କେଜ୍ରିଓ୍ବାଲଙ୍କୁ ପୁଣି ସମନ
ନୂଆଦିଲ୍ଲୀ,୨୨ା୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପୁଣିଥରେ ସମନ ଜାରି କରିଛି। ଜାନୁୟାରୀ ୩ରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ…
ରିମାଣ୍ଡରେ ଅକ୍ଷୟ, ର଼୍ୟାକେଟରେ ପୋଲିସ
ଭୁବନେଶ୍ୱର,୨୨।୧୨(ସୂର୍ଯ୍ୟକାନ୍ତ ବେହେରା): ଅଧା ଦାମରେ କାର ଓ ବାଇକ ଦେବାର ପ୍ରଲୋଭନ ଦେଖାଇ ଶତାଧିକ ଲୋକଙ୍କଠାରୁ ଗଞ୍ଜାମ ଦମ୍ପତି ଅକ୍ଷୟ ଗୌଡ ଓ ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ବହୁ କୋଟି ଟଙ୍କା ଠକିବା ମାମଲାରେ ନୟାପଲ୍ଲୀ ଥାନା ପୋଲିସ ଅଧିକ…
ନିରାକାରପୁରରେ ରହଣି କରିବ ପ୍ରଶାନ୍ତି ଏକ୍ସପ୍ରେସ
ଭୁବନେଶ୍ୱର, ୨୨।୧୨(ଅନୁରାଧା ମହାରଣା): ଯାତ୍ରୀଙ୍କ ସୁବିଧା ପାଇଁ ଏଣିକି ନିରାକାରପୁରଠାରେ ୧୮୪୬୩/୧୮୪୬୪ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ରେଳ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୧୮୪୬୪ ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ବେଙ୍ଗାଲୁରୁଠାରୁ ଆସନ୍ତା ୨୯ ତାରିଖରେ…
ଡାକ୍ତର ସାଜିଥିବା ବୁଖାରୀ +୨ ଫେଲ୍
ଭୁବନେଶ୍ୱର,୨୨।୧୨(ସୂର୍ଯ୍ୟକାନ୍ତ ବେହେରା): ସନ୍ଦିଗ୍ଧ ଆତଙ୍କବାଦୀ ତଥା କଶ୍ମିର ପୋଲିସର ଓ୍ବାଣ୍ଟେଡ୍ ଥିବା ସୟଦ ଇଶାନ ବୁଖାରୀଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ମାରାଥନ୍ ଜେରା କରୁଛି। ଏଭଳିସ୍ଥିତିରେ ଶୁକ୍ରବାର ବୁଖାରୀଙ୍କ କଲ୍ ଡିଟେଲ୍ସ ରିପୋର୍ଟ (ସିଡିଆର୍) ଏସ୍ଟିଏଫ୍ ନିକଟରେ ପହଞ୍ଚତ୍ଛି।…
ପୁଣି ଧମକ ଦେଉଛନ୍ତି ଆକ୍ରମଣକାରୀ: ଏସ୍ପିଙ୍କୁ ସୁରକ୍ଷା ଲୋଡ଼ିଲେ ପରିବାର
କେନ୍ଦୁଝର,୨୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଡିସେମ୍ବର ୧୧ ତାରିଖରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଫଳରେ ଆକ୍ରମଣକାରୀ ବଜାରରେ ବୁଲୁଥିବା ବେଳେ ପୁଣି ଧମକ ଦେଉଛନ୍ତି।…
ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ
ବୈଶିଙ୍ଗା,୨୨ା୧୨(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ବାଛୁରୀପଡ଼ା କ୍ଲଷ୍ଟର ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଏହି ନୋଟିସ ଜାରି କରିଛନ୍ତି । ସୂଚନା…
ସ୍କୁଲରୁ ଚୋରି ହେଉଥିଲା ଝିଅର ଟିଫିନ, ଖାଇବାରେ ମାଆ ମିଶାଇଦେଲେ ବିଷାକ୍ତ ଜିନିଷ, ଆଉ ତା’ ପରେ…
ପ୍ରତିଶୋଧ ପରାୟଣ ହୋଇ ଲୋକେ କିଛି ଏପରି କିଛି କରି ବସନ୍ତି ଯାହାଦ୍ୱାରା ଆଉ କାହାକୁ ହଇରାଣ ହେବା ସହ ନିଜେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି। ଗୋଟିଏ ଛୋଟ ଝିଅ ସ୍କୁଲକୁ ନେଉଥିବା…
କୋଟିପତି ମୁଖ୍ୟ ଯୋଗାଣ ଅଧିକାରୀ ଗିରଫ
ଭୁବନେଶ୍ୱର,୨୨।୧୨ (ସତ୍ୟଜିତ୍ ରାଉତ): ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ଭିଜିଲାନ୍ସ ଶୁକ୍ରବାର ଗିରଫ କରିଛି। ପ୍ରଶାନ୍ତଙ୍କଠାରୁ ଠାବ ହୋଇଥିବା ସ୍ଥାବର ଓ ଅସ୍ଥାବର ଆୟ ବହିର୍ଭୂତ ସମ୍ପତ୍ତି ତାଙ୍କ ପ୍ରକୃତ ଆୟଠାରୁ ୧୩୪ ପ୍ରତିଶତ ଅଧିକ ବୋଲି…
୩-୨ରେ ସିରିଜ ଜିତିଲା ଓ୍ବେଷ୍ଟଇଣ୍ଡିଜ
ଟାରୋବା,୨୨ା୧୨: ଓ୍ବେଷ୍ଟଇଣ୍ଡିଜ ଅନ୍ତିମ ଓଭରରେ ଇଂଲଣ୍ଡକୁ ପରାସ୍ତ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜକୁ ୩-୨ରେ ଜିତି ନେଇଛି। ସ୍ଥାନୀୟ ବ୍ରାଏନ ଲାରା ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୯.୩ ଓଭରରେ…
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ
ଭୁବନେଶ୍ୱର, ୨୨।୧୨: ଅଲ୍ଟିମେଟ ଖୋ ଖୋ (ୟୁକେକେ) ଲିଗ୍ର ଦ୍ୱିତୀୟ ସଂସ୍କରଣ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ। କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଏହା ଖେଳାଯିବ। ୟୁକେକେର ସିଇଓ ତଥା ଲିଗ୍ କମିଶନର ତେନଜିଂ ନିୟୋଗି ପ୍ରତିଯୋଗିତାର…
ଏଭଳି ଦେଖନ୍ତୁ Youtube ଭିଡିଓ, ଦିନ ସାରା ବ୍ୟବହାର କଲେ ବି ସରିବନି ଡାଟା…
ଦିନ ଥିଲା ୧ଜିବି ଡାଟା ମାସେ ଯାଏ ବ୍ୟବହାର କରାଯାଉଥିଲା। ହେଲେ ବର୍ତ୍ତମାନ ସମୟରେ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଇଛି। ତା ସହ ବଢ଼ିଛି ମନୋରଞ୍ଜନର ପ୍ଲାଟଫର୍ମ। ସେଥିରୁ ଗୋଟିଏ ହେଲା ୟୁଟ୍ୟୁବ୍। ଅନେକ ଏଥିରେ ଭିଡିଓ ଦେଖିବାକୁ ଭଲ ପାଆନ୍ତି।…
ଜୟପୁରକୁ ଜିଲା ମାନ୍ୟତା ଦାବି ତେଜିଲା
ଜୟପୁର,୨୨ା୧୨(ପବନ ପାଣିଗ୍ରାହୀ): ଜୟପୁରକୁ ଜିଲା ମାନ୍ୟତା ଦାବିରେ ସ୍ଥାନୀୟ ରାଜନଗର ଛକଠାରେ ଶୁକ୍ରବାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବ୍ୟବସାୟୀ, ସମାଜିକ କର୍ମୀ, ଛାତ୍ର ନେତା ଏବଂ ଯୁବକମାନେ ଯୋଗ ଦେଇଥିଲେ। କୋରାପୁଟ ଇତିହାସରୁ…

