ଟିମ ଇଣ୍ଡିଆ କିଛି ଜିତିପାରେ ନାହିଁ: ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ ଏଭଳି ବୟାନ ଦେଲେ ଇଂଲଣ୍ଡର ପୂର୍ବ ଅଧିନାୟକ
ନୂଆଦିଲ୍ଲୀ,୩୦।୧୨: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ଟିମ ଇଣ୍ଡିଆ ସମାଲୋଚନାର ଶିକାର ହୋଇଛି। ଭାରତ ତଥା ବିଦେଶର କ୍ରିକେଟ ବିଶେଷଜ୍ଞମାନେ ଟିମ ଇଣ୍ଡିଆର ପରାଜୟ ସମ୍ପର୍କରେ ନିଜର ମତ ଦେଉଛନ୍ତି।…
ଲୋମଟାଙ୍କୁରା ଦୃଶ୍ୟ: ଅଜଗରକୁ ଧରି କ୍ୟାମେରା ଆଗରେ ପୋଜ୍ ଦେଉଥିଲେ ବ୍ୟକ୍ତି, ପରେ ଯାହା ଘଟିଲା…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ସେଥିରୁ କେତେକ ଭିଡିଓ ହସରଖୋରାକ ଯୋଗାଉ ଥିବାବେଳେ କେତେକ ଭାବପ୍ରବଣ କରିଦଦିଏ। ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ। ଯେଉଁଥିରେ…
ଏହି ପୂର୍ବତନ କ୍ରିକେଟ ଅଧିନାୟକ ହେଲେ ଦୋଷୀ ସାବ୍ୟସ୍ତ
କାଠମାଣ୍ଡୁ, ୩୦ା୧୨ ଜଣେ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ନେପାଳର ପୂର୍ବତନ କ୍ରିକେଟ ଅଧିନାୟକ ସନ୍ଦୀପ ଲାମିଚାନେଙ୍କୁ ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗତବର୍ଷ ଅଗଷ୍ଟରେ କାଠମାଣ୍ଡୁସ୍ଥିତ ଏକ ହୋଟେଲ ରୁମ୍ରେ ଜଣେ ୧୭ ବର୍ଷୀୟା ବାଳିକାଙ୍କୁ ବଳାତ୍କାର କରିଥିବା…
ସ୍ବଚ୍ଛ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବ ଜେଏସ୍ଏଲ୍
ଭୁବନେଶ୍ୱର ,୩୦।୧୨: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ବହୁ ପ୍ରତୀକ୍ଷିତ ସଷ୍ଟେନେବିଲିଟି ରିପୋର୍ଟ ନିକଟରେ ଉନ୍ମୋଚିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ନୂତନ ଭାବେ ପ୍ରକାଶିତ ସଷ୍ଟେନେବିଲିଟି ରିପୋର୍ଟ ଅନୁଯାୟୀ ଉଇଣ୍ଡ-ସୋଲାର ହାଇବ୍ରିଡ୍, ଭାସମାନ ଏବଂ ଛାତ ଉପର ସୌର ପ୍ଲାଣ୍ଟ ମାଧ୍ୟମରେ…
ସୁକନ୍ୟା ଯୋଜନା ସୁଧ ହାର ୮.୨%କୁ ବୃଦ୍ଧି
ଭୁବନେଶ୍ୱର, ୩୦।୧୨(ଅନୁରାଧା ମହାରଣା): ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରୁଥିବା ନିବେଶକମାନଙ୍କୁ ସରକାର ନୂଆ ବର୍ଷରେ ଏକ ବଡ଼ ଉପହାର ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ପାଇଁ ଏହି ଯୋଜନାର ସୁଧ ହାର ୮ ପ୍ରତିଶତରୁ ୮.୨ ପ୍ରତିଶତକୁ…
ଡବ୍ଲ୍ୟୁଇଏଲ୍ ପକ୍ଷରୁ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର ,୩୦।୧୨: ସୋଲାର ପିଭି ମଡ୍ୟୁଲ୍ର ସର୍ବବୃହତ୍ ନିର୍ମାତା ୱାରେ ଏନର୍ଜିସ୍ ଲିମିଟେଡ୍ (ଡବ୍ଲ୍ୟୁଇଏଲ୍) ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ (ଡିଆର୍ଏଚ୍ପି) ଦାଖଲ କରାଯାଇଛି। ଏପରିକି କମ୍ପାନୀ ଇନିସିଆଲ୍ ପବ୍ଲିକ୍…
ଖସିଲା ଶେୟାର ବଜାର
ଭୁବନେଶ୍ୱର ,୩୦।୧୨: ଗତ କିଛି ସପ୍ତାହ ହେବ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ…
ନଭେମ୍ବରରେ କୋର୍ ଇଣ୍ଡଷ୍ଟ୍ରିର ଉତ୍ପାଦନ ୭.୮% ବୃଦ୍ଧି
ଭୁବନେଶ୍ୱର ,୩୦।୧୨: ଦେଶର ପ୍ରମୁଖ ୮ କୋର୍ ସେକ୍ଟର ଇଣ୍ଡଷ୍ଟ୍ରିର ଉତ୍ପାଦନ ୨୦୨୩ ନଭେମ୍ବର ମାସରେ ୭.୮% ବୃଦ୍ଧି ଘଟିଛି। ଏପରିକି ୨୦୨୨ ସମାନ ଅବଧିରେ ଏହି ପରିମାଣ ୫.୭% ରହିଥିଲା। ଏ ନେଇ ଶୁକ୍ରବାର ବାଣିଜି୍ୟକ ଓ ଶିଳ୍ପ ମନ୍ତ୍ରଣାଳୟ…
ରୁଚି-ଫାର୍ମ ବି’କୁ ଶ୍ରେଷ୍ଠ ବ୍ରାଣ୍ଡ୍ ପୁରସ୍କାର
ଭୁବନେଶ୍ୱର ,୩୦।୧୨ (ଅଭୟ ଦାଶ): ପୂର୍ବ ଭାରତର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱେଶ୍ୱର ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ର ଫାର୍ମ-ବି ବ୍ରାଣ୍ଡ୍ (ରୁଚି-ଫାର୍ମ ବି)କୁ ଇଣ୍ଡିଆ-୫୦୦ ଶ୍ରେଷ୍ଠ ବ୍ରାଣ୍ଡ୍ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏମ୍ଏସ୍ଏମ୍ଇ ପକ୍ଷରୁ ନଭି ମୁମ୍ବାଇର…
ବ୍ରିଜ୍ ଭୂଷଣଙ୍କ ବାସଭବନରୁ କାର୍ଯ୍ୟାଳୟ ସ୍ଥାନାନ୍ତର
ନୂଆଦିଲ୍ଲୀ, ୩୦ା୧୨: କ୍ରୀଡ଼ା ମନ୍ତ୍ରଣାଳୟର ଆପତ୍ତି ଉଠାଇବା ପରେ ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ଶୁକ୍ରବାର ଏହାର କାର୍ଯ୍ୟାଳୟକୁ ମହାସଂଘର ପୂର୍ବତନ ସଭାପତି ତଥା ଭାଜପା ଏମ୍ପି ବ୍ରିଜଭୂଷଣ ଶରଣ ସିଂଙ୍କ ବାସଭବନରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଛି। ଡବ୍ଲ୍ୟୁଏଫ୍ଆଇର…
ଓଠ ସଦୃଶ ଫୁଲ
କେପ୍ ଟାଉନ: ପ୍ରକୃତିର ସୃଷ୍ଟି ଅତ୍ୟନ୍ତ ଅଜବ ହୋଇଥାଏ; ଯାହାକୁ ଦେଖି ଲୋକେ ଖୁସି ହେଉଥିବାବେଳେ ଅନେକ ସମୟରେ ତାହା ଆଖିକୁ ବିଶ୍ୱାସ ମଧ୍ୟ ହୁଏନି। ତେବେ ଏପରି ଏକ ଗଛ ଅଛି, ଯାହା ଦେଖିବାକୁ ସମ୍ପୂର୍ଣ୍ଣ ଭାବେ ମଣିଷଙ୍କ ଓଠ…
ବିଶ୍ୱର ଗଭୀରତମ ଗୁମ୍ଫା
ତିବଲିସି: ବିଶ୍ୱରେ ଏମିତି କିଛି ଅଜବ ସ୍ଥାନ ରହିଛି, ଯାହା ରୋମାଞ୍ଚକର ହେବା ସହ ବିପଦପୂର୍ଣ୍ଣ ମଧ୍ୟ ହୋଇଥାଏ। ଏପରି ଏକ ଜାଗା ହେଉଛି ଭେରିଓଭକିନା ଗୁମ୍ଫା; ଯାହା ବିଶ୍ୱର ସବୁଠୁ ଗଭୀରତମ। ଗୁମ୍ଫା ଏତେ ଗଭୀର ଯେ, ଯେ କେହି…

