ଜି -୨୦ ସମ୍ମିଳନୀ ପାଇଁ ସୁରକ୍ଷା କଡାକଡି, ଖାକି ନୁହେଁ ନୀଳ ରଙ୍ଗର ସଫାରି ଶୁଟରେ ନଜର ଆସିବେ ଦିଲ୍ଲୀ ପୋଲିସର ଯବାନ
ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି। ଦିଲ୍ଲୀର ସୁରକ୍ଷା ପାଇଁ ୪୫ ହଜାର ସୈନିକ ନିୟୋଜିତ ହେବେ, ଯେଉଁଥିରେ ଦିଲ୍ଲୀ ପୋଲିସ ଏବଂ ସେଣ୍ଟ୍ରାଲ ଫୋର୍ସ…
ଭାରତର ଜାତୀୟ ପଶୁ ‘ବାଘ’, ଆମେରିକାର ଜାଣିଲେ ଚକିତ ହେବେ…
ଭାରତର ରାଷ୍ଟ୍ରୀୟ ପଶୁ ହେଉଛି ଅପାର ଶକ୍ତିର ପ୍ରତୀକ ବାଘ। ହେଲେ ଆମେରିକାର ଜାତୀୟ ପଶୁ କିଏ ଆପଣ ଜାଣନ୍ତି କି? ହୁଏତ ନା। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେଉଥିବା ଆମେରିକାର ଜାତୀୟ ପଶୁ ହେଉଛି ‘ଆମେରିକାନ୍…
ଘୁଞ୍ଚିଲା ପ୍ରଭାସଙ୍କ ଫିଲ୍ମର ରିଲିଜ୍ ତାରିଖ!
ମୁମ୍ବାଇ: ପ୍ରଶଂସକମାନେ ଉତ୍ସାହର ସହିତ ୨୦୨୩ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ପ୍ରଭାସଙ୍କ ‘ସାଲାର ପାର୍ଟ-୧’ ପାଇଁ ଅପେକ୍ଷା କରିଛନ୍ତି। ତେବେ ଖବର ଆସୁଛି ଯେ ବର୍ତ୍ତମାନ ଏହି ଫିଲ୍ମର ରିଲିଜ ତାରିଖ ବୃଦ୍ଧି କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମର…
ଲୁଟ୍ ଉଦ୍ୟମ ବେଳେ ମହିଳାଙ୍କୁ ଛୁରି ଭୁସିଲେ ଦୁର୍ବୃତ୍ତ
ଭବାନୀପାଟଣା,୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଡକାୟତମାନେ ଆତଙ୍କ ଜାହିର କରିଛନ୍ତି। ରାତିରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଲଟ୍ପାଟ କରୁଛନ୍ତି। ଏପରିକି ଲୋକଙ୍କୁ ମାଡ ମାରିବା ସହ ମାରଣାସ୍ତ୍ରରେ ଆଘାତ ମଧ୍ୟ କରୁଛନ୍ତି। ପୋଲିସର ନିଷ୍କ୍ରିୟତା…
ପରଦାରେ ଗାଙ୍ଗୁଲି ହେବା ଲାଗି ଅଣ୍ଟା ଭିଡିଲେ ଆୟୁଷ୍ମାନ
ବମ୍ବେ: ଭାରତୀୟ ଖେଳାଳିମାନଙ୍କ ଉପରେ ନିର୍ମିତ ବାୟୋପିକକୁ ବହୁତ ପସନ୍ଦ କରୁଛନ୍ତି ଦର୍ଶକ। ଉଦାହରଣ ସ୍ବରୂପ ‘ଏମ୍ ଏସ୍ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ଠାରୁ ଆରମ୍ଭ କରି ‘ଭାଗ୍ ମିଲ୍ଖା ଭାଗ୍’କୁ ନିଆଯାଇପାରେ। ଏହି ଫିଲ୍ମଗୁଡିକର ସଫଳତାକୁ ଦେଖି ବଲିଉଡରେ ଭାରତୀୟ…
ଖାଉଟି ଫୋରମ୍ର ହସ୍ତକ୍ଷେପ, ମିଳିଲା ୧କୋଟି ବୀମା ଟଙ୍କା
ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): କରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ବୀମା କମ୍ପାନୀ ମୃତ୍ୟୁକାଳୀନ କ୍ଷତିପୂରଣ ଟଙ୍କା ପ୍ରଦାନ କରିବାରେ ଟାଳଟୂଳ ନୀତି ଅବଲମ୍ବନ କରିଥିବା ଅଭିଯୋଗର ବିଚାର କରି ବରଗଡ଼ ଖାଉଟି ସୁରକ୍ଷା ଫୋରମ ମୃତକଙ୍କ ସ୍ତ୍ରୀଙ୍କୁ ୧କୋଟି…
ଆଜି ରାୟପୁରରେ ରାହୁଲ ଗାନ୍ଧୀଙ୍କ ବିଶାଳ ସଭା, ୩ ରୁ୪ଲକ୍ଷ ଲୋକ ହେବେ ସାମିଲ
ରାୟପୁର,୨।୯: କିଛି ମାସ ପରେ ଛତିଶଗଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେପ୍ଟେମ୍ବର ୨ ଅର୍ଥାତ୍ ଶନିବାର ଛତିଶଗଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।…
ଜିଆଇ ଟ୍ୟାଗ୍ ଅନ୍ତିମ ପର୍ଯ୍ୟାୟରେ ମଗଜି ଲଡୁ
ଢେଙ୍କାନାଳ,୨ା୯(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମଗଜି ଲଡୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇବା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପରିକି ଜିଓଗ୍ରାଫିକାଲ ଜର୍ନାଲ ମାଗାଜିନର ପୃଷ୍ଟା-୪୫ରେ ମଧ୍ୟ ଏହା ସ୍ଥାନ ପାଇସାରିଛି। ଏହି ଖବର ଜଣାପଡ଼ିବା ପରେ ଢେଙ୍କାନାଳ ଜିଲାରେ…
୪,୨୦୦କୋଟିରୁ ଅଧିକ ମୂଲ୍ୟର ଅବୈଧ ଔଷଧ ଜବତ କଲା ଆସାମ ରାଇଫଲ୍ସ
ଗୁଆହାଟୀ,୨।୯: ଆସାମ ରାଇଫଲ୍ସକୁ ଏକ ବଡ଼ ସଫଳତା ମିଳିଛି । ଗତ ଚାରି ବର୍ଷ ମଧ୍ୟରେ ଆସାମ ରାଇଫଲ୍ସ ୪୨୦୦କୋଟିରୁ ଅଧିକ ମୂଲ୍ୟର ଅବୈଧ ଔଷଧ ଜବତ କରିଛି। ଆସାମ ରାଇଫଲ୍ସ ମହାନିର୍ଦ୍ଦେଶକ ପିସି ନାୟର କହିଛନ୍ତି, ଗତ ଚାରି ବର୍ଷ…
୭ ସେପ୍ଟେମ୍ବରରେ ଭାରତ ପହଞ୍ଚିବେ ବାଇଡେନ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ
ଓ୍ବାଶିଂଟନ୍,୨।୯: ରାଜଧାନୀ ଦିଲ୍ଲୀରେ ୯ ଏବଂ ୧୦ସେପ୍ଟେମ୍ବରରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜିତ ହେଉଛି। ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଠାରୁ ଆରମ୍ଭ କରି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଉପସ୍ଥିତ ରହିବେ। ଏହି ସମ୍ମିଳନୀରେ ବିଶ୍ୱର…
ମୃତଦେହ ଛାଡ଼ିବା ପାଇଁ ଲାଞ୍ଚ ଅଭିଯୋଗ
ବ୍ରହ୍ମପୁର,୨ା୯ (ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜି ମେଡିକାଲରେ ରୋଗୀସେବା ପାଇଁ ବିଭିନ୍ନ ସମୟରେ ଲାଞ୍ଚ ମଗାଯାଉଥିବା ଅଭିଯୋଗ ଆସୁଛି। ଏବେ ମୃତଦେହ ଛାଡ଼ିବା ପାଇଁ ମଧ୍ୟ ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିବା ଅଭିଯୋଗ ଆସିଛି। ଏଭଳି ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ…
ମରାଠା ସଂରକ୍ଷଣ ଆନ୍ଦୋଳନ ସମୟରେ ହିଂସାକାଣ୍ଡ, ୪୨ ପୋଲିସକର୍ମୀ ଆହତ
ମୁମ୍ବାଇ,୨।୯: ମହାରାଷ୍ଟ୍ରର ଜାଳନା ଜିଲାର ମରାଠା ସଂରକ୍ଷଣ ଦାବିକୁ ନେଇ ଚାଲୁଥିବା ପ୍ରଦର୍ଶନ ଶୁକ୍ରବାର ହିଂସାତ୍ମକ ରୂପ ନେଇ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଜିଲାର ଆମ୍ବାଡ ତହସିଲର ଧୁଲେ-ସୋଲାପୁର ରାସ୍ତାରେ ଭିଡ଼ ଜମାଇବା…
Archives


