Home Left

କେବଳ ଭଡାରୁ ଅମିତାଭ ଆୟ କରୁଛନ୍ତି ୨ କୋଟି

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଶୋହରତର ଉଁଚାଇକୁ ଛୁଇଁ ସାରିଛନ୍ତି। ଏହା ପରେ, ତାଙ୍କ ଜୀବନରେ ଏକ ସମୟ ଆସିଥିଲା ଯେତେବେଳେ ସେ ଅର୍ଥାଭାବର ସମ୍ମୁଖୀନ ହୋଇଥିଲେ। ତାଙ୍କର ପ୍ରଡକଶନ କମ୍ପାନୀ ଏବିସିଏଲ ନ ଚାଲିବା ହେତୁ ସେ ଋଣରେ…

ଶୁବମନ ଗିଲ୍‌ଙ୍କ ବିଫଳତାର କାରଣ କହିଲେ ଗାଭାସ୍କର

ନୂଆଦିଲ୍ଲୀ,୩୧ା୧୨: ଶୁବମନ ଗିଲ୍‌ଙ୍କ ବିଫଳତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର। ଟେଷ୍ଟରେ ଆକ୍ରମଣାତ୍ମକ ବ୍ୟାଟିଂ କାରଣରୁ ଗିଲ୍‌ ବିଫଳ ହେଉଛନ୍ତି ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟର ପ୍ରଥମ ମ୍ୟାଚ୍‌ର…

ଅନ୍ତିମ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟ: ସିରିଜ ୧-୧ରେ ଡ୍ର

ମାଉଣ୍ଟ ମଙ୍ଗାନୁଇ,୩୧ା୧୨: ମାଉଣ୍ଟ ମଙ୍ଗାନୁଇସ୍ଥିତ ବାଇ ଓଭାଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଡକଓ୍ବର୍ଥ ଲୁଇସ୍‌ ସିଷ୍ଟମ(ଡିଏଲ୍‌ଏସ୍‌) ଜରିଆରେ ୧୭ ରନ୍‌ରେ ବିଜୟ ହାସଲ କରିଛି। ଫଳରେ ଦୁଇଦେଶ ମଧ୍ୟରେ…

ପାକିସ୍ତାନୀମାନେ ମଧ୍ୟ ରାମଙ୍କୁ ଘୃଣା କରନ୍ତି ନାହିଁ: ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌

ନୂଆଦିଲ୍ଲୀ,୩୧।୧୨: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ ବିରୋଧୀ ଦଳର ନେତାମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି, ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରିବା ଉଚିତ କିନ୍ତୁ ତାଙ୍କୁ ଘୃଣା କରିବା ଉଚିତ ନୁହେଁ। ମୁଁ…

ରାହୁଲ ଗାନ୍ଧୀ ଜଣେ ସାଧାରଣ ଏମ୍‌ପି, ତାଙ୍କୁ ଏତେ ଗୁରୁତ୍ୱ ଦେବା ଉଚିତ୍‌ ନୁହେଁ: ଲକ୍ଷ୍ମଣ ସିଂ

ଭୋପାଳ,୩୧।୧୨: ରାହୁଲ ଗାନ୍ଧୀ ଜଣେ ସାଧାରଣ କର୍ମୀ ତଥା ଏମ୍‌ପି। ତେଣୁ ତାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ କଂଗ୍ରେସର ପୂର୍ବତନ ଏମ୍‌ପି ଲକ୍ଷ୍ମଣ ସିଂ କହିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ସାନଭାଇ ଲକ୍ଷ୍ମଣ ସିଂ ମଧ୍ୟପ୍ରଦେଶର…

ସ୍ତ୍ରୀଙ୍କ ମୃତ୍ୟୁ ପରେ ଦାଦନ ଖଟିବାକୁ ଗଲେ ସ୍ବାମୀ: ବେସାହାରା ଭଉଣୀ, ଭାଇ

ଲାଠୋର,୩୧।୧୨(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ଅଧୀନ ହଲନଭଟା ପଞ୍ଚାୟତ ନକଟାବାହାଲ ଗ୍ରାମର ଧନସିଂ ମାଝୀଙ୍କ ଝିଅ ଏବଂ ପୁଅଙ୍କୁ ପାଠ ପଢିବାର ସୁଯୋଗ ଦିଆଯାଉ ବୋଲି ଗ୍ରାମର ୱାର୍ଡ଼ ମେମ୍ବର ଫୁଲତୁଲି ବାଗଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି।…

ରୋହିତଙ୍କଠାରୁ ‘ଗୁରୁମନ୍ତ୍ର’ ପାଇଥିବା ବୋଲରଙ୍କୁ ଦ୍ୱିତୀୟ ଟେଷ୍ଟରେ ମିଳିବ କି ସୁଯୋଗ

କେପଟାଉନ,୩୧।୧୨: କେପଟାଉନ ଟେଷ୍ଟରେ ଟିମ ଇଣ୍ଡିଆର ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ ହେବା ଉପରେ ଏବେ ଜୋରଦାର ଚର୍ଚ୍ଚା ହେଉଛି। ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୩ ଦିନରେ ଏହି ମ୍ୟାଚ୍‌ ହାରିଯାଇଥିଲା। ଏହି ପରାଜୟ ପରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଏବଂ…

ପଶ୍ଚିମବଙ୍ଗ କଂଗ୍ରେସ ଭାଜପାର ଦଲାଲ: କୁନାଲ ଘୋଷ

କୋଲକାତା,୩୧।୧୨: ଆସନ୍ତା ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଇଣ୍ଡି ଆଲାଇନ୍ସ ଦଳ ମଧ୍ୟରେ ଆସନ ବଣ୍ଟନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହାପୂର୍ବରୁ ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ ରବିବାର କଂଗ୍ରେସ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି।…

ଆମେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରିନାହୁଁ: ସିଦ୍ଦରମୈୟା

ବେଙ୍ଗାଲୁରୁ,୩୧।୧୨: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମନ୍ଦିର ନିର୍ମାଣକୁ ସମର୍ଥନ କରିଛନ୍ତି। ସେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ନିର୍ମାଣ ବିରୋଧୀ ନୁହଁନ୍ତି ବୋଲି କହିଛନ୍ତି। କନ୍ନଡ ଭାଷା ବିରୋଧରେ ହୋଇଥିବା ବିରୋଧ…

ବର୍ଷକରେ ପାଖାପାଖି ୧୦ ହଜାର କଣ୍ଡୋମ୍‌ ଅର୍ଡର କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କଲା କମ୍ପାନୀ

ନୂଆଦିଲ୍ଲୀ,୩୧।୧୨: ବ୍ୟବସାୟ ଦୁନିଆରେ ସବୁବେଳେ କିଛି ରୋଚକ ଘଟଣା ଘଟେ। ନିକଟରେ ଅନଲାଇନ୍‌ ଷ୍ଟୋର କମ୍ପାନୀ ବ୍ଲିଙ୍କିଟ ୨୦୨୩ରେ ବିଭିନ୍ନ ସହରରୁ ମିଳିଥିବା ଅର୍ଡର ତାଲିକାକୁ ଏକ ନିଆରା ଢଙ୍ଗରେ ପ୍ରକାଶ କରିଛି। ବିଭିନ୍ନ ସ୍ଥାନରେ ଏହି ଅର୍ଡରଗୁଡିକର ବିଭିନ୍ନ ହୋର୍ଡିଂ…

ମାଲିକଙ୍କ ବିନା ଶପିଂ କଲା କୁକୁର: ଭିଡିଓ ଦେଖିଲେ କହିବେ ବାଃ ବାଃ

ଅନେକ ଥର ସୋସିଆଲ ମିଡିଆରେ ଏମିତି ଭିଡିଓ ଭାଇରାଲ ହୋଇଥାଏ, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ କୁକୁର ଏହାର ମାଲିକ ବିନା ଶପିଂ କରୁଥିବା ଦେଖାଯାଉଛି।…

ରାମ ମନ୍ଦିର, ମୁଖ୍ୟମନ୍ତ୍ରୀ ଯାଗୀ ଆଦିତ୍ୟନାଥ, ଏସଟିଏଫ ମୁଖ୍ୟଙ୍କୁ ବୋମାରେ ଉଡାଇ ଦେବାକୁ ଧମକ

ଲକ୍ଷ୍ନୌ,୩୧।୧୨: ଶ୍ରୀ ରାମ ମନ୍ଦିର, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଏସଟିଏଫ ମୁଖ୍ୟଙ୍କୁ ବୋମାମାଡ଼ କରାଯିବ ବୋଲି ଧମକ ଦିଆଯାଇଥିଲା। ଭାରତ କୃଷକ ମଞ୍ଚର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେନ୍ଦ୍ର ତିୱାରୀଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ପଠାଯାଇଛି। ଦେବେନ୍ଦ୍ରଙ୍କୁ ମଧ୍ୟ ହତ୍ୟା କରାଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?