨୦୨୪ରେ ଭାଜପାକୁ…

ଭାଜପା ସହ ଆଦୌ ମେଣ୍ଟ କରିବୁ ନାହିଁ:ସୁଖବୀର ସିଂ ବାଦଲ

ଚଣ୍ଡିଗଡ,୨୫।୮: ପଞ୍ଜାବର ରାଜନୈତିକ ସର୍କଲରେ ଶିରୋମଣି ଅକାଳୀ ଦଳ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ମିଳିତ ମେଣ୍ଟକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। କିନ୍ତୁ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଏହି ଚର୍ଚ୍ଚା ଉପରେ…

ଚହଲଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ହରଭଜନ

ନୂଆଦିଲ୍ଲୀ,୨୫।୮: ଅଗଷ୍ଟ ୩୦ରେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍‌ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂହ।…

କ୍ୟାପ୍‌ଟେନ୍‌ କୁଲଙ୍କ ସେଲିବ୍ରେଶନ୍‌, ଦେଖନ୍ତୁ ଭାଇରାଲ ଭିଡିଓ 

ନୂଆଦିଲ୍ଲୀ,୨୫।୮: ୨୩ ଅଗଷ୍ଟ ୨୦୨୩ ଭାରତ ଲାଗି ଐତିହାସିକ ଦିନ ଥିଲା। ପ୍ରତ୍ୟେକ ଦେଶବାସୀଙ୍କ ନଜର ‘ଚନ୍ଦ୍ରୟାନ-୩’ ମିଶନ ଉପରେ ଥିଲା। ଅପରାହ୍ନ ୬.୦୪ରେ ସଫଳତାର ସହ ଏହା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ପରେ ସମସ୍ତେ ଖୁସିରେ ନାଚିଉଠିଥିଲେ। ଏହି କ୍ରମରେ…

ମିଳୁନି ପାରିଶ୍ରମିକ, ଦୁଃଖ ଶେୟାର କଲେ ହସର ରାଣୀ

ମୁମ୍ବାଇ: ଛୋଟପରଦାର ସବୁଠାରୁ ସଫଳ ହାସ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ। ସେ ବର୍ଷ ବର୍ଷ ଧରି କମେଡି ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି। ତାଙ୍କ ପ୍ରତିଭା ଆଧାରରେ ସେ ଟିଭି ତଥା ଫିଲ୍ମରେ ଏକ ଭିନ୍ନ ପରିଚୟ ସୃଷ୍ଟି…

ମଲାଇକାଙ୍କ ସହ ବ୍ରେକ୍‌ଅପ୍‌, ସପ୍ତମ ପ୍ରେମିକା କୁଶାଙ୍କ ପ୍ରେମରେ ଅର୍ଜୁନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତା ଅର୍ଜୁନ କପୁର। ଦୀର୍ଘଦିନ ଧରି ସେ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଡେଟ୍‌ କରୁଥିଲେ। ଦୁହେଁ ବିବାହ କରିପାରନ୍ତି ବୋଲି କୁହାଯାଉଥିଲା। ହେଲେ ଏବେ ସେମାନଙ୍କ ବ୍ରେକ୍‌ଅପ୍‌ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri