ଜିଲାସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ଶୁଭାରମ୍ଭ
ଦାରିଙ୍ଗବାଡି,୧।୯(ଅରୁଣ ସାହୁ): କନ୍ଧମାଳ ଜିଲାରେ କ୍ଲାମ୍ବୁ(ଗୋତ୍ର) ତଥା ଜାତିର ପରିଚୟ ସୃଷ୍ଟି ପାଇଁ ଜିଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆୟୋଜିତ ଟୁର୍ନାମେଣ୍ଟ ୨୦୦୮ରୁ ଜିଲାର ବିଭିନ୍ନ ବ୍ଲକରେ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର…
ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କଲେ ତମନ୍ନା ଭାଟିଆ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ବ୍ୟାକ ଟୁ ବ୍ୟାକ ନିଜ ଦମଦାର ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟ ଜିତି ଯାଇଛନ୍ତି। କିଛି ଅଲଗା ପ୍ରୋଜେକ୍ଟର ଅଂଶ ବି ରହି ସାରିଛନ୍ତି ଅଭିନେତ୍ରୀ। ନିକଟରେ ସେ ‘ଜି କରଦା’ ପରେ ‘ଲଷ୍ଟ…
ପାକିସ୍ତାନରେ ପୁଲଓ୍ବାମା ଭଳି ଆକ୍ରମଣ, ସେନା ଗାଡି ସହ ପିଟି ହେଲା ଆତ୍ମଘାତୀ ଆକ୍ରମଣକାରୀ, ବିସ୍ଫୋରଣରେ ୯ ମୃତ
ଇସଲାମାବାଦ,୧।୯: ପାକିସ୍ତାନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୂଚନା ଅନୁସାରେ, ଟିଟିପି ଆତ୍ମଘାତୀ ଆକ୍ରମଣରେ ୯ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାକିସ୍ତାନର ଖାଇବର ପାଖ୍ଟନଖୱା ପ୍ରଦେଶରେ ଘଟିଥିବା ବେଳେ ଏକ ବାଇକ ଯୋଗେ ଆତ୍ମଘାତୀ ଆତଙ୍କବାଦୀ…
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ନୀତୀଶ
ମୁମ୍ବାଇ,୧।୯: ମୁମ୍ବାଇରେ ବିରୋଧୀ ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଇନ୍ସ (ଇଣ୍ଡିଆ) ର ଦ୍ୱିତୀୟ ଦିନର ବୈଠକ ଶେଷ ହୋଇଛି। ଏହା ପରେ ଖବରଦାତା ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଏକାଠି…
ବ୍ଲକ କାର୍ଯ୍ୟାଳୟ ଆଗରେ ଭଞ୍ଜସେନାର ଧାରଣା
ମୋରଡା,୧।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ଭଞ୍ଜସେନା ପକ୍ଷରୁ ଧାରଣା ଦିଆଯିବ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନାଙ୍କ ଆହ୍ବାନ କ୍ରମେ ତଥା ଜିଲା କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୀବ ରାଉତଙ୍କ ନେତୃତ୍ୱରେ…
ଚାଇନା କ୍ରୋଧ ପ୍ରକାଶ କରିବା ପରେ ବି ମାଛ ଖାଇ ବିଶ୍ୱକୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ
ଟୋକିଓ,୧।୯: ଜାପାନର ଫୁକୁସିମା ଆଣବିକ କାରଖାନାରୁ ବା ନ୍ୟୁକ୍ଲିୟର ପ୍ଲାଣ୍ଟରୁ ରେଡିଓଆକ୍ଟିଭ ଜଳକୁ ପ୍ରଶାନ୍ତ ମହାସାଗରରେ ଛାଡିବାକୁ ନେଇ ଚାଇନା କ୍ରୋଧିତ ହୋଇଛି। ଏଭଳି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢୁଥିବା ଜଣାପଡିଛି। ଏହି ସମୟରେ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ…
‘ଏକ ଦେଶ, ଏକ ନିର୍ବାଚନ’ କାର୍ଯ୍ୟକାରୀ ହେଲେ ଲାଭ କ’ଣ ହେବ
ନୂଆଦିଲ୍ଲୀ,୧।୯: ‘ଏକ ଦେଶ, ଏକ ନିର୍ବାଚନ’ କରିବା ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ‘ଏକ ଦେଶ, ଏକ ନିର୍ବାଚନ’ ସମ୍ପର୍କରେ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କମିଟିର ସଭାପତି…
ପ୍ରତିରକ୍ଷା ବଜେଟ ବଢାଇଲା ଜାପାନ: ଚାଇନା, ଉତ୍ତର କୋରିଆ ସହ ମୁକାବିଲା ପାଇଁ ପ୍ରସ୍ତୁତ
ଟୋକିଓ,୧।୯: ଚାଇନା ଏବଂ ଉତ୍ତର କୋରିଆ ସହ ମୁକାବିଲା କରିବା ପାଇଁ ଜାପାନ ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ଜାପାନ ରେକର୍ଡ ୫୨.୬୭ ବିଲିୟନ ଡଲାରର ପ୍ରତିରକ୍ଷା ବଜେଟର ପ୍ରସ୍ତାବ ଦେଇଛି। ଜାପାନ ଇତିହାସରେ ଏହା ହେଉଛି…
ପୋଷାକ କାରଖାନାରେ ଅଗ୍ନିକାଣ୍ଡ, ଗୋଟିଏ ଶିଶୁ ସମେତ ୧୬ଜଣ ଜୀବନ୍ତ ଦଗ୍ଧ
ମନିଲା,୧।୯: ଫିଲିପାଇନ୍ସର ରାଜଧାନୀ ମନିଲାସ୍ଥିତ ଏକ ପୋଷାକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୬ଜଣଙ୍କର ମୃତ୍ୟୁ ଘଟିଛି। କୋଠାଟିର ଦୁଇ ମହଲା ଜଳି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ଟି-ସାର୍ଟ ପ୍ରିଣ୍ଟିଂ ବ୍ୟବସାୟ ପାଇଁ ଗୋଦାମ ଏବଂ ଶ୍ରମିକଙ୍କ ରହଣି ଭାବରେ ଏହି…
ଲକ୍ ହେଲା ‘ଓ୍ବାର ୨’ର ରିଲିଜ ଡେଟ୍ !
ବମ୍ବେ: କିଛି ମାସ ପୂର୍ବେ ଫିଲ୍ମ ‘ଓ୍ବାର ୨’କୁ ନେଇ ଘୋଷଣା କରିଥିଲେ ନିର୍ମାତା ଆଦିତ୍ୟ ଚୋପ୍ରା। ଫିଲ୍ମରେ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ସହ ସାଉଥ୍ ଷ୍ଟାର ଜୁନିୟର ଏନ୍ଟିଆର ନଜର ଆସିବେ। ଏହାଛଡ଼ା ଅଭିନେତ୍ରୀ କିଆରା ଆଡଭାଣୀ ମୁଖ୍ୟ ଭୂମିକାରେ…
ଏସିଆନ ସମ୍ମିଳନୀରେ ସାମିଲ ହେବାକୁ ଇଣ୍ଡୋନେସିଆ ଯିବେ ଚାଇନା ପ୍ରଧାନମନ୍ତ୍ରୀ, ଜି-୨୦ରେ ବି ସାମିଲ ହେବାର ସମ୍ଭାବନା
ବେଜିଂ,୧।୯: ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସେପ୍ଟେମ୍ବର୫ରୁ ୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆନ ସମ୍ମିଳନୀରେ ଭାଗ ନେବା ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ। ଏନେଇ ଚାଇନା ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେଇଛି। ସେପ୍ଟେମ୍ବର ୯ ଏବଂ…
ଗାଈ-ମଇଁଷି ଭଳି ଚାରିଗୋଡରେ ଚାଲନ୍ତି ଏହି ପରିବାରର ଲୋକେ, ବୈଜ୍ଞାନିକ ବି ଚକିତ…
ଦୁନିଆ ରହସ୍ୟରେ ଭରପୂର। ଅନେକ ସମୟରେ କିଛି ରହସ୍ୟମୟ ଘଟଣା ଉପରୁ ପରଦା ଉଠେ, ଯାହାକୁ ବିଶ୍ୱାସ କରିବା କଷ୍ଟକର ହୁଏ। ଆମେ ସେଭଳି ଏକ ରହସ୍ୟମୟ ପରିବାର ବିଷୟରେ କଥା ହେବାକୁ ଯାଉଛୁ। ଉକ୍ତ ପରିବାରର ସମସ୍ତ ସଦସ୍ୟ ଗୋରୁ…
Archives


