Home Left

ଚମକିଲା ରିଦ୍ଧିଙ୍କ ଭାଗ୍ୟ, ପୁଣି ଶାହାରୁଖଙ୍କ ସହ କରିବେ କାମ

ବମ୍ବେ: ଚମକିଛି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ରିଦ୍ଧି ଡୋଗରାଙ୍କ ଭାଗ୍ୟ। ତାଙ୍କ ଅଭିନୟର ପ୍ରଶଂସାରେ ଶତମୁଖ ହୋଇଛନ୍ତି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌। କିଙ୍ଗଖାନ୍‌ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଯବାନ’ରେ ମା’ ଭୂମିକାରେ ନଜର ଆସିବେ ସେ। ବୟସ କମ୍‌…

୫ ଲକ୍ଷ ଲୋକଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ଏହି ମହିଳା, ସବୁ ବିଗାଡ଼ିଲା ଟାଟୁ, ଜାଣନ୍ତୁ କେମିତି…

ଦୁନିଆରେ ଅନେକ ପ୍ରକାରର ଲୋକଙ୍କ ବିଷୟରେ ଜାଣିଥିବେ। କିଏ ଅର୍ଥ ବଳରେ ନାଁ କରିବାକୁ ଚାହାନ୍ତି ତ କିଏ ଗୀତ ଗାଇ ପ୍ରସିଦ୍ଧ ହେବା ପାଇଁ ଚାହିଁଥାନ୍ତି। କିନ୍ତୁ କିଛି ପାଗଳ ଲୋକ ଅନ୍ୟମାନଙ୍କୁ ଆଘାତ କରି ନାଁ କମାଇବା ପାଇଁ…

ଫିଲ୍ମ ‘ଆଦିପୁରୁଷ’ର ‘ବ୍ରହ୍ମା’ ସାଜିଲେ ଆତଙ୍କବାଦୀ

ମୁମ୍ବାଇ: ନିର୍ଦ୍ଦେଶକ ଓମ ରାଉତଙ୍କ ‘ଆଦିପୁରୁଷ’ରେ ବ୍ରହ୍ମା ଭୂମିକାରେ ଅଭିନୟ କରିଥିବା ଅଭିନେତା ବିଜୟ ଜେ ଆନନ୍ଦଙ୍କୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଡେ ମିୟାଁ ଚୋଟ ମିୟାଁ’ରେ ଏକ ଦମଦାର ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି। ବିଜୟ ଏହି ଫିଲ୍ମରେ ଏକ…

ପିସିବିଠାରୁ ୩୬ଗୁଣା ଧନୀ ବିସିସିଆଇ

ନୂଆଦିଲ୍ଲୀ, ୨। ୯: କ୍ରିକେଟ ଏଭଳି ଏକ ଖେଳ ଯାହାର ଲୋକପ୍ରିୟତା କାହିଁରେ କେତେ। ଏଥିରେ ରୋଜଗାର ମଧ୍ୟ ବହୁତ ଅଧିକ। ବିଶ୍ବର ସମସ୍ତ କ୍ରିକେଟ ବୋର୍ଡ ମଧ୍ୟରୁ ଭାରତର ବିସିସିଆଇ ଶୀର୍ଷ ଧନୀ ବୋର୍ଡ ମାନ୍ୟତା ପାଇଛି। ସେହିଭଳି ଦୁନିଆର…

ପ୍ରତିବର୍ଷରେ ଡଙ୍ଗାରେ ଠେଲିବାକୁ ପଡ଼େ ଏହି ଭାସମାନ ଦ୍ୱୀପକୁ, କାରଣ ଜାଣିଲେ…

ଆମେରିକାର ଓ୍ବିସ୍କୋନସିନ୍‌ ରାଜ୍ୟରେ ‘ଚିପ୍‌ଓ୍ବା’ ନାମକ ଏକ ହ୍ରଦ ଅଛି। ଯାହାକି ଏକ ଭାସମାନ ଦ୍ୱୀପ। ଏହି ଦ୍ୱୀପ ୪୦ ଏକର ପରିମିତ ସ୍ଥାନରେ ବ୍ୟାପିଛି। ଯାହାର ପୃଷ୍ଠଭୂମି ମାର୍ଶେ। ଏହି ଦ୍ୱୀପକୁ ‘ଚିପ୍‌ଓ୍ବା ଫ୍ଲୋଜ୍‌ ଫ୍ଲୋଟିଂ ବଗ୍‌’ ମଧ୍ୟ କୁହାଯାଏ।…

ବସ୍‌ଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର/ଯଶୀପୁର,୨ା୯(ମନୋରଞ୍ଜନ ତିରିଆ/ସରୋଜ କୁମାର ମହାନ୍ତ): ମୟୂରଭଞ୍ଜ ଜିଲା ଯଶୀପୁରର ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ କରାଯିବା ପାଇଁ ସ୍ଥାନ ନିରୂପଣ ନିମନ୍ତେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ଯଶୀପୁର ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ତରଫରୁ ଯଶୀପୁର ତହସିଲଦାର କ୍ରେସେନ୍‌ସିଆ ତିର୍କୀଙ୍କୁ ଦାବିପତ୍ର…

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସ୍ବତନ୍ତ୍ର ଅତିରିକ୍ତ ଜିଲାଜଜ୍‌ (ପୋକ୍ସୋ) ଶୁଭଶ୍ରୀ ତ୍ରିପାଠୀ ଶନିବାର ଜଣେ ୧୦ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର ମାମଲାରେ ଶୁଣାଣି କରି ପ୍ରତାପ ପୃଷ୍ଟି ନାମକ ଜଣେ ଯୁବକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା…

ରାସ୍ତା କଡ଼କୁ ଓଲଟିଲା ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ଭବାନୀପାଟଣା,୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋବରା ନିକଟରେ ଶନିବାର ଏକ ପେଟ୍ରୋଲ ଟ୍ୟାଙ୍କର ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଫଳରେ ଏଥିରେ ବସିଥିବା ଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ …

କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ବର,୨।୯: ପିପିଲି ସିଫା ନିକଟରୁ ୨ ବ୍ରାଉନସୁଗାର ବେପାରୀଙ୍କୁ ଏସଟିଏଫ ଗିରଫ କରିଛି । ସେମାନଙ୍କ ନିକଟରୁ ୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି…

ହତ୍ୟା ମାମଲା: ଆଜୀବନ ଜେଲ ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ଛତ୍ରପୁର,୨ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ହୋଇଥିଲା। ଏ ସମ୍ପର୍କରେ ବ୍ରହ୍ମପୁର ଏଡିଜେ-୩ ପକ୍ଷରୁ…

ନିର୍ମାଣାଧୀନ କୋଠାରୁ ମିଳିଲା ଯୁବକଙ୍କ ମୃତଦେହ

ଯାଜପୁର,୨।୯: ଯାଜପୁର ମେଡିକାଲ କଲେଜ ନିକଟରେ ନିର୍ମାଣାଧୀନ ପୌରପାଳିକା କାର୍ଯ୍ୟାଳୟ କୋଠରୀରୁ ଏକ ମୃତଦେହ ମିଳିଛି । ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ପଣସା ପଞ୍ଚାୟତର ମୋଟ୍ରାଙ୍ଗ ପାଳ ଗାଁର ଜିଲୁ ବୋଲି…

ସାଳନ୍ଦୀ ନଦୀରେ ନିଖୋଜ ଥିଲେ ମହିଳା: ମିଳିଲା ମୃତଦେହ

ଠାକୁରମୁଣ୍ଡା,୨।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମ ଦେଇ ଯାଇଥିବା ସାଳନ୍ଦୀ ନଦୀରେ ଶୁକ୍ରବାର ସନ୍ଧ୍ୟାରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିଲେ। ଶନିବାର ସକାଳେ ଅଗ୍ନିଶମ ବିଭାଗ ମହିଳା ଜଣଙ୍କ ମୃତଦେହ ଉଦ୍ଧାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri