Home Left

ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ

କୁଚିଣ୍ଡା,୧୧ା୯(ବିରଞ୍ଚତ୍ ଦର୍କା): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଆହ୍ବାନ କ୍ରମେ କୁଚିଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ୩ଦଫା ଦାବିରେ ସୋମବାର କୁଚିଣ୍ଡା ବିଇଓ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ବ୍ଲକ ସଭାପତି ପ୍ରଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ସମସ୍ତ…

ଉଦ୍ଧବଙ୍କ ମନ୍ତବ୍ୟକୁ ନିନ୍ଦା କଲା ଭାଜପା

ନୂଆଦିଲ୍ଲୀ,୧୧।୯: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ରାମ ମନ୍ଦିର ଉପରେ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଛି ଭାଜପା। ସୋମବାର ଭାଜପା ଏମ୍‌ପି ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ମୁଁ କେବଳ କହିବାକୁ ଚାହେଁ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ…

ପଞ୍ଚାୟତ ଆଗରେ ଭାଜପାର ଆନ୍ଦୋଳନ

ମୋରଡ଼ା,୧୧।୯(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ସୋମବାର ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ହେଉଥିବା ଦୁର୍ନୀତିକୁ ବନ୍ଦ କରିବାକୁ ଭାଜପା ପକ୍ଷରୁ ଦାବି କରାଯାଇଥିଲା। ଏପରି କି…

ପାକିସ୍ତାନକୁ ବଡ଼ ଝଟ୍‌କା

କଲମ୍ବୋ,୧୧।୯: ୨୦୨୩ ଏସିଆ କପର ସୁପର-୪ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଛି। ତେବେ ବର୍ଷା ହେତୁ ରବିବାର ଦିନ ଭାରତ-ପାକିସ୍ତାନ ମ୍ୟାଚ ଶେଷ ହୋଇପାରି ନ ଥିଲା। ଏହି ମ୍ୟାଚ ରିଜର୍ଭ ଡେ’ରେ ଖେଳାଯାଉଛି। ଆଜି ଦୁଇ…

ରିଜର୍ଭ ଡେ’ରେ ମ୍ୟାଚ୍‌ ରଦ୍ଦ ହେଲେ ଏମିତି ହେବ ଭାରତର ସ୍ଥିତି

ନୂଆଦିଲ୍ଲୀ,୧୧।୯: ଏସିଆ କପ୍‌ର ସୁପର-୪ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲା। କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ବର୍ଷା ହେତୁ ମ୍ୟାଚ ଶେଷ ହୋଇପାରି ନାହିଁ ଏବଂ ବର୍ତ୍ତମାନ ମ୍ୟାଚ ଆଜି ରିଜର୍ଭ ଡେ’ରେ ଖେଳାଯିବ। ରିଜର୍ଭ…

ବିହାର ରାଜନୀତିରେ ଆସିପାରେ ଝଡ଼

ପାଟନା,୧୧।୯: ଜି-୨୦ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଂଶଗ୍ରହଣ ପରେ ରାଜ୍ୟର ରାଜନୀତିରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ବିହାର ରାଜନୀତିରେ ଝଡ ଆସିବାକୁ ଯାଉଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝୀ ସୋମବାର ଦାବି କରିଛନ୍ତି। ଏକ ସାକ୍ଷାତକାରରେ ଜିତନ…

କଂଗ୍ରେସ ଛାଡି ଭାଜପା ହାତ ଧରିଲେ ଜ୍ୟୋତି

ନୂଆଦିଲ୍ଲୀ,୧୧।୯: ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ନିଜର ଲାଭକୁ ଧ୍ୟାନରେ ରଖି ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସୋମବାର ନାଗୋରର ପୂର୍ବତନ କଂଗ୍ରେସ ଏମ୍‌ପି ତଥା ବରିଷ୍ଠ ନେତା ନାଥୁରାମ ମିର୍ଦ୍ଦାଙ୍କ…

ଏକ୍ସପ୍ରେସ ଟ୍ରେନ ରହଣି ଦାବି ଜୋର ଧରିଲା

ଗଞ୍ଜାମ,୧୧।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବି ଜୋର ଧରିଛି l ପୂର୍ବରୁ ଷ୍ଟେଶନରେ ପୁରୀ-ତିରୁପତି ଏବଂ ଭୁବନେଶ୍ୱର-ଜଗଦଳପୁର ଏକ୍ସପ୍ରେସ ଟ୍ରେନ ରହି ଆସୁଥିଲା l କିନ୍ତୁ କରୋନା ମହାମାରୀ ଯୋଗୁ ଅନ୍ୟ ସମସ୍ତ ଟ୍ରେନ ସହ…

ଗାଈ ପଲଙ୍କ ଉପରେ ଟ୍ରେନ୍‌ ମାଡ଼ିଯିବା ଘଟଣାର ତଦନ୍ତ ଦାବି: ଗୋପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ସିଂଝରଣ ଗାଁ ନିକଟ ରେଳ ଧାରଣାରେ ଏକ ଦୁର୍ଘଟଣା ଘଟିଛି। ଗାଈ ପଲ ରେଳ ଲାଇନ ପାର ହେଉଥିବା ବେଳେ ଏକ ଟ୍ରେନ୍‌ ମାଡି ଯିବାରୁ ୧୧ ଗାଈ,…

ରାଜଧାନୀରେ ବାଣ ଫୁଟାଇବା ଉପରେ ରହିବ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୧।୯: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରତିବର୍ଷ ପରି, ଏଥର ମଧ୍ୟ ଦୀପାବଳି ତଥା ଅନ୍ୟାନ୍ୟ ପର୍ବରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ରହିବ। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୋମବାର କହିଛନ୍ତି ଯେ ଗତ କିଛି ବର୍ଷ ଭଳି ଏଥର…

ପୁଣି ପ୍ରେମରେ ପଡିଛନ୍ତି ସୁରଜ

ମୁମ୍ବାଇ: ଅଭିନେତ୍ରୀ ଜିଆ ଖାନ ଆତ୍ମହତ୍ୟା ମାମଲାରେ ସୁରଜ ପଞ୍ଚୋଲିଙ୍କ ନାମ ପଦାକୁ ଆସିବା ପରେ ତାଙ୍କୁ ପ୍ରାୟ ଏକ ଦଶନ୍ଧି ଧରି ପୋଲିସ ଏବଂ କୋର୍ଟର ଚକ୍କର କାଟିବାକୁ ପଡିଥିଲା। ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ…

ଇଣ୍ଡିଆ ସମନ୍ବୟ ସମିତି ବୈଠକ ପୂର୍ବରୁ ଲାଲୁ କହିଲେ- ‘ବର ମିଳତ ମଞ୍ଚରୁ କେହି ହେବେ’

ପାଟନା,୧୧।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କ ପତ୍ନୀ ରାବ୍ରି ଦେବୀ ସୋମବାର ସକାଳେ ଝାଡ଼ଖଣ୍ଡର ବୈଦ୍ୟନାଥ ଧାମରେ ପହଞ୍ଚି ପ୍ରାର୍ଥନା କରିଥିଲେ। ଏହି ସମୟ ମଧ୍ୟରେ ଦେବଘରରେ ଏକ ଖବରଦାତା ସମ୍ମିଳନୀରେ ଲାଲୁ ଯାଦବ ଅନେକ ବଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri