ମୋଦିଙ୍କୁ ପ୍ରଶ୍ନ କରିବା ପାଇଁ ଆମେରିକୀୟ ଖବରଦାତାଙ୍କୁ ସୁଯୋଗ ନାହିଁ
ନୂଆଦିଲ୍ଲୀ,୯ା୯: ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ କେତେଜଣ ଖବରଦାତା ଭାରତ ଆସିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଇଡେନ୍ଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ବେଳେ ଉଭୟଙ୍କୁ ପ୍ରଶ୍ନ କରିବା ସୁଯୋଗ ସେମାନଙ୍କୁ…
ଇଣ୍ଡିଆ ମେଣ୍ଟ ୪, ଭାଜପା ୩
ଲକ୍ଷ୍ନୌ/ଅଗରତାଲା,୯ା୯(ପି.ଟି.): ଇଣ୍ଡିଆ ମେଣ୍ଟରେ ଥିବା କଂଗ୍ରେସ, ଜେଏମ୍ଏମ୍, ଟିଏମ୍ସି ଏବଂ ସମାଜବାଦୀ ପାର୍ଟି ଗୋଟିଏ ଲେଖାଏ ଆସନରେ ବିଜୟୀ ହୋଇଛନ୍ତି। ଭାଜପା ଉତ୍ତରାଖଣ୍ଡର ବାଗେଶ୍ୱର ଆସନ ଏବଂ ତ୍ରିପୁରାର ଧନପୁର ଆସନକୁ ବଜାୟ ରଖିଥିବାବେଳେ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ବକ୍ସାନଗର ଆସନକୁ ସିପିଆଇ(ଏମ୍)ଠାରୁ…
ଖୋର୍ଦ୍ଧାରେ ହେବ ଓଡ଼ିଶା ପାଇକ ଏକାଡେମୀ
ଭୁବନେଶ୍ୱର,୯ା୯(ଅନିଲ ଦାସ): ଖୋର୍ଦ୍ଧା ଜିଲାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଶୁକ୍ରବାର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୂହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ…
ପ୍ରାକ୍ତନ ବିଏସ୍ଏଫ୍ ଯବାନଙ୍କୁ ଗୁଳିକରି ହତ୍ୟା
ରାଉରକେଲା,୮।୯(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଅଧୀନ କଦମଡିହି ଅଞ୍ଚଳରେ ଜଣେ ପ୍ରାକ୍ତନ ବିଏସ୍ଏଫ୍ ଯବାନଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ ହେଲେ ସୁଖଲାଲ ପୂର୍ତ୍ତି। ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମିଳିଥିବା…
ଦିନେଶ ଶର୍ମା ରାଜ୍ୟ ସଭାକୁ ନିର୍ବାଚିତ
ଲକ୍ଷ୍ନୌ,୮ା୯: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଉତ୍ତରପ୍ରଦେଶରୁ ଭାଜପା ପ୍ରାର୍ଥୀ ଭାବେ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୧୫ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ କେବଳ ଭାଜପା ନେତା ଦିନେଶ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାରୁ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ…
ଘଉଡ଼ାଇବା ବେଳେ କଚାଡ଼ି ଦେଲା ଦନ୍ତା
କେନ୍ଦୁଝର, ୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଆକ୍ରମଣରେ ଶୁକ୍ରବାର ସାହାରପଡ଼ା ବ୍ଲକ ଚୁଟିଆପଶି ପଞ୍ଚାୟତ କଟାବେଡା ଗ୍ରାମର କ୍ଷୀରୋଦ ଚନ୍ଦ୍ର ମହାନ୍ତ(୫୨)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଏକ ୨୨ ଟିକିଆ ହାତୀପଲ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍ ପୁରୁଣାପାଣି…
ଦିଲ୍ଲୀକୁ ଏବେ ନୋ ଫ୍ଲାଇଙ୍ଗ୍ ଜୋନ୍ କରାଯାଇଛି, କେମିତି ଯିବି: ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ରାୟପୁର,୮।୯: ଜି-୨୦ ୨୦୨୩ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେଉଛି। ଏଥିପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଦେଶରୁ ଆସୁଥିବା ସମସ୍ତ ଅତିଥିଙ୍କ ଲାଗି ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରିଭୋଜନର ଆୟୋଜନ…
ଜଳପ୍ରପାତରେ ବୁଡି ନିଖୋଜ ଥିଲେ: ମିଳିଲା ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ମୃତଦେହ
କୁଚିଣ୍ଡା,୮ା୯(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ମହୁଲପାଲି ଥାନା ଅଧୀନ ଗୁଦ୍ଗୁଦା ଜଳପ୍ରପାତରେ ବୁଡ଼ି ନିଖୋଜ ଥିବା ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ମୃତଦେହ ୨୪ଘଣ୍ଟା ପରେ ଶୁକ୍ରବାର ଉଦ୍ଧାର ହୋଇଛି। ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲା ସାଇନଗର ଗ୍ରାମର…
‘ଡାଲଖାଇ’ ଗୀତର ତାଳେ ତାଳେ ନାଚିଲେ ଆଇଏମ୍ଏଫ୍ ଏମ୍ଡି କ୍ରିଷ୍ଟାଲିନା
ନୂଆଦିଲ୍ଲୀ,୮।୯: ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଅତିଥିମାନଙ୍କ ଆଗମନ ପ୍ରକ୍ରିୟା ଜାରି ରହିଛି। ଜଣେ ପରେ ଜଣେ ବିଦେଶୀ ଅତିଥି ଆସି ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି। ଏହି କ୍ରମରେ ଗୁରୁବାର ଆଇଏମ୍ଏଫ୍ (ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି)ର…
ଜି୨୦ ସମ୍ମିଳନୀରେ ଚାଇନା ପ୍ରତିନିଧିଙ୍କ ଅଂଶଗ୍ରହଣକୁ ତିବ୍ବତୀୟଙ୍କ ବିରୋଧ
ନୂଆଦିଲ୍ଲୀ,୮।୯: ଜି୨୦ ସମ୍ମିଳନୀରେ ଚାଇନା ପ୍ରତିନିଧିଙ୍କ ଅଂଶଗ୍ରହଣକୁ ବିରୋଧ କରାଯାଇଛି। ଶୁକ୍ରବାର ଉତ୍ତର ଦିଲ୍ଲୀର ମଞ୍ଜୁକା ତିଲାଠାରେ ତିବ୍ବତୀୟ ଯୁବ କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ତିବ୍ବତୀୟମାନେ ବ୍ୟାନର ଧରି ଚାଇନା ବିରୋଧୀ ସ୍ଲୋଗାନ…
ପାରମ୍ପରିକ ଭାରତୀୟ ନୃତ୍ୟ ସହ ବାଇଡେନ୍ଙ୍କୁ ସ୍ବାଗତ, ବଜାଗଲା ‘ଚକ୍ ଦେ ଇଣ୍ଡିଆ’ ସଙ୍ଗୀତ
ନୂଆଦିଲ୍ଲୀ,୮।୯: ଜି୨୦ ୨୦୨୩ ଶିଖର ସମ୍ମିଳନୀ ଲାଗି ଭାରତରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ତାଙ୍କୁ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ(ଅବସରପ୍ରାପ୍ତ) ଭି.କେ. ସିଂହ ତାଙ୍କୁ ସ୍ବାଗତ କରିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ବାଇଡେନ୍ଙ୍କୁ ଭାରତୀୟ ପାରମ୍ପରିକ ନୃତ୍ୟ ସହ…
ଜି୨୦ ଲୋଗାରେ ରହିଛି ସ୍ବତନ୍ତ୍ର ବାର୍ତ୍ତା! ଜାଣନ୍ତୁ କିଏ କରିଛନ୍ତି ପ୍ରସ୍ତୁତ? କ’ଣ ଏହାର ଅର୍ଥ…
ନୂଆଦିଲ୍ଲୀ,୮।୯: ଜି୨୦ ଶିଖର ସମ୍ମିଳନୀକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ଦେଶର ରାଜଧାନୀ । ଦିଲ୍ଲୀର କୋଣ ଅନୁକୋଣକୁ ସଜା ଯାଇଥିବା ବେଳେ ସ୍ଥାନେସ୍ଥାନେ ସମ୍ମିଳନୀକୁ ନେଇ ବଡ଼ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ଏସବୁ ମଧ୍ୟରେ ସମ୍ମିଳନୀର ଲୋଗୋ ସମସ୍ତଙ୍କ ଦୃଷ୍ଟି…
Archives


