Home Left

ଟ୍ରେନ୍‌ରେ କଟିଗଲା ୨ ଗୋଡ଼

ଅନୁଗୋଳ, ୫ା୮ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା କୁମଣ୍ଡ ଚଣ୍ଡୀ ବଜାର ଛକ ନିକଟ ରେଳ ଧାରଣାରେ ଜଣେ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ତାଙ୍କ ୨ ଗୋଡ଼ କଟିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ରେଲଓ୍ବେ…

ବିଶ୍ୱକପ୍‌ ପୂର୍ବରୁ ଝଟ୍‌କା: ହଠାତ୍‌ ସନ୍ନ୍ୟାସ ନେଇ ଘୋଷଣା କଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୫।୮: ଇଂଲଣ୍ଡର ତାରକା ବ୍ୟାଟ୍ସମ୍ୟାନ୍‌ ଆଲେକ୍ସ ହାଲ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ଏନେଇ ଶୁକ୍ରବାର ନିଜର ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ ଶେୟାର କରିଛନ୍ତି। ଗତ ବର୍ଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ସେ ଜାତୀୟ ଦଳରେ ସାମିଲ ଥିଳେ।…

‘୧୮ ବର୍ଷ ହେଉ ନିର୍ବାଚନ ଲଢିବାର ବୟସ’ ସଂସଦୀୟ କମିଟି ଦେଲା ପ୍ରସ୍ତାବ, ଯୁବବର୍ଗ ଦେଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ,୫।୮: ଏକ ସଂସଦୀୟ କମିଟି ଶୁକ୍ରବାର ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସର୍ବନିମ୍ନ ବୟସ ସୀମା ହ୍ରାସ କରିବାକୁ ସୁପାରିଶ କରିଛି। ଗଣତନ୍ତ୍ରରେ ଯୋଗଦେବା ପାଇଁ ଏହା ଯୁବକମାନଙ୍କୁ ସମାନ ସୁଯୋଗ ଦେବ ବୋଲି କମିଟି କହିଛି।…

ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବେ ଏହି ୪ ଦଳ, ଅଷ୍ଟ୍ରେଲିୟ ଭେଟେରାନଙ୍କ ପୂର୍ବାନୁମାନ

ନୂଆଦିଲ୍ଲୀ,୫।୮: ଆଇସିସି ଦିନିକିଆ ବିଶ୍ୱକପ ୫ ଅକ୍ଟୋବରରୁ ଭାରତରେ ଆରମ୍ଭ ହେବ। ପ୍ରଥମ ଥର ପାଇଁ ଭାରତ ଏକାକୀ ପୁରା ଦିନିକିଆ ବିଶ୍ୱର ଆୟୋଜନ କରିବ, ଯେଉଁଥିରେ ଦେଶର ୧୦ଟି ସହରରେ ମ୍ୟାଚ ଖେଳାଯିବ। ବର୍ତ୍ତମାନ ଏହି ମେଗା ଇଭେଣ୍ଟ ଆରମ୍ଭ…

ଯାତ୍ରୀବାହୀ ବସ୍‌ ସମୟକୁ ନେଇ ବିବାଦ

ଆନନ୍ଦପୁର,୫। ୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ଯାତ୍ରୀବାହୀ ବସ୍‌ ସମୟକୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ସମାଧାନ ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଅନୀଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ…

ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାଜଳ

ବାଲିଆପାଳ, ୫।୮(ଗୋପାଳ ଚନ୍ଦ୍ର ସାହୁ): ରାଜ୍ୟରେ ସବୁ ନଦୀରେ ବନ୍ୟା ବିତ୍ପାତ ଆରମ୍ଭ ହୋଇଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ସ୍ଥିର ରହିଥିଲା। ଶୁକ୍ରବାର ପୂର୍ବାହ୍ନରୁ କ୍ରମଶଃ ନଦୀର ଜଳପତ୍ତନ ବଢ଼ିବାରେ ଲାଗିଛି। ସନ୍ଧ୍ୟା ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟାଜଳ…

ରାହୁଲ, ଆୟରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ବଡ଼ ଅପଡେଟ୍‌, ଜାଣନ୍ତୁ ଏସିଆ କପରେ ଖେଳିବେ କି ନାହିଁ

ନୂଆଦିଲ୍ଲୀ,୫।୮: ୨୦୨୩ ଏସିଆ କପ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟର ସମସ୍ତେ ଅଗଷ୍ଟ ୨୧ରେ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ଏସିଆ କପ…

ବଢୁଛି ଗମେଇ ନଦୀ ଜଳସ୍ତର

ବାସୁଦେବପୁର, ୫ା୮(ନାରାୟଣ ପ୍ରସାଦ ବାରିକ୍‌): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାସୁଦେବପୁର ବ୍ଲକର ଗମେଈ, କାଂଶବାଂଶ, କଞ୍ଚୁଡ଼ି, ନୂଆନଦୀ ସମେତ ମନ୍ତେଇ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କାଂଶବାଂଶ ନଦୀରେ ବନ୍ୟା ଆସିବା ଫଳରେ ବାସୁଦେବପୁର ବ୍ଲକର ଜଗନ୍ନାଥପୁର,…

ଅଂଶୁମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୫।୮ (ତପନ ସ୍ବାଇଁ): ଥାଇଲାଣ୍ଡର ପଟାୟାଠାରେ ଅନୁଷ୍ଠିତ ଆଇଏସ୍‌ଟିଏଫ୍‌ ଓ୍ବାଲର୍‌ଡ ଟୁର୍‌ ଅନ୍ତର୍ଜାତୀୟ ସଫ୍ଟ ଟେନିସ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତି ଫେରିଥିବା ଓଡ଼ିଶାର ଅଂଶୁମାନ ବାବୁଙ୍କୁ ଭୁବନେଶ୍ୱରରେ ସ୍ବାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି। ଅଂଶୁମାନ ୨୧ ବର୍ଷରୁ…

ରାହୁଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ, ‘ଏବେ ଟମାଟୋ ଖାଇବା ସମୟ’ ବୋଲି କେନ୍ଦ୍ରକୁ ଟାର୍ଗେଟ କରି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୫।୮: ମୋଦି ସରନେମ ସହ ଜଡିତ ଆପରାଧିକ ମାନହାନୀ ମାମଲାରେ ଆଶ୍ୱସ୍ତି ମିଳିବା ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ରାହୁଲ ଗାନ୍ଧୀଙ୍କ ଦଣ୍ଡବିଧାନ ଉପରେ ରୋକ ଲାଗିବା ପରେ କଂଗ୍ରେସ କହିଛି ଯେ ସତ୍ୟର ବିଜୟ ହୋଇଛି। ଏହି…

ଆଣ୍ଡି ଫ୍ଲାଓ୍ବାର ଆର୍‌ସିବି ମୁଖ୍ୟ କୋଚ୍‌

ବେଙ୍ଗାଲୁରୁ, ୫ା୮: ଅଭିଜ୍ଞ ଆଣ୍ଡି ଫ୍ଲାଓ୍ବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ମାଇକ୍‌ ହେସନ ଓ ସଞ୍ଜୟ ବାଙ୍ଗରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ପୂର୍ବରୁ ଦଳର ଡାଇରେକ୍ଟର ଅଫ୍‌ କ୍ରିକେଟ ଅପରେଶନ ଏବଂ ମୁଖ୍ୟ…

ହାଥରସରେ ମର୍ମନ୍ତୁଦ ଦୁର୍ଘଟଣା: ୫ ମୃତ

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶର ହାଥରସରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶୁକ୍ରବାର ରାତିରେ ପୋଲିସ ଷ୍ଟେଶନ ସାହପାଓ ଅଞ୍ଚଳରେ ଟ୍ରାକ୍ଟର ଟ୍ରଲି ଏବଂ ଡମ୍ଫର ମଧ୍ୟରେ ମୁହାଁମୁହିଁ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri