Home Left

ସମ୍ବଲପୁରରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପରିବାର: ପରିଦର୍ଶନ କଲେ ବେଜବରୁଆଙ୍କ ସାଧନାପୀଠ

ସମ୍ବଲପୁର,୨୧ା୧୨(ପ୍ରମୋଦ ବହିଦାର): ସମ୍ବଲପୁରଠାରେ ଥିବା ଅହମିଆ କବି ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ବାସଗୃହ ଓ ସାହିତ୍ୟ ସାଧନା ପୀଠକୁ ଗୁରୁବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପରିବାର ସଦସ୍ୟ ପରିଦର୍ଶନ କରିଛନ୍ତି। ଏଥିରେ ତାଙ୍କ ମା’ ମ୍ରିଣାଳିନୀ ଦେବୀ, ଜ୍ୟେଷ୍ଠଭ୍ରାତା ଦିଗନ୍ତ ବିଶ୍ୱଶର୍ମା…

ରାଉରକେଲାରେ ହଇଜା ସ୍ଥିତି ଅଣାୟତ୍ତ: ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ରାଉରକେଲା,୨୧।୧୨(ସଙ୍ଗୀତା ଜେନା): ସ୍ମାର୍ଟସିଟି ରାଉରକେଲାରେ ହଇଜା ସ୍ଥିତିି ଅଣାୟତ୍ତ ହୋଇପଡ଼ିଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଗୁରୁବାର ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ଆର୍‌ଜିଏଚ୍‌ରେ ୬ ଓ ଅନ୍ୟ ଘରୋଇ ହସ୍ପିଟାଲରେ ୫ଜଣଙ୍କ…

ଭଉଣୀ, ଭାଣିଜୀଙ୍କୁ କାଠ ଫାଳିଆରେ ପିଟିଲେ ମାମୁଁ

କେନ୍ଦୁଝର,୨୧।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମାମୁଁଙ୍କ କାଠ ଫାଳିଆ ମାଡ଼ରେ ଭଉଣୀ ଏବଂ ଭାଣିଜୀ ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ କେନ୍ଦୁଝରଗଡ଼ ପୌରପାଳିକା ୨୦ନମ୍ବର ୱାର୍ଡ ଧୃପଦା ଗ୍ରାମର ସାବିତ୍ରୀ ପୂର୍ତ୍ତୀ ଏବଂ…

ପିଜୁଳି ଖାଉଥିବା ବେଳେ କୂଅରେ ଖସି ପଡ଼ିଲା ଭାଲୁ

ନୂଆପଡ଼ା,୨୧।୧୨(ମକାରୁ ବେମାଲ): ନୂଆପଡ଼ା ସଦର ମହକୁମା ୱାର୍ଡ଼ ନଂ. ୧୩ ମହୁଲଭଟା ଗାଁର ଏକ କୂଅରୁ ଗୁରୁବାର ଏକ ଭାଲୁର ମୃତଦେହ ଜବତ କରାଯାଇଛି। ସୂଚନା ମୁତାବଳ ମହୁଲଭଟା ଗ୍ରାମର ମୋହନ ରଣାଙ୍କ ବିଲରେ ଥିବା କୂଅ ଭିତରେ ଭାଲୁ ମରିପଡିଥିବା…

୨ ସପ୍ତାହ ମଧ୍ୟରେ ମଲେଣି ୨୩: ବିମାନବନ୍ଦରରେ କରୋନା ପରୀକ୍ଷା ବାଧ୍ୟତାମୂଳକ କି ନୁହେଁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: କରୋନାରେ ଗତ ୨ ସପ୍ତାହ ମଧ୍ୟରେ ୨୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷେ କୋଭିଡ୍‌-୧୯ର ଜେଏନ୍‌.୧ ସବ୍‌ଭାରିଆଣ୍ଟକୁ ନେଇ ଏବେ ଚିନ୍ତା ବଢ଼ିଥିବା ବେଳେ ଶୀତରେ ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଉଛି। ଗୁରୁବାର ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୫୯୪…

ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୨୧ା୧୨: ବହୁ ଚର୍ଚ୍ଚିତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ବିଦାୟୀ ସଭାପତି ବ୍ରିଜଭୂଷଣ ଶରଣଙ୍କ ଘନିଷ୍ଠ ଅନୁଗତ ବୋଲି କୁହାଯାଉଥିବା ସଞ୍ଜୟ ସିଂ ସଭାପତି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଫଳାଫଳର…

କଂଗ୍ରେସ ନେତ୍ରୀ ନିଖତଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର,୨୧।୧୨(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଗତ ୧୬ତାରିଖରେ ଘଟିଥିବା ଗଣ୍ଡଗୋଳ ଘଟଣାର ଭିନ୍ନ ମୋଡ ନେଇଛି। ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦିକା ନିଖତ ପରବିନ ମାନସିକ ଚାପରେ ଗୁରୁବାର ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…

କୋଇଲା ଖାଦାନରେ ଦୁର୍ଘଟଣା: ୧୨ ମୃତ, ୧୩ ଆହତ

ବେଜିଂ,୨୧।୧୨: ଚାଇନାର ହିଲୋଙ୍ଗଜିଆଙ୍ଗ ପ୍ରଦେଶରେ ଏକ କୋଇଲା ଖାଦାନରେ ଦୁର୍ଘଟଣାରେ ଘଟିଛି। ଏଥିରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଚାଇନାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହେଙ୍ଗଶାନ ଜିଲାର କୁନୟୁଆନ କୋଇଲା ଖଣିରେ…

ବାଲେଶ୍ୱର-ଭଦ୍ରକ ଲୋକାଲ ଟ୍ରେନ ଭଡ଼ା କମିବ

ଭଦ୍ରକ,୨୧ା୧୨(ସନାତନ ରାଉତ): କୋଭିଡ୍‌ ସମୟରୁ ଓଡ଼ିଶାରେ ସମସ୍ତ ଲୋକାଲ ଟ୍ରେନ୍‌ରେ ଏକ୍ସପ୍ରେସ୍‌ ଭଡ଼ା ଲାଗୁ କରାଯାଇଥିଲା। ବାଲେଶ୍ୱରରୁ ଭଦ୍ରକ ଆସୁଥିବା ଲୋକାଲ ଟ୍ରେନ୍‌ରେ ୨୦ ଟଙ୍କା ଭଡ଼ା ନିଆଯାଉଥିବା ବେଳେ ଭଦ୍ରକରୁ ବାଲେଶ୍ୱର ଯାଉଥିବା ଯାତ୍ରୀଙ୍କଠାରୁ ୪୦ ଟଙ୍କା ଭଡ଼ା ନିଆଯାଉଥିଲା।…

Dunki Movie Ticket: ମାଗଣାରେ ଦେଖନ୍ତୁ ‘ଡଙ୍କି’; ମିଳୁଛି ଜବରଦସ୍ତ ଅଫର, ଏଭଳି କରନ୍ତୁ ବୁକିଂ

ବମ୍ବେ: ବଲିଉଡ ଅଭିନେତା ଶାହାରୁଖ ଖାନ୍‌ ଏବଂ ତାପସୀ ପନ୍ନୁ ଅଭିନୀତ ଫିଲ୍ମ ‘ଡଙ୍କି’ ରିଲିଜ ହୋଇଛି। ଦିର୍ଘଦିନ ଧରି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌ ଥିଲା। ଏହାର ପରିଣାମସ୍ବରୂପ ସିନେମାହଲ୍‌ଗୁଡ଼ିକରେ ଦର୍ଶକଙ୍କ ଗହଳି ଦେଖିବାକୁ ମିଳୁଛି। ତେବେ…

ବର୍ଷର ସବୁଠାରୁ ଛୋଟ ଦିନ ହେବ ଡିସେମ୍ବର ୨୨

ଭୁବନେଶ୍ୱର,୨୧।୧୨(ଅସମାପିକା ସାହୁ): ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହି ଦିନ ବର୍ଷର ସବୁଠାରୁ ଛୋଟ ଦିନ ବୋଲି ବିବେଚନା କରାଯାଏ। ଏ ବର୍ଷ ଡିସେମ୍ବର ୨୨ ତାରିଖରେ…

ପାକିସ୍ତାନକୁ ଝଟ୍‌କା

ନୂଆଦିଲ୍ଲୀ,୨୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପକ୍ଷରୁ ପାକିସ୍ତାନକୁ ବଡ଼ ଝଟ୍‌କା ଲାଗିଛି। ଦ୍ରୁତ ବୋଲର ଖୁରମ୍‌ ଶେହଜାଦ ସିରିଜରୁ ବାଦ୍‌ ପଡ଼ିଛନ୍ତି। ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ଡେବ୍ୟୁ କରି ୫ ଉଇକେଟ ନେଇଥିଲେ। ବିଶେଷକରି ଷ୍ଟିଭ୍‌ ସ୍ମିଥ୍‌ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?