Home Left

୨ରୁ ୮ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨ା୯(ଅନିଲ ଦାସ): ବର୍ଷାକୁ ଅନାଇ ଚାଷ ଉଜୁଡ଼ିବାକୁ ବସିଲାଣି। ଏଭଳି ସ୍ଥିତିରେ ଆସନ୍ତା ୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଚାଷୀଙ୍କ ମନରେ ଆଶାସଞ୍ଚାର କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା…

ଚାଇନା ସାମ୍ନାରେ ନୂଆ ମାନଚିତ୍ରର ପ୍ରସଙ୍ଗ ଉଠାଇବେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ

କାଠମାଣ୍ଡୁ,୨।୯: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ ବେଜିଂ ଗସ୍ତ ସମୟରେ ଚାଇନା ଦ୍ୱାରା ଜାରି ହୋଇଥିବା ନୂତନ ମାନଚିତ୍ରର ପ୍ରସଙ୍ଗ ଉଠାଇବେ। ଚାଇନା ନୂତନ ମାନଚିତ୍ରରେ କାଲାପାନି, ଲିମ୍ପିୟାଧୁରା ଏବଂ ଲିପୁଲେଖଙ୍କୁ ଭାରତୀୟ ଅଞ୍ଚଳ ଭାବରେ ଦର୍ଶାଯାଇଛି। ସିପିଏନ-ମାଓବାଦୀ…

ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ବନ୍ଦ କଲା କାନାଡା, ପ୍ରଧାନମନ୍ତ୍ରୀ ଟ୍ରୁଡେ କହିଲେ ଏହି ପ୍ରକ୍ରିୟା ବହୁତ ଜଟିଳ

ଓଟାଓ୍ବା,୨।୯: କାନାଡା ଶୁକ୍ରବାର ଅପ୍ରତ୍ୟାଶିତ ଭାବରେ କହିଛି ଯେ ଭାରତ ସହ ଏକ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ବନ୍ଦ କରିଛି। ତିନିମାସ ପୂର୍ବେ ଦୁଇ ଦେଶ କହିଥିାଲ ଯେ ସେମାନେ ଚଳିତ ବର୍ଷ ପ୍ରାଥମିକ ଚୁକ୍ତିନାମା କରିବାକୁ ଲକ୍ଷ୍ୟ…

ଭାରତ ସହ ଜେଟ୍‌ ଇଞ୍ଜିନ ନିର୍ମାଣକୁ ମଞ୍ଜୁରୀ ଦେଲା ଆମେରିକା ସଂସଦ

ଓ୍ବାଶିଂଟନ୍‌,୨।୯: ଆମେରିକା ସଂସଦ ଜିଇ ଏରୋସ୍ପେସ ଏବଂ ହିନ୍ଦୁସ୍ତାନ ଏରୋନେଟିକାଲ ଲିମିଟେଡ (ଏଚଏଏଲ)ର ସହଭାଗିତାରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାଇଁ ଇଞ୍ଜିନ ଉତ୍ପାଦନକୁ ସବୁଜ ସଙ୍କେତ ଦେଇଛି। ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଜିଇ…

ସାଙ୍ଗରେ ମିଶି ଲଢ଼ିବୁ

ମୁମ୍ବାଇ,୨ା୯: ୨୦୨୪ ଲୋକ ସଭା ନିର୍ବାଚନ ଯେତେଦୂର ସମ୍ଭବ ଏକାଠି ଲଢ଼ିବା ପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମୁମ୍ବାଇରେ ଅନୁଷ୍ଠିତ ବୈଠକର ଶେଷଦିନରେ ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆ ମେଣ୍ଟ ଭାରତ ଜନସଂଖ୍ୟାର ୬୦ ପ୍ରତିଶତର ପ୍ରତିନିଧିତ୍ୱ କରୁଛି। ବିରୋଧୀ ଏକାଠି ହେଲେ…

‘ଗଦର ୩’ରେ ନଜର ଆସିବେନି ଅମିଷା ପଟେଲ, କହିଲେ କାରଣ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଭଲ ବ୍ୟବସାୟକରିପାରିଛି। ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅମିଶା ଏବଂ ସନି ଦେଓଲଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଏହାର ସଫଳତା ଦେଖି ପ୍ରଶଂସକମାନେ…

୪୮ ଘଣ୍ଟାରେ ଲଘୁଚାପ

ଭୁବନେଶ୍ୱର,୧ା୯(ଅନିଲ ଦାସ)-ବର୍ଷାକୁ ଅନାଇ ଚାଷ ଉଜୁଡ଼ିବାକୁ ବସିଲାଣି। ଏମିତି ପରିସ୍ଥିତିରେ ଆସନ୍ତା ୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଚାଷୀଙ୍କ ମନରେ ଆଶାସଞ୍ଚାର କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା…

ଅବୈଧ ବିବାହରୁ ଜନ୍ମିତ ପିଲା ପୈତୃକ ସମ୍ପତ୍ତିରୁ ଭାଗ ପାଇବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ା୯: ଅବୈଧ ବିବାହରୁ ଜନ୍ମିତ ପିଲା ତାଙ୍କ ମାଆବାପାଙ୍କ ସମ୍ପତ୍ତିରୁ ଭାଗ ପାଇବାକୁ ହକ୍‌ଦାର ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଏଭଳି ବିବାହରୁ ଜନ୍ମିତ ପିଲା ବୈଧ ଓ ହିନ୍ଦୁ ଉତ୍ତରାଧିକାର ଆଇନ ଅନୁଯାୟୀ ସେମାନେ ପୈତୃକ ସମ୍ପତ୍ତିରେ ଅଧିକାର ଦାବି…

ବିରୂପା ନଦୀପଠାରୁ ଗଳିତ ଝୁଲନ୍ତା ମୃତଦେହ ଜବତ

ମଙ୍ଗୁଳି-ଜଗତପୁର,୧।୯(ମାନସ ସାମଲ)- ଜଗତପୁର ଥାନା ଅଧୀନ ବିରୂପା ନଦୀପଠାରୁ ଗଳିତ ଝୁଲନ୍ତା ମୃତଦେହକୁ ଜଗତପୁର ପୋଲିସ ଶୁକ୍ରବାର ଜବତ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବାବେଳେ ତଦନ୍ତ ଚଳାଇଛି। ଅପରପକ୍ଷେ ଏହି ପଠାଟିରେ ସାଧାରଣ ଲୋକଙ୍କ ଚଳାଚଳ ନ ଥିବାରୁ…

ବ୍ରିଜ୍‌ରେ ଝୁଲି ରହିଲା ହାଇୱା

ବାରଙ୍ଗ,୧।୯(ଲିଙ୍ଗରାଜ ରାଉତ): ଦ୍ରୁତଗତିରେ ଆସୁଥିବା ହାଇୱାଟି ଭାରସାମ୍ୟ ହରାଇ ରଘୁନାଥପୁର ଗାଁମୁଣ୍ଡରେ ଥିବା ବୁଢାନାଳ ସେତୁର ବ୍ୟାରିକେଡକୁ ଧକ୍କାଦେଇ ଝୁଲି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ହାଇୱା ଚାଳକ ଫେରାର ହୋଇଯାଇଥିବା ବେଳେ କାହାର କୌଣସି କ୍ଷତି ହୋଇ ନାହିଁ। ପ୍ରକାଶ…

ଦିନକରେ ୨ ମୃତଦେହ ଜବତ

କଟକ ସଦର,୧।୯(ସୁଶାନ୍ତ ଜେନା) କିଶନ ନଗର ଥାନା ଅଞ୍ଚଳରେ ଶୁକ୍ରବାର ପୋଲିସ ୨ଟି ମୃତଦେହକୁ ଜବତ କରିଛି। ଏ ନେଇ ପୋଲିସ ୨ଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ଏହି ଥାନା ଅନ୍ତର୍ଗତ ସିଙ୍ଘାଳ ଗ୍ରାମର…

ଭାରତ ବିପକ୍ଷ ମୁକାବିଲା ଲାଗି ଦଳ ଘୋଷଣା କଲା ପାକିସ୍ତାନ, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୧। ୯: ଏସିଆ କପ୍ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ଅର୍ଥାତ ରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ପଲ୍ଲିକେଲରେ ଭାରତୀୟ ସମୟାନୁସାରେ ଅପରାହ୍ନ ୩ଟାରେ ଖେଳାଯିବ। ତେବେ ଏହି ବ୍ଲକବଷ୍ଟର ମୁକାବିଲା ପୂର୍ବରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri