Home Left

ନୁହ ହିଂସା: ଏ ପର୍ଯ୍ୟନ୍ତ ୧୪୧ ଜଣ ଗିରଫ, ୫୫ ଏଫଆଇଆର୍‌ ପଞ୍ଜୀକୃତ

ଚଣ୍ଡିଗଡ,୫।୮: ସୋମବାର ହରିୟାଣାର ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଏବଂ ଦଙ୍ଗା ସହ ଜଡିତ ୫୫ଟି ଏଫଆଇଆର୍‌ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ୧୪୧ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଆହୁରି ମଧ୍ୟ କହିଛି ଯେ,…

ମେଲର୍ବନରେ ଆଖିବୁଜା ଗୁଳିମାଡ, ଜଣେ ମୃତ

ମେଲର୍ବନ,୮।୫: ଅଷ୍ଟ୍ରେଲିଆର ମେଲର୍ବନ ସହରର ଦକ୍ଷିଣ ୟାରାରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଛି। ଭିକ୍ଟୋରିଆ ପୋଲିସ ଶନିବାର ଏନେଇ ସୂଚନା ଦେଇଛି। ଭିକ୍ଟୋରିଆ ପୋଲିସ ଦ୍ୱାରା ଜାରି ବୟାନ ଅନୁଯାୟୀ, ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଆହତ…

କରୋନାର ପ୍ରକୋପ ଶେଷ ହୋଇ ନ ଥିବାବେଳେ ପୁଣି ଆତଙ୍କ ଖେଳାଇଲାଣି ନୂଆ ଭାରିଏଣ୍ଟ

ଲଣ୍ଡନ,୫।୮: କୋଭିଡର ପ୍ରକୋପ ଏ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଶେଷ ହୋଇନାହିଁ।୨୦୨୦ରେ ଆରମ୍ଭ ହୋଇଥିବା ଏହି ମହାମାରୀ ପ୍ରାୟ ତିନି ବର୍ଷ ପରେ ମଧ୍ୟ ଶେଷ ହେବାର ନାମ ନେଉନାହିଁ। ସମଗ୍ର ବିଶ୍ୱରେ କୋଭିଡ ଭାଇରସର ଅଲଗା ଅଲଗା ଭାରିଏଣ୍ଟ ବାହାରୁଛି।…

୨ ଦିନିଆ ଓଡ଼ିଶା ଗସ୍ତରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର,୫।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ରାତିରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତା…

‘ଏଥର ଦିଲ୍ଲୀରେ ‘ଇଣ୍ଡିଆ’ସରକାର’, ମମତା ବାନାର୍ଜୀଙ୍କ ଫଟୋ ସହ କୋଲକାତାରେ ଲାଗିଲା ନୂଆ ପୋଷ୍ଟର

କୋଲକାତା,୫।୮: ବିରୋଧୀ ଦଳର ମିଳିତ ମଞ୍ଚ ‘ଇଣ୍ଡିଆ’ ଘୋଷଣା ପରେ ଏହାର ପ୍ରଭାବ ପଶ୍ଚିମବଙ୍ଗ ରାଜନୀତିରେ ଦେଖା ଦେଲାଣି। ରାଜଧାନୀ କୋଲକାତାରେ ଇଣ୍ଡିଆ ମିଳିତ ମଞ୍ଚକୁ ନେଇ ନୂଆ ପୋଷ୍ଟର ଲଗାଯାଇଛି। ସ୍ଥାନେ ସ୍ଥାନେ ଲାଗିଥିବା ଏହି ପୋଷ୍ଟର ଦିଲ୍ଲୀ ଆଡକୁ…

୪୯ ବର୍ଷରେ କାଜୋଲ, ଖାସ୍‌ ଦିନରେ ଟ୍ରୋଲରଙ୍କୁ କଲେ କଟାକ୍ଷ

ବମ୍ବେ: ବଲିଉଡର ଚୁଲବୁଲି ଅଭିନେତ୍ରୀ କାଜୋଲ ଆଜି ୪୯ ବର୍ଷରେ ପାଦ ରଖିଛନ୍ତି। ଏହି ଖାସ ଦିନକୁ ସେ ପରିବାରସହ ପାଳନ କରିବେ ବୋଲି ମନ ବଳାଇଛନ୍ତି। କାରଣ ତାଙ୍କ ଜନ୍ମଦିନ ସମସ୍ତଙ୍କ ପାଇଁ ଛୁଟିଦିନ ବୋଲି ସେ ଭାବନ୍ତି। ଏଥିଲାଗି…

ପ୍ରି-ପ୍ଲାନ ଥିଲା ନୁହ ହିଂସା: ଅନିଲ ବିଜ

ଗୁରୁଗ୍ରାମ,୫।୮: ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ଶୁକ୍ରବାର କହିଛନ୍ତି ଯେ ନୁହ ହିଂସା ସଂପର୍କରେ ଏପର୍ଯ୍ୟନ୍ତ ୧୦୨ ଏଫଆଇଆର ପଞ୍ଜୀକୃତ ହୋଇଛି, ଯେଉଁଥିରୁ ଅର୍ଦ୍ଧେକରୁ ଅଧିକ କେବଳ ନୁହରେ ଅଛନ୍ତି । ଏପର୍ଯ୍ୟନ୍ତ ୨୦୨ଜଣଙ୍କୁ ଗିରଫ କରାଯାଇଛି ଏବଂ ୮୦ଜଣଙ୍କୁ ଅଟକ…

୩ ଲୋକଙ୍କୁ ହତ୍ୟା ପରେ ଅଶାନ୍ତ ମଣିପୁର: ଡ୍ରୋନ, ବୋମା ଏବଂ ଗୁଳିରେ ଆକ୍ରମଣ କରୁଛନ୍ତି ଉପଦ୍ରବକାରୀ, ଜବାବ ଦେଉଛି ପୋଲିସ

ଇମ୍ଫାଲ,୫।୮: ମଣିପୁରରେ ଜାତିଆଣ ବିବାଦର ନିଆଁ ଲିଭିବାର ନାଁ ନେଉନାହିଁ। ଉପଦ୍ରବକାରୀମାନେ ବିଷ୍ଣୁପୁର ଜିଲାରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରିବା ସହ ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି। ଏହି ହିଂସା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଶନିବାର…

ପାଣି ଖସିଲା, ଦୁର୍ଦ୍ଦଶା ବଢ଼ିଲା

ଅନୁଗୋଳ, ୫ା୮ (ଅମିତ କୁମାର ସାମଲ): ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକରେ ସୃଷ୍ଟି ହୋଇଥିବା ଜଳାର୍ଣ୍ଣବ ସ୍ଥିତିରେ ଶୁକ୍ରବାର ସୁଧାର ଆସିଛି। ବିଶେଷକରି ମହାନଦୀରେ ବନ୍ୟା ଜଳ ହ୍ରାସ ପାଇଥିବାରୁ ବିପନ୍ନ ଲୋକଙ୍କ ଭୟ…

ନନ୍ଦିନୀଙ୍କ ପାଇଁ ଓଡ଼ିଶା ଗର୍ବିତ

ଢେଙ୍କାନାଳ, ୫ା୮(ରତନ ନାୟାର): ନନ୍ଦିନୀ ଶତପଥୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ତାଙ୍କ ପାଇଁ ଓଡ଼ିଶା ଗର୍ବିତ। ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ଜନନାୟିକା ତଥା ସୁସାହିତି୍ୟକା ନନ୍ଦିନୀ ଦେବୀଙ୍କ ସପ୍ତଦଶ ପୁଣ୍ୟତିଥିରେ ଏଭଳି ମତପ୍ରକାଶ ପାଇଛି। ଢେଙ୍କାନାଳର ସାମାଜିକ ସଙ୍ଗଠନ ଉଫୁନା,…

‘କଶ୍ମୀର ଏବେ କାହାର ନିର୍ଦ୍ଦେଶରେ ବନ୍ଧା ନୁହେଁ’, ଆର୍ଟିକଲ ୩୭୦ ହଟିବାର ୪ ବର୍ଷପୂର୍ତ୍ତି ଅବସରରେ ଏଲଜି ସିହ୍ନା କହିଲେ ରାଜ୍ୟରେ କେତେ ହୋଇଛି ବିକାଶ

ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରରୁ ଆର୍ଟିକଲ ୩୭୦ ବା ଅନୁଚ୍ଛେଦ ୩୭୦ ହଟିବାକୁ ୪ ବର୍ଷ ପୂରଣ ହୋଇଛି। ଏହି ଅବସରରେ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର କହିଛନ୍ତି ସଡ଼କରେ ହେଉଥିବା ହିଂସାରେ ହ୍ରାସ ହୋଇଛି, ଆତଙ୍କବାଦୀଙ୍କ ପକ୍ଷରୁ ଦିଆଯାଉଥିବା…

ଥମୁନି ମଣିପୁର ହିଂସା: ୩ ମୈତେଇ ସମ୍ପ୍ରଦାୟଙ୍କ ମୃତ୍ୟୁ

ଇମ୍ଫାଲ,୫।୮: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଜାତି-ବିବାଦ ମଧ୍ୟରେ ହିଂସା ବନ୍ଦ ହେବାର ନାମ ନେଉନାହିଁ। ଶୁକ୍ରବାର ବିଳମ୍ବିତ ରାତିରେ ବିଷ୍ଣୁପୁର ଜିଲାରେ ହିଂସା ଘଟଣାରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀଙ୍କ କହିବାନୁସାରେ, ମୃତ ବ୍ୟକ୍ତି କ୍ୱାକଟା ଅଞ୍ଚଳର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri