Home Left

ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ଜିନ୍‌ପିଙ୍ଗ୍‌!

ନୂଆଦିଲ୍ଲୀ/ବେଜିଂ,୨୫।୭: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ, ସେମାନେ ପୂର୍ବ ଲଦାଖର…

ପରଲୋକରେ ପୂର୍ବତନ ଡବ୍ଲୁଡବ୍ଲୁଇ ଚମ୍ପିୟନ ବ୍ରେ ୱାୟଟ

ନୂଆଦିଲ୍ଲୀ,୨୫।୮: ଖୁବ୍‌କମ ସମୟ ମଧ୍ୟରେ ଡବ୍ଲୁଡବ୍ଲୁଇ ରେସଲିଂ ୱାଲର୍‌ଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ରେ ୱାୟଟଙ୍କ ୩୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗୁରୁତର ରୋଗ ସହ ସଂଗ୍ରାମ କରୁଥିଲେ। ସେ…

ଟିମ ଇଣ୍ଡିଆର ସବୁ ଖେଳାଳି ପାସ୍‌ କଲେ ୟୋ-ୟୋ ଟେଷ୍ଟ

ନୂଆଦିଲ୍ଲୀ,୨୫।୮: ଏସିଆ କପ ୨୦୨୩ ପୂର୍ବରୁ ବେଙ୍ଗାଲୁରୁର ଅଲୁର କ୍ରିକେଟ ଗ୍ରାଉଣ୍ଡରେ ଅଗଷ୍ଟ ୨୪ରୁ ଭାରତୀୟ ଖେଳାଳି ୬ ଦିନିଆ ଅଭ୍ୟାସ କ୍ୟାମ୍ପ ଆରମ୍ଭ ହୋଇଛ। ଏହି କ୍ୟାମ୍ପର ପ୍ରଥମ ଦିନରେ, ଆଗାମୀ ଟୁର୍ନାମେଣ୍ଟ ପାଇଁ ମନୋନୀତ ୧୭ ଜଣିଆ ଦଳରେ…

ମଧୁମିତା ହତ୍ୟାକାଣ୍ଡ: ୨୦ ବର୍ଷ ପରେ ମୁକୁଳିବେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠି, ପତ୍ନୀ ମଧୁମଣି

ଲକ୍ଷ୍ନୌ,୨୫।୮: ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠି ଓ ତାଙ୍କ ପତ୍ନୀ ମଧୁମଣି କବୟତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେବେଠାରୁ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ବର୍ତ୍ତମାନ କବି ମଧୁମିତା ଶୁକ୍ଲା ହତ୍ୟା ମାମଲା ୨୦…

ଜାମିନ ପରେ ଜେଲର ଫଟୋ ଶେୟାର କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୮: ନିର୍ବାଚନ ଠକେଇ ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁରୁବାର ଗିରଫ କରାଯାଇଥିଲା। ହେଲେ ଗିରଫ ହେବାର ୨୦ ମିନିଟ ପରେ ସେ ସର୍ତ୍ତ ସହିତ ଜାମିନ ପାଇଛନ୍ତି। ଜାମିନ ପାଇବା ପରେ ସେ ଟୁଇଟରରେ ଏକ ଫଟୋ…

ଗାଈଚରାଳିଙ୍କୁ ଗୁଳି କରି ହତ୍ୟା ଅଭିଯୋଗ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୫ା୮(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ାରେ ଜଣେ ଗାଈ ଚରାଳିଙ୍କୁ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଗୁରୁବାର ବିଳମ୍ବିତ ରାତିରେ ଥାନାରେ ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି…

ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କଲେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୫।୮: ଏସିଆ କପ ୨୦୨୩ ପାଇଁ କେବଳ ଅଳ୍ପ ଦିନ ବାକି ଅଛି। ଭାରତୀୟ ଦଳ ବାଙ୍ଗାଲୋରରେ ଚାଲିଥିବା ଫିଟନେସ ପରୀକ୍ଷା କ୍ୟାମ୍ପରେ ଭାଗ ନେଇଛନ୍ତି। ସେପ୍ଟେମ୍ବର ୨ରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ମୁକାବିଲା କରିବ। ଏହା ପରେ ଭାରତ…

ମୁମ୍ବାଇ ଆଇଆଇଟିକୁ ହଠାତ୍‌ ଆସିଛି ୧୬୦ କୋଟି ଟଙ୍କାର ଚେକ୍‌, କିଏ ଦେଇଛି ଜଣାନାହିଁ

ମୁମ୍ବାଇ,୨୫ା୮: ଆଇଆଇଟି-ମୁମ୍ବାଇକୁ ହଠାତ୍‌ ୧୬୦ କୋଟି ଟଙ୍କା ଅଜ୍ଞାତ ଦାନ ମିଳିଛି। ଏହି ଚେକ୍‌ କିଏ ଦେଇଛି ସ୍ପଷ୍ଟ ଜଣାନାହିଁ। କୁହାଯାଉଛି, ଜଣେ ପୂର୍ବତନ ଛାତ୍ରଙ୍କଠାରୁ ଆସିଛି, ଯିଏ କି ନିଜ ବିଷୟରେ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବାକୁ ଚାହିଁଛନ୍ତି। ଏକ…

କେନାଲରେ ପଶିଲା ଗାଡି: ୫ ମୃତ

ପାଟନା,୨୫।୮: ବିହାରର ସରାନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଶ୍ରାଦ୍ଧ ଭୋଜି ପରେ ଫେରୁଥିବାବେଳେ ଅଘଟଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଛତ୍‌ରାରେ ଶ୍ରାଦ୍ଧ ଭୋଜି ପରେ ୬ଜଣ ସ୍କର୍ପିଓରେ ଗୋପାଳଗଞ୍ଜକୁ ଫେରୁଥିଲେ। ଏହି…

ଏନ୍‌ସିପିରେ ପୁଣି ଟୁଇଷ୍ଟ୍‌: ଅଜିତ ପାୱାରଙ୍କୁ ଦଳର ନେତା ଭାବେ ବିବେଚନା କଲେ ଶରଦ ପାଓ୍ବାର

ମୁମ୍ବାଇ,୨୫।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାଓ୍ବାର ପୁତୁରା ଅଜିତ ପାୱାରଙ୍କୁ ଦଳର ନେତା ଭାବେ ବିବେଚନା କରିଛନ୍ତି। ସେ (ଅଜିତ ପାୱାର) ଆମର ନେତା, ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ, ଏନସିପିରେ କୌଣସି ଫାଟ ନାହିଁ ବୋଲି…

ଭାରତଠାରୁ ବିଶ୍ୱ ଅନେକ କିଛି ଆଶା ରଖିଛି: ଅନୁରାଗ ଠାକୁର

ଜୟପୁର,୨୫।୮: ଯୁବକମାନଙ୍କୁ ଭାରତର ଶକ୍ତି ବୋଲି ବର୍ଣ୍ଣନା କରିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଯୁବ ମହୋତ୍ସବର ଉଦ୍‌ଘାଟନୀ ଅଧିବେଶନରେ ସେ କହିଛନ୍ତି ଯେ, ଭାରତଠାରୁ ବିଶ୍ୱ ଅନେକ କିଛି ଆଶା ରଖିଛି ଏବଂ ଯୁବକମାନଙ୍କଠାରୁ…

କ୍ୱାର୍ଟରରେ ଚିରାଗ-ସାତ୍ତ୍ୱିକ

କୋପେନ୍‌ହାଗେନ୍‌, ୨୫ା୮(ପି.ଟି.):କୋପେନହାଗେନରେ ଅନୁଷ୍ଠିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଗୁରୁବାର ଭାରତୀୟ ଖେଳାଳିଙ୍କୁ ମିଶ୍ର ଫଳ ମିଳିଛି। ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଯୋଡି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ମହିଳା ଡବଲ୍ସର କ୍ୱାର୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri