ବିପକ୍ଷ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି: ଜୟଶଙ୍କର
ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସାକୁ ନେଇ ବିରୋଧୀ ସଂସଦର ଉଭୟ ଗୃହରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଗୁରୁବାର ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ଜୟଶଙ୍କର ଭାରତର ବୈଦେଶିକ ନୀତିର ସଫଳତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ବିଷୟରେ ଗୃହକୁ…
କ୍ଷମା ମାଗିଲେ ଅଞ୍ଜୁଙ୍କ ପିତା
ନୂଆଦିଲ୍ଲୀ,୨୭।୭: ନିଜ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁଙ୍କ ପିତା ଗୟା ପ୍ରସାଦ ଥମସ ଝିଅକୁ ନେଇ ଖୁବ ନିରାଶା ବ୍ୟକ୍ତ କରିଛନ୍ତି। ଅଞ୍ଜୁଙ୍କ ପିତା କହିଛନ୍ତି କି ସେ ଆମ ପରିବାର ପାଇଁ ମରିଯାଇଛନ୍ତି। ଗୟା ପ୍ରସାଦ କହିଛନ୍ତି ତାଙ୍କ…
ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଭାରତକୁ ଝଟ୍କା
ନୂଆଦିଲ୍ଲୀ,୨୭।୭: ଆଜିଠାରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଏହାପୂର୍ବରୁ ଭାରତକୁ ବଡ଼ ଝଟ୍କା ଲାଗିଛି। ପ୍ରଥମ ଦିନିକିଆ ପୂର୍ବରୁ ଗୋଡରେ ଯନ୍ତ୍ରଣା ଅନୁଭବ କରିବାରୁ ପେସ୍ ବୋଲର୍ ମହମ୍ମଦ ସିରାଜଙ୍କୁ ଦିନିକିଆ ସିରିଜରୁ…
ସଂଗ୍ରାମୀ ସ୍ମୃତିବନ ଅନ୍ୟମାନଙ୍କ ପାଇଁ ଉଦାହରଣ
ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ): ଦେଶ ମାତୃକାର ସ୍ବାଧୀନତା ପାଇଁ ଅନେକ ସଂଗ୍ରାମୀଙ୍କ ଅବଦାନ ଅତୁଳନୀୟ ଓ ଅବର୍ଣ୍ଣନୀୟ । ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ଅନେକ ସଂଗ୍ରାମୀ ଶହୀଦ ହୋଇଛନ୍ତି । ସ୍ବାଧୀନତା ସଂଗ୍ରାମ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ…
ଶରଦ ପାୱାର ଦଳକୁ ନୋଟିସ ପଠାଇଲେ ନିର୍ବାଚନ ଆୟୋଗ
ମୁମ୍ବାଇ,୨୭।୭: ନିର୍ବାଚନ ଆୟୋଗ ଏନସିପିର ଶରଦ ପାୱାର ଦଳକୁ ନୋଟିସ ଜାରି କରିଛନ୍ତି। ଏଥିରେ ଅଜିତ ପାୱାରଙ୍କ ପକ୍ଷରେ ହୋଇଥିବା ଦାବି ସମ୍ପର୍କରେ ଜବାବ ମଗାଯାଇଛି। ଶରଦ ପାୱାର ଦଳ ଗୁରୁବାର କହିଛନ୍ତି ଯେ, ନିର୍ବାଚନ ଆୟୋଗ ଏକ ଚିଠି ପଠାଇ…
ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣି ଦେଲେ ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ
ଇସଲାମାବାଦ,୨୭।୭: ସଂସଦର ମିଳିତ ଅଧିବେଶନରେ ପାକିସ୍ତାନର ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ମହିଳା ନେତାଙ୍କ ବିରୋଧରେ ଯୌନ ସମ୍ପର୍କ ତଥା ଅପମାନଜନକ ମନ୍ତବ୍ୟ ଦେଇ ସମାଲୋଚନା କରିଛନ୍ତି। ଡନ…
ଓଏସ୍ଏସ୍ସି ପ୍ରଶ୍ନପତ୍ର ଲିକ୍ ମାମଲା: ମାଷ୍ଟରମାଇଣ୍ଡ ଗିରଫ
ବାଲେଶ୍ୱର,୨୭ା୭(ମାନସ ବିଶ୍ୱାଳ): ଓଏସ୍ଏସ୍ସି ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟରମାଇଣ୍ଡଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ବାଲେଶ୍ୱର ପୋଲିସ। ମାଷ୍ଟରମାଇଣ୍ଡ ସମେତ ଅନ୍ୟ କେତେଜଣଙ୍କୁ ପୋଲିସ ଧରିଛି । ପୂର୍ବରୁ ଏହି ମାମଲାରେ ୯ ଜଣ ଗିରଫ…
କୁମାର ବିଶ୍ୱାସ କାଉ ରୂପେ ଆସି ରାଘବ ଚଢାଙ୍କୁ ଖୁମ୍ପି ଦେଇଗଲେ: ଏଏପି ବିଧାୟକ
ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ସଂସଦ ଭବନ ଆଗରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍ପି ରାଘବ ଚଢାକୁ ଏକ କାଉ ଖମ୍ପି ଦେଇଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ରାଘବଙ୍କୁ ଭାଜପାର କିଛି ନେତା ଟ୍ରୋଲ କରୁଛନ୍ତି। କିନ୍ତୁ…
ସିନିଆଦ-ଓ-କର୍ନରଙ୍କ ପରଲୋକ
ଡବଲିନ,୨୭।୭: ଆଇରିସ ସିଙ୍ଗର ଓ ସଙ୍ଗ ରାଇଟର ସିନୈଡ ମେରି ବର୍ନାଡିଜ ଓ କର୍ନରଙ୍କ ପରଲୋକ ହୋଇଛି। ସେ ‘ଲାୟନ ଆଣ୍ଡ ଦ କୋବରା’ ଆଲବମ ଜରିଆରେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ପରିବାର ସୂଚନା ଦେଇଛନ୍ତି ଯେ ୫୬ ବର୍ଷିୟ…
ମଣିପୁର ପ୍ରସଙ୍ଗରେ କିଛି କହୁନାହାନ୍ତି, ରାଜସ୍ଥାନରେ ରାଜନୈତିକ ଭାଷଣ ଦେଉଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ
ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକରରେ ଏକ ରାଲିରେ କଂଗ୍ରେସ ଏବଂ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଉପରେ କିଛି କହୁନାହାନ୍ତି, କିନ୍ତୁ…
କାର୍-ଅଟୋ ମୁହାଁମୁହିଁ ଧକ୍କା, ଜଣେ ମୃତ
ବସ୍ତା,୨୭ା୭(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା ବାଲିଆପାଳ ମୁଖ୍ୟ ରାସ୍ତାର ମୁକୁଳୁଶି ଛକ ନିକଟରେ କାର୍ ଏବଂ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ସିଂଲା ଥାନା…
ପ୍ରବଳ ବର୍ଷା: ମୋଟୁ-ବିଜୟଓ୍ବାଡାକୁ ଯାତାୟାତ ବନ୍ଦ
ମାଲକାନଗିରି,୨୭ା୭(ଦୁର୍ଯ୍ୟୋଧନ ପାତ୍ର): ଲଘୁଚାପ ଯୋଗୁ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋଦାବାରୀ ନଦୀ ଧିରେ ଧିରେ ଫୁଲିବାରେ ଲାଗିଛି। ଓଡ଼ିଶାରେ ଦୀର୍ଘଦିନ ଧରି ବର୍ଷା ଲାଗି ରହିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ରହିଛି। ପାହାଡ଼ି ବର୍ଷା…
Archives


