Odisha Elections 2024
Posted inଫୁରସତ

ନିର୍ବନ୍ଧ ଇଭେଣ୍ଟରେ କଲେ ସ୍ବର୍ଗ ଥିମ, ଶୂନ୍ୟରେ ଦେବଦୂତ ଭଳି ଓହଳିଲେ ମହିଳା

ବିବାହ କିମ୍ବା ନିର୍ବନ୍ଧ ଇଭେଣ୍ଟକୁ ଗ୍ରାଣ୍ଡ ସେଲିବ୍ରେଶନ କରିବାକୁ ଆଜିର ଯୁବପିଢି ନୂଆ ନୂଆ ରାସ୍ତା ଆପଣାଉଛନ୍ତି। ବିବାହରେ ଏଥର ବିଭିନ୍ନ ପ୍ରକାର ଥିମ ରଖାଯିବା ସହ କପୁଲଙ୍କ ଗ୍ରାଣ୍ଡ ଏଣ୍ଟ୍ରି ମଧ୍ୟ କରାଯାଉଛି। ସେଲିବେଶ୍ରନକୁ ୟୁନିକ କରିବାକୁ ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ନିକଟରେ ନିର୍ବନ୍ଧ ଏକ ଭିଡିଓ ଭାଇରାଲ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଭିଡିଓରେ ଦେଖାଯାଇଛି କି, କାର୍ଯ୍ୟକ୍ରମରେ ସ୍ବାଗତ କରୁଥିବା ଯୁବତୀ ଶୂନ୍ୟରେ ଝୁଲୁଛନ୍ତି। ସେମାନଙ୍କ ହାତରେ ଗୋଟିଏ ଗୋଟିଏ ପୂଜା ଥାଳି ଅଛି। ଧଳା ଡ୍ରେସ ପିନ୍ଧିଥିବର ଏହି ଯୁବତୀମାନେ ତଳକୁ ଓହ୍ଲାଇବା ସମୟରେ ଅତି ବିପଜ୍ଜନକ ଭାବେ ବିଭିନ୍ନ ପ୍ରକାର କଳା ପ୍ରଦର୍ଶନ କରୁଛନ୍ତି। ସ୍ବର୍ଗ ଥିମ ଅନୁସାରେ ସେମାନେ ଦେବଦୂତର ଅଭିନୟ କରୁଛନ୍ତି। ସେମାନଙ୍କ ଥାଳିରେ ବର-କନ୍ୟାଙ୍କ ନିର୍ବନ୍ଧ ଆଙ୍ଗୁଠି ରହିଛି। କାର୍ଯ୍ୟକ୍ରମର ସବୁ ଜିନିଷକୁ ସ୍ବର୍ଗ ପରି ସଜ୍ଜାଯାଇଛି ଯାହାଦ୍ୱାରା ବର-କନ୍ୟା ସ୍ପେଶିଆଲ ଅନୁଭବ କରିପାରିବେ।

ଭିଡିଓଟି ଖୁବ୍‌ ଭାଇରାଲ ହୋଇଥିବାବେଳେ ଯୁବତୀଙ୍କୁ ଏହିପରି ଶୂନ୍ୟରେ ଝୁଲେଇ ରଖିବାକୁ ଲୋକେ ନାପସନ୍ଦ କରିଛନ୍ତି। ଇଭେଣ୍ଟକୁ ସ୍ପେଶିଆଲ କରିବାକୁ ଯାଇ କାହାର ଜୀବନ ବିପଦରେ ନ ପଡୁ ବୋଲି ୟୁଜର୍ସ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ମନାକଲେ, ଆଉ ବ୍ଲଗ୍‌ କରିବିନି

ଇସ୍‌ଲାମାବାଦ: ପାକିସ୍ତାନର ବେଶ୍‌ ପରିଚିତ ଶିଶୁ ୟୁଟ୍ୟୁବର ମହମ୍ମଦ ଶିରାଜ(୬) ତାଙ୍କର ଶେଷ ବ୍ଲଗ୍‌ ଶେୟାର କରିଛନ୍ତି। ସେ ଏହି ବ୍ଲଗରେ ତାଙ୍କ ପ୍ରଶଂସକ ଏବଂ...

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri